ଜାତୀୟ

୨୦୧୪ରୁ ୨୦୧୯ ଭିତରେ କେତେ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ମୋଦି ସରକାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୩: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନିଜ ଘୋଷଣା ପତ୍ର ଜାରି କରିଛି। ଏହି ଘୋଷଣା ପତ୍ରର ନାଁ ଦଳ ସଂକଳ୍ପ ପତ୍ର ରଖିଛି। ତେବେ ପୂର୍ବ ଦୁଇ ଲୋକ ସଭା ନିର୍ବାଚନରେ ଭାଜପା ନିଜ ବିଚାରଧାରା...

‘ଆମକୁ କଟାକ୍ଷ କରୁଥିଲେ, ଏବେ ଭୋଟ ପାଇଁ ମାଗଣା ବିଜୁଳି ଦେବାକୁ କହୁଛି ଭାଜପା’

ନୂଆଦିଲ୍ଲୀ,୧୪।୪: ଲୋକ ସଭା ନିର୍ବାଚନ ୨୦୨୪ ଲାଗି ଭାଜପା ନିଜର ଘୋଷଣା ପତ୍ର ଜାରି କରିଛି। ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଜାରି କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ...

ଯୁବପିଢ଼ି, କୃଷକ ଏବଂ ମହିଳାଙ୍କୁ ‘ମୋଦି ଗ୍ୟାରେଣ୍ଟି’, ଦେଖନ୍ତୁ ୨୦୨୪ ନିର୍ବାଚନ ପାଇଁ କ’ଣ ପ୍ରତିଶ୍ରୁତି ଦେଲା ଭାଜପା

ନୂଆଦିଲ୍ଲୀ,୧୪।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର ଏହାର ଇସ୍ତାହାର ପ୍ରକାଶ କରିଛି। ଦଳର ‘ମୋଦି କି ଗ୍ୟାରେଣ୍ଟି’ ସ୍ଲୋଗାନକୁ ଦର୍ଶାଇଥିବା ଏହି ଇସ୍ତାହାରରେ ନରେନ୍ଦ୍ର ମୋଦି ସରକାରଙ୍କ ଦୃଷ୍ଟିକୋଣ ରହିଛି ଏବଂ ସମାଜର...

ଦେଶ ପାଇଁ ୟୁସିସି ଆବଶ୍ୟକ: ମୋଦି

ନୂଆଦିଲ୍ଲୀ,୧୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାଜପାର ପ୍ରତିଶ୍ରୁତି ପତ୍ର ବା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି। ଏଥିରେ ଅନେକ ପ୍ରକାରର ପ୍ରତିଶ୍ରୁତି ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ସ୍ବାମୀ-ସ୍ତ୍ରୀ ସରକାରୀ ଚାକିରିଆ ହୋଇଥିଲେ ଜଣେ କରିବେ ନିର୍ବାଚନ ଡ୍ୟୁଟି, ନିର୍ବାଚନ କମିଶନରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୪।୪: ସ୍ବାମୀ-ସ୍ତ୍ରୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ ନିର୍ବାଚନ ଡ୍ୟୁଟି ଜଣେ ତୁଲାଇବେ। ତେବେ କିଏ ଡ୍ୟୁଟି କରିବ ଆଉ କିଏ କରିବ ନାହିଁ ଏନେଇ ଜିଲା ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେବେ। ଏ ପ୍ରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି...

୩୯ବର୍ଷ ବୟସରେ ଡକ୍ଟରେଟ ଡିଗ୍ରୀ ପାଇଲେ ଅଭିନେତା ରାମଚରଣ, ପୋଷ୍ଟ କରି ଖୁସି ବାଣ୍ଟିଲେ ସ୍ତ୍ରୀ

ମୁମ୍ବାଇ: ତେଲଗୁ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଚେନ୍ନାଇ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଲିଟରେଚରରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ୩୯ବର୍ଷ ବୟସରେ ସେ ଏହି ଡିଗ୍ରୀ ହାସଲ କରିଛନ୍ତି। ଏନେଇ ରାମ...

ଭାଜପାର ସଂକଳ୍ପ ପତ୍ର ଜାରି କଲେ ମୋଦି, ଜାଣନ୍ତୁ କ’ଣ ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୪।୪: ସାଧାରଣ ନିର୍ବାଚନ ପାଇଁ ଆଜି ସଂକଳ୍ପ ପତ୍ର ଜାରି କଲା ଭାଜପା। ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମୋଦିଙ୍କ ସହ ଭାଜପା ସଭାପତି ଜେପି ନଡ୍ଡା ଓ ପ୍ରତିରକ୍ଷା...

ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ଅଭିଯୁକ୍ତ ଫେରାର

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି। ରବିବାର ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଘର ବାହାରେ ଗୁଳି ଫୁଟିଛି। ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି।...

ରୋଡ-ଶୋ ‘ ସମୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପଥର ମାଡ଼, ମୁଣ୍ଡରେ ଲାଗିଲା ଆଘାତ

ନୂଆଦିଲ୍ଲୀ,୧୩ା୪: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ଼ ହୋଇଥିବା ଖବର ଆସିଛି। ବିଜୟୱାଡାରେ ଏକ ରୋଡ-ଶୋ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପଥର ମାଡ ହୋଇଛି। ଲୋକମାନଙ୍କୁ ଅଭିବାଦନ କରିବା ସମୟରେ ଏହି ପଥର ମାଡ...

ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ

ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି। ଉଭୟ ଆତଙ୍କବାଦୀ ଆଇଏସ୍‌-ଅଲ୍‌ ହିନ୍ଦ ମଡ୍ୟୁଲ ସହିତ ଜଡ଼ିତ। ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ...

”ଆତଙ୍କବାଦୀମାନଙ୍କର କୌଣସି ନିୟମ ନାହିଁ, ତେଣୁ ସେମାନଙ୍କୁ ଜବାବ ଦେବାର କୌଣସି ନିୟମ ନାହିଁ”: ଏସ୍ ଜୟଶଙ୍କର

ନୂଆଦିଲ୍ଲୀ,୧୩ା୪: ଭାରତ କୌଣସି ପ୍ରକାର ସୀମାପାର ଆତଙ୍କବାଦକୁ ପ୍ରତିଜଵାବ ଦେବାକୁ ପ୍ରତିଶୃତିବଦ୍ଧ। ଯେହେତୁ ଆତଙ୍କବାଦୀମାନେ କୌଣସି ନିୟମ ମାନୁ ନାହାନ୍ତି, ତେଣୁକରି ସେମାନଙ୍କୁ ପ୍ରତିଜଵାବ ଦେବାକୁ ଭାରତ କୌଣସି ନିୟମ ପାଳନ କରିବ ନାହିଁ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ...

ଗାନ୍ଧୀନଗରରୁ ଶାହାଙ୍କୁ ଟକ୍କର ଦେବେ…

ନୂଆଦିଲ୍ଲୀ,୧୩ା୪: ଗୁଜରାଟର ଗାନ୍ଧୀନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିପକ୍ଷରେ କଂଗ୍ରେସରୁ ସୋନାଲ ପଟେଲ ଲଢ଼େଇ କରିବେ। ସୋନାଲ କହିଛନ୍ତି, ବରିଷ୍ଠ ଭାଜପା ନେତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ସେ ଆଦୌ ଦ୍ୱିଧା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri