ଜାତୀୟ

ବିମାନ, ସିନେମା ହଲ ଭଳି ଟ୍ରେନରେ ବି ମିଳିବ ମନପସନ୍ଦ ସିଟ, ରେଲଓ୍ବେ ପ୍ରସ୍ତୁତ କଲା ସପ୍ଟଓ୍ବେୟାର

ନୂଆଦିଲ୍ଲୀ,୧୪।୪: ବିମାନ ଏବଂ ସିନେମା ହଲ ଭଳି ବର୍ତ୍ତମାନ ଯାତ୍ରୀମାନଙ୍କୁ ଟ୍ରେନରେ ନିଜ ମନ ପସନ୍ଦର ସିଟ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରେଲଓ୍ବେ ପ୍ରସ୍ତୁତ ହେଉଛି। ଏଥିପାଇଁ ନୂତନ ସଫ୍ଟୱେୟାର୍‌ ପ୍ରାୟ ପ୍ରସ୍ତୁତ। ଭାରତୀୟ ରେଲଓ୍ବେ କ୍ୟାଟରିଂ ଆଣ୍ଡ...

ଏହି ଦିନ ଆସିବ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ବୈଧତା ଉପରେ ରାୟ

ନୂଆଦିଲ୍ଲୀ,୧୪ା୪ :ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ଏକାଧିକ ପିଟିଶନ୍‌ର ରାୟ ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ...

ଭାରତକୁ ବଡ଼ ସଫଳତା: ଟ୍ୟାଙ୍କବିଧ୍ୱଂସୀ ମିଶାଇଲ ସିଷ୍ଟମ୍‌ର ସଫଳ ପରୀକ୍ଷା

ନୂଆଦିଲ୍ଲୀ,୧୪ା୪:ଭାରତୀୟ ସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କବିଧ୍ୱଂସୀ ଗାଇଡେଡ୍‌ ମିଶାଇଲ୍‌ ସିଷ୍ଟମ୍‌ର ସଫଳ ପରୀକ୍ଷା କରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ) ଦ୍ୱାରା ଡିଜାଇନ ଓ ବିକଶିତ ହୋଇଥିବା ଏହି ଓ୍ବିପନ୍‌ ସିଷ୍ଟମକୁ ଜଣେ ବ୍ୟକ୍ତି ବହନ...

ଏୟାର ଇଣ୍ଡିଆର ଉଡାଣ ରଦ୍ଦ, ଇରାନ, ଇସ୍ରାଏଲ ଯୁଦ୍ଧକୁ ନେଇ ନିଆଯାଇଛି ନିଷ୍ପତ୍ତି

ନୂଆଦିଲ୍ଲୀ,୧୪।୪: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଉତ୍ତେଜନା ଦେଖାଦେଇଛି। ଗୋଟିଏ ଦିନ ପୂର୍ବରୁ ଯୁଦ୍ଧର ଆଶଙ୍କା ଥିବାରୁ ଅନେକ ବିମାନ ସେବା ଇରାନର ଆକାଶ ସୀମା ପରିବର୍ତ୍ତେ ଅନ୍ୟ ରୁଟ ନେବା ଆରମ୍ଭ...

ସୁନା ମୂଲ୍ୟ ବୃଦ୍ଧି ପାଇଁ ଦାୟୀ ଭାରତୀୟ: ରିପୋର୍ଟ

ନୂଆଦିଲ୍ଲୀ,୧୪।୪: କିଛି ଦିନ ହେବ କ୍ରମାଗତ ଭାବେ ସୁନା ମୂଲ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ଏକ ରିପୋର୍ଟ ଦାବି କରିଛି ଯେ ଏଥିପାଇଁ ଭାରତୀୟମାନେ ମଧ୍ୟ ବହୁ ପରିମାଣରେ ଦାୟୀ। ରିପୋର୍ଟରେ କୁହାଯାଇଛି ଯେ ଏସିଆର ଲୋକମାନେ କ୍ରୟ କରୁଥିବା...

କଂଗ୍ରେସ ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, କହ୍ନେୟା କୁମାର, ଚରଣଜିତ ସିଂହ ଚନ୍ନିଙ୍କୁ ମିଳିଲା ଟିକେଟ

ନୂଆଦିଲ୍ଲୀ,୧୪।୪: ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରବିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କଂଗ୍ରେସର ଏହି ପ୍ରାର୍ଥୀ ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଉତ୍ତର ପୂର୍ବ ଦିଲ୍ଲୀରୁ କହ୍ନେୟା...

କଂଗ୍ରେସ ଟୁକଡେ ଟୁକଡେ ଗ୍ୟାଙ୍ଗର ସୁଲତାନ: ମୋଦି

ମୈଶୂର,୧୪।୪: ଏବେ ଲୋକ ସଭା ନିର୍ବାଚନ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ସେମାନଙ୍କ ବିରୋଧୀଙ୍କୁ ଘୃଣା କରିବା ପାଇଁ କୌଣସି ବାଟ...

ତାମିଲନାଡୁ-କେରଳରେ ବାଜି ମାରିବ ଇଣ୍ଡିଆ ମେଣ୍ଟ, ସର୍ଭେରେ ଫେଲ ମାରୁଛି ଭାଜପାର ଦାବି

ନୂଆଦିଲ୍ଲୀ, ୧୪।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ମଧ୍ୟରେ ସମଗ୍ର ଦେଶରେ ରାଜନୈତିକ ରଙ୍ଗ ଦେଖାଯାଇଛି। କେଉଁ ଦଳ କେଉଁଠି ଜିତିବ, କିଏ କେତେ ସିଟ ପାଇବ, କିଏ ଜିତିବ ଏବଂ କେଉଁ ନେତା କେଉଁ...

ନିର୍ବାଚନ ପାଇଁ ଘରୋଇ ବିମାନ ଚାହିଦା ବଢୁଛି: ଘଣ୍ଟା ପ୍ରତି ଭଡ଼ା ଏତିକି ଟଙ୍କା

ନୂଆଦିଲ୍ଲୀ,୧୪ା୪:ଲୋକ ସଭା ନିର୍ବାଚନ ପାଇଁ ରାଜନେତା ଓ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ପ୍ରଚାରରେ ଯାଉଥିବାରୁ ଘରୋଇ ବିମାନ ଓ ହେଲିକପ୍ଟର ଚାହିଦା ୪୦ ପ୍ରତିଶତ ବଢ଼ିଯାଇଛି। ଫଳରେ ଏହାର ଅପରେଟରମାନେ ୧୫ରୁ ୨୦ ପ୍ରତିଶତ ଅଧିକ...

ରାହୁଲ-ଖାର୍ଗେଙ୍କ କାମରେ ସନ୍ତୁଷ୍ଟ ନୁହେଁ ଜନତା! କଂଗ୍ରେସର ଚିନ୍ତା ବଢାଇବ ଏହି ସର୍ଭେ

ନୂଆଦିଲ୍ଲୀ,୧୪।୪: ୨୦୨୪ ଲୋକ ସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ସରକାରକୁ କେନ୍ଦ୍ରୀୟ ଶକ୍ତିରୁ ହଟାଇବା ପାଇଁ କଂଗ୍ରେସ ନିଜର ସମସ୍ତ ଶକ୍ତି ଲଗାଇ ଦେଇଛି। ଅଣ ଏନଡିଏ ଦଳଗୁଡ଼ିକୁ ଇଣ୍ଡିଆ ମିଳିତ ମଞ୍ଚରେ ଗ୍ରହଣ କରି କଂଗ୍ରେସ ନିର୍ବାଚନ ଲଢେଇ...

ଏହା ଗ୍ୟାରେଣ୍ଟି ନୁହେଁ, କେବଳ ଘଣ୍ଟି: ଡିମ୍ପଲ ଯାଦବ

ଲକ୍ଷ୍ନୌ,୧୪।୪: ରବିବାର ଲୋକ ସଭା ନିର୍ବାଚନ ପାଇଁ ଭାଜପା ନିଜର ନିର୍ବାଚନ ମନିଫେଷ୍ଟୋ (ରିଜୋଲ୍ୟୁସନ ଲେଟର) ବା ଘୋଷଣା ପତ୍ର ପ୍ରକାଶ କରିଛି। ଭାଜପାର ଏହି ରିଜୋଲ୍ୟୁସନ ଲେଟର ଉପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଏବଂ...

ମାଛ, ହାତୀ-ଘୋଡା ଯାହା ଖାଉଛ ଖାଅ,ଦେଖାଇବା ଆବଶ୍ୟକତା କ’ଣ: ତେଜସ୍ବୀଙ୍କୁ ରାଜନାଥଙ୍କ ପ୍ରଶ୍ନ

ପାଟନା,୧୪।୪: ଯେଉଁମାନେ ଜେଲରେ ଅଛନ୍ତି ଏବଂ ଜାମିନରେ ଆସିଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜେଲକୁ ପଠାଇବା ବିଷୟରେ କହୁଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ମିସା ଭାରତୀ ଏବଂ ପୁଅ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri