ଜାତୀୟ

୮ ରାଜ୍ୟରେ ଚିତ୍‌ପଟାଙ୍ଗ ମାରିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୫: ମୋଦି ସୁନାମୀରେ ଧ୍ୱସଂ ପାଇଛି ବିପକ୍ଷ ଗଡ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୋଦ ନିଜ ଗଡରୁ ହାରିଯାଇଥିଲାବେଳେ ସାରା ଦେଶରେ ମଧ୍ୟ କଂଗ୍ରେସ ପ୍ରଦର୍ଶନ ନିରାଶାଜନକ ରହିଛି। ଦଳ ୮ ରାଜ୍ୟରେ ଚିତ୍‌ପଟାଙ୍ଗ ମାରିଛି। ଅର୍ଥାତ୍‌...

ରାହୁଲ ହାରିଲେ: ଏବେ ଇସ୍ତଫା ଦେବେ କି ସିଦ୍ଧୁ?

ନୂଆଦିଲ୍ଲୀ, ୨୪।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ହାରିଗଲେ, ଏବେ ଇସ୍ତଫା ଦେବେ କି ସିଦ୍ଧୁ? ଏହି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ...

ଆଡଭାନୀ, ମୂରଲୀମନୋହର ଜୋଷୀଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ, ୨୪।୫: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବା ପରେ ଶୁକ୍ରବାର ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀମନୋହର ଜୋଷୀଙ୍କୁ ଭେଟି ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାଜପାର...

ରାହୁଲଙ୍କ ଅଗଣାରେ ‘ତୁଳସୀ’

ଲକ୍ଷ୍ନୌ, ୨୪।୫: ୫୦ ବର୍ଷ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଗଣାକୁ ଆସିଛନ୍ତି ତୁଳସୀ। କଂଗ୍ରେସର ଗଡ କୁହାଯାଉଥିବା ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ରାହୁଲଙ୍କୁ ୫୫ ହଜାର ୧୨୦ ଖଣ୍ଡ ଭୋଟରେ ପରାସ୍ତ କରି...

ଲୋକ ସଭାରେ ମିଳିଲା ମାତ୍ର ୫ ଖଣ୍ଡ ଭୋଟ: ପ୍ରାର୍ଥୀ କାନ୍ଦିକି କହିଲେ, ପରିବାରର ସଦସ୍ୟ ସଂଖ୍ୟା ୯

ଜଳନ୍ଧର, ୨୪।୫: ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ସରିଛି। କେଉଁଠି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ମିଳିଥିବାବେଳେ, ଆଉ କେଉଁଠି ପ୍ରାର୍ଥୀଙ୍କୁ ଅଳ୍ପ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି। ପଞ୍ଜାବର ଜଳନ୍ଧର ଲୋକ ସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ନିତୁ ଶଟର୍ନଓ୍ବାଲାଙ୍କୁ...

ପ୍ରଥମଥର ପାଇଁ ଲୋକ ସଭାରେ ଖାତା ଖୋଲିପାରିଲାନି ଲାଲୁଙ୍କ ଦଳ

ପାଟନା, ୨୪।୫: ଲୋକ ସଭା ନିର୍ବାଚନରେ ଏଥର ଖାତା ଖୋଲିପାରି ନାହିଁ ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱଧୀନ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)। ବିହାରରେ ମୋଦି ଲହରରେ ଭୁଷୁଡି ପଡିଛି ବିରୋଧୀ ଗଡ। ୪୦ଟି ଲୋକ ସଭା ଆସନରୁ ମୋଦିଙ୍କ ନେତୃତ୍ୱାଧୀନ...

ସେନାକୁ ସଫଳତା: ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜାକିର ମୁସା ନିହତ

ଶ୍ରୀନଗର, ୨୪।୫: ଜମ୍ମୁ-କାଶ୍ମୀରରରେ ଭାରତୀୟ ସେନାକୁ ସଫଳତା ମଳିଛି। ଭାରତୀୟ ସେନା ଦକ୍ଷିଣ କଶ୍ମୀରର ତ୍ରାଲରେ ଲୁଚି ରହିଥିବା ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜାକିର ମୁସାକୁ ଏନକାଉଣ୍ଟରେ ନିହତ ହୋଇଛି। ପୁଲୱାମାର ତ୍ରାଲରେ ମୁସା ଲୁଚି ରହିଥିବା ଭାରତୀୟ ସେନା...

ମ୍ୟାଜିକ୍‌ ନମ୍ବରକୁ ଏକାକୀ ଟପିଲା ଭାଜପା

ନୂଆଦିଲ୍ଲୀ, ୨୪।୫: ଦେଶ ସାରା ଭାଜପା କ୍ୟାମ୍ପରେ ଏବେ ଖୁସିର ଲହରି, ଉତ୍ସବର ପରିବେଶ। ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ଫଳାଫଳ ଆସିବା ପରେ ଭାଚପା ଏଥର...

ଦିଲ୍ଲୀରେ କ୍ଲିନସୁଇପ୍‌ କଲା ଭାଜପା: ଆପ୍‌ ମୂଳପୋଛ୍‌

ନୂଆଦିଲ୍ଲୀ, ୨୪।୫: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପରେ ଭଳି ଦିଲ୍ଲୀରେ କ୍ଲିନ୍‌ ସୁଇପ୍‌ କରିଛି ଭାଜପା। ଦିଲ୍ଲୀରେ ୭ଟି ଲୋକ ସଭା ସିଟ୍‌ରେ ଭାଜପା ବାଜିମାରିନେଇଛି। ଫଳରେ ଭାଜପା ୨୦୧୪ ଫଳାଫଳର ପୁନରାବୃତ୍ତି କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ...

ସିକିମ୍‌ରେ କଡ଼ା ଟକ୍କର:ଚାମଲିଂ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ଆଶା କ୍ଷୀଣ

ଗ୍ୟାଙ୍ଗଟକ୍‌,୨୪-୫:ସିକିମ୍‌ରେ ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଂ ପୋକ୍‌ଲୋକ୍‌ କାମରାଙ୍ଗ ଆସନରୁ ବିଜୟୀ ହୋଇଛନ୍ତି। ଚାମଲିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏସ୍‌କେଏମ୍‌ର ଖର୍କା ବାହାଦୁର ରାଇଙ୍କଠାରୁ ୨,୮୯୯ ଭୋଟରେ ବିଜୟୀ ହୋଇଛନ୍ତି। ୧୯୯୪ ଡିସେମ୍ବରଠାରୁ ଚାମ୍‌ଲିଂ ସିକିମ୍‌ର...

ହାରିଲେ ଊର୍ମିଳା ମାତୋଣ୍ଡକର

ମୁମ୍ବାଇ, ୨୪-୫:ମୁମ୍ବାଇ-ଉତ୍ତର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପା ପ୍ରାର୍ଥୀ ଗୋପାଳ ଶେଟ୍ଟୀଙ୍କଠାରୁ ୪,୫୨,୨୨୬ ଭୋଟରେ ହାରିଯାଇଛନ୍ତି। ଉର୍ମିଳା ତାଙ୍କ ପ୍ରତିକ୍ରିୟାରେ କହନ୍ତି, ଆହୁରି ଅନେକ ବାଟ...

ଶାହଙ୍କୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪-୫:ନିର୍ବାଚନ ରଣନୀତି ଓ ପ୍ରଚାରର ମଙ୍ଗ ଧରିଥିବା ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ଭୂମିକା ଏଥର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୪ରେ ସେ ୟୁପି ଲାଗି ରଣନୀତି ପ୍ରସ୍ତୁତ କରି ସଫଳତା ହାସଲ କରିଥିଲେ। ୨୦୧୯ରେ ସେ ସଙ୍ଗଠନକୁ ଦୃଢ଼କରି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri