ଜାତୀୟ

ମୋଦି ସୁନାମୀରେ ଭାସିଗଲା ବିପକ୍ଷ ଦୁର୍ଗ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ରେକର୍ଡ ସଂଖ୍ୟକ ଆସନରେ ବିଜୟ ଲାଭ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ସଂଖ୍ୟକ ଆସନରେ ବିଜୟ ହେବା ସୁନାମୀରେ ବିପକ୍ଷଙ୍କ ଦୁର୍ଗ ଭାସି ଯାଇଥିବା କୁହାଯାଉଛି। ଭାଜପା ୩ଶହ...

ଗଣ ମାଧ୍ୟମକୁ ଶୁଭେଚ୍ଛା ଜଣାଇଲେ ହିରାବେନ୍‌ ମୋଦି

ଗାନ୍ଧିନଗର,୨୩।୫: ଗୋଟିଏ ପଟେ ଭାଜପା ପ୍ରାୟ ୨୯୫ ଆସନରେ ଆଗୁଆ ଥିବା ବେଳେ ବିଭିନ୍ନ ସ୍ଥାନରେ ଭାଜପା ପକ୍ଷରୁ ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି। ଏତିକି ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ମା’ ହିରାବେନ୍‌ ମୋଦି ଗୁଜରାଟର ଗାନ୍ଧିନଗରରେ ଥିବା...

ମୋଦିଙ୍କ ହାତରେ ପୁଣି ଶାସନ ଡୋର: ସେନସେକ୍ସ୍‌ ଛୁଇଁଲା ୪୦ ହଜାର ଅଙ୍କ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଶାସନ ଡୋର ଧରିବା ନିଶ୍ଚିତ ଥିବା ଭୋଟଗଣତିରୁ ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେନସେକ୍ସ୍‌ ୪୦ ହଜାର ଅଙ୍କ ଛୁଇଁଛି। ଏହା ୩୯,୯୦୧.୫୯ ଅଙ୍କରେ ପହଞ୍ଚିଛି।...

ଭାଜପା କାର୍ଯ୍ୟାଳୟ ସମ୍ମୁଖରେ କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୨୩।୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନକୁ ନେଇ ବିଭିନ୍ନ ଦଳ ଆଶା ଆଶଙ୍କାରେ ରହିଥିବା ବେଳେ ଅନ୍ୟପଟେ ଦିଲ୍ଲୀର ଭାଜପା କାର୍ଯ୍ୟାଳୟରେ କଡା ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ସାରା ଦେଶରେ ଭାଜପା ପାଖାପାଖି ୨୯୫ ଆସନରେ...

ଭାଜପା ଭାଙ୍ଗିଲା ନିଜ ୨୦୧୪ ରେକର୍ଡ: ଦ୍ୱିତୀୟ ଇନିଂସ୍‌ ପାଇଁ ମୋଦି ସଜବାଜ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଭୋଟ ଗଣତିରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏହା ଦ୍ୱାରା ଭାଜପା ନିଜର ୨୦୧୪ ଲୋକ ସଭା ନିର୍ବାଚନ ରେକର୍ଡକୁ ଭାଙ୍ଗିଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌...

ସେଲିବ୍ରେଶନ୍‌ ମୁଡରେ ଭାଜପା

ବେଙ୍ଗାଲୁର,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ସାରା ଦେଶରେ ପାଖାପାଖି ୨୨୯ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୫୧ ଆସନରେ ଆଗରେ ରହିଛି। ଏପର୍ଯ୍ୟନ୍ତ କେହି ବିଜୟୀ ଘୋଷିତ ହୋଇ ନାହାଁନ୍ତି ସତ। ହେଲେ କର୍ନାଟକର ବେଙ୍ଗାଲୁରରେ ଥିବା...

ଟିଏମ୍‌ସି ହିଂସା ପରିସ୍ଥିତି ସୃଷ୍ଟି ନ କରିଥିଲେ ଭାଜପା ୩୦ରୁ ଊର୍ଦ୍ଧ୍ୱ ଆସନରେ ଜିତିଥାଆନ୍ତା: ରୂପା ଗାଙ୍ଗୁଲି

କୋଲକାତା,୨୩।୫: ପଶ୍ଚିମବଙ୍ଗେରେ ତ୍ରୁଣମୂଳ କଂଗ୍ରେସ ଯଦି ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ହିଂସା ପରିସ୍ଥିତି ସୃଷ୍ଟି କରି ନ ଥାଆନ୍ତା ତେବେ ଭାଜପା ୩୦ରୁ ଊର୍ଦ୍ଧ୍ୱ ଆସନରେ ବିଜୟ ଲାଭ କରିଥାଆନ୍ତା ବୋଲି ଭାଜପା ନେତ୍ରୀ ରୂପା ଗାଙ୍ଗୁଲି କହିଛନ୍ତି। ମୁଖ୍ୟମନ୍ତ୍ରୀ...

କିଙ୍ଗ୍‌ମେକରଙ୍କ ଗୁରୁତ୍ୱ କମିଲା: ଅନ୍ୟ ଦଳ ୯୮ରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଚଳିତ ଲୋକ ସଭା ନିର୍ବାଚନରେ କିଙ୍ଗ୍‌ମେକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ତେବେ ଭୋଟ ଗଣତିରେ ଭାଜପା ୩ଶହ ୪୦ରେ ଆଗୁଆ ଥିବା ବେଳେ କଂଗ୍ରେସ ଶହେ ୪ଟି ଲୋକ ସଭା ଆସନରେ...

ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନ: ଓ୍ବାଏସ୍‌ଆର୍‌ କଂଗ୍ରେସ ୭୬ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଆନ୍ଧ୍ର ପ୍ରଦେଶରେ ଓ୍ବାଏସ୍‌ଆର୍‌ କଂଗ୍ରେସ ପାର୍ଟି(ଓ୍ବାଏସ୍‌ଆର୍‌ସିପି)ର ଜଗନମୋହନ ରେଡ୍ଡି ଆଗୁଆ ଥିବା ସୂଚନା ମିଳିଛି। ଏଠାରେ ଓ୍ବାଏସ୍‌ଆର୍‌ସିପି ମୋଟ ୭୬ଟି ଆସନରେ ଆଗୁଆ ଥିବା ବେଳେ ଶାସକ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି ୧୧ ଆସନରେ ଆଗରେ...

ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ମୂଳପୋଛ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ ଆସନ ମଧ୍ୟରୁ ଭାଜପା ୫ଟିରେ ଆଗୁଆ ରହିଥିବାବେଳେ କଂଗ୍ରେସ ୨ଟିରେ ଆଗୁଆ ରହିଛି। ତେବେ ଏଠାରେ ଆମ୍‌ ଆଦମୀ ପାର୍ଟି କୌଣସି ଆସନରେ ମଧ୍ୟ ଆଗୁଆ ନ ଥିବା ଭୋଟ ଗଣତିରୁ...

ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍‌ଡିଏକୁ ଯଦି ବହୁମତ ନ ମିଳିଲା ତେବେ କଂଗ୍ରେସ ତୁରନ୍ତ ଏହି ପଦକ୍ଷେପ ନେବ। ସୂଚନାଯୋଗ୍ୟ, କଂଗ୍ରେସର...

ଭାଜପା ପାର୍‌ କଲା ୩ଶହ ମାଇଲ୍‌ ଖୁଣ୍ଟ: ୩୨୯ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଭାଜପା ୩ଶହ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି। ସକାଳ ସାଢ଼େ ୧୦ଟା ସୁଦ୍ଧା ୫୪୨ ଲୋକ ସଭା ଆସନ ମଧ୍ୟରୁ ଗଣତି ହୋଇଥିବା ୫୩୭ ଆସନ ମଧ୍ୟରୁ ଭାଜପା ୩ଶହ ୨୯ରେ ଆଗୁଆ ରହିଛି। କଂଗ୍ରେସ ଶହେ ୬...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri