ଜେଲ୍ ଗଲେ ଅପୂର୍ବା
ନୂଆଦିଲ୍ଲୀ,୨୭ା୪(ପି.ଟି.): ରୋହିତ ଶେଖର ତିଓ୍ବାରୀ ହତ୍ୟା ମାମଲାରେ ଗିରଫ ସ୍ତ୍ରୀ ଅପୂର୍ବା ଶୁକ୍ଳାଙ୍କୁ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କୁ ଅଧିକ ଜେରା କରିବା ଆବଶ୍ୟକ ନାହିଁ ବୋଲି...
ନୂଆଦିଲ୍ଲୀ,୨୭ା୪(ପି.ଟି.): ରୋହିତ ଶେଖର ତିଓ୍ବାରୀ ହତ୍ୟା ମାମଲାରେ ଗିରଫ ସ୍ତ୍ରୀ ଅପୂର୍ବା ଶୁକ୍ଳାଙ୍କୁ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କୁ ଅଧିକ ଜେରା କରିବା ଆବଶ୍ୟକ ନାହିଁ ବୋଲି...
ନୂଆଦିଲ୍ଲୀ,୨୭ା୪(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ସୁପ୍ରିମକୋର୍ଟର ପୂର୍ବତନ ମହିଳା କର୍ମଚାରୀ ଶୁକ୍ରବାର ଇନ୍ହାଉସ୍ ତଦନ୍ତ କମିଟିରେ ହାଜର ହୋଇଛନ୍ତି। ଅଭିଯୋଗର ତଦନ୍ତ ଲାଗି ଜଷ୍ଟିସ୍ ଏସ.ଏ. ବୋବ୍ଡେଙ୍କ ନେତୃତ୍ୱରେ...
ନୂଆଦିଲ୍ଲୀ,୨୭ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଶୁକ୍ରବାର ବିହାରର ସମସ୍ତିପୁର, ଓଡିଶାର ବାଲେଶ୍ୱର ଏବଂ ମହାରାଷ୍ଟ୍ରର ସାଙ୍ଗମନେରରେ ନିର୍ବାଚନୀ ସଭା ଥିଲା। ତେବେ ଚାର୍ଟାର୍ଡ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ତାଙ୍କୁ ଦିଲ୍ଲୀ ଫେରିଯିବାକୁ ପଡିଥିଲା। ବିମାନରେ ତ୍ରୁଟି ପାଇଁ...
ସୁରଟ,୨୭ା୪: ରୁଷିଆଠାରୁ କିଣାଯାଇଥିବା ଭାରତର ସବୁଠାରୁ ବଡ଼ ବିମାନବାହୀ ଜାହାଜ ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ ଘଟିଛି। ଏହା ଶୁକ୍ରବାର ସକାଳେ କରଓ୍ବର ବନ୍ଦର ଅଭିମୁଖେ ଯାଉଥିବାବେଳେ ବିମାନ ବୋର୍ଡର ଏକ କମ୍ପାର୍ଟମେଣ୍ଟରେ ହଠାତ୍ ଅଗ୍ନିକାଣ୍ଡ ଘଟିବାରୁ ଜଣେ ନୌସେନା ଅଧିକାରୀଙ୍କ...
ବାରାଣସୀ,୨୭ା୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକ ସଭା ଆସନ ଲାଗି ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ସତ୍ୟପାଠରେ ପ୍ରଧାନମନ୍ତ୍ରୀ ନିଜର ସମ୍ପତ୍ତି ପରିମାଣ ୨.୫୧ କୋଟି ଟଙ୍କା ବୋଲି ଉଲ୍ଲେଖ କରିଛନ୍ତି। ସେଥିରେ...
ନୂଆଦିଲ୍ଲୀ,୨୭ା୪: ପ୍ରଥମେ କଳ୍ପନାଜଳ୍ପନା, ପରେ ନିଜେ ସଙ୍କେତ ଦେଇଥିଲେ ‘ରାହୁଲ କହିଲେ ଲଢ଼ିବି’ ଆଉ ଶେଷରେ ପଛଘୁଞ୍ଚା। ଦେଶର ସବୁଠୁ ହଟ୍ ସିଟ୍ କୁହାଯାଉଥିବା ଉତ୍ତରପ୍ରଦେଶ (ୟୁପି)ର ବାରାଣସୀ ଲୋକ ସଭା ଆସନରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ...
ନୂଆଦିଲ୍ଲୀ,୨୬।୪: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ଡି ତିଓ୍ବାରିଙ୍କ ପୁଅ ରୋହିତ ଶେଖର ତିଓ୍ବାରିଙ୍କ ହତ୍ୟା ମାମଲାରେ ତାଙ୍କ ବୋହୂ ଅର୍ଥାତ୍ ରୋହିତଙ୍କ ପତ୍ନୀ ଅପୂର୍ବା ତିଓ୍ବାରିଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
କରଓ୍ବର,୨୬।୪: କର୍ନାଟକର କରଓ୍ବର ବିମାନ ବନ୍ଦରରେ ଶୁକ୍ରବାର ଯୁଦ୍ଧ ଜାହଜ ଆଇଏନ୍ଏସ୍ ବିକ୍ରମାଦିତ୍ୟ ପ୍ରବେଶ କରିବା ସମୟରେ ଏଥିରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ଲିଭାଇବା ସମୟରେ ଜଣେ ନୌସେନା ଅଧିକାରୀ ଶହୀଦ ହୋଇଥିବା ସୂଚନା ମିଳିଛି। ତେବେ...
ଲକ୍ଷ୍ନୌ,୨୬।୪: ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଶୁକ୍ରବାର ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ଲକ୍ଷ୍ନୌର ପିଜିଆଇରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏମରଜେନ୍ସି ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ...
କୋଲକାତା,୨୬।୪: ଚଳିତ ଲୋକ ସଭା ନିର୍ବାଚନରେ କେତେଜଣ ବଲିଉଡ୍ ସେଲିବ୍ରିଟି, ସ୍ପୋର୍ଟସ୍ ପର୍ସନ୍ ରାଜନୀତି ମଇଦାନକୁ ଆସିଥିବା ଦେଖାଯାଇଛି। ଏହି କ୍ରମରେ ରେସଲର ଦଲିପ ସିଂ ରାନା ବା ଗ୍ରେଟ ଖଲି ନାଁରେ ସାରା ବିଶ୍ୱରେ ପରିଚିତ ବ୍ୟକ୍ତି ଜଣଙ୍କୁ...
ନୂଆଦିଲ୍ଲୀ,୨୬।୪: ବଲିଉଡ୍ ନାୟକ ନାୟିକାଙ୍କ ପରେ ଏବେ ଜଣେ ଗାୟକ ରାଜନୀତିରେ ପାଦ ରଖିଛନ୍ତି। ଶୁକବ୍ରାର ଗାୟକ ଦଲେର ମେହେନ୍ଦି ଭାଜପାରେ ସାମିଲ ହୋଇଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀର ଭାଜପା ପ୍ରାର୍ଥୀ ହଂସ ରାଜ ହଂସ ଓ କେନ୍ଦ୍ରମନ୍ତ୍ରୀ ବିଜୟ...
ବରାଣସୀ,୨୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀ ଲୋକ ସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମୋଦି ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆହୁରି କେତେଜଣ ନେତା ପହଞ୍ଚି ସାରିଥିଲେ। ମୋଦି କାଳଭରବ ମନ୍ଦିରରେ ପୂଜାର୍ଚ୍ଚନା...