ଜାତୀୟ

ଅସହ୍ୟ ତାତି: ୪୯ ବର୍ଷରେ ନେଇଛି ୧୬ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ, ୧୧।୬: ଦେଶର ୧୫ରୁ ଅଧିକ ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି। ପ୍ରବଳ ଗରମରେ ୭୨ କୋଟିରୁ ଅଧିକ ଲୋକେ ବ୍ୟତିବ୍ୟସ୍ତ ହେଉଛନ୍ତି। ଏସବୁ ଅଞ୍ଚଳରେ ତାପମାତ୍ରା ୪୦ରୁ ୫୦ ଡିଗ୍ରୀରୁ ମଧ୍ୟରେ ରହୁଛି। କେତେକ ଅଞ୍ଚଳରେ ଏହା...

ଭାଜପା ଏମ୍‌ପି ପୋଲିସ କର୍ମଚାରୀଙ୍କୁ ମାରିଲେ ଚାପୁଡ଼ା; ଜୀବନରେ ମାରିବାକୁ ଦେଲେ ଧମକ

ଲକ୍ଷ୍ନୌ,୧୧।୬: ଉତ୍ତରପ୍ରଦେଶ ଧୋରହରା ଏମ୍‌ପି ରେଖା ବର୍ମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ  ପୋଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିବା ନେଇ ସ୍ଥାନୀୟ ମୋହମ୍ମଦି ଥାନାରେ ତାଙ୍କ ନାମରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ...

ଶୋପିଆନରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ମୃତ

ଶୋପିଆନ,୧୧।୬: ଜମ୍ମୁ-କଶ୍ମୀର ଶୋପିଆନ ଜିଲାର ଅଓ୍ବନିରା ଅଞ୍ଚଳରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଉଦ୍ୟମରେ ଏହି ଏନ୍‌କାଉଣ୍ଟର କରାଯାଇଛି। ମୃତ ଆତଙ୍କବାଦୀଙ୍କ ଶରୀରକୁ ଜବତ କରାଯାଇଥିବା...

ବିଗ୍‌-ବିଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌: ଲାଗିଲା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ

ମୁମ୍ବାଇ,୧୧।୬: ବଲିଉଡ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ବିଗ୍‌ ବିଙ୍କ ଟୁଇଟର ପ୍ରୋଫାଇଲ୍‌ ଫଟୋ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଲଗାଯାଇଛି। କେବଳ ଏତିକି ନୁହେଁ, ତାଙ୍କୁ ବ୍ୟକ୍ତିଗତ...

ଦୁର୍ନୀତି ଏବଂ ଯୌନ ନିର୍ଯ।ତନା ଅଭିଯୋଗ: ୧୨ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତା ମୂଳକ ଅବସର

ନୂଆଦିଲ୍ଲୀ,୧୧।୬: ଦୁର୍ନୀତି ଏବଂ ଯୌନ ନିର୍ଯ।ତନା ଅଭିଯୋଗରେ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚିଫ୍‌ କମିଶନର, ପ୍ରିନ୍ସପାଲ କମିଶନର, ଆୟକର କମିଶନର ଆଦି ରହିଥିବା...

ମାଡିଆସୁଛି ବାତ୍ୟା ‘ବାୟୁ’

ନୂଆଦିଲ୍ଲୀ, ୧୧।୬: ଫନୀ ପରେ ଏବେ ପୁଣି ମାଡିଆସୁଛି ଆଉ ଏକ ବାତ୍ୟା ‘ବାୟୁ’। ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେଉଛି। ଆସନ୍ତା ୪୨ ଘଣ୍ଟା ମଧ୍ୟରେ ଏହା ସିଭିୟର୍‌...

ମୋଦିଙ୍କ ବିମାନ ପାକିସ୍ତାନ ଆକାଶରେ ଉଡିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବତନ୍ତ୍ର ବିମାନ କିରଗିଜସ୍ତାନ ଯାତ୍ରା କରିବା ସମୟରେ ପାକିସ୍ତାନ ଆକାଶ ପତକୁ ବ୍ୟବହାର କରିପାରିବ ବୋଲି ସୂଚନା ମିଳିଛି। ଏ ନେଇ ଇମ୍ରାନ୍‌ ସରକାର ଖୁବ୍‌ଶୀଘ୍ର ଅନୁମତି ଦେବେ ବୋଲି ଜଣାପଡିଛି। ମୋଦି ସାଂଘାଇ...

ରାଜ୍ୟପାଳ ହେବା ଖବର ମିଛ: ସୁଷମା ସ୍ବରାଜ

ନୂଆଦିଲ୍ଲୀ, ୧୧।୬: ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ ହେବା ଖବରକୁ ଖଣ୍ଡନ କରିଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ନିଜ ଟୁଇଟରରେ ସୁଷମା ଆନ୍ଧ୍ର ରାଜ୍ୟପାଳ ହେବା କଥା କହିଥିଲେ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ...

୧୦୯ ଘଣ୍ଟା ପରେ ବୋର୍‌ ଓ୍ବେଲ୍‌ରୁ ଉଦ୍ଧାର ହୋଇ ଜୀବନ ହାରିଲେ ୨ ବର୍ଷ ଶିଶୁ ଫତେହବୀର

ଚଣ୍ଡିଗଡ଼, ୧୧।୬: ପଞ୍ଜାବର ସଙ୍ଗରୁର୍‌ ଅଞ୍ଚଳରେ ୨ ବର୍ଷ ଶିଶୁ ଫତେହବୀର ସିଂ ଏକ ଖୋଲା ବୋର୍‌ଓ୍ବେଲ୍‌ରେ ଅସାବଧାନତାରୁ ଖସିପଡ଼ିଥିଲା। ଜୁନ୍‌ ୬ ସନ୍ଧ୍ୟାଠାରୁ ୨୬ ଜଣିଆ ଉଦ୍ଧାରକାରୀ ଦଳ ପତେହବୀରଙ୍କୁ ବଞ୍ଚାଇବାର ଉଦ୍ୟମ ଜାରି ରଖିଥିଲେ। ୧୦୯ ଘଣ୍ଟାପରେ...

ହିଂସା ଲାଗି ଭାଜପାକୁ ଦୋଷଦେଲେ ମମତା

କୋଲକାତା,୧୧ା୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ହିଂସାକାଣ୍ଡ ଲାଗି ଭାଜପାକୁ ଦୋଷ ଦେଇଛନ୍ତି। କେନ୍ଦ୍ର ଓ ଭାଜପା କର୍ମୀମାନେ ମୁଖ୍ୟତଃ ଏଥିଲାଗି ଦାୟୀ। ରାଜ୍ୟ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ଭାଜପା ଷଡ଼ଯନ୍ତ୍ର କରୁଛି। ବିଭିନ୍ନ ସୋସିଆଲ ନେଟ୍‌ଓ୍ବର୍କିଂ...

ଅସୁସ୍ଥ ମୁଲାୟମଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ, ୧୦।୬:ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କୁ ଭେଟିଛନ୍ତି। ଏଥିସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ସେହି ସମୟରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ମୁଲାୟମଙ୍କ...

କଠୁଆ ଗଣ ବଳାତ୍କାର ମାମଲାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ

ପଠାନକୋଟ,୧୦।୬: ବହୁ ଚର୍ଚ୍ଚିତ କଠୁଆ ଗଣବଳାତ୍କାର ମାମଲାର ଶୁଣାଣି ସୋମବାର ହୋଇଛି। ଅଦାଲତ ବଳାତ୍କାର ଓ ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ବେଳେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅନ୍ୟ ୩ ଜଣଙ୍କୁ ୫ ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri