ଜାତୀୟ

କେଜରିଓ୍ବାଲଙ୍କ ସ୍ତ୍ରୀଙ୍କ ସମେତ ମାତାପିତାଙ୍କୁ ହେବ ପଚରାଉଚରା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀ ପୋଲିସ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସ୍ବାତି ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ ଓ ନିର୍ଯ୍ୟାତନା ମାମଲାର ତଦନ୍ତରେ ବ୍ୟସ୍ତ ଅଛି। ସଦ୍ୟତମ ମାମଲାରେ ଦିଲ୍ଲୀ ପୋଲିସ ଟିମ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

ପଶ୍ଚିମବଙ୍ଗରେ ପୁଣି ହିଂସା: ଜଣେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ

କୋଲକାତା,୨୩ା୫: ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଘଟିଛି। ରାଜ୍ୟର ନନ୍ଦିଗ୍ରାମରେ ଭାଜପା-ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ହିଂସା ଘଟିଥିବା ଖବର ଆସିଛି। ବୁଧବାର (୨୨ ମେ’) ରାତିରେ ନନ୍ଦିଗ୍ରାମରେ  ତୃଣମୂଳ କଂଗ୍ରେସ (ଟିଏମସି)...

ବୁଲ୍‌ଡୋଜର ମଡ଼ାଇ ଫସିଲେ ଆସାମ ମୁଖ୍ୟମନ୍ତ୍ରୀ, ଦେବାକୁ ପଡ଼ିଲା ଏତିକି ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୩ା୫: ବୁଲ୍‌ଡୋଜର ମଡ଼ାଇବା ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସରକାରଙ୍କୁ ମହଙ୍ଗା ପଡ଼ିଛି। ଏନେଇ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ବାସ୍ତବରେ ଆସାମ ସରକାର ସେହି ପାଞ୍ଚଟି ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ...

ରାହୁଲ ଗାନ୍ଧୀ ମହାପୁରୁଷ, ସେ କଂଗ୍ରେସକୁ ଶେଷ କରିବାକୁ କାମ କରୁଛନ୍ତି: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ

ସଂମ୍ଭାଲ,୨୩।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ। ରାହୁଲ ଗାନ୍ଧୀଙ୍କୁ ଜଣେ ‘ମହାପୁରୁଷ’ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ କଂଗ୍ରେସକୁ ଧ୍ୱଂସ କରିବାକୁ କାର୍ଯ୍ୟ କରୁଛନ୍ତି। ସେ ନିଜ...

ବୈଜ୍ଞାନିକଙ୍କୁ ବଡ଼ ସଫଳତା: ମ୍ୟାଲେରିଆ ଟିକା ପାଇଁ ପାରାସାଇଟ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୫: ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ବୈଜ୍ଞାନିକମାନଙ୍କ ଏକ ଟିମ୍‌ ଏକ ପାରାସାଇଟ୍‌ (ପରଜୀବୀ) ଚିହ୍ନଟ କରିଛନ୍ତି, ଯାହା ମ୍ୟାଲେରିଆ ପ୍ରତିକାର ଏବଂ ଚିକିତ୍ସାରେ ଅଧିକ ପ୍ରଭାବଶାଳୀ ହୋଇପାରିବ। ପ୍ରଫେସର ଶୈଳଜା ସିଂ ଏବଂ ପ୍ରଫେସର ଆନନ୍ଦ ରଙ୍ଗନାଥନଙ୍କ ନେତୃତ୍ୱରେ...

ମତଦାନ ତଥ୍ୟ ସନ୍ଦେହ ବଢ଼ାଇଲା

ନୂଆଦିଲ୍ଲୀ,୨୩ା୫: ଚଳିତ ଲୋକ ସଭା ନିର୍ବାଚନରେ ଭାରତର ନିର୍ବାଚନ କମିଶନ (ଇସିଆଇ) ମତଦାନର ଚୂଡ଼ାନ୍ତ ତଥ୍ୟ ପ୍ରକାଶ କରିବାରେ ୧୦-୧୧ ଦିନ ନେଉଛନ୍ତି। ଶେଷରେ ଆସୁଥିବା ମତଦାନ ହାର ଏବଂ ନିର୍ବାଚନ ଦିନର ଭୋଟ ହାର ମଧ୍ୟରେ ୧.୭ କୋଟି...

ଭାରତର ବିଶ୍ୱ ଭ୍ରମଣ ଏବଂ ପର୍ଯ୍ୟଟନ ସୂଚକାଙ୍କ ତାଲିକାରେ ସୁଧାର

ନୂଆଦିଲ୍ଲୀ,୨୨ା୫: ବିଶ୍ୱ ଅର୍ଥନୈତିକ ଫୋରମର ଭ୍ରମଣ ଏବଂ ପର୍ୟ୍ୟଟନ ବିକାଶ ସୁଚକାଙ୍କ ୨୦୨୪ ରେ ଭାରତର ମାନ୍ୟତା ୩୯ ତମ ସ୍ଥାନକୁ ଉନ୍ନୀତ ହୋଇଛି ଏବଂ ବିଶ୍ୱ ପର୍ଯ୍ୟଟନ କାର୍ଯ୍ୟକଳାପ ପୂର୍ବ-ମହାମାରୀ ସ୍ତରକୁ ଫେରିଛି ବୋଲି ବାର୍ଷିକ ରିପୋର୍ଟ ମଙ୍ଗଳବାର...

ପୁଣେ ପୋର୍ଶେ ଦୁର୍ଘଟଣା ମାମଲାରେ ନାବାଳକ ଡ୍ରାଇଭରଙ୍କ ଜାମିନ ବାତିଲ

ପୁଣେ,୨୨ା୫: ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ପୁଣେର ପୋର୍ଶେ ଦୁର୍ଘଟଣାରେ ନାବାଳକ ଡ୍ରାଇଭରଙ୍କ ଜାମିନ ବାତିଲ କରିଛନ୍ତି ଜଷ୍ଟିସ ଜୁଭେନାଇଲ ବୋର୍ଡ। ଖବର ଅନୁଯାୟୀ ନାବାଳକ ଜଣକ ଦୁର୍ଘଟଣା କରିବା ପୂର୍ବରୁ ଏକ ବାରରେ ମଦ୍ୟପାନ କରିଥିଲେ। ବୋର୍ଡ କହିଛନ୍ତି...

ହୋଇଗଲା ସ୍ପଷ୍ଟ, ‘ଇଣ୍ଡିଆ’ ମେଣ୍ଟ ଜିତିଲେ କିଏ ହେବ ପ୍ରଧାନମନ୍ତ୍ରୀ ? ରାହୁଲ-ଖାର୍ଗେଙ୍କୁ ନେଇ…

ନୂଆଦିଲ୍ଲୀ,୨୨।୫: ଭାଜପା ନେତୃତ୍ୱରେ ଲୋକ ସଭା ନିର୍ବାଚନ ଲଢ଼ୁଥିବା ଏନ୍‌ଡିଏ ମେଣ୍ଟର ନେତା ଲଗାତାର ଭାବେ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରୁଛନ୍ତି। ଅପରପକ୍ଷେ ‘ଇଣ୍ଡିଆ’ ମେଣ୍ଟ ଏଯାବତ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ସେନେଇ ସ୍ପଷ୍ଟ...

ପ୍ରଶାନ୍ତ କିଶୋରଙ୍କ ପରେ ଭାଜପାକୁ କେତେ ସିଟ୍‌ ମିଳିବ ଏହି ଆମେରିକୀୟ ରାଜନୀତି ବିଶେଷଜ୍ଞ କଲେ ଭବିଷ୍ୟବାଣୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମୟରେ ଭାରତ ତଥା ବିଦେଶର ଜଣାଶୁଣା ନିର୍ବାଚନ ଜ୍ୟୋତିଷମାନେ ଆସନକୁ ନେଇ କଳ୍ପନାଜଳ୍ପନା କରିବା ଆରମ୍ଭ କରି ଦେଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଦେଶର ଜଣାଶୁଣା ନିର୍ବାଚନ...

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ,୨୨ା୫: ଦିଲ୍ଲୀର ସ୍କୁଲ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ମେଲ୍‌ ଜରିଆରେ ଧମକ ଆସିଛି। ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ସର୍ଚ୍ଚ ଅପରେଶନ ଜାରି ରହିଛି। ଦିଲ୍ଲୀର ଅତ୍ୟଧିକ...

୫ ଲକ୍ଷ ଓବିସି ସାର୍ଟିଫିକେଟକୁ ବାତିଲ କଲେ ହାଇକୋର୍ଟ

କୋଲକାତା,୨୨ା୫: ବୁଧବାର କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ୨୦୧୧ରୁ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଚାକିରି ଆବେଦନଗୁଡ଼ିକରେ ମଧ୍ୟ ଓବିସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri