ଜାତୀୟ

ଡିଜିଟାଲ ଦୁନିଆରେ ବ୍ୟସ୍ତ ରହୁଥିବା ବ୍ୟକ୍ତିଙ୍କୁ ଏହି ପରିବାର ଦେଇଥାଏ ଉପଦେଶ

ଆଇଜ୍ୱାଲ,୧୫।୫: ଡିଜିଟାଲ ଜ୍ଞାନକୌଶଳ ବଢ଼ିବା ସହିତ ଅଧିକାଂଶ ଲୋକ ମୋବାଇଲ୍‌ ଅବା କମ୍ପ୍ୟୁଟରରେ ଅଧିକ ସମୟ ବିତାଉଛନ୍ତି। ଦିନର ୨୪ ମଧ୍ୟରୁ ୧୫ ଘଣ୍ଟାରୁ ଅଧିକ ସମୟ ଏଥିରେ ବିତି ଯାଉଛି। ଏହାଯୋଗୁ କେତେକ ପରିବାର ସଦସ୍ୟଙ୍କ ମଧ୍ୟରେ ଦୂରତା...

ଛାତ୍ରୀଙ୍କୁ ୧୬୮ଟି ଚାପୁଡା ମାରି ଗିରଫ ହେଲେ ଶିକ୍ଷକ

ଭୋପାଳ, ୧୫।୫: ମଧ୍ୟପ୍ରଦେଶର ଝବୁଆରେ ଜୋଣ ସ୍କୁଲ ଶିକ୍ଷକ ଛାତ୍ରୀଙ୍କୁ ୧୬୮ଟି ଚାପୁଡା ମାରି ଗିରଫ ହୋଇଛନ୍ତି। ଛାତ୍ରୀ ଜଣଙ୍କ ହୋମ ଓ୍ବାର୍କ କରି ନ ଥିବାରୁ ଏପରି ଦଣ୍ଡ ଦେଇଛନ୍ତି ଶିକ୍ଷକ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ, ଝବୁଆ...

ଏକ ମାଠିଆରୁ ଅଧିକ ପାଣି ନେଲେ ଦେବାକୁ ପଡୁଛି ୫୦ ଟଙ୍କା ଜରିମାନା

ରାୟପୁର,୧୫।୫: ଜଳ ହିଁ ଜୀବନ। ଜଳ ବିନା ସଭିଙ୍କ ଅବସ୍ଥା ଖରାପ ହୋଇଥାଏ। ତେଣୁ ଜଳ ସଙ୍କଟ ସମୟରେ ଏହାର ସୁବଣ୍ଟନ ଓ ନଷ୍ଟ ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼...

ଥାନା ବାହାରେ ୪ଘଣ୍ଟା ଧାରଣାରେ ବସିଲେ ମୋଦିଙ୍କ ଭାଇ

ଜୟପୁର, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଥାନା ଆଗରେ ପାଖାପାଖି ୪ଘଣ୍ଟା ଧାରଣାରେ ବସିଛନ୍ତି। ପୋଲିସ ସୁରକ୍ଷା ଯୋଗାଇ ନ ଦିଆଯିବାରୁ ଅଭିମାନ କରି ପ୍ରହ୍ଲାଦ ଜୟପୁର ଥାନା ବାହାରେ ଧାରଣାରେ ବସିଥିଲେ। ସୂନଚାଯୋଗ୍ୟ, ପ୍ରହ୍ଲାଦ...

ମୋଦିଙ୍କ ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଛି: ମାୟାବତୀ

ଲକ୍ଷ୍ନୌ,୧୫।୫: କେନ୍ଦ୍ରରେ ମୋଦି ସରକାର ଥିବା ସମୟରେ ଉତ୍ତରପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ। ଏନେଇ ମାୟାବତୀ ବୁଧବାର ସୂଚନା ଦେଇଛନ୍ତି। ରାଜ୍ୟରେ ଯୋଗୀ ଆଦିତ୍ୟନାଥ କେବଳ ମୋଦିଙ୍କ ନିର୍ଦ୍ଦେଶ ପାଳନ କରୁଥିବା ମାୟାବତୀ...

୧୯ ବନ୍ଦୀଙ୍କୁ ପାକିସ୍ତାନୀକୁ ହସ୍ତାନ୍ତର କଲା ଭାରତ

ଅମୃତସର,୧୫।୫: ଭାରତ ୧୯ଜଣ ପାକିସ୍ତାନୀ ବନ୍ଦୀଙ୍କୁ ପାକିସ୍ତାନକୁ ହସ୍ତାନ୍ତର କରିଛି। ସେମାନେ ଅଟାରି-ଓ୍ବାଘା ବର୍ଡର ଦେଇ ପାକୀସ୍ତାନରେ ପହଞ୍ଚିଛନ୍ତି। ସେମାନେ ଭାରତରେ ବେଆଇନଭାବେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ, ପାକିସ୍ତାନ ଏପ୍ରିଲ୍‌ ୩୦ରେ ୫୫ ଜଣ ଭାରତୀୟ ଧୀବରଙ୍କ...

ଖେଚୁଡି ପ୍ରସ୍ତୁତିଠାରୁ ଆରମ୍ଭ କରି ରୁଟି ବେଲି ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୫।୫: ଲୋକସଭା ନିର୍ବାଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଉଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତକାର ଏବେ ଚର୍ଚ୍ଚାରେ ରହିଛି। ଏଥିରେ ମୋଦିଙ୍କୁ କ’ଣ ଖାଇବାକୁ ପସନ୍ଦ ଲାଗେ ବୋଲି ପଚରାଯାଇଥିଲା।...

ଆଡଓ୍ବାଣୀଙ୍କ ପ୍ରତି ଅନ୍ୟାୟ ମୋତେ ଭାଜପାରୁ ବାହାରିବାକୁ ବାଧ୍ୟ କଲା: ଶତ୍ରୁଘ୍ନ

ପାଟନା,୧୫।୫: ଭାଜପା ଏବେ ଲୋକତନ୍ତ୍ରଠାରୁ ଦୂରେଇବାରେ ଲାଗିଛି ବୋଲି କଂଗ୍ରେସ ସଦସ୍ୟ ଶତ୍ରୁଘ୍ନ ସିହ୍ନା ଅଭିଯୋଗ କରିଛନ୍ତି। ଏଠାରେ ସ୍ବେଚ୍ଛାଚାରୀ ଶାସନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ଶାସନ ସମୟରେ ଏଠାରେ ସ୍ଥିତି...

ପଶ୍ଚିମବଙ୍ଗ ରାଜନୈତିକ ହିଂସା: ୪୨ ବର୍ଷରେ ନେଲାଣି ୨୮ ହଜାରରୁ ଅଧିକ ଜୀବନ

କୋଲକାତା,୧୫।୫: ପଶ୍ଚିମବଙ୍ଗରେ ୧୯୭୭ଠାରୁ ବର୍ତ୍ତମାନ ସୁଦ୍ଧା ଘଟିଥିବା ରାଜନୈତିକ ହିଂସା ୨୮ ହଜାରରୁ ଅଧିକ ଜୀବନ ନେଇଛି। ୨୦୧୬ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮ ହଜାର ଶହେ ୯୫ରେ ପହଞ୍ଚଥିଲା। ପୂର୍ବରୁ ଏଠାରେ ବାମଦଳ ଏବଂ ତୃଣମୂଳ ମଧ୍ୟରେ ସଂଘର୍ଷ...

ଅନ୍ତିମ ପର୍ଯ୍ୟାୟ ୯ ଲୋକ ସଭା ଆସନ ପାଇଁ ମୋଦି-ଶାହ-ମମତା ମୁହାଁମୁହିଁ

କୋଲକାତା,୧୫।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମେ ୧୯ରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ ଆସନ ପାଇଁ ମତଦାନ ହେବ। ଆସନ ହାତେଇବା ଲାଗି ଏଠାରେ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ପ୍ରତିଯୋଗୀତା ଜାରି...

ହେଲମେଟ୍‌ ନ ଥିଲେ ମିଳିବନି ପେଟ୍ରୋଲ: ଜୁନ୍‌ ୧ରୁ ନିୟମ ହେବ ଲାଗୁ

ନୋଏଡ଼ା,୧୫ା୫: ସଡ଼କ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ନୋଏଡ଼ା ଏବଂ ଗ୍ରେଟର ନୋଏଡ଼ା ପ୍ରଶାସନ ପକ୍ଷରୁ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏଣିକି ହେଲମେଟ୍‌ ପିନ୍ଧି ନ ଥିବା ଦୁଇ ଚକିଆ ଗାଡି ଚାଳକଙ୍କୁ ପେଟ୍ରୋଲ ପମ୍ପ୍‌ରେ ପେଟ୍ରୋଲ...

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ୧୭୦ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା

ନୂଆଦିଲ୍ଲୀ,୧୫ା୫ :ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲାଗି ଭୋଟଗ୍ରହଣ କରାଯିବ। ମୋଟ ୯୦୯ ପ୍ରାର୍ଥୀ ମଇଦାନରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୦ ପ୍ରାର୍ଥୀଙ୍କ ବିରୋଧରେ ଅପରାଧୀକ ମାମଲା ରହିଥିବା ଜଣାପଡ଼ିଛି। ୧୨୭ ଜଣଙ୍କ ବିରୋଧରେ ଜଘନ୍ୟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri