ଜାତୀୟ

ମେଣ୍ଟ ଚର୍ଚ୍ଚା ମଧ୍ୟରେ ଅମିତ ଶାହାଙ୍କ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୧୫ା୩: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ବିଜୁ ଜନତା ଦଳ(ବିଜେଡି) ମଧ୍ୟରେ ମେଣ୍ଟ ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ଅମିତ ଶାହା। ଗୁରୁବାର ଇଣ୍ଡିଆ ଟୁଡେର କାନକ୍ଳେଭର ଏକ ସାକ୍ଷାତକାରରେ ସେ କହିଛନ୍ତି ”ଓଡ଼ିଶାରେ ଭାଜପା କେମିତି...

ସିଏଏ ଆମର ଆଭ୍ୟନ୍ତରୀଣ ମାମଲା, ଯିଏ ଭାରତକୁ ନ ବୁଝନ୍ତି ଜ୍ଞାନ ନ ଦିଅନ୍ତୁ; ଆମେରିକାକୁ କଡ଼ା ଭାଷାରେ ଜବାବ ଦେଲା ଭାରତ…

ନୂଆଦିଲ୍ଲୀ,୧୫।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ(ସିଏଏ)କୁ ନେଇ ଆମେରିକା ଦେଇଥିବା ବୟାନକୁ ଭୁଲ ଏବଂ ଅନୁଚିତ ବୋଲି କହିଛି ଭାରତ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସଓ୍ବାଲ କହିଛନ୍ତି ଯେ, ସିଏଏ ୨୦୧୯ ଭାରତର ଆଭ୍ୟନ୍ତରୀଣ ବିଷୟ। ଏହାର ଲାଗୁ ହେବାକୁ...

ଋଷିଆରେ ନିର୍ବାଚନ: କେରଳରେ ହେଉଛି ଭୋଟିଂ! ଜାଣନ୍ତୁ କାହିଁକି

ଥିରୁଭାନନ୍ତପୁରମ୍‌,୧୫।୩: କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏବର୍ଷ ନିର୍ବାଚନୀ ବର୍ଷ। ଭାରତରେ ଆଉ ମାସକ ପରେ ନିର୍ବାଚନ ହେବାକୁ ଥିବାବେଳେ ଦେଶର ବନ୍ଧୁରାଷ୍ଟ୍ର ଋଷିଆରେ ନିର୍ବାଚନ ଆରମ୍ଭ ହୋଇଛି। ଋଷିଆ ଜନସାଧାରଣ ବୁଥ୍‌କୁ ଯାଇ ଭୋଟିଂ କରୁଛନ୍ତି। ହେଲେ...

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଏସପି, ଟିଏମସିକୁ ଦେଲା ଗୋଟିଏ ସିଟ୍‌

ନୂଆଦିଲ୍ଲୀ,୧୫।୩: ସମାଜବାଦୀ ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥର ସମାଜବାଦୀ ପାର୍ଟି ୭ ଜଣ ପ୍ରାର୍ଥୀ ଘୋଷଣା କରିଛିି। ଏହାପୂର୍ବରୁ ୩୧ ଜଣ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ତାଲିକାରେ...

କଂଗ୍ରେସର ଦେଲା ନୂଆ ସ୍ଲୋଗାନ୍‌… ‘ହାଥ୍‌ ବଦ୍‌ଲେଗା ହାଲାତ୍‌’

ନୂଆଦିଲ୍ଲୀ,୧୫।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନୂଆ ସ୍ଲୋଗାନ ଦେଇଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍‌ ପୂର୍ବରୁ କଂଗ୍ରେସ ‘ହାଥ୍‌ ବଦ୍‌ଲେଗା ହାଲାତ୍‌’ ଅର୍ଥାତ ଦେଶର ସ୍ଥିତି ବଦଳାଇବାକୁ ସ୍ଲୋଗାନ ଦେଇଛି। କହିରଖୁଛୁ, କେନ୍ଦ୍ରର ମୋଦି...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ୍‌ଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୫।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଝଟ୍‌କା। ଇଡିର ଅଭିଯୋଗକ୍ରମେ ଏସିଏମ୍‌ଏମ୍‌ କୋର୍ଟ ଦ୍ୱାରା ଜାରି କରାଯାଇଥିବା ସମନ ଉପରେ ରୋକ ଲଗାଇବାକୁ ରାଉସ୍‌ ଆଭେନ୍ୟୁ କୋର୍ଟ ମନା କରିଦେଇଛନ୍ତି। ଏବେ କେଜ୍‌ରିଓ୍ବାଲଙ୍କୁ ମାର୍ଚ୍ଚ ୧୬ରେ ଅତିରିକ୍ତ ମୁଖ୍ୟ ମହାନଗର...

ଇଡି ଚଢାଉବେଳେ ନିର୍ବାଚନୀ ବଣ୍ଡ କିଣିଛନ୍ତି ଏହି ଦିଗ୍‌ଗଜ ଖଣି-ଷ୍ଟିଲ କମ୍ପାନୀ, ଓଡିଶା ସହ ରହିଛି ଲିଙ୍କ୍‌

ନୂଆଦିଲ୍ଲୀ,୧୫।୩: ଲୋକସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଇଲୋକ୍ଟରଲ ବଣ୍ଡର ଡାଟା ଓ୍ବେବସାଇଟ୍‌ରେ ସାର୍ବଜନୀନ କରିଛନ୍ତି। ଆୟୋଗ, ଏସବିଆଇରୁ ବଣ୍ଡ କିଣିଥିବା ଓ ବଣ୍ଡ କିଣିଥିବା ରାଜନୈତିକ ଓ ସବୁ କମ୍ପାନୀର ନାମ ଓ୍ବେବସାଇଟରେ ଅପଲୋଡ...

ସର୍ବାଧିକ ଇଲୋକ୍ଟରଲ ବଣ୍ଡ କିଣିଥିବା ଏହି କମ୍ପାନୀକୁ ମିଳିଥିଲା ୧୪ହଜାର କୋଟି ଟଙ୍କାର ଟେଣ୍ଡର

ନୂଆଦିଲ୍ଲୀ,୧୫।୩: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗ ଶୁକ୍ରବାର ଇଲୋକ୍ଟରଲ ବଣ୍ଡର ବିବରଣୀ ନିଜ ଓ୍ବେବସାଇଟ୍‌ରେ ଅପଲୋଡ କରିଛନ୍ତି। ସବୁଠାରୁ ଅଧିକ ନିର୍ବାଚନୀ ବଣ୍ଡ କିଣିଥିବା କମ୍ପାନୀର ଲିଷ୍ଟରେ ଦ୍ୱିତୀୟ ନମ୍ବରରେ ରହିଛି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ...

ଏବେ ଧରାପଡ଼ିବ କାହାକୁ କିଏ ଦେଇଛି କେତେ ଟଙ୍କା, SBI କୁ ସୁପ୍ରିମକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫।୩: ଇଲୋକ୍ଟରଲ ବଣ୍ଡ ବା ନିର୍ବାଚନୀ ବଣ୍ଡକୁ ନେଇ ସୁପ୍ରିମକୋର୍ଟ ଏସବିଆଇ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟଙ୍କ ଆଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ଦେଇ ସାରିଛି। ନିର୍ବାଚନ ଆୟୋଗ ଏହି ସୂଚନାକୁ ନିଜ ଓ୍ବେବସାଇଟରେ...

କବିତାଙ୍କ ଘରେ ଇଡି ରେଡ

ନୂଆଦିଲ୍ଲୀ,୧୫।୩: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ଏବଂ ବିଆରଏସ ଏମଏଲସି କେ. କବିତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଚଢାଉ କରୁଛି। ଦିଲ୍ଲୀର ମଦ ସ୍କାମ ମାମଲାରେ ତାଙ୍କୁ ନାମିତ କରାଯାଇଥିଲା। ତାଙ୍କୁ ପୂର୍ବରୁ ଉଭୟ ଇଡି ଏବଂ...

ଏସବିଆଇକୁ ନୋଟିସ! ଇସିଙ୍କୁ ସିଜେଆଇଙ୍କ ପ୍ରଶ୍ନ ଡାଟାରେ ବଣ୍ଡ ନମ୍ବର କାହିଁକି ନାହିଁ?

ନୂଆଦିଲ୍ଲୀ,୧୫।୩: ନିର୍ବାଚନ ବଣ୍ଡ ମାମଲା ସମ୍ପର୍କରେ ଶୁକ୍ରବାର (ମାର୍ଚ୍ଚ ୧୫, ୨୦୨୪) ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ନିର୍ବାଚନ ଆୟୋଗ କହିଛନ୍ତି ଯେ ୨୦୧୯ବର୍ଷ ପୂର୍ବରୁ ରାଜନୈତିକ ଦଳଗୁଡିକରୁ ମିଳିଥିବା ଦାନ ବିଷୟରେ ସୁପ୍ରିମକୋର୍ଟଙ୍କୁ ଏକ ସିଲ...

ନିର୍ବାଚନ ପୂର୍ବରୁ ଆସାମରେ କଂଗ୍ରେସକୁ ଝଟକା!

ଗୁଆହାଟି,୧୫।୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଆସାମର ବାରପେଟାରୁ ଦଳର ଏମପି ଅବଦୁଲ ଖାଲିକ ଦଳ ଛାଡିଛନ୍ତି। ଟିକେଟ ବାତିଲ ହେତୁ ସେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଅବଦୁଲ ଖାଲିକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri