ଜାତୀୟ

ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ହାର୍ଦ୍ଦିକଙ୍କୁ ମିଳୁଛି ଧମକ

ଗାନ୍ଧିନଗର,୧।୬: ପୂର୍ବତନ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ମୋଦି ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ଶାହ ଦାୟିତ୍ୱ ଗ୍ରହଣ କରିବା ପରେ ହାର୍ଦ୍ଦିକ ପଟେଲ ତାଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। କେବଳ ସେତିକି ନୁହେଁ ଶାହଙ୍କୁ ସ୍ବରାଷ୍ଟ୍ର...

ବଦଳିଗଲା ସଚ୍ଚିନଙ୍କ ଦାଢ଼ି କାଟିଥିବା ବାର୍ବଲ ଗର୍ଲଙ୍କ ଜୀବନ

ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶର ବନଓ୍ବାରି ତୋଲା ଗାଁରେ ଥିବା ନେହା ଓ ଜ୍ୟୋତି ନାମକ ଦୁଇ ଭଉଣୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ। ଦିନେ ପିତାଙ୍କର ଅସୁସ୍ଥତା ପାଇଁ ଘରୁ ଗୋଡ କାଢିଥିବା ଏହି ଦୁଇ ଭଉଣୀ କିଛି...

ମୋଦି ସରକାରଙ୍କୁ ଧମକ ଦେଲେ ସାଧୁ: ରାମ ମନ୍ଦିର ନିର୍ମାଣ ନ ହେଲେ କରିବେ ଆତ୍ମହତ୍ୟା

ଅଯୋଧ୍ୟା,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପାଇଁ ଦେଶର ଶାସନ ଡୋର ଧରିଛନ୍ତି। ଯଦି ଏହି ୫ବର୍ଷ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନ ହୁଏ ତେବେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ସାଧୁ ସ୍ବାମୀ ପରମହଂସ ଦାସ। ରାମନ୍ଦିର...

ଧାର୍ମିକ ସ୍ଥାନରେ ଆମିଷ ଖାଉଥିବା ସନ୍ଦେହରେ ୪ଶ୍ରମିକଙ୍କୁ ପିଟିଲେ ଯୁବକ

ବରେଲି,୧।୬: ଉତ୍ତରପ୍ରଦେଶ ବରେଲିର ବେହରି ଅଞ୍ଚଳରୁ ଶନିବାର ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ଧାର୍ମିକ ସ୍ଥାନରେ ଆମିଷ ଭୋଜନ କରୁଥିବା ସନ୍ଦେହରେ ଅଜ୍ଞାତ ଯୁବକମାନେ ୪ଶ୍ରମିକଙ୍କୁ ଅତି ନିର୍ମମ ଭାବେ ମାଡ ମାରିଛନ୍ତି। ଯୁବକମାନେ ଶ୍ରମିକମାନଙ୍କୁ ବେଲ୍‌ଟରେ ମାଡ଼...

ପ୍ରଥମ ଦିନରେ ଭାଜପା ରୋଷେଇ ଘରେ କରିଛି ମହଙ୍ଗା ମାଡ଼: ରଣଦୀପ୍‌

ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦାୟିତ୍ୱ ନେବାର ପ୍ରଥମ ଦିନରେ ରୋଷେଇଘରେ ମହଙ୍ଗା ମାଡ଼ କରିଛି। ଏନେଇ ଶନିବାର କଂଗ୍ରେସ ପକ୍ଷରୁ ରଣଦୀପ୍‌ ସିଂ ସୁରେଜଓ୍ବାଲ ଅଭିଯୋଗ କରିଛନ୍ତି। ମୋଦି ସରକାର ବିନା ସବସିଡ୍‌ ସିଲିଣ୍ଡର ଦାମ୍‌ ୨୫...

କେଜରିଓ୍ବାଲଙ୍କ ମାଷ୍ଟର ଷ୍ଟ୍ରୋକ୍‌: ଏଥର ମାଗଣାରେ ଯାତ୍ରା କରିବେ ମହିଳା

ନୂଆଦିଲ୍ଲୀ,୧।୬: ବିଜୁଳି ଅଧା ଦାମ୍‌ରେ ଓ ପାଣି ମାଗଣାରେ ଉପଲବ୍ଧ କରିବାକୁ ଘୋଷଣା କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏଥିରେ ସଫଳ ହେବା ପରେ ଏବେ ଆଉ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା...

ନକଲି ଆଇପିଏସ୍‌ ଅଫିସର ହୋଇ ଲୋକଙ୍କୁ ଲୁଟୁଥିବା ଦ୍ୱାଦଶ ଫେଲ୍‌ ଯୁବକ ଗିରଫ

ଜୟପୁର,୧।୬: ଜଣେ ନକଲି ଆଇପିଏସ୍‌ ଅଫିସରଙ୍କୁ ଏସଓଜି ଗିରଫ କରିଛି। ନକଲି ଆଇପିଏସ୍‌ ହୋଇ ଲୋକଙ୍କ ଲୁଟୁଥିବା ଅଭୟ ମୀଣା ଦ୍ୱାଦଶ ଫେଲ ହୋଇଥିଲେ ମଧ୍ୟ ଦିଲ୍ଲୀ ଆଇଆଇଟିରୁ ବିଟେକ୍‌ ପାଶ୍‌ କରିଥିବା ଦର୍ଶାଇଥିଲେ। ସବାଇମାଧୋପୁରର ପିଲୋନ୍ଦା ଗାଁରେ ବାସ...

ମୁଖ୍ୟମନ୍ତ୍ରୀ ଆସନ ଛାଡିବାର ୮ ବର୍ଷ ପରେ ମୋଦି ସରକାରରେ ମିଳିଲା ମନ୍ତ୍ରୀପଦ

ନୂଆଦିଲ୍ଲୀ,୧।୬: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହରିଦ୍ୱାରଲୋକ ସଭା ଆସନର ଏମ୍‌ପି ଡା. ରମେଶ ପୋଖରିୟାଲ ନିଶଙ୍କ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବର୍ତ୍ତମାନର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିଶ୍ୱାସ ଭାଜନ ହୋଇପାରିଛନ୍ତି।...

ରାଜନାଥ-ଶାହ ନେଲେ ଦାୟିତ୍ୱ

ନୂଆଦିଲ୍ଲୀ,୧।୬: ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ସିଂ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ସେହିପରି ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ପୂର୍ବାହ୍ନରେ କାର୍ଯ୍ୟାଳୟରେ ପହଞ୍ଚି ଭାର ଗ୍ରହଣ...

ସୁଷମାଙ୍କ ପଦାଙ୍କ ଅନୁସରଣ କରିବା ଗର୍ବର କଥା: ଜୟଶଙ୍କର

ନୂଆଦିଲ୍ଲୀ,୧।୬: ମୋଦି ସରକାରରେ ପୂର୍ବରୁ ବିଦେଶ ସଚିବ ଥିବା ସୁବ୍ରମଣ୍ୟମ୍‌ ଜୟଶଙ୍କରଙ୍କୁ ଏଥର ମିଳିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଶନିବାର ସେ ଏହି ଦାୟିତ୍ୱ ନେବା ପରେ ପ୍ରଥମ କରି ଟୁଇଟ୍‌ କରିଛନ୍ତି। ଯେଉଁଥିରେ ସେ ପୂର୍ବତନ ବୈଦେଶିକ ବ୍ୟାପାର...

୯୦ ବର୍ଷରେ ଡେକାନ୍‌ କୁଇନ୍‌

ପୁଣେ,୧।୬: ମହାରାଷ୍ଟ୍ରର ପୁଣେଠାରୁ ମୁମ୍ବାଇ ଯାଉଥିବା ଡେକାନ୍‌ କୁଇନ୍‌ ରେଳଗାଡ଼ିକୁ ଶନିବାର ୯୦ ବର୍ଷ ରେ ପାଦଦେଇଛି। ୧୯୩୦ ଜୁନ୍‌ ୧ରେ ଏହା ଯାତ୍ରା ଆରମ୍ଭ କରିଥିଲା। ୮୯ ବର୍ଷର ଐତିହାସକ ଯାତ୍ରା ସମ୍ପନ୍ନ କରି ଏବେ ଏହା ୯୦...

ୟେଦୁରପ୍ପାଙ୍କୁ ମୋଦି-ଶାହଙ୍କ ନିର୍ଦ୍ଦେଶ: ରାଜ୍ୟ ସରକାରରେ ଅସ୍ଥିରତା ସୃଷ୍ଟି ନ କରନ୍ତୁ

ବେଙ୍ଗାଲୁର,୧।୬: ମଳିନ ପଡିଯାଇଛି କର୍ନାଟକ ଭାଜପା ଅଧ୍ୟକ୍ଷ ବିଏସ୍‌ ୟେଦୁରପ୍ପାଙ୍କ ଆଶା। ତାଙ୍କୁ ଲାଗିଛି ଏକ ଶକ୍ତ ଧକ୍କା। କାରଣ ଶୁକ୍ରବାର ମୋଦିଙ୍କ ମନ୍ତ୍ରିମଣ୍ଡଳର ଭାଗ ବଣ୍ଟାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୟେଦୁରପ୍ପାଙ୍କୁ କହିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri