ଜାତୀୟ

ମଣିପୁରର ୧୧ ବୁ୍‌ଥ୍‌ରେ ମତଦାନ ଆରମ୍ଭ

ଇମ୍ଫାଲ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ମଣିପୁରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ଆଭ୍ୟନ୍ତରୀଣ ମଣିପୁର ଲୋକ ସଭା ଆସନ ପାଇଁ ଭୋଟ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଠକେଇ ଅଭିଯୋଗ ହେତୁ ୧୧ଟି ମତଦାନ କେନ୍ଦ୍ରରେ...

ସ୍ବାସ୍ଥ୍ୟ ବୀମା ପାଇଁ ଆସିଲା ନୂଆ ନିୟମ: ଏଣିକି…

ନୂଆଦିଲ୍ଲୀ,୨୨ା୪:ସ୍ବାସ୍ଥ୍ୟ ବୀମା କ୍ରୟ କ୍ଷେତ୍ରରେ ପୂର୍ବରୁ ରହିଆସିଥିବା ସର୍ବୋଚ୍ଚ ବୟସ ସୀମା ୬୫ ବର୍ଷକୁ ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଆଇଆର୍‌ଡିଏଆଇ) ପକ୍ଷରୁ ହଟାଇ ଦିଆଯାଇଛି। ଫଳରେ ଏଣିକି ଜଣେ ବ୍ୟକ୍ତି ୬୫ ବର୍ଷ ବୟସରେ...

ଭ୍ରଷ୍ଟାଚାରୀ ବଡ଼ ପଦାଧିକାରୀ: ଇଣ୍ଡିଆ

ରାଞ୍ଚତ୍,୨୨ା୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତି ବିରୋଧରେ କହୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ମିଥ୍ୟା ଅଭିଯୋଗରେ ସେ ଜେଲରେ ପୂରାଇଛନ୍ତି। ପ୍ରଧାନମନ୍ତ୍ରୀ ଯେତେବେଳେ ଦୁର୍ନୀତି ବିରୋଧରେ କୁହନ୍ତି, ମନେହୁଏ ସତେଯେମିତି ଓସାମା...

ମୋଦି କହିଲେ ଯାହାର ଅଧିକ ସନ୍ତାନ, ତାଙ୍କୁ ଅଧିକ ଅଧିକାର ଦେବ କଂଗ୍ରେସ, ପ୍ରତିକ୍ରିୟା ରଖିଲେ ପଓ୍ବନ ଖେଡା

ନୂଆଦିଲ୍ଲୀ,୨୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଂଗ୍ରେସ ଦଳକୁ ଆଦିବାସୀଙ୍କ କଲ୍ୟାଣକୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି। ରାଜସ୍ଥାନର ବାନସୱାରାରେ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କଂଗ୍ରେସ ସହରାଞ୍ଚଳ ନକ୍ସଲମାନଙ୍କ କବଳରେ ଅଛି। କଂଗ୍ରେସର ମନିଫେଷ୍ଟୋ ହେଉଛି...

ଟ୍ରେଲର ଯଦି ଏମିତି ଫିଲ୍ମ ହେବ କେମିତି, ମୋଦିଙ୍କୁ ଟାର୍ଗେଟ କଲେ ଖାର୍ଗେ

ନୂଆଦିଲ୍ଲୀ,୨୧।୪: ଲୋକ ସଭା ନିର୍ବାଚନ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ, ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବିରୋଧୀ ଦଳର ଇଣ୍ଡିଆ ଆଲାଇନ୍ସର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଆଦିବାସୀ ଭାଷାରେ ଏହାର ନାମ ‘ଉଲଗୁଲାନ ନ୍ୟାୟ ମହାରାଲୀ,...

୪ ବର୍ଷର ସ୍ନାତକ ଡିଗ୍ରୀ ସହ ୭୫% ମାର୍କ ଥିଲେ ପିଏଚ୍‌ଡି କରିହେବ: ୟୁଜିସି

ନୂଆଦିଲ୍ଲୀ,୨୧ା୪(ପି.ଟି.):୪ ବର୍ଷୀୟା ସ୍ନାତକ ଡିଗ୍ରୀ ପାଠ୍ୟକ୍ରମ କରୁଥିବା ଛାତ୍ରୀଛାତ୍ର ଏଣିକି ସିଧାସଳଖ ଏନ୍‌ଇଟି (ଜାତୀୟ ଯୋଗ୍ୟତା ପରୀକ୍ଷା) ଦେଇ ପିଏଚ୍‌ଡି କରିପାରିବେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଜଗଦେଶ କୁମାର ଏହି ସୂଚନା ଦେଇଛନ୍ତି। ଜୁନିୟର ରିସର୍ଚ୍ଚ ଫେଲୋଶିପ୍‌...

ଦେଶର ୨ଟି କମ୍ପାନୀର ମସଲାରେ ରହିଛି କ୍ୟାନସର ସୃଷ୍ଟି କରିବାର ତତ୍ତ୍ୱ, ଚେତାବନୀ ଦେଲା ହଂକଂ-ସିଙ୍ଗାପୁର

ନୂଆଦିଲ୍ଲୀ,୨୧।୪: ହଂକଂ ଏବଂ ସିଙ୍ଗାପୁରର ଖାଦ୍ୟ ନିୟାମକମାନେ ଦୁଇଟି ବଡ ମସଲା ବ୍ରାଣ୍ଡରୁ ଚାରିଟି ଉତ୍ପାଦ (MDH ରୁ ତିନୋଟି ଏବଂ ଏଭରେଷ୍ଟରୁ ଗୋଟିଏ) ବ୍ୟବହାର ନକରିବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତ। ଏଥିରେ ଥିବା ଇଥିଲିନ ଅକ୍ସାଇଡର ପରିମାଣ ବହୁତ...

ସ୍ବାମୀଙ୍କ ଯୌନ ଅକ୍ଷମତା: ବିବାହକୁ ଅବୈଧ ଘୋଷଣା କଲେ ହାଇକୋର୍ଟ

ମୁମ୍ବାଇ,୨୧ା୪:ସ୍ତ୍ରୀଙ୍କ ସହ ଯୌନ ସମ୍ପର୍କ ରଖିବାରେ ସ୍ବାମୀଙ୍କ ଅକ୍ଷମତା ପାଇଁ ଏକ ଯୁବ ଦମ୍ପତିଙ୍କ ବିବାହକୁ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍‌ ଅବୈଧ ଘୋଷଣା କରିଛନ୍ତି। ସେମାନଙ୍କ ହତାଶାର ପୀଡ଼ାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ବିଭା କଙ୍କନଓ୍ବାଡ଼ି...

ଏହି ଆସନରେ ପ୍ରଥମଥର ଇଭିଏମରେ ରହିବ ନାହିଁ କଂଗ୍ରେସର ସିମ୍ବଲ, ଜାଣନ୍ତୁ କାରଣ

ଲକ୍ଷ୍ନୌ,୨୧।୪: କଂଗ୍ରେସ ଦେଶର ସର୍ବ ପୁରାତନ ରାଜନୈତିକ ଦଳ, ଘୋଷ ଲୋକ ସଭା ଆସନ ଏକଦା କଂଗ୍ରେସ ଦଳର ଗଡ଼ ଥିଲା, କିନ୍ତୁ ଇତିହାସରେ ପ୍ରଥମ ଥର ପାଇଁ ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ପ୍ରତୀକ ଇଭିଏମରେ...

କଂଗ୍ରେସ ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, ଏଥର ରହିଛି…

ନୂଆଦିଲ୍ଲୀ,୨୧।୪: ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରବିବାର କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ପ୍ରାର୍ଥୀ ତାଲିକାରେ ଆନ୍ଧ୍ରପ୍ରଦେଶର ୯ଜଣ ଏବଂ ଝାଡ଼ଖଣ୍ଡର ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି କଂଗ୍ରେସ। କଂଗ୍ରେସ...

ହିଟଓ୍ବେଭ ଅପଡେଟ ପଢିଲା ବେଳେ ବେହୋସ ହେଲେ ଆଙ୍କର

ନୂଆଦିଲ୍ଲୀ,୨୧।୪: ଭାରତର କିଛି ଅଂଶ ଏବେ ହିଟଓ୍ବେଭ ଦେଇ ଗତିକରୁଛି। କେତେକ ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ୪୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି। ପ୍ରବଳ ଉତ୍ତାପ ମଧ୍ୟରେ, ଜଣେ ଆଙ୍କର ବା ଟେଲିଭିଜନ ଉପସ୍ଥାପିକା...

ବେଆଇନ ଅଙ୍ଗ ପ୍ରତିରୋପଣ ହେଲେ ରଦ୍ଦ ହେବ ହସ୍ପିଟାଲର ଲାଇସେନ୍ସ

ନୂଆଦିଲ୍ଲୀ,୨୧।୪: ଦେଶରେ ଚାଲିଥିବା ବେଆଇନ ଅଙ୍ଗ ପ୍ରତିରୋପଣ ମାମଲା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏଥିସହ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବେଆଇନ ଭାବେ ଅଙ୍ଗ ପ୍ରତିରୋପଣ କରୁଥିବା କିମ୍ବା ଅଙ୍ଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri