ଜାତୀୟ

‘ସାଇକେଲ’ ଚିହ୍ନରେ ଭୋଟ ଦେଇ ମୋଦିଙ୍କୁ ଜିତାନ୍ତୁ: ଭାଜପା ନେତା

ନୂଆଦିଲ୍ଲୀ,୨୨।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରବିବାର ଆୟୋଜିତ ହୋଇଥିଲା ଏକ ନିର୍ବାଚନୀ ସଭା। ଏଥିରେ ଯୋଗ ଦେଇଥିଲେ ଭାଜପା ନେତା ନରେଶ ଅଗ୍ରଓ୍ବାଲଙ୍କ ସମେତ ଆଉ କେତେଜଣ ନେତା। ଉକ୍ତ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ...

ଶହୀଦ୍‌ଙ୍କୁ ସମ୍ମାନ ଦେବା ଦେଶ ନାଗରିକଙ୍କ କର୍ତ୍ତବ୍ୟ: ଜେନେରାଲ ହୋଦା

ନୂଆଦିଲ୍ଲୀ,୨୨।୪: ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁରପ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ଶହୀଦ୍‌ ହେମନ୍ତ କରକାରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ପ୍ରଜ୍ଞା ଦେଇଥିବା ମନ୍ତବ୍ୟ ଅତି ନିନ୍ଦନୀୟ ବୋଲି ସର୍ଜିକାଲ ଷ୍ଟ୍ରାଇକ୍‌ରେ...

ପ୍ରଚାର ସମୟରେ ଖାଦ୍ୟ ପରଷିବାରୁ ଅଡ଼ୁଆରେ ପଡ଼ିଗଲେ ପ୍ରିୟଙ୍କା

ଓ୍ବାୟନାଡ଼,୨୨।୪: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ନିଜ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନୂଆ ନିର୍ବାଚନମଣ୍ଡଳୀ କେରଳ ଓ୍ବାୟନାଡରେ ପହଞ୍ଚିଥିଲେ। ସେଠାରେ ରହୁଲ ଗାନ୍ଧୀଙ୍କ ପକ୍ଷରୁ ପ୍ରିୟଙ୍କା ରାଲି କରିବା ସହ ରୋଡ ଶୋ’...

ଶ୍ରୀଲଙ୍କା ବିସ୍ଫୋରଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୌଦ୍ଧ ଭିକ୍ଷୁ

ଗୟା,୨୨।୪: ବୋଧ ଗୟାର ମହାବୋଧି ମନ୍ଦିରରେ ଥିବା ବୌଦ୍ଧ ଭିକ୍ଷୁମାନେ ଶ୍ରୀଲଙ୍କା ବିସ୍ଫୋରଣରେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରବିବାର ସନ୍ଧ୍ୟାରେ ଏକ ମହମବତୀ ଶୋଭାଯାତ୍ରା ବାହାର କରି ଏମାନେ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ସୂଚନାଯୋଗ୍ୟ,...

ମନ୍ଦିରରେ ଦଳାଚକଟା: ୭ ମୃତ

ତ୍ରିଚି,୨୨ା୪: ତାମିଲନାଡୁର ତ୍ରିଚି ଜିଲାରେ ଥିବା କାରୁପାସ୍ବାମୀ ମନ୍ଦିରରେ ରବିବାର ଦଳାଚକଟା ଘଟି ୪ ମହିଳାଙ୍କ ସମେତ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ୧୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ଥୁରାୟୁରସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚୈତ୍ର ପୂର୍ଣ୍ଣିମା ଅବସରରେ ପୂଜାର୍ଚ୍ଚନା...

‘ରାହୁଲ କହିଲେ ବାରାଣସୀରୁ ଲଢ଼ିବି’

ଓ୍ବାୟାନାଡ୍‌,୨୨ା୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଲେ ବାରାଣସୀ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର କହିଛନ୍ତି। ରାହୁଲ ପ୍ରାର୍ଥୀ ହୋଇଥିବା କେରଳର ଓ୍ବାୟନାଡ୍‌ରେ ପ୍ରଚାର ପାଇଁ ୨...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ

ନୂଆଦିଲ୍ଲୀ,୨୨ା୪: ଆସନ୍ତା ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୧୫ ଲୋକ ସଭା ଆସନ ପାଇଁ...

ଦୁଃଖ ସମୟରେ ଶ୍ରୀଲଙ୍କା ସହିତ ଭାରତ ରହିଛି: ମୋଦି

ନୂଆଦିଲ୍ଲୀ,୨୧।୪: କଲମ୍ବୋରେ ହୋଇଥିବା ସିରିଜ୍‌ ବିସ୍ଫୋରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିବା ସହିତ ଏଭଳି ଦୁଃଖଦ ସ୍ଥିିତିରେ ଶ୍ରୀଲଙ୍କା ସହିତ ଭାରତ ରହିଛି ବୋଲି ପ୍ରକାଶ କରିଛନ୍ତି। ଦକ୍ଷିଣ ଏସିଆ ଅଞ୍ଚଳରେ ଏଭଳି ବର୍ବରତାକୁ ବରଦାସ୍ତ କରାଯିବ...

କହ୍ନେୟା କୁମାରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୧।୪: ଲୋକ ସଭା ନିର୍ବାଚନ ୨୦୧୯ରେ ବିହାରର ବେଗୁସରାଇ ଆସନ ହଟ୍‌ ସିଟ୍‌ ପାଲଟିଛି। କହ୍ନେୟା କୁମାର ଏହି ଆସନରୁ ନିର୍ବାଚନ ଲଢୁଥିବା ବେଳେ ଭାଜପାର ଫାୟାରବ୍ରାଣ୍ଡ ନେତା ଗିରିରାଜ ସିଂ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି। ବଲିଉଡ୍‌...

ପ୍ରଜ୍ଞା ଜଣେ ପେଶାଦାର ଅପରାଧୀ: ଭୁପେଶ ବାଘେଲା

ରାୟପୁର,୨୧।୪: ପ୍ରଜ୍ଞା ସିଂ ଠାକୁର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା। ପ୍ରଜ୍ଞା ଜଣେ ପେଶାଦାର ଅପରାଧୀ। ସେ ୧୯ ବର୍ଷ ବୟସରେ ଜଣଙ୍କୁ ଛୁରୀ ମାରିଥିଲେ। ଏହା ସହିତ ୨୦୦୮ ସେପ୍ଟେମ୍ବର ୨୯ ମାଲେଗାଓ୍ବଁ...

ହାର୍ଦ୍ଦିକ ପଟେଲଙ୍କ ଜୀବନ ପ୍ରତି ବିପଦ: ଲୋଡିଲେ ପୋଲିସ ସହାୟତା

ଜାମ୍‌ନଗର,୨୧।୪: ଏକ ନିର୍ବାଚନୀ ସଭାରେ ଜଣେ ବ୍ୟକ୍ତି ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ହାର୍ଦ୍ଦିକ ତାଙ୍କ ଜୀବନପ୍ରତି ବିପଦଥିବା ସୂଚିତ କରି ସ୍ଥାନୀୟ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ତାଙ୍କୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି।...

ଭାଜପାର ଏହି ବାହୁବଳୀ ପ୍ରାର୍ଥୀଙ୍କ ନାଁରେ ଥିବା ଆପରାଧିକ ମାମଲାର ବିବରଣୀ ଦେବାକୁ ଲାଗିଲା ୪ପୃଷ୍ଠା କାଗଜ

ଥିରୁଭାନନ୍ତପୁରମ,୨୧।୪: କେରଳର ପାଥନମଥିଟ୍ଟା ଲୋକ ସଭା ଆସନରୁ ଏଥର ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି କେ. ସୁରେନ୍ଦ୍ରନ୍‌। ତାଙ୍କ ନାଁରେ ୨୪୨ ମାମଲା ଥିବା ଜଣାପଡିଛି। କେବଳ ସାବରିମାଳା ସମ୍ବନ୍ଧିତ ୨୨୨ଟି ମାମଲା ତାଙ୍କ ନାଁରେ ରହିଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri