ଜାତୀୟ

ନିର୍ବାଚନୀ ବଣ୍ଡକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ଦିନେ ପସ୍ତେଇବ

ନୂଆଦିଲ୍ଳୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ବଣ୍ଡ ଯୋଜନାକୁ ପ୍ରତ୍ୟାଖ୍ୟାନ କରିବା ତାଙ୍କ ସରକାର ପାଇଁ ଏକ ଝଟ୍‌କା ବୋଲି ମାନିବାକୁ ମନା କରି ଦେଇଛନ୍ତି। ତାମିଲନାଡୁର ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ...

‘ତେଲିର ପୁଅ ରାମ ମନ୍ଦିରରେ କେମିତି…’ମୋଦିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଟିଏମସି ନେତା

କୋଲକାତା,୧।୪: ଲୋକ ସଭା ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ନେତାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଏଭଳି ଅଶ୍ଳୀଳ ବିବୃତ୍ତି ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗ ଚେତାବନୀ ଦେଇଛନ୍ତି, କିନ୍ତୁ ନେତାଙ୍କ ଉପରେ ଏହାର କୌଣସି ପ୍ରଭାବ...

ମୋ ବିରୋଧରେ ଫିଲ୍ଡିଂ ସୁନେତ୍ରା ପାୱାର “ବିଜେପିର ମଇଳା ରାଜନୀତି”: ସୁପ୍ରିୟା ସୁଲେ

ନୂଆଦିଲ୍ଲୀ,୧।୪: ଏନସିପି (ଶରଦ ଚନ୍ଦ୍ର ପାୱାର) ନେତା ସୁପ୍ରିୟା ସୁଲେ ରବିବାର କହିଛନ୍ତି ଯେ ଦଳର ମୁଖ୍ୟ ଶରଦ ପାୱାରଙ୍କୁ ଶେଷ କରିବା ଉଦ୍ଦେଶ୍ୟରେ ତାଙ୍କ ଭାଉଜ ସୁନେତ୍ରା ପାୱାରଙ୍କୁ ବାରାମାଟୀ ଲୋକସଭା ଆସନରେ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛନ୍ତି।...

କମିଲା ଗ୍ୟାସ୍‌ ଦର, ଜାଣନ୍ତୁ କେଉଁଠି କେତେ କମିଲା…

ନୂଆଦିଲ୍ଲୀ,୧ା୪: ସାଧାରଣ ଲୋକଙ୍କୁ ଆରାମ ପ୍ରଦାନ କରି ସୋମବାର  ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି।  ଆଜି ତୈଳ କମ୍ପାନୀଗୁଡିକ କ୍ରମାଗତ ୩ ମାସ ପାଇଁ ବଢୁଥିବା ଗ୍ୟାସ ଦର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ୧ ଏପ୍ରିଲ ୨୦୨୪ରେ ଗ୍ୟାସ...

ଘୂର୍ଣ୍ଣିଝଡ଼ରେ ୫ ମୃତ, ଶତାଧିକ ଆହତ

କୋଲକାତା,୧ା୪: ପଶ୍ଚିମବଙ୍ଗର ଉତ୍ତର ଭାଗରେ ଥିବା ଜଲପାଇଗୁଡ଼ି ଜିଲାର କିଛି ଅଂଶରେ ଘୂର୍ଣ୍ଣିଝଡ଼ ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏହି ସମୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏକ ଅରେଞ୍ଜ ଓ୍ବାର୍ନିଂ...

ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ା୪: ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି, ସମସ୍ତଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା! ଏହି ଦିନ ଆମକୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଏବଂ କର୍ମତତ୍ପର...

ଭାଜପା ୨୦୦ ଆସନ ଜିତି ଦେଖାଉ: ମମତା

କୋଲକାତା,୩୧ା୩: ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା ୪୦୦ ଆସନ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ରବିବାର ଏହାକୁ ପରିହାସ କରିଛନ୍ତି। ଗୈରିକ ଦଳ ପ୍ରଥମେ ୨୦୦...

ନିର୍ବାଚନ ମୁଣ୍ଡ ଉପରେ, କଂଗ୍ରେସ ଆକାଉଣ୍ଟ ସିଲ ହେବା ପରେ ଆର୍ଥିକ ସଙ୍କଟରେ ଦଳ

ଗୁଆହାଟି,୩୧।୩: ଆସାମ କଂଗ୍ରେସ ସଭାପତି ଭୁପେନ କୁମାର ବୋରା ରବିବାର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳର ପ୍ରାର୍ଥୀଙ୍କ ପାଇଁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ଏବଂ ଭାଜପା ନିର୍ଦ୍ଦେଶରେ ଏହାର ଆକାଉଣ୍ଟ ସିଲ ହୋଇଥିବାରୁ ସଂଗଠନ...

ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ,୩୧।୩: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା କଂଗ୍ରେସ ପ୍ରକାଶ କରିଛି। କଂଗ୍ରେସର ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ଏମ୍‌ପି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା...

ମହାରାଷ୍ଟ୍ର କଂଗ୍ରେସ ଜାରି କଲା ୪୦ ଷ୍ଟାର ପ୍ରଚାରକଙ୍କ ନାମ

ମୁମ୍ବାଇ,୩୧।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ୪୦ ଷ୍ଟାର ପ୍ରଚାରକଙ୍କ ନାମ ପ୍ରକାଶ କରାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସମେତ ଅନ୍ୟ ନେତାଙ୍କ...

ଉବର୍‌ ଅଟୋ ବୁକ୍‌ କରିବା ପଡ଼ିଲା ମହଙ୍ଗା: ବିଲ୍‌ ଦେଖି ଗ୍ରାହକଙ୍କ ଉଡ଼ିଲା ହୋଶ୍‌

ନୋଏଡା, ୩୧।୩: ଅନ୍‌ଲାଇନରେ କାର, ବାଇକ କିମ୍ବା ଅଟୋ ବୁକ୍‌ କରି ଉବର୍‌ ଆପ୍‌ ମାଧ୍ୟମରେ ଯାତ୍ରୀ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଅତି ସହଜରେ ଯାଇପାରୁଥିବାରୁ ଭାରତରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ତେବେ ଉତ୍ତରପ୍ରଦେଶର...

‘୩୦୦ଟଙ୍କା ମିଳିବ, ଖାଇବାର ବନ୍ଦୋବସ୍ତ ବି ହୋଇଛି…’, ଖାଲି ଚେୟାର ଖୋଲିଲା ପୋଲ୍‌

ନୂଆଦିଲ୍ଲୀ,୩୧।୩: ରବିବାର ଦିଲ୍ଲୀର ରାମଲିଲା ମଇଦାନରେ ବିରୋଧୀ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ’ (ଇଣ୍ଡିଆ) ମିଳିତ ମଞ୍ଚର ’ସେଭ ଡେମୋକ୍ରାସି’ ରାଲିରେ ଖାଲି ଚେୟାର ଦେଖିବାକୁ ମିଳିଥିଲା। ବିଭିନ୍ନ ବିରୋଧୀ ଦଳର ନେତାମାନେ ସେମାନଙ୍କ ଭାଷଣରେ ମୋଦି ସରକାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri