ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୩: ଭାରତ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ମହାରାଷ୍ଟ୍ରର ପୁଣେ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଏବଂ ଛାତି ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା...

ସିଏଏ କାହାର ନାଗରିକତ୍ୱ ଛଡାଇ ନେବ ନାହିଁ, ଭୟ କରନ୍ତୁ ନାହିଁ: ଶାହା

ନୂଆଦିଲ୍ଲୀ,୧୪।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ରାଜନୀତି ଜୋର ଧରିଛି। କେବଳ ଭାରତରେ ନୁହେଁ, ବିଦେଶରୁ ମଧ୍ୟ ଏହାକୁ ନେଇ ବିରୋଦର ସ୍ବର ଉଠିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)...

ହିଂସ୍ର କୁକୁର ପାଳିବା ମନା, ନିଷେଧାଦେଶ ଲଗାଇବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ, ୧୪।୩: ଗତ କିଛିଦିନ ଧରି ଭାରତରେ ମଣିଷଙ୍କ ଉପରକୁ କୁକୁରମାନଙ୍କର ଆକ୍ରମଣ ବଢ଼ିବାରେ ଲାଗିଛି। କୁକୁର କାମୁଡ଼ାରେ ଦେଶରେ ବହୁ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହେଉଥିବା ବେଳେ କେତେକଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏହିସବୁ ଘଟଣାକୁ ଗୁରୁତର...

ସିବିଏସ୍‌ଇ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ରାହୁଲ ସିଂ

ନୂଆଦିଲ୍ଲୀ,୧୩ା୩:କେନ୍ଦ୍ର ସରକାର ବୁଧବାର ବରିଷ୍ଠ ଅମଲାତନ୍ତ୍ରୀ ରାହୁଲ ସିଂଙ୍କୁ ସେଣ୍ଟ୍ରାଲ ବୋର୍ଡ୍‌ ଅଫ୍‌ ସେକେଣ୍ଡାରି ଏଜୁକେଶନ୍‌ (ସିବିଏସ୍‌ଇ) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ବରିଷ୍ଠ ପ୍ରଶାସନିକ ସ୍ତରରେ ହୋଇଥିବା ଅଦଳବଦଳ ଅନୁସାରେ ରାହୁଲଙ୍କୁ ନିଧି ଛିବ୍ବେରଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି।...

ଏହି ତାରିଖ ପୂର୍ବରୁ ପଟିଏମ୍ ଛାଡି ଅନ୍ୟ ବ୍ୟାଙ୍କ FASTag ଯିବାକୁ ୟୁଜରଙ୍କୁ କହିଲା ଏନଏଚଏଆଇ

ନୂଆଦିଲ୍ଲୀ,୧୩।୩: ପେଟିଏମ୍ FASTag ଉପଭୋକ୍ତାମାନଙ୍କ ପାଇଁ ବଡ ଖବର। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନଲାଇନ ବ୍ୟାଙ୍କିଙ୍ଗ ସେବା ପ୍ରଦାନକାରୀ ପେଟିଏମ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହାର ୟୁଜର ମାନଙ୍କ ଚିନ୍ତା ବଢି ଯାଇଛି। ବିଶେଷ କରି ପେଟିଏମର...

ମହାରାଷ୍ଟ୍ରରେ ଆସନ ବୁଝାମଣା ଶେଷ: ଏତିକି ଆସନରେ ଲଢିବ ଭାଜପା

ମୁମ୍ବାଇ, ୧୩।୩:ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ମହରାଷ୍ଟ୍ରରେ ଶାସନରେ ଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ପକ୍ଷରୁ ଆସନ ବୁଝାମଣା ଚୁଡାନ୍ତ ହୋଇଛି। ଏନେଇ ଦୀର୍ଘ ଦିନ ଧରି ଚାଲିଥିବା ବିଚାରବିମର୍ଶ ପରେ ରାଜ୍ୟର ସମୁଦାୟ ୪୮ଟି ଆସନ ମଧ୍ୟରୁ...

PM Suraj Portal ଲଞ୍ଚ୍‌ କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଏଥିରୁ କ’ଣ ମିଳିବ ଲାଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌ ସୁରଜ ପୋର୍ଟାଲ ଲଞ୍ଚ କରିଛନ୍ତି। ତେବେ ଜନସାଧାରଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ପୋର୍ଟାଲ କ’ଣ ଏବଂ ଏହାର ଲାଭ କ’ଣ ଏବଂ କିଏ ପାଇବ? ଆସନ୍ତୁ ଜାଣିବା… ପିଏମ୍‌ ସୁରଜ...

ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ: ଅନେକ ଷ୍ଟାଲୱାର୍ଟଙ୍କ ନାମ ସାମିଲ

ନୂଆଦିଲ୍ଲୀ,୧୩।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ନିତିନ ଗଡକରୀ, ପୀୟୁଷ ଗୋୟଲ ଏବଂ ଅନୁରାଗ ଠାକୁରଙ୍କ ସମେତ ଅନେକ ଷ୍ଟାଲୱାର୍ଟଙ୍କ...

ସମଗ୍ର ଦେଶବାସୀ ମୋ ପରିବାର: ମୋଦି

ନୂଆଦିଲ୍ଲୀ,୧୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ସାମାଜିକ ଉନ୍ନତି ଏବଂ ନିଯୁକ୍ତି ଭିତ୍ତିକ ଜନ କଲ୍ୟାଣ (ପିଏମ୍‌-ସୁରଜ) ଜାତୀୟ ପୋର୍ଟାଲ ଲଞ୍ଚ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଆମ ସରକାର ସଫେଇ ମିତ୍ରଙ୍କୁ (ସ୍ବେରେଜ...

ସିଏଏ ଦେଶ ପାଇଁ ବହୁତ ଖରାପ, ପାକିସ୍ତାନୀଙ୍କ ଉପରେ ଖର୍ଚ୍ଚ ହେବ ଟଙ୍କା: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ବନ୍ଧରେ ବଡ଼ ବୟାନ ଦେଇଛନ୍ତି। କେଜ୍‌ରିୱାଲ କହିଛନ୍ତି ଯେ ସରକାରଙ୍କ ପାଖରେ ଭାରତର ଲୋକଙ୍କ ପାଇଁ ଟଙ୍କା ନାହିଁ। ମାତ୍ର ଏଠାରେ ପାକିସ୍ତାନ ଲୋକଙ୍କୁ ଥଇଥାନ କରିବାକୁୁ ଚାହୁଁଛନ୍ତି।...

ୟୁସିସିକୁ ମିଳିଲା ରାଷ୍ଟ୍ରପତି ମଞ୍ଜୁରୀ: ଖୁସିରେ ଗଦ୍‌ଗଦ୍‌ ହେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ଉତ୍ତରାଖଣ୍ଡର ନାଗରିକତ୍ୱ ସଂଶୋଧନ ଆଇନ (ୟୁସିସି) ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଏବେ ଏହା ଆଇନରେ ପରିଣତ ହୋଇଛି। ୟୁସିସି ବିଲରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ୟୁସିସି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖୁସି ବ୍ୟକ୍ତ କରିଛନ୍ତି।...

୫ ବର୍ଷରେ କିଣା ଯାଇଛି ୨୨,୨୧୭ ନିର୍ବାଚନୀ ବଣ୍ଡ, ବ୍ୟବହାର ହୋଇଛି ୨୨,୦୩୦

ନୂଆଦିଲ୍ଲୀ,୧୩।୩: ନିର୍ବାଚନ ବଣ୍ଡ ମାମଲାରେ ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର ଏକ ଆଫିଡେଭିଟ୍ ଦାଖଲ କରି ସୂଚନା ଦେଇଛି ଯେ ଏହା ବଣ୍ଡ ସମ୍ପର୍କିତ ତଥ୍ୟ ନିର୍ବାଚନ ଆୟୋଗ (ଇସି) ନିକଟରେ ଦାଖଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri