ଜାତୀୟ

ଏକ୍‌ଜିଟ୍‌ ପୋଲ୍‌କୁ ଦେଖି ବିଚଳିତ ନ ହୋଇ ଫଳାଫଳକୁ ଅପେକ୍ଷା ରଖନ୍ତୁ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଫଳଫଳ ଘୋଷଣା ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଏପଟେ ଗଣମାଧ୍ୟମର ଏକ୍‌ଜିଟ୍‌ ପୋଲ୍‌ ପ୍ରମୁଖ ଦଳ ଗୁଡିକର ମୁଣ୍ଡ ବିଗାଡିଛି। ଏହି ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା...

ଅରୁଣାଚଳ ପ୍ରଦେଶରେ ଉଗ୍ରବାଦୀଙ୍କ ପକ୍ଷରୁ ବିସ୍ଫୋରଣ: ବିଧାୟକଙ୍କ ସମେତ ୧୧ ମୃତ

ଇଟ୍ଟାନଗର, ୨୧।୫: ଅରୁଣାଚଳ ପ୍ରଦେଶର ବିଧାୟକ ତିରୋଙ୍ଗ ଅବୋଙ୍କ ରାଲିରେ ଭୟାନକ ବିସ୍ଫୋରଣ ଘଟିଛି। ଏଥିରେ ବିଧାୟକଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଏହା ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।...

ମୋବାଇଲ୍‌ ଚାର୍ଜର ପାଟିରେ ପୁରାଇ ଦେବାରୁ ୨ବର୍ଷର ଶିଶୁର ଜୀବନ ଗଲା

ଲକ୍ଷ୍ନୌ, ୨୧।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୋବାଇଲ ଚାର୍ଜର ପାଟିରେ ପୂରେଇ ଦେବାରୁ ବିଦ୍ୟୁତ ଆଘାତ ଲାଗି ଜଣେ ଦୁଇବର୍ଷ ଶିଶୁର ମୃତ୍ୟୁ ଘଟିଛି। ଦିଲ୍ଲୀର ମୁସ୍ତଫାବାଦରେ ନିଜ ସ୍ବାମୀଙ୍କ ସହ ରହୁଥିବା...

ଟିଭି ଦେଖିବାରୁ ୫ବର୍ଷର ଶିଶୁକୁ ପିଟିପିଟି ମାରିଦେଲେ ମା’

ଚେନ୍ନାଇ, ୨୧।୫: ତାମିଲନାଡୁର ତିରୁଚିରାପଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଅଧିକ ସମୟଧରି ଟିଭି ଦେଖିୁଥିବାରୁ ୫ବର୍ଷର ଶିଶୁ ପି.ଲତିକାଙ୍କୁ ପିଟିପିଟି ମାରିଦେଇଛନ୍ତି ତାଙ୍କ ମା’। ମୃତ ଶିଶୁ ଜଣଙ୍କ ମା’ ନିଥିୟା ପାଣ୍ଡିୟାନ ଏବଂ ବାପା ଓ୍ବହ ପାଣ୍ଡିଆନଙ୍କ...

ମେ ୨୩ ପାଇଁ ପ୍ରସ୍ତୁତି: ମୋଦି ମାସ୍କ ପିନ୍ଧି ଲଡୁ ତିଆରି କରୁଛନ୍ତି ମିଠା କାରିଗର

ମୁମ୍ବାଇ, ୨୧।୫: ଲୋକ ସଭା ନିର୍ବାଚନକୁ ନେଇ ଏକଜିଟ୍‌ ପୋଲ୍‌ ଘୋଷଣା ପରେ ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳନ ପାଇଁ ଚାଲିଛି ପୂର୍ବ ପ୍ରସ୍ତୁତି। ମେ ୨୩କୁ ନିର୍ବାଚନ ଫଳ ପ୍ରକାଶ ପାଇବାକୁଥିବାବେଳେ ଭାଜପା ଏଥର ପୁଣି କ୍ଷମତା...

କଂଗ୍ରେସର ହାତ ଛାଡ଼ିପାରନ୍ତି ରୋଶନ

ବେଙ୍ଗାଲୁର,୨୧।୫: ଏକ୍‌ଜିଟ୍‌ ପୋଲ୍‌ ଆସିବା ପରେ କର୍ନାଟକ କଂଗ୍ରେସରେ ବିଦ୍ରୋହର ମାହୋଲ ଦେଖାଦେଇଛି। ଏଥିଯୋଗୁ ରାଜ୍ୟ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ଉପରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏକ୍‌ଜିଟ୍‌ ପୋଲ୍‌ର ଫଳାଫଳ ଆସିବା ପରେ...

ଶାହଙ୍କ ନୈଶଭୋଜିରେ ଯୋଗ ଦେବାକୁ ଦିଲ୍ଲୀ ପହଞ୍ଚିଲେ ନୀତୀଶ

ନୂଆଦିଲ୍ଲୀ,୨୧।୫: ଭାଜପା ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ନୂଆଦିଲ୍ଲୀରେ ଏକ ନୈଶଭୋଜିର ଆୟୋଜନ କରିଛନ୍ତି। ବିଶେଷ କରି ଏହା ଏନ୍‌ଡିଏ ନେତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଏଥିରେ ଯୋଗ ଦେବାକୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡି(ୟୁ) ନେତା ନୀତୀଶ...

ଖୁବ୍‌ଶୀଘ୍ର ବଜାରକୁ ଆସିବ ନୂଆ ୧୦ ଟଙ୍କିଆ ନୋଟ

ନୂଆଦିଲ୍ଲୀ,୨୧।୫: ଖୁବ୍‌ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ନୂଆ ୧୦ ଟଙ୍କିଆ ନୋଟ। ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜରେ ଏହି ୧୦ଟଙ୍କିଆ ନୋଟ ଜାରି କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ସୂଚନା ଦେଇଛି। ଏହି ନୂଆ ନୋଟରେ...

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା: ମୁଲାୟମ, ଅଖିଳେଶଙ୍କ କ୍ଲିନଚିଟ୍‌

ନୂଆଦିଲ୍ଲୀ, ୨୧।୫: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇପଡିଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଏବଂ ତାଙ୍କ ପୁଅ ଅଖିଳେଶ ଯାଦବଙ୍କ ସିବିଆଇ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଉଭୟଙ୍କୁ କ୍ଲିନଚିଟ୍‌...

ଭବିଷ୍ୟତ ପ୍ରଧାନମନ୍ତ୍ରୀଙ୍କ ନାଁ କହିଲେ ମିଳିବ ବମ୍ପର ରିହାତି

ନୂଆଦିଲ୍ଲୀ,୨୧।୫: ଆସନ୍ତା ୨୩ ତାରିଖରେ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ଏବେ ସମସ୍ତଙ୍କ ନଜର ଏକ୍‌ଜିଟ୍‌ ପୋଲ୍‌ ଉପରେ। ଏହି ସମୟରେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ସିଷ୍ଟମ ଜମାଟୋ ତା’ର ଗ୍ରାହକଙ୍କୁ ଆକର୍ଷିତ କରିବାକୁ...

କେମିତି ଆରମ୍ଭ ହୋଇଥିଲା ରାଜୀବ-ସୋନିଆଙ୍କ ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ, ୨୧।୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ତମ ପୁଣ୍ୟତିଥି ମଙ୍ଗଳବାର ସାରା ଦେଶରେ ପାଳନ କରାଯାଉଛି। ଦିଲ୍ଲୀର ବୀରଭୂମିରେ ଥିବା ତାଙ୍କ ସମାଧିପୀଠରେ ଅନେକ ଗଣମାନ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜୀବ ଏବଂ ସ୍ତ୍ରୀ ସୋନିଆ...

ଗୋଟିଏ ମଣ୍ଡପରେ ସ୍ତ୍ରୀ ଓ ଗର୍ଲଫ୍ରେଣ୍ଡକୁ ବିବାହ କଲେ ଯବାନ

ଜୈସପୁର,୨୧।୫: ଛତିଶଗଡ଼ର ଜୈସପୁର ଜିଲାର ବ।ଘଡୋଲରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଉକ୍ତ ଗାଁର ଜଣେ ସିଆରପିଏଫ୍‌ ଯବାନ ୨ଜଣ ମହିଳାଙ୍କ ସହ ଏକା ସାଙ୍ଗରେ ବିବାହ କରିଥିବା ଜଣାପଡ଼ିଛି। ଏକା ସାଙ୍ଗରେ ବିବାହ ମଣ୍ଡପରେ ଜଣେ ତାଙ୍କର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri