ଜାତୀୟ

ଅଫିସରୁ ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଆକ୍ରମଣ କଲେ ଦୃର୍ବୁତ୍ତ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏଠାରୁ ପ୍ରତିଦିନ ଅପରାଧ ଜଡ଼ିତ ଖବର ସାମ୍‌ନାକୁ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀର ପାଣ୍ଡବ ନଗର ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି।...

ଗଡସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ, ପ୍ରଜ୍ଞା ତାଙ୍କ ଆତ୍ମାକୁ ହତ୍ୟା କଲେ: କୈଳାସ ଶତ୍ୟାର୍ଥୀ

ନୂଆଦିଲ୍ଲୀ,୧୮।୫: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ କମଲ ହାସନ ଦେଇଥିବା ବୟାନ ପରେ ରାଜନୀତି ହୋଇଥିଲା ସରଗରମ। ହାସନ ନାଥୁରାମ ଗଡସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ କହିଥିବା ବେଳେ ଭାଜପା ନେତ୍ରୀ ପ୍ରଜ୍ଞା ସିଂ ଠାକୁର କହିଥିଲେ...

୨୦୨୩ରେ ଇସ୍ରୋ ଆରମ୍ଭ କରିବ ଶୁକ୍ର ମିଶନ

ନୂଆଦିଲ୍ଲୀ,୧୮।୫: ଇସ୍ରୋ ପକ୍ଷରୁ ୨୦୨୩ରେ ଶୁକ୍ର ମିଶନ ଆରମ୍ଭ କରାଯିବାର ଯୋଜନା କରାଯାଇଛି। ଶୁକ୍ରକୁ ଯାଉଥିବା ସ୍ପେସ୍‌କ୍ରାଫ୍ଟରେ ୨୦ରୁ ଅଧିକ ଉପକରଣର ଉପଯୋଗ କରାଯିବ ବୋଲି କୁହାଯାଉଛି। ଏହା ପୂର୍ବରୁ ୨୦୨୦ରେ କସମିକ୍‌ ରେଡିଏଶନ୍‌ ସମ୍ପର୍କରେ ଅଧ୍ୟୟନ ପାଇଁ ମହାକାଶକୁ...

ଅଣ-ଭାଜପା ସାମ୍ମୁଖ୍ୟ ଗଠନ ନେଇ ଚର୍ଚ୍ଚା: ରାହୁଲଙ୍କ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୧୮।୫: ନିର୍ବାଚନ ଫଳାଫଳ ମେ ୨୩ରେ ଘୋଷଣା ହେବ। ତେବେ ଏହା ପୂର୍ବରୁ କେନ୍ଦ୍ରରେ ଅଣ-ଭାଜପା ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ଏନେଇ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ...

କ୍ଲିନ୍‌ ଚିଟ୍‌ ନେଇ ନିର୍ବାଚନ କମିଶନ ଦୁଇଫାଳ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ଶେଷ ପର୍ଯ୍ୟାୟ ମତଦାନ ମେ ୧୯ରେ ହେବ। ଏହା ପୂର୍ବରୁ ଆଚରଣ ବିଧି ଉଲ୍ଲଂଘନ ନେଇ କ୍ଲିନ୍‌ ଚିଟ୍‌ ପ୍ରସଙ୍ଗକୁ କେନ୍ଦ୍ରକରି ନିର୍ବାଚନ କମିଶନରେ ମତଭେଦ ଦେଖାଦେଇଛି। ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା...

ଝିଅ ବିବାହ ନିମନ୍ତ୍ରଣ ପତ୍ରରେ ପିତାଙ୍କ ବାର୍ତ୍ତା ଦେଖି ସମସ୍ତେ ପ୍ରଶଂସା କଲେ

ସୋଲେନ,୧୮।୫: ହିମାଚଳ ପ୍ରଦେଶର ସୋଲେନ ଜିଲାରେ ଭାଗ ସିଂ ଚନ୍ଦେଲ ନାମକ ଜଣେ ବ୍ୟକ୍ତିଙ୍କର ଆସନ୍ତା ୧୯ ତାରିଖରେ ଝିଅ ବିବାହ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସେ ନିମନ୍ତ୍ରଣ ପତ୍ର ମାଧ୍ୟମରେ ଅତିଥିମାନଙ୍କ ବିବାହରେ ଯୋଗ ଦେବାକୁ କହିଛନ୍ତି। ହେଲେ...

ଦେଶର ଅଧା ଜନସଂଖ୍ୟା ନୀରବ ହତ୍ୟାକାରୀ କୋଳରେ: ମହିଳାଙ୍କ କ୍ଷେତ୍ରରେ ଅଧିକ

ନୂଆଦିଲ୍ଲୀ,୧୮।୫: ଦେଶର ଅଧାରୁ ଅଧିକ ଜନସଂଖ୍ୟା ନୀରବ ହତ୍ୟାକାରୀ ସାଜିଥିବା ଡାଇବେଟିସ୍‌ ସମସ୍ୟାଗ୍ରସ୍ତ। ୧୯ରୁ ୪୯ ବର୍ଷ ବୟସ୍କଙ୍କଠାରେ ଏପରି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରେ...

ଆମାଜନ ବିରୋଧରେ ମାମଲା ରୁଜୁ

ନୋଏଡା,୧୮।୫: ଅନ୍‌ଲାଇନ କମ୍ପାନୀ ଆମାଜନ ବିରୋଧରେ ନୋଏଡା କୋତଓ୍ବାଲୀ ସେକ୍ଟର-୫୮ରେ ମାମଲା ରୁଜୁ କରାଯାଇଛି। କମ୍ପାନୀ ନିଜ ଓ୍ବେବସାଇଟରେ ବିକ୍ରି କରୁଥିବା ପ୍ରଡକ୍ଟ ଉପରେ ଲଗାଇଥିବା ଫଟୋ, ହିନ୍ଦୁ ଭାବାବେଗକୁ ଆଘାତ ପହଞ୍ଚାଉଥିବା ନେଇ ଅଭିଯୋଗ ହୋଇଛି। ଖେଡାର ବାସିନ୍ଦା...

ୟୁରୋପିୟାନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଦ୍ୱାରା ସମ୍ମାନୀତ ହେଲେ ଅନୀଲ

ମୁମ୍ବାଇ,୧୮।୫: ଶିଶୁମାନଙ୍କ ଅଧିକାରକୁ ନେଇ ଲଗାତାର ଭାବେ କାମ କରି ଆସୁଛନ୍ତି ବଲିଉଡ୍‌ ଅଭିନେତା ଅନୀଲ କପୁର। ଏଥିପାଇଁ ଶୁକ୍ରବାର ମୁମ୍ବାଇଠାରେ ତାଙ୍କୁ କାଉନସିଲ୍‌ ଅଫ୍‌ ୟୁରୋପିୟାନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଓ ୟୁରୋପିୟାନ ୟୁନିୟନ୍‌ ଡେଲିଗେଶନ ତରଫରୁ ସମ୍ମାନୀତ...

୨୦୧୮ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦେଢ ଲକ୍ଷ: ଉତ୍ତର ପ୍ରଦେଶ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୧୮।୫: ଗତବର୍ଷ ଅର୍ଥାତ୍‌ ୨୦୧୮ରେ ଭାରତରେ ସଡ଼କ ଦୁର୍ଘଟଣାରେ ପାଖାପାଖି ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ଟିବିରେ ହୋଇଥିବା ମୃତ୍ୟୁ ସଂଖ୍ୟାଠାରୁ ଅଧିକ। ଏହି ଦୁର୍ଘଟଣାରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ଥିବା କୁହାଯାଏ। ଏହି...

ଯୋଡ଼ା ମୁଣ୍ଡ ଭଉଣୀ ସବା-ଫାରହା ଲୋକ ସଭା ନିର୍ବାଚନରେ ଗୋଟିଏ ବଦଳରେ ଦେବେ ୨ଟି ଭୋଟ

ପାଟନା,୧୮।୫: ବିହାରର ଯୋଡ଼ା ମୁଣ୍ଡ ଉଭଣୀ ସବା-ଫାରହା ଚଳିତ ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ ଅଧିକାର ସାବ୍ୟସ୍ତ କରିବେ। ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନରେ ଦୁଇ ଭଉଣୀଙ୍କୁ ଗୋଟିଏ ଭୋଟ ଦେବାର ଅଧିକାର ଦିଆଯାଇଥିଲା।...

ଗରିବଙ୍କ ପେଟକୁ ଦାନା ଦେଉଛି ‘ରୁଟି ବ୍ୟାଙ୍କ’

ଅହମ୍ମଦାବାଦ,୧୮।୫: ଗୁଜରାଟ ରାଜକୋଟରେ ଗରିବଙ୍କୁ ପେଟର ଭୋକ ଦାଉରୁ ରକ୍ଷା କରିବା ପାଇଁ ‘ରୁଟି ବ୍ୟାଙ୍କ’ ସାଜିଛି ସାହା ଭରସା। ଶ୍ରୀ ବୋଲବାଳା ଚାରିଟେବୁଲ୍‌ ଟ୍ରଷ୍ଟ୍‌ ପକ୍ଷରୁ ଏଭଳି ନିଆରା ସମାଜ ସେବା କରାଯାଉଛି। ସ୍ଥାନୀୟ ଅଟୋ ରିକ୍ସା ଡ୍ରାଇଭରମାନେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri