ଜାତୀୟ

ଅମାନତ ହରାଉଥିବା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ୁଛି

ନୂଆଦିଲ୍ଲୀ,୨୦।୩(ପି.ଟି.) : ଲୋକ ସଭା ନିର୍ବାଚନରେ ଅମାନତ ହରାଉଥିବା ପ୍ରାର୍ଥୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୧୯୫୧ ପ୍ରଥମ ଲୋକ ସଭା ନିର୍ବାଚନଠାରୁ ୭୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ସେମାନଙ୍କ ଅମାନତ ଜମା ହରାଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ୨୦୧୯ ନିର୍ବାଚନରେ...

ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ଲିଷ୍ଟ ଜାରି କଲା ଏଆଇଏଡିଏମକେ

ଚେନ୍ନାଇ,୨୦।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଗତଥର ପରି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୯ରେ ଅନୁଷ୍ଠିତ ହୋଇଥିବାବେଳେ ସପ୍ତମ ପର୍ଯ୍ୟାୟ ପାଇଁ...

ଉତ୍ତର ପ୍ରଦେଶରେ ଡବଲ ମର୍ଡର, ସାହାଯ୍ୟ ମାଗି ଦୁଇ ଶିଶୁଙ୍କୁ ନିର୍ମମ ହତ୍ୟା

ବଦାୟୁ,୨୦।୩: କଣ୍ଟ୍ରାକ୍ଟର ବିନୋଦ ଠାକୁରଙ୍କ ଦୁଇ ପୁଅ ଆୟୁଷ (୧୩) ଏବଂ ଅହାନ (୬)ଙ୍କୁ ମଙ୍ଗଳବାର ସାରେ ବଦାୟୁର ମଣ୍ଡି ସମିତି ପୋଲିସ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଛୁରୀରେ ଗଳା କାଟି ହତ୍ୟାକରାଯାଇଛି। ତାଙ୍କ ଘର ସାମ୍ନାରେ...

ୟୁପିରେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା କେତେ ଫାଇଦା ହେବ, ଏତିକି ଆସନରେ ଜିତିବ କଂଗ୍ରେସ, ଆଶ୍ଚର୍ଯ୍ୟ କରିବ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୨୦।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୮୦ଟି ସିଟ ସହ ଉତ୍ତରପ୍ରଦେଶରେ ରାଜନୀତି ଗରମ ରହିଛି। ଏଠାରେ ଏନଡିଏ, ଇଣ୍ଡିଆ ଆଲାଇନ୍ସ ଏବଂ ସମାଜବାଦୀ ପାର୍ଟି ମଇଦାନରେ ଅଛନ୍ତି।...

ଲୋକ ସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି, ଜାଣନ୍ତୁ କେଉଁ ରାଜ୍ୟରେ କେତେ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୦।୩: ଗତ ସପ୍ତାହରେ ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା କରିବା ପରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ସାଧାରଣ ନିର୍ବାଚନ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ...

ନିର୍ବାଚନରେ ତୂରୀ ଚିହ୍ନ ବ୍ୟବହାର ଲାଗି ପାଓ୍ବାର ଗୋଷ୍ଠୀକୁ ଅନୁମତି

ନୂଆଦିଲ୍ଲୀ,୨୦।୩: ଆଗାମୀ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ଶରଦ ପାଓ୍ବାରଙ୍କ ଗୋଷ୍ଠୀ ଏହାର ନାମ ‘ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି-ଶରଦଚନ୍ଦ୍ର ପାଓ୍ବାର’ ଏବଂ ଦଳୀୟ ଚିହ୍ନ ‘ତୂରୀ ବଜାଉଥିବା ବ୍ୟକ୍ତି’ ବ୍ୟବହାର କରିପାରିବେ। ଏଥିପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଅନୁମତି ପ୍ରଦାନ...

ଭାଜପାରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରଦୂତ ସାନ୍ଧୁ

ନୂଆଦିଲ୍ଲୀ,୨୦।୩: ଆମେରିକାରେ ପୂର୍ବରୁ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଥିବା ତରନଜିତ୍‌ ସିଂ ସାନ୍ଧୁ ମଙ୍ଗଳବାର ଭାଜପାରେ ଯୋଗଦେଇଛନ୍ତି। ସେ ପଞ୍ଜାବର ଅମୃତସର ଆସନରୁ ଲୋକ ସଭା ପାଇଁ ଲଢ଼ିପାରନ୍ତି ବୋଲି କୁହାଯାଉଛି। ଭାଜପା ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ ଏବଂ...

ଭାରତ ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ

ନୂଆଦିଲ୍ଲୀ,୨୦।୩: ବାଂଲାଦେଶ ଏବଂ ପାକିସ୍ତାନ ପରେ ଭାରତ ବିଶ୍ୱର ତୃତୀୟ ସବୁଠୁ ପ୍ରଦୂଷିତ ଦେଶ। ସୁଇସ୍‌ ବାୟୁ ମାନ ପର୍ଯ୍ୟବେକ୍ଷଣ ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶିତ ‘ଓ୍ବାଲର୍‌ଡ ଏୟାର କ୍ୱାଲିଲିଟ ରିପୋର୍ଟ ୨୦୨୩’ରେ ଏହା କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ...

୫ ନ୍ୟାୟ, ୨୫ ଗ୍ୟାରେଣ୍ଟିକୁ କଂଗ୍ରେସର ଫୋକସ୍‌

ନୂଆଦିଲ୍ଲୀ,୨୦।୩: କଂଗ୍ରେସ କାଯର୍ର୍‌ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଲୋକ ସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ସମ୍ପର୍କରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ଏଥିରେ ମୁଖ୍ୟତଃ ୫ ନ୍ୟାୟ ଏବଂ ୨୫ଟି ଗ୍ୟାରେଣ୍ଟିକୁ ଫୋକସ୍‌ କରାଯାଇଥିଲା। ଭାରତ...

ଅନଲାଇନ୍‌ରେ ମଗାଇଥିଲେ ଫୋନ୍‌, ପାର୍ସଲରେ ଖୋଲିବା ପରେ ଉଡିଲା ହୋସ୍‌

ନୂଆଦିଲ୍ଲୀ,୧୯।୩: ବର୍ତ୍ତମାନ ସମୟରେ ଲୋକମାନେ ଅନଲାଇନରେ ସବୁକିଛି କିଣିବାକୁ ପସନ୍ଦ କରୁଛନ୍ତି। କାରଣ ଅନ୍‌ଲାଇନ୍‌ ଶପିଂ ସେମାନେ ଭଲ ରିହାତି ପାଉଛନ୍ତି। ଦୋକାନରୁ ଦୋକାନକୁ ବୁଲିବାକୁ ପଡ଼ୁନାହିଁ। ବିଶେଷକରି ଅନ୍‌ଲାଇନ୍‌ରେ ମୋବାଇଲ ଫୋନ କିଣିବା ଟ୍ରେଣ୍ଡ ପାଲଟିଲାଣି। ଲୋକମାନେ ଅନଲାଇନରେ...

ଦିଲ୍ଲୀରେ ଭାଜପା ନେତାଙ୍କ ଡେରା, ପ୍ରାର୍ଥୀ ତାଲିକା ଉପରେ ରାଜ୍ୟବାସୀଙ୍କ ନଜର

ଭୁବନେଶ୍ୱର, ୧୯।୩(ସୁନିତ ମିଶ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ହେବ ନା ନାହିଁ ତାହା ଉପରୁ ପରଦା ଉଠିପାରୁନାହିଁ। କୌଣସି ସ୍ପଷ୍ଟ ସୂଚନା ମିଳୁ ନ ଥିବାରୁ ଏଯାବତ ରାଜନୈତିକ ଦଳର କର୍ମୀ ଏବଂ ନେତାଙ୍କ ମନରୁ ମେଣ୍ଟ ଦ୍ୱନ୍ଦ୍ୱ ଦୂର...

ଲୋକ ସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ!

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନରେ ଡାକ ଭୋଟ ବା ପୋଷ୍ଟାଲ ଭୋଟ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି। ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଡାକ ବାଲାଟର ସୁବିଧା ବର୍ତ୍ତମାନ ନିର୍ବାଚନ ଆୟୋଗ ଉପଲବ୍ଧ କରିଛି। ତାହା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri