ଜାତୀୟ

ପ୍ରଥମ ସାକ୍ଷାତକାରରେ ଭାବପ୍ରବଣ ହେଲେ ସ୍ବାତୀ, କହିଲେ ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି…

ନୂଆଦିଲ୍ଲୀ,୨୩ା୫: ପ୍ରଥମଥର ପାଇ ଏଏପିର ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲ ଏକ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ସେ କହିଛନ୍ତି, ମେ’ ୧୩ରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ କର୍ମଚାରୀମାନେ...

‘ଜୁନ ୪ରେ ପାଣି ନେଇକି ବସିବ’, ଭାଜପାର ବଡ଼ ବିଜୟ ଉପରେ ଭବିଷ୍ୟବାଣୀ କରିଥିବା ପ୍ରଶାନ୍ତ କିଶୋର ବିରୋଧୀଙ୍କୁ ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ମୋଦି ସରକାର ପୁଣିଥରେ ଜୁନ ୪ରେ କ୍ଷମତାକୁ ଫେରିବେ। ଏହି ନିର୍ବାଚନରେ ଭାରତୀୟ ଜନତା...

ଭାରତୀୟ ଜ୍ୟୋତିଷ କଲେ ପୁର୍ବାନୁମାନ, ଏହିଦିନ ହେବ ତୃତୀୟ ବିଶ୍ୱଯୁଦ୍ଧ!

ନୂଆଦିଲ୍ଲୀ,୨୩।୫: ତୃତୀୟ ବିଶ୍ୱଯୁଦ୍ଧର ଚର୍ଚ୍ଚା ଅନେକ ଦଶନ୍ଧି ଧରି କଳ୍ପନା ଏବଂ ବିତର୍କର ବିଷୟ ହୋଇଆସୁଛି। ପ୍ରଥମ ଦୁଇଟି ବିଶ୍ୱଯୁଦ୍ଧର ଘାତକ ପ୍ରଭାବ ବିଶ୍ୱର ସ୍ମୃତିରେ ରହିଆସିଛି, ଅନ୍ୟ ଏକ ବଡ଼ ଧରଣର ବିବାଦର ଫଳାଫଳ ଉଭୟ ଭୟାନକ ଏବଂ...

ଖୁବ୍‌ଶୀଘ୍ର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ହେବ ଭାରତ: ଜୟଶଙ୍କର ଦେଲେ ସଙ୍କେତ

ନୂଆଦିଲ୍ଲୀ,୨୩।୫: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ଭାରତ ନିରନ୍ତର ଚେଷ୍ଟା କରୁଛି। ପ୍ରତ୍ୟେକଥର ଚାଇନା ଏଥିରେ ବାଧା ସୃଷ୍ଟି କରୁଛି। କିନ୍ତୁ ଏଥର ଭାରତ ସ୍ଥାୟୀ ସଦସ୍ୟ ହେବ ସମସ୍ତ ଚେଷ୍ଟା କରୁଛି। ଭାରତର ବୈଦେଶିକ...

ବାହାଘର ପରେ କିସ୍‌ କଲେ ନବଦମ୍ପତି, ମଞ୍ଚରେ ମାଡ ଖାଇଲେ ବର ପକ୍ଷ

ନୂଆଦିଲ୍ଲୀ,୨୩।୫: ବାହାଘର ପରେ ବର କନ୍ୟା ପ୍ରତି ସର୍ବସାଧାରଣରେ ଭଲ ପାଇବା ଦେଖାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। ବର କନ୍ୟାକୁ ବିବାହ ସମୟରେ କିସ୍‌ କରିବା ପରେ ଦୁଇପକ୍ଷ ଢେଙ୍ଗାବାଡି ଧରି ମୁହାଁମୁହିଁ ହୋଇଛନ୍ତି। ଉତ୍ତରପ୍ରଦେଶ ହାପୁରର ଅଶୋକ ନଗରରେ...

ଗାଈ କ୍ଷୀର ଦେଇନାହିଁ, ଘିଅ ଖାଇବାକୁ ଲାଗିଛି ଝଗଡା: କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୫: ୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପ୍ରଚାର ପାଇଁ ହରିୟାଣାର ମହେନ୍ଦ୍ରଗଡରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ୭ଟି ଜନ୍ମରେ ମଧ୍ୟ ସେମାନଙ୍କ ସରକାର ଗଠନ ହେବ ନାହିଁ ବୋଲି...

‘୪୦୦ ସିଟ୍‌ ସମ୍ବିଧାନ ବଦଳାଇବାକୁ ନୁହେଁ, ପାକିସ୍ତାନରୁ ପିଓକେ…’, ନିଶିକାନ୍ତ ଦୁବେଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ନିଜ ପାଇଁ ୩୭୦ଟି ଆସନ ଜିତିବାର ଲକ୍ଷ୍ୟ ରଖିଥିବାବେଳେ ଏନଡିଏ ପାଇଁ ୪୦୦ ଆସନ ଧାର୍ଯ୍ୟ କରାଯାଇଛି। ଦଳ ଦେଇଥିବା ସ୍ଲୋଗାନ ହେଉଛି ଅବକି ପାର୍‌ ୪୦୦ ପାର୍‌। ପ୍ରତ୍ୟେକ ରାଲିରେ ଭାଜପା-ଏନଡିଏ...

ସମ୍ବିଧାନ ଦିଏ ନାହିଁ ଧର୍ମ ନାମରେ ସଂରକ୍ଷଣ, ମୁସଲମାନ ରିଜର୍ଭେଶନ ହେବ ଶେଷ: ଶାହା

ଲକ୍ଷ୍ନୌ,୨୩।୫: ଧର୍ମ ଆଧାରରେ ମୁସଲିମ ସଂରକ୍ଷଣକୁ ଭାଜପା ଶେଷ କରିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆମର ସମ୍ବିଧାନ ଧର୍ମ ଆଧାରରେ ସଂରକ୍ଷଣକୁ ସମର୍ଥନ କରେ ନାହିଁ। ସେ କଂଗ୍ରେସ ଏବଂ ସମାଜବାଦି ପାର୍ଟିକୁ କଡ଼ା...

ଭୋଟର ଖୁସ, ମିଳିବ ଫ୍ରି ବାଇକ ରାଇଡ ସହ ମାଗଣା ଜଳଖିଆ

ନୂଆଦିଲ୍ଲୀ,୨୩।୫: ଆଜିକାଲି ଭାରତରେ ୧୮ ତମ ଲୋକ ସଭା ପାଇଁ ନିର୍ବାଚନ ଚାଲିଛି। ଏହି ନିର୍ବାଚନ ମୋଟ ସାତୋଟି ପର୍ଯ୍ୟାୟରେ ଶେଷ ହେବ। ଯାହାର ୫ ଟି ପର୍ଯ୍ୟାୟ ଶେଷ ହୋଇଛି। ବର୍ତ୍ତମାନ ଦୁଇଟି ପର୍ଯ୍ୟାୟ ଭୋଟ ବାକି ଅଛି।...

ମଥୁରା-କାଶୀରେ ମନ୍ଦିର, ପିଓକେ ଭାରତର ହେବ; ହିମନ୍ତ କହିଲେ ୪୦୦ ଆସନ ଜିତିଲେ କ’ଣ କ’ଣ କରିବ ଭାଜପା…

ନୂଆଦିଲ୍ଲୀ,୨୩।୫: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ଲାଗି ୩୭୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି। ଏଥିସହ ଏନ୍‌ଡିଏ ଲାଗି ୪୦୦ରୁ ଅଧିକ ଟାର୍ଗେଟ ସ୍ଥିର କରାଯାଇଛି। ତେବେ ଦଳ ନିଶ୍ଚିତ ଭାବେ ନିର୍ଦ୍ଧାରିତ ଆସନରେ ବିଜେତା ହେବ...

ଜୁନ ୪ରେ ଭାଜପା ଆଉ ଶେୟାର ବଜାର ଉଭୟ ମନାଇବେ ଉତ୍ସବ: ମୋଦି

ନୂଆଦିଲ୍ଲୀ,୨୩।୫: ଜୁନ ୪ରେ ଲୋକ ସଭା ନିର୍ବାଚନ ଫଳାଫଳ ଦିନ ଷ୍ଟକ ମାର୍କେଟରେ କ’ଣ ହେବ, ଷ୍ଟକ ମାର୍କେଟ ନୂଆ ଶିଖରକୁ ଛୁଇଁବ ନା ବଜାର ହ୍ରାସ ପାଇବ। ଏହି ପ୍ରଶ୍ନ ଗତ କିଛି ଦିନ ହେବ ପ୍ରତ୍ୟେକ ସାଧାରଣ...

ଦୁଇଟି ପର୍ଯ୍ୟାୟ ପୂର୍ବରୁ ଭବିଷ୍ୟବାଣୀ କଲେ ଶିବରାଜ, ଯାହା ଭାଜପାକୁ ଚମକାଇ ଦେବ

ନୂଆଦିଲ୍ଲୀ,୨୩।୫: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ କେବଳ ଭାଜପା ୩୭୦ ଟି ଆସନ ପାଇବ ଏବଂ ଏନଡିଏ ସହିତ ଆମେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri