ଜାତୀୟ

୧୦ଲକ୍ଷ ପୋଷ୍ଟକାର୍ଡରେ ‘ଜୟ ଶ୍ରୀରାମ’ ଲେଖି ମମତାଙ୍କ ପାଖକୁ ପଠାଇବ ଭାଜପା

କୋଲକାତା,୨।୬: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗନକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ଶନିବାର ଉତ୍ତର ୨୪ ପ୍ରଗଣାଠାରେ ତ୍ରୁଣମୂଳ କଂଗ୍ରେସର ଏକ ସଭା ନିକଟରେ କେତେଜଣ ଭାଜପା କର୍ମୀ ‘ଜୟ ଶ୍ରୀରାମ’ ସ୍ଲୋଗନ ଦେବାରୁ ହିଂସା ପରିସ୍ଥିତି...

ବାଚସ୍ପତି ନିର୍ବାଚନ ଲାଗି ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ

ପୁଡୁଚେରୀ,୨।୬: ବାଚସ୍ପତି ନିର୍ବାଚନ ଲାଗି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କ ଅଧ୍ୟକ୍ଷତାରେ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ଜୁନ୍‌ ୩ରେ ପୁଡୁଚେରୀ ବିଧାନସଭାରେ ବାଚସ୍ପତି ପଦବୀ ଲାଗି ନିର୍ବାଚନ କରାଯିବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କ ସହିତ ଏନେଇ...

ଇୟର ଫୋନ୍‌ ହେଲା କାଳ: ଦୁର୍ଘଟଣା ପରେ ପତ୍ନୀଙ୍କୁ ଭିଡିଓ କଲ୍‌ କରି ମୃତ୍ୟୁ କୋଳରେ ଶୋଇଗଲେ ଯୁବକ

ପାଟନା,୨।୬: ବିହାରର ବେଗୁସରାଇରେ ଇୟର ଫୋନ୍‌ ଲଗାଇ ବାଇକ୍‌ ଚଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଜାତୀୟ ରାଜପଥ ୨୮ରେ ରାଜାରାମ ପଣ୍ଡିତ ନାମକ ଜଣେ ଯୁବକ କାନରେ ଇୟରଫୋନ୍‌ ଲଗାଇ ବାଇକ୍‌ ଚଲାଇ ଯାଉଥିଲେ। ଏହି ସମୟରେ ଏକ...

ଜୀବନକୁ ବାଜି ଲଗାଇ ଜହର ଖାଇଥିବା ସାପକୁ ବଞ୍ଚାଇଲେ ଆଇଟି ଅଧିକାରୀ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇନ୍ଦୋର,୨।୬: ମଣିଷ ଏବଂ ପ୍ରାଣୀଙ୍କ ମଧ୍ୟରେ ସମ୍ପର୍କ ନିଆରା। ପରିବେଶ ସନ୍ତୁଳନରେ ପ୍ରାଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜୀବେଦୟାକୁ ଭାରତୀୟ ସମାଜ ଅତିପୁରାତନ କାଳରୁ ଗୁରୁତ୍ୱ ଦେଇଥାଏ। ମଧ୍ୟପ୍ରଦେଶର ଜଣେ ଆଇଟି ଅଧିକାରୀ ନିଜ ଜୀବନକୁ ବାଜି ଲଗାଇ...

ଦାୟିତ୍ୱ ନେବା ପରେ ପ୍ରଥମେ ସିଆଚେନ୍‌ ଗ୍ଲାସିୟର ଯିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ଭାଗ ବଣ୍ଟା ପରେ ଏବେ କାମ ଆରମ୍ଭ ହୋଇଯାଇଛି। ସମସ୍ତେ ନିଜ ନିଜ ଦାୟିତ୍ୱ ବହନ କରିଛନ୍ତି। ଏହି କ୍ରମରେ ପ୍ରତିରକ୍ଷା ବିଭାଗ ମିଳିଥିବା ପୂର୍ବତନ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଦାୟିତ୍ୱ...

ଶପଥ ନେଲେ ବିହାର ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳର ସଦସ୍ୟ

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ରବିବାର କରାଯାଇଛି। ଏଥିରେ ୮ ଜେଡିୟୁ ନେତା ସାମିଲ ହେବା ସହ ରାଜଭବନରେ ଶପଥ ନେଇଛନ୍ତି। ସୂଚନାଯୋଗ୍ୟ, ଏଥର କେବଳ ଜେଡିୟୁ କୋଟା ଥିବାରୁ ଏଥିରେ କୌଣସି ଭାଜପା ନେତାଙ୍କୁ...

ଛାଡ଼ପତ୍ରର ୧୦ ମାସ ପରେ ଜନ୍ମ ହେଲା ପୁତ୍ର: ଡିଏନ୍‌ଏ ଟେଷ୍ଟ ପରେ ପୁଣି ବିବାହ କଲେ ମାତାପିତା

ଝଜ୍ଜର,୨।୬: ଛାଡ଼ପତ୍ର ହୋଇଥିବା ଦମ୍ପତିଙ୍କର ପୁଣି ଥରେ ବିବାହ କରାଇଛି ନବଜାତ ଶିଶୁପୁତ୍ର। ଏଭଳି ଏକ ରୋଚକ ଘଟଣା ହରିୟାଣାର ଝଜ୍ଜରରେ ଘଟିଛି। ଏଠାରେ ୪ବର୍ଷ ତଳେ ବିବାହ କରିଥିବା ଦମ୍ପତିଙ୍କର କୌଣସି କାରଣରୁ ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ରର ୧୦...

ଜୁନ୍‌ ୯ରେ ତିରୁପତି ଗସ୍ତ କରିବେ ମୋଦି

ଗୁଣ୍ଟୁର,୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୯ ତାରିଖରେ ତିରୁପତି ବାଲାଜି ମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଆନ୍ଧ୍ର ପ୍ରଦେଶର ଭାଜପା ଅଧ୍ୟକ୍ଷ କାନ୍ନା ଲକ୍ଷ୍ମୀ ନାରାୟଣ ସୂଚନା ଦେଇଛନ୍ତି। ସେଠାରେ ସେ ବାଲାଜି ମନ୍ଦିରରେ...

ଟୁଇଟର୍‌ରେ ଦେଖାଯାଉ ନାହାଁନ୍ତି କଂଗ୍ରେସର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା

ନୂଆଦିଲ୍ଲୀ,୨।୬: କଂଗ୍ରେସ ଦଳର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା ସ୍ପନ୍ଦନା ଏବେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର୍‌ରେ ଆଉ ଦେଖାଯାଉ ନାହାଁନ୍ତି। ତାଙ୍କର ଟୁଇଟର୍‌ ଆକାଉଣ୍ଟ ଡିଲିଟ୍‌ ହୋଇ ଯାଇଥିବା କୁହାଯାଉଛି। କିଛିଦିନ ହେବ ସେ ଦିବ୍ୟା କଂଗ୍ରେସ ଛାଡିବା ନେଇ...

ସାଇକେଲ-ହାତୀ କଲେନି ସହଯୋଗ: ଅମେଠିରେ ପଦ୍ମଠାରୁ ପରାଜିତ ହେଲା ହାତ

ନୂଆଦିଲ୍ଲୀ,୨।୬: ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜ ପୁରୁଣା ଗଡ଼ ବୋଲାଉଥିବା ଅମେଠିରେ ପରାଜିତ ହୋଇଛି। ଏଠାରେ ଭାଜପା ପ୍ରାର୍ଥୀ ସ୍ମୃତି ଇରାନୀ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୫୫ ହଜାର ଭୋଟରେ ପରାଜିତ କରିଛନ୍ତି। ଏଠାରେ...

ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ: ସାମିଲ ହେବେନି କେହି ଭାଜପା ନେତା

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ରବିବାର କରାଯିବ। ହେଲେ ଏଥିରେ କେହି ଭାଜପା ନେତା ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି। କାରଣ ପୂର୍ବରୁ ଭାଜପା କୋଟାରେ ମନ୍ତ୍ରିପଦ ପୂରଣ ହୋଇ ସାରିଥିବା ବେଳେ...

ଭିଡରେ ଅଣନିଃଶ୍ୱାସି ହୋଇ ଟ୍ରେନ୍‌ରେ ଯୁବତୀଙ୍କ ମୃତ୍ୟୁ

ଲକ୍ଷ୍ନୌ,୨।୬: ଉତ୍ତର ପ୍ରଦେଶରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଶୁକ୍ରବାର ରାତିରେ ଗୋଟିଏ ପରିବାର ଯାତ୍ରା କରୁଥିବା ସମୟରେ ଏମାନଙ୍କ ମଧ୍ୟରେ ଥିବା ସୀତା(୧୮) ନାମକ ଜଣେ ଯୁବତୀଙ୍କର ଭିଡ ଯୋଗୁ ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ବାନ୍ଦା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri