ଲମ୍ବା କୁର୍ତ୍ତି ପିନ୍ଧିବାକୁ ରାଜି ନୁହେଁ କଲେଜ ଛାତ୍ରୀ
ହାଇଦ୍ରାବାଦ,୧୬।୯: ଆନ୍ଧ୍ରପ୍ରଦେଶ ରାଜଧାନୀ ହାଇଦ୍ରାବାଦର ଏକ କଲେଜରେ ପ୍ରଶାସନ ପକ୍ଷରୁ ଆଣ୍ଠୁ ତଳକୁ କୁର୍ତ୍ତି ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସର୍ଟ କୁର୍ତ୍ତି, ସ୍ଲିବଲେସ୍ ଆଦି ପିନ୍ଧିବାକୁ କଲେଜ ପ୍ରଶାସନ ବାରଣ କରିଥିଲା। ହେଲେ ଏହାକୁ ବିରୋଧ କରି ସୋମବାର ଛାତ୍ରୀମାନେ...
ଆବଶ୍ୟକ ପଡ଼ିଲେ ସ୍ଥିତି ଅନୁଧ୍ୟାନ ଲାଗି ଜମ୍ମୁ-କଶ୍ମୀର ଯିବି: ଗୋଗୋଇ
ନୂଆଦିଲ୍ଲୀ,୧୬।୯: ଜମ୍ମୁ-କଶ୍ମୀରର ସ୍ଥିତି କିପରି ରହିଛି ସେ ନେଇ ସ୍ଥାନୀୟ ହାଇକୋର୍ଟକୁ ସୂଚନା ଦେବାକୁ ସୁପ୍ରିମ୍କୋର୍ଟ ପକ୍ଷରୁ କୁହାଯାଇଛି। ସେଠାରେ ୧୦ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଜେଲ୍ ପଠାଯାଉଥିବା ଏକ ଆବେଦନର ବିଚାର କରି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି...
ଅଭିନୟରେ ରୁଚି ରଖନ୍ତି ମୋଦି
ନୂଆଦିଲ୍ଲୀ,୧୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଜଣେ ଟାଣୁଆ ନେତା ଭାବେ ବେଶ୍ ପରିଚିତ। ହେଲେ ମୋଦିଙ୍କ ବିଷୟରେ ଅନେକ କଥା ଆଜିବି ଅଜଣା ହୋଇ ରହିଛି। ମୋଦିଙ୍କ ଜୀବନ ସହ ଯୋଡି ହୋଇଥିବା ବହୁତ କିଛି କଥା ଅନେକଙ୍କୁ...
ଭୋପାଳରେ ପୂଜା ହେବେନି ୬ ଫୁଟ୍ରୁ ଊର୍ଦ୍ଧ୍ୱ ଉଚ୍ଚତାର ଦୁର୍ଗାମୂର୍ତ୍ତି
ଭୋପାଳ,୧୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଟଲାପୁରରେ ଗତ ଗଣେଶ ପୂଜା ସମୟରେ ହୋଇଥିବା ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ସରକାର ଏବେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଏଥର ଭୋପାଳରେ ୬ ଫୁଟ୍ରୁ ଊର୍ଦ୍ଧ୍ୱ ଉଚ୍ଚତାର ଦୁର୍ଗାମୂର୍ତ୍ତି ପୂଜା...
ଆତ୍ମହତ୍ୟା କଲେ ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି
ହାଇଦ୍ରାବାଦ,୧୬।୯: ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ତେଲଗୁ ଦେଶମ ପାର୍ଟି(ଟିଡିପି)ର ନେତା କୋଡେଲା ଶିବ ପ୍ରସାଦ ରାଓ ସୋମବାର ଆତ୍ମହତ୍ୟା କରିଛନ୍ତି। ଏନେଇ ଟିଡିପି ଓ ଅନ୍ୟ ଦଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ସୋମବାର ସକାଳେ...
ବନ୍ୟା ପୀଡ଼ିତ ଚାଷୀଙ୍କ ସହ ମିଶି ବିରୋଧ ପ୍ରଦର୍ଶନ କରିବେ ଶିବରାଜ
ଭୋପାଳ,୧୬।୯: ମଧ୍ୟ ପ୍ରଦେଶରେ ଚଳିତ ବନ୍ୟାରେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ କୋଟି କୋଟି ଟଙ୍କାର ଫସଲ ହାନିହୋଇଛି। ତେବେ ଏହି ବନ୍ୟାରୁ ଲୋକଙ୍କୁ ଉଦ୍ଧାର କରାଯାଉ ବା ନ ଯାଉ ଏଠାରେ କିନ୍ତୁ ବନ୍ୟାକୁ ନେଇ ରାଜନୀତି...
ଉତ୍ତର ଦେଉନି ବିକ୍ରମ ଲ୍ୟାଣ୍ଡର: ଯୋଗାଯୋଗର ସମ୍ଭାବନା କ୍ଷୀଣ
ଶ୍ରୀହରିକୋଟା,୧୬।୯ : ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ସମ୍ଭବ ହୋଇପାରୁନି। ନାସା ବିକ୍ରମ ପାଖକୁ ପଠାଇଥିବା ବାର୍ତ୍ତାର ଉତ୍ତର ଏପର୍ଯ୍ୟନ୍ତ ମିଳିନି। ସେପ୍ଟେମ୍ବର ୨୦-୨୧ପରେ ବିକ୍ରମ ସହିତ ଆଉ ଯୋଗାଯୋଗ କରାଯାଇପାରିବ ନାହିଁ। ଚନ୍ଦ୍ରରେ ୧୪...
ମହାରାଷ୍ଟ୍ରରେ ଶିବସେନା ସହ ଆସନ ଭାଗ କରିପାରେ ଭାଜପା
ମୁମ୍ବାଇ,୧୬।୯: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇପାରେ ବୋଲି କୁହାଯାଉଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ କହିଛନ୍ତି ଆସନ ବୁଝାବଣା ହେବ କି ନା ତାକୁ ନେଇ ଖୁବ୍ ଶୀଘ୍ର...
ଜମ୍ମୁ-କଶ୍ମୀରର ୪ ଜିଲା ଗସ୍ତ କରିବେ ଗୁଲାମ ନବୀ: ସୁପ୍ରିମ୍କୋର୍ଟରେ ଦାଖଲ କରିବେ ରିପୋର୍ଟ
ନୂଆଦିଲ୍ଲୀ,୧୬।୯: ଜମ୍ମୁ-କଶ୍ମୀର ଗସ୍ତ ପାଇଁ ସୋମବାର କଂଗ୍ରେସ ବରିଷ୍ଠ ସଦସ୍ୟ ଗୁଲାମ ନବୀ ଆଜାଦ୍ଙ୍କୁ ସୁପ୍ରିମ୍କୋର୍ଟ ପକ୍ଷରୁ ଅନୁମତି ମିଳିଛି। ତେବେ ସେ ଏଠାକାର ୪ଟି ଜିଲା ଗସ୍ତ କରିପାରିବେ। ବାରମୁଳା, ଅନନ୍ତନାଗ, ଜମ୍ମୁ ଏବଂ ଶ୍ରୀନଗର ଜିଲା ସେ...
ଅନୁଚ୍ଛେଦ ୩୭୦ ଉଚ୍ଛେଦ: ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ ସରକାର କହିଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧୬।୯ : ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ସୋମବାର ସୁପ୍ରିମ୍କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସରକାର ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏ ସମ୍ପର୍କିତ ୮ଟି ମାମଲାର ବିଚାର କରି...
୮ଫୁଟ ପାଣିକୁ ଡେଇଁ ଶିଶୁଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ
ଜୟପୁର,୧୬।୯: ରାଜସ୍ଥାନରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କୋଟ, ବୁନ୍ଦି, ଚିତୋରଗଡ଼ ଓ ଝାଲାବାଡର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଏଠାରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଓ ଏନ୍ଡିଆର୍ଏଫ୍ ଟିମ୍କୁ...
ରାଜଧାନୀରେ ହାଇଭୋଲଟେଜ୍ ଡ୍ରାମା: ଚାଲାଣ କଟିବା ଡରରେ ଆତ୍ମହତ୍ୟା ଧମକ ଦେଲେ ଯୁବତୀ
ନୂଆଦିଲ୍ଲୀ,୧୬।୯: ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହୋଇଛି। ପ୍ରତିଦିନ ଲୋକଙ୍କ ଚାଲାଣ କଟାଯାଉଥିବା ବେଳେ କିଏ ୨୦ ହଜାର ତ କିଏ ୨ଲକ୍ଷ ଟଙ୍କା ଜରିମାନା ଦେଉଥିବା ଦେଖିବାକୁ ମିଳିଛି। ଆଉ କିଏ କିଏ...
Archives


