ଜାତୀୟ

ପ୍ରାଣଘାତି ହେଉଛି ପ୍ରଚଣ୍ଡ ଲୁ, ୟୁପି-ବିହାରରେ ୨୦୦ରୁ ଅଧିକ ମୃତ, ଓଡ଼ିଶାରେ ଗୋଟିଏ ଦିନରେ ୧୯ ମୃତ୍ୟୁ

ନୂଆଦିଲ୍ଲୀ,୩୧।୫: ଗତ କିଛି ଦିନ ହେବ ପ୍ରବଳ ଉତ୍ତାପ ଏବଂ ଗୁଳୁଗୁଳି ସାରା ଦେଶରେ ସମସ୍ତଙ୍କୁ ଅସ୍ତବସ୍ତ କରିଦେଇଛି। ଏହି ସମୟରେ, ନୌତପାରେ ତାପମାତ୍ରା ବୃଦ୍ଧି ନିଶ୍ୱାସ ନେବାରେ ଏକ ସମସ୍ୟା ସୃଷ୍ଟି କରିଛି। ଲୁ ଯୋଗୁଁ ଦେଶରେ ଦୁଇଶହରୁ...

ପ୍ରଜ୍ୱଳ ରେବନ୍ନା କିଏ? ଜାଣନ୍ତୁ ତାଙ୍କର ପୂରା କାରନାମା

ବେଙ୍ଗାଲୁରୁ,୩୧ା୫: ଜେଡିଏସ୍‌ ଏମ୍‌ପି ପ୍ରଜ୍ୱଳ ରେବନ୍ନାଙ୍କୁ ବେଙ୍ଗାଲୁରୁର କେମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଶୁକ୍ରବାର କର୍ନାଟକ ପୋଲିସର ଏସ୍‌ଆଇଟି ଗିରଫ କରିଛି। ୩୬ଦିନ ପରେ ଜର୍ମାନୀରୁ ଫେରିଥିବା ପ୍ରଜ୍ୱଳଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଏସ୍‌ଆଇଟି ରେବନ୍ନାଙ୍କୁ ବେଙ୍ଗାଲୁରୁର ସିଆଇଡି କାର୍ଯ୍ୟାଳୟକୁ...

ଭାଜପା ସହିତ ହେଇଗଲା ଖେଳ, ପ୍ରଶାନ୍ତ କିଶୋରଙ୍କ ପରେ ନିର୍ବାଚନ ଫଳାଫଳକୁ ନେଇ ବରିଷ୍ଠ ଖବରଦାତାଙ୍କ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩୧।୫: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ୨୦୨୪ ଜୁନ ୪ରେ ଘୋଷଣା କରାଯିବ। ଫଳାଫଳ ପୂର୍ବରୁ ରାଜନୈତିକ ପଣ୍ଡିତ ଏବଂ ନିର୍ବାଚନ ରଣନୀତିଜ୍ଞଙ୍କ ଦ୍ୱାରା ବିଭିନ୍ନ ଦାବି କରାଯାଇଛି। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ ରାଜନୈତିକ ବିଶେଷଜ୍ଞ...

ଧ୍ୟାନରେ ବସିଛନ୍ତି ମୋଦି, ଖାଉଛନ୍ତି ଏହି ସବୁ ଖାଦ୍ୟ, ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ଡାଏଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କନ୍ୟାକୁମାରୀରେ ଧ୍ୟାନ କରୁଛନ୍ତି। କୁହାଯାଉଛି ଯେ ପିଏମ ମୋଦି ଧ୍ୟାନ କକ୍ଷରେ ମୌନ ଅଛନ୍ତି। ସା ୬.୪୫ରୁ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିଛନ୍ତି। ଏହି...

୯ ରାଜ୍ୟରେ କେତେ ଆସନରେ ଜିତିବ ଭାଜପା, ନୂଆ ଭବିଷ୍ୟବାଣୀ କଲେ ରାଜନୈତିକ ବିଶ୍ଳେଷକ

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ମତଦାନ ଶନିବାର (ଜୁନ ୧)ରେ ହେବାକୁ ଯାଉଛି। ନିର୍ବାଚନ ଫଳାଫଳ ପୂର୍ବରୁ ରାଜନୈତିକ ବିଶ୍ଳେଷକମାନେ ପୂର୍ବାନୁମାନ କରୁଛନ୍ତି ଯେ ପ୍ରତ୍ୟେକ ଦଳ କେତେ ସିଟ ପାଇପାରିବେ। ଏହି ସମୟରେ, ନ୍ୟୁଜ...

ସରିଲା ପ୍ରଚାର: ରାହୁଲଙ୍କ ୨ ଗୁଣା ରାଲି କରିଥିଲେ ମୋଦି

ନୂଆଦିଲ୍ଲୀ, ୩୧।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ଶନିବାର ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏଥିସହିତ ଲୋକ ସଭା ନିର୍ବାଚନର ପ୍ରଚାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,...

ପ୍ରଜ୍ୱଳ ରେବନ୍ନା ଗିରଫ

ବେଙ୍ଗାଲୁରୁ,୩୧ା୫: କର୍ନାଟକ ହାସନର ଏମ୍‌ପି ପ୍ରଜ୍ୱଳ ରେବନ୍ନା ଗିରଫ ହୋଇଛନ୍ତି। ଶୁକ୍ରବାର ସେ ବେଙ୍ଗାଲୁରୁର କେମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଛି। ନିଲମ୍ବିତ ଜେଡିଏସ୍‌ ଏମ୍‌ପି ପ୍ରଜ୍ୱଳ ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେବା...

କେରଳ-ପୂର୍ବୋତ୍ତରରେ ଏକାଠି ପହଞ୍ଚିଲା ମୌସୁମୀ, ୟୁପି, ବିହାର ସମେତ ଏହବୁ ରାଜ୍ୟରେ ସମୟ ପୂର୍ବରୁ ହେବ ବର୍ଷା

ନୂଆଦିଲ୍ଲୀ,୩୦।୫: ଉତ୍ତର ଭାରତର ଜଳୁଥିବା ତାପମାତ୍ରା ପାଇଁ ଦକ୍ଷିଣ ଭାରତ ଆଶ୍ୱସ୍ତି ଆଣିଦେଇଛି। କୃଷି ପାଇଁ ଏହା ଏକ ଖୁସି ଖବର ଯେ ପୂର୍ବାନୁମାନ କରାଯାଇଥିବା ଦିନ ପୂର୍ବରୁ କେରଳରେ ମୌସୁମୀ ପହଞ୍ଚିଛି। ଏହା ବ୍ୟତୀତ ମୌସୁମୀ ଉତ୍ତର-ପୂର୍ବରେ ମଧ୍ୟ...

ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀକୁ ନେଇ ଉଠିଲା ପ୍ରଶ୍ନ, ଭାଜପା ପାଇବ ୨୭୨ରୁ କମ ଆସନ

ନୂଆଦିଲ୍ଲୀ,୩୦।୫: ଜୁନ ୧ରେ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଗୋଟିଏ ପଟେ ଭାଜପା ୪୦୦ ଟି ଆସନ ଜିତିବାର ଆତ୍ମବିଶ୍ୱାସ ଥିବାବେଳେ ଅନ୍ୟପଟେ କଂଗ୍ରେସ ମଧ୍ୟ ଇଣ୍ଡିଆ ମେଣ୍ଟ ସରକାର ଗଠନ ବିଷୟରେ କହୁଛି।...

କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୈଧ ନୁହେଁ ହିନ୍ଦୁ-ମୁସଲମାନ ବିବାହ

ଭୋପାଳ,୩୦ା୫: ପୋଲିସ ସୁରକ୍ଷାରେ ବିବାହ ପଞ୍ଜୀକରଣ କରିବାକୁ ଚାହୁଁଥିବା ଏକ ହିନ୍ଦୁ-ମୁସ୍‌ଲିମ୍‌ ଯୋଡ଼ିଙ୍କ ଆବେଦନକୁ ମଧ୍ୟପ୍ରଦେଶ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁସଲମାନ ଆଇନରେ ଏଭଳି ବିବାହ ଅବୈଧ। ଏପରିକି ସ୍ବତନ୍ତ୍ର ବିବାହ ଆଇନରେ ମଧ୍ୟ ହିନ୍ଦୁ-ମୁସଲମାନ ଦମ୍ପତିଙ୍କ ବିବାହ ବୈଧ...

ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନ୍ୟାକୁମାରୀରେ ଧ୍ୟାନ କରିବା ପାଇଁ ପହଞ୍ଚିସାରିଛନ୍ତି। ଆସନ୍ତା ୨ ଦିନ ଯାଏ ଏଠାରେ ପ୍ରଧାନମନ୍ତ୍ରୀ ରହିବେ। ଆପଣଙ୍କୁ କହିରଖୁଛୁ ଯେ ସ୍ବାମୀ ବିବେକାନନ୍ଦ ଯେଉଁ ସ୍ଥାନରେ ଧ୍ୟାନ କରିଥିଲେ ସେହି ସ୍ଥାନରେ ପିଏମ ମୋଦି...

୪୮ ଘଣ୍ଟାରେ ଫାଇନାଲ ହେବ କିଏ ହେବେ ପ୍ରଧାନମନ୍ତ୍ରୀ, ଇଣ୍ଡିଆରେ ସାମିଲ ହେବେ ଅଧିକାଂଶ ଏନଡିଏ ଦଳ

ନୂଆଦିଲ୍ଲୀ,୩୦।୫: କଂଗ୍ରେସ ନେତା ଜୟରାମ ରମେଶ ଗୁରୁବାର କହିଛନ୍ତି ଯେ ଲୋକ ସଭା ନିର୍ବାଚନ ଫଳାଫଳରେ ଇଣ୍ଡିଆ ମିଳିତ ମଞ୍ଚ ଏକ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ୪୮ଘଣ୍ଟାରୁ କମ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଚୟନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri