ଜାତୀୟ

ଝାଡ଼ଖଣ୍ଡ ଭିଡ଼ହତ୍ୟା ମାମଲା: ୫ ଗିରଫ, ୨ ପୋଲିସ ନିଲମ୍ବିତ

ରାଞ୍ଚତ୍,୨୫।୬: ମୋଟରସାଇକେଲ ଚୋରି ଅଭିଯୋଗରେ ଝାଡଖଣ୍ଡର ଷଢ଼େଇକଳା ଖରସୁଆଁ ଅଞ୍ଚଳରେ ଜଣେ ମୁସଲିମ୍‌ ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟି ମାରିଦେବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଏହି ସମ୍ବେଦନଶୀଳ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିବାବେଳେ...

ଲୋକ ସଭାରେ ଆଧାର ବିଲ୍‌ ଆଗତ

ନୂଆଦିଲ୍ଲୀ,୨୫।୬(ପି.ଟି.)-ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଓ ମୋବାଇଲ ସିମ୍‌ କାର୍ଡ ପାଇଁ ଆଧାରକୁ ସ୍ବେଚ୍ଛାକୃତ ଭାବେ ପରିଚୟ ପ୍ରମାଣ ଭାବେ ବ୍ୟବହାର କରିବା ନିମନ୍ତେ ଏକ ବିଲ୍‌ ସୋମବାର ଲୋକ ସଭାରେ ଆଗତ ହୋଇଛି। ଗତ ମାର୍ଚ୍ଚରେ ଜାରି ହୋଇଥିବା ଅଧ୍ୟାଦେଶ...

ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୬: ବୈଦେଶିକ ସଚିବରୁ ବୈଦେଶିକ ମନ୍ତ୍ରୀ ହୋଇଥିବା ସୁବ୍ରମଣ୍ୟମ ଜୟଶଙ୍କର ସୋମବାର ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଭାଜପାରେ ସାମିଲ ହୋଇଛନ୍ତି। ଜୟଶଙ୍କର ସଂସଦ ଭବନରେ ଅନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହେବା କେବଳ ଏକ ଆନୁଷ୍ଠାନିକ...

କଚୋଡି ବିକ୍ରି କରୁଥିବା ବ୍ୟକ୍ତିଙ୍କ ବର୍ଷକୁ ଆୟ ୬୦ ଲକ୍ଷ

ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶର ଅଲିଗଡ଼ ସହରର ସୀମା ଟକିଜ୍‌ ନିକଟରେ ଥିବା ଏକ ଜଳଖିଆ ଦୋକାନୀଙ୍କ ବର୍ଷକୁ ଆୟ ୬୦ ଲକ୍ଷ ଟଙ୍କା। ଗତ ୧୦ ବର୍ଷରୁ ଦୋକାନୀ ମୁକେଶ କଚୋଡି ଓ ସିଙ୍ଗଡା ବିକ୍ରି କରିଆସୁଛନ୍ତି। ଏଥିରେ ତାଙ୍କର ବର୍ଷକୁ...

ଆମେଠିରେ ଘର କିଣିବେ ସ୍ମୃତି

ଆମେଠି,୨୪।୬: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ରବିବାର ତାଙ୍କ ନିର୍ବାଚନ ମଣ୍ଡଳୀ ଆମେଠି ଗସ୍ତ କରିଥିଲେ। ଏବେ ସେ ସେଠାରେ ଏକ ଘର କିଣିବେ ବୋଲି ଶୁଣିବାକୁ ମିଳିଛି। ସ୍ମୃତି ନିଜ ନିର୍ବାଚନ ମଣ୍ଡଳୀରେ ସ୍ଥିତି ଦୃଢ କରିବା ପାଇଁ ଏଭଳି...

ମନ୍ଦିର ଭିତରକୁ ପଶିଆସିଲା କୁମ୍ଭୀର: ଲୋକେ କଲେ ପୂଜାର୍ଚ୍ଚନା

ଅହମ୍ମଦାବାଦ, ୨୪।୬: ଗୁଜରାଟର ମହିସାଗର ଜିଲାରେ ଥିବା ଖୋଡିୟାର ମାତା ମନ୍ଦିର ଭିତରକୁ ଏକ କୁମ୍ଭୀର ପଶିଆସିଥିଲା। ଶ୍ରଦ୍ଧାଳୁ ମାତାଙ୍କ ରୂପ ଭାବ କୁମ୍ଭୀରକୁ ପୂଜାର୍ଚ୍ଚନା କରିବାକୁ ଲାଗିପଡିଲେ। ସ୍ଥାନୀୟ ଅଞ୍ଚଳରେ କୁମ୍ଭୀରକୁ ଦେଖିବା ପାଇଁ ଭିଡ ମଧ୍ୟ ଜମିଥିଲା।...

ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ‘ଜାତୀୟ ନିଶ’ ଘୋଷଣା କରିବାକୁ କହିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ,୨୪।୬: ଲୋକ ସଭାରେ କଂଗ୍ରେସ ଲିଡର ଅଧୀର ରଞ୍ଜନ ଚୌଧୁରୀ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ କଥା ଉଠାଇଛନ୍ତି। ଅଧୀର କହିଛନ୍ତି ଅଭିନନ୍ଦନଙ୍କୁ ପୁରସ୍କୃତ କରାଯିବା ସହ ତାଙ୍କ ନଶକୁ ‘ଜାତୀୟ ନିଶ’ ଭାବେ ଘୋଷଣା କରିବା ଦରକାର। ସୂଚନାଯୋଗ୍ୟ,...

ମୋଦି ସରକାର ସୋନିଆ ଓ ରାହୁଲଙ୍କୁ ମଧ୍ୟ ମିଥ୍ୟା ଦୁର୍ନୀତି ମାମଲାରେ ଜେଲ୍‌ ପଠାଇବାକୁ ପଛାଇବେ ନାହିଁ: ଅଧୀର ରଞ୍ଜନ

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ। ମୋଦି ସରକାର ଚାହିଁଲେ ମିଥ୍ୟା ଦୁର୍ନୀତି ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜେଲ୍‌ ପଠାଇବାକୁ ପଛାଇବେ ନାହିଁ। ମୋଦି ସରକାର...

ଅପରେଶନ୍‌ ଅଲ୍‌ ଆଉଟ୍‌: ୬ ମାସରେ ୧୧୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୪।୬: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଅପରେଶନ ଅଲ୍‌ ଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଗତ ୬ ମାସ ମଧ୍ୟରେ ୧୪୪ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଚଳିତ ବର୍ଷ ଜାନୁୟାରୀଠାରୁ...

ପଶ୍ଚିମବଙ୍ଗ ହିଂସା: ୫୦ ଜୀବନ୍ତ ବୋମା ଉଦ୍ଧାର କଲା ପୋଲିସ

କୋଲକାତା,୨୪।୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ନିକଟରୁ ପୋଲିସ ସୋମବାର ୫୦ଟି ଜୀବନ୍ତ ବୋମା ଉଦ୍ଧାର କରିଥିବା ସୂଚନା ମିଳିଛି। ଭାତପରା ପୋଲିସ ଷ୍ଟେଶନ ଅଧିନରେ ଥିବା କାକିନାରାରୁ ଏହି ବୋମା ଉଦ୍ଧାର କରାଯାଇଛି। ଏବେ ସେଠାରେ ସ୍ଥିତି ସାମାନ୍ୟ...

ସ୍ବତନ୍ତ୍ର ପର୍ବକୁ ନେଇ ଧାନ କ୍ଷେତରେ ନାଚିଲେ ଲୋକେ

ମଙ୍ଗଲୁର,୨୪।୬: କର୍ନାଟକର ମଙ୍ଗଲୁରରେ ସୋମବାର ଶ୍ରୀ ଜ୍ଞାନ ଶକ୍ତି ସୁବ୍ରମଣ୍ୟମ୍‌ ସ୍ବାମୀ ମନ୍ଦିର ଦ୍ୱାରା ଆୟୋଜିତ ସମାରୋହ ‘କେସାର୍ଡ ଓଞ୍ଜି ଦିନା’ରେ ପିଲାଙ୍କଠାରୁ ଆରମ୍ଭ କରି ମହିଳା ଓ ଯୁବକମାନେ ଭାଗ ନେଇଥିଲେ। ଧାନ କ୍ଷେତରେ ଆୟୋଜିତ ଏହି ସମାରୋହରେ...

ଚାଓମିନ ଚଟ୍‌ନୀ ଖାଇବାରୁ ଅକାମୀ ହେଲା ଶିଶୁଙ୍କ ଫୁସ୍‌ଫୁସ୍‌

ଯମୁନାନଗର,୨୪।୬: ଯଦି ଆପଣ ଚାଓମିନ ଖାଇବାକୁ ପସନ୍ଦ କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ୍‌। ହରିୟାଣାର ଯମୁନାନଗରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣ ଚାଓମିନ ଖାଇବା ପୂର୍ବରୁ ଥରେ ଭାବିବାକୁ ବାଧ୍ୟ ହୋଇଯିବେ। ଯମୁନାନଗରରେ ରାସ୍ତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri