ଜାତୀୟ

ହିମାଚଳରେ ପର୍ଯ୍ୟଟକଙ୍କ ଭିଡ଼: ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ

ଶିମଲା,୧୦।୬: ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ସିଝୁଥିବା ବେଳେ ଗରମରୁ ନିସ୍ତାର ପାଇବା ପାଇଁ ଲୋକେ ପାହାଡିଆ ଅଞ୍ଚଳ ମୁହଁା ହେଉଛନ୍ତି। ଏଭଳି ସ୍ଥିତିରେ ଶିମଲା, ମନାଲୀ, ଧର୍ମଶାଳା ଓ ଡଲହୋଜିର ହୋଟେଲ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ପ୍ରବଳ...

ଜାମିନ ପାଇଁ ହାଇକୋର୍ଟ ଗଲେ ଲାଲୁ

ରାଞ୍ଚି, ୧୦।୬: ଚାରା ଘୋଟାଲାରେ ସମ୍ପୃକ୍ତ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲ୍‌ ଦଣ୍ଡ ଭୋଗୁଥିବାବେଳେ ଜାମିନ ପାଇଁ ଝାଡଖଣ୍ଡ ହାଇକୋର୍ଟରେ ଆବେଦନ କରିନ୍ତି। ପୂର୍ବରୁ ସେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା।...

୮୦ ଘଣ୍ଟା ହେବ ବୋର୍‌ଓ୍ବେଲରେ ଫସିଥିବା ଶିଶୁର ଜନ୍ମଦିନରେ ବି ଉଦ୍ଧାର କାର୍ଯ୍ୟ ଜାରି

ଚଣ୍ଡିଗଡ଼,୧୦।୬: ପଞ୍ଜାବର ସୁନମଠାରେ ପାଖାପାଖି ୧୫୦ ଫୁଟ ଗଭିର ବୋରଓ୍ବେଲରେ ଫସି ରହିଥିବା ୨ ବର୍ଷର ଶିଶୁର ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ଜଣାପଡିଛି। କୌଣସି ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ...

ମୌସୁମୀ ଆସିବା ପରେ ମଧ୍ୟ ଦେଶର ୪୦ ପ୍ରତିଶତ ଅଞ୍ଚଳରେ ରହିଛି ଘୋର ଜଳ ସଙ୍କଟ

ନୂଆଦିଲ୍ଲୀ,୧୦।୬: ପ୍ରାୟ ୨ ଦିନ ହେବ ମୌସୁମୀ କେରଳ ଛୁଇଁଥିବା ବେଳେ ଏହାର ପ୍ରଭାବରେ କେରଳ ଓ ଏହାର ଆଖପାଖ ରାଜ୍ୟରେ ବର୍ଷା ହୋଇଛି। ହେଲେ ଏବେବି ଭାରତର ପ୍ରାଖାପାଖି ୪୦ ପ୍ରତିଶତ ଅଂଶ ଘୋର ଜଳ ସଙ୍କଠ ଦେଇ...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଜାରି ହେଲେ ଲାଭ ସହିତ କ୍ଷତି ବି ସହିବ ଭାଜପା !

ନୂଆଦିଲ୍ଲୀ,୧୦।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକୁ ନେଇ କେନ୍ଦ୍ର ସରକାର ଏଠାରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଚିନ୍ତା କରୁଥିବା କେତେକ ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ରାଜ୍ୟରେ ରାଷ୍ଟ୍ରପତିି ଶାସନ ଜାର ହେଲେ ଭାଜପାକୁ ଫାଇଦା ମିଳିବା ସହିତ ବିପକ୍ଷ...

ସବୁ ପ୍ରକାର ସହଯୋଗ ମିଳିବ ବୋଲି ଜଗନ ମୋହନଙ୍କୁ କଥା ଦେଲେ ମୋଦି

ତିରୁପତି,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମାଲଦ୍ୱୀପରୁ ଫେରି ଶ୍ରୀଲଙ୍କା ଗସ୍ତ କରିଥିଲେ। ଏହି ସମୟରେ ସେ ଗୁରୁଭୟୁର ମନ୍ଦିର ଦର୍ଶନ କରିବା ସହ ତିରୁପତି ପହଞ୍ଚିଥିଲେ। ସେଠରେ ଆନ୍ଧ୍ର ପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି...

୧୮ବର୍ଷ ପରେ ପିତାଙ୍କ ଋଣ ଶୁଝିଲେ ପୁଅ

ଜୟପୁର, ୧୦।୬: ରାଜସ୍ଥାନର ହନୁମାନଗଡ ଜିଲାରେ ଜଣେ ଯୁବକ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମୃତ ପିତାଙ୍କ ୧୮ ବର୍ଷ ପୁରୁଣା ୫୫ ଲକ୍ଷ ଟଙ୍କାର ଋଣ ଶୁଝିଛନ୍ତି ପୁଅ। ସୂଚନାଯୋଗ୍ୟ, ରାଓ୍ବତସର ନିବାସୀ ସନ୍ଦୀପଙ୍କ ପିତା ମିତାରାମ...

ବିଧାୟକ ଭାବେ ଶପଥ ନେଲେ କମଲନାଥ

ଭୋପାଳ,୧୦।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ଏନ୍‌.ପି. ପ୍ରଜାପତି ତାଙ୍କୁ ଶପଥ ପାଠ କରାଇଛନ୍ତି। ୮ଥର ଏମ୍‌ପି ଥିବା କମଲନାଥ ପ୍ରଥମ କରି ବିଧାୟକ ଭାବେ ଶପଥପାଠ କରିଛନ୍ତି।...

ସ୍ଥିତି ନ ସୁଧୁରିଲେ ପଶ୍ଚିମବଙ୍ଗରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ: ବିଜୟବର୍ଗୀୟ

କୋଲକତା,୧୦।୬: ପଶ୍ଚିମବଙ୍ଗର ରାଜନୈତିକ ହିଂସା ନେଇ ଏବେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ତେବେ ଏହା ସୌଜନ୍ୟ ମୂଳକ ସାକ୍ଷାତ୍‌କାର ବୋଲି...

ଆଲିଗଡ଼ ବଳାତ୍କାର ମାମଲା: ଭାଜପାକୁ ‘ବେଟି ବଚାଓ’ ସ୍ଲୋଗାନ ମନେ ପକାଇଲା ଶିବସେନା

ମୁମ୍ବାଇ,୧୦।୬: ଉତ୍ତରପ୍ରଦେଶ ଆଲିଗଡ଼ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାରେ ଶିବସେନା ଭାଜପାକୁ ଟାର୍ଗେଟ୍‌ କରିଛି। ଶିବସେନା ମୁଖପତ୍ର ସାମନାରେ ଏନେଇ ଲେଖା ପ୍ରକାଶ ପାଇଛି। ଭାଜପା ‘ବେଟି ବଚାଓ’ ସ୍ଲୋଗାନ୍‌ ଦେଉଥିବାବେଳେ ଦେଶରେ ନାବାଳିକାଙ୍କ ପ୍ରତି ଏଭଳି ଜଘନ୍ୟ କାଣ୍ଡ...

ଜମ୍ମୁ କଶ୍ମୀରରେ ଆସନ୍ତା ୧୨ରେ ଯାନବାହନ ଚଳାଚଳ ବନ୍ଦ

ଶ୍ରୀନଗର,୧୦।୬: ଜମ୍ମୁ କଶ୍ମୀରରେ ଆସନ୍ତା ୧୨ ତଥା ବୁଧବାର ସହରରେ ଯାନବାହନ ଚଳାଚଳ ବନ୍ଦ ରହିବ। ବୁଧବାର ଟ୍ରାନ୍ସପୋର୍ଟ ପକ୍ଷରୁ ଷ୍ଟ୍ରାଇକ୍‌ କରାଯିବାରୁ ବ୍ୟବସାୟିକ ଗାଡି ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଫଳରେ ଲଖନପୁରରୁ କଶ୍ମୀର ପର୍ଯ୍ୟନ୍ତ ସମସ୍ତ...

ଯୁବତୀଙ୍କ ସହ ଡ୍ୟାନ୍ସ କରୁଥିବା ବିହାରର ୪ ବିଧାୟକଙ୍କ ଭିଡିଓ ଭାଇରାଲ

ପାଟନା,୧୦।୬: ବିହାରର ୪ ଜଣ ବିଧାୟକ ନିକଟରେ ମଣିପୁରରେ ପ୍ରେମରେ ଉବୁଟୁବୁ ହେଉଥିବା ବେଳେ ସେମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇମ୍ଫାଲ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ବିହାରର ଜନତା ଦଳ ୟୁନାଇଟେଡ(ଜେଡିୟୁ), ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri