ଜାତୀୟ

ସମ୍ବିଧାନକୁ ନଷ୍ଟ କରିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ମୋଦି: ରାହୁଲ

ନୂଆଦିଲ୍ଲୀ,୧୦।୩: କର୍ନାଟକ ଭାଜପା ଏମ୍‌ପି ଅନନ୍ତ କୁମାର ହେଗଡେଙ୍କ ଏକ ବୟାନକୁ ନେଇ ନୂଆ ବିବାଦ ଉପୁଜିଛି। ସେ ସମ୍ବିଧାନର ଅଧିକାଂଶ ଅଂଶ ପୁନଃଲିଖନ କରିବାର ଆବଶ୍ୟକତା ଥିବା କହିଥିଲେ। ଏହାକୁ ନେଇ ପୂର୍ବତନ କଂଗ୍ରେସ ସଭାପତି ତଥା ଦଳର...

‘ମୋଦିଙ୍କ ନାମ ଜପିଲେ ଦିଅନ୍ତୁ ନାହିଁ ରାତିର ଖାଇବା’, କେଜରିଓ୍ବାଲଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୦।୩: ଭୋଟ ପାଇଁ ଭାବପ୍ରବଣତା ପ୍ରସଙ୍ଗରେ କୌଣସି ଦଳ ପଛରେ ନାହାଁନ୍ତି। ବର୍ତ୍ତମାନ ଧର୍ମ, ଅଞ୍ଚଳ, ଜାତି ଏବଂ ଶ୍ରେଣୀ ପରି ବିଭାଜନ ବୃଦ୍ଧି ତଥା ଭୋଟ ନାମରେ ଭାବନାକୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରାଯାଉଛି। କିନ୍ତୁ ବର୍ତ୍ତମାନ...

ମହୁଆଙ୍କୁ ପୁଣି ସୁଯୋଗ, ୟୁସୁଫଙ୍କ ଉପରେ ଲାଗିଲା ବାଜି, ମଇଦାନରେ ଶତ୍ରୁଘ୍ନ

କୋଲକାତା,୧୦।୩: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ରବିବାର (ମାର୍ଚ୍ଚ ୧୦) ରେ ତ୍ରୁଣମୂଳ କଂଗ୍ରେସ (ଟିଏମସି) ୪୨ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଟିଏମସିର ଏହି ତାଲିକାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଦଳ, ପୂର୍ବତନ...

ଭାଜପାକୁ ବଡ଼ ଝଟ୍‌କା

ଚଣ୍ଡିଗଡ଼,୧୦।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ ଝଟ୍‌କା ଲାଗିଛି। ହରିୟାଣାର ଭାଜପା ଲୋକ ସଭା ଏମ୍‌ପି ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି। ପରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିବା ପାଇଁ ତାଙ୍କ ଘରେ...

ଟିଏମସି ପ୍ରାର୍ଥୀ ତାଲିକାରେ ଅଭିନେତା ଆଉ କ୍ରିକେଟର, ଜାଣନ୍ତୁ କିଏ କେଉଁଠୁ ପାଇଲା ଟିକେଟ୍‌

କୋଲକତା,୧୦।୩: ଲୋକ ସଭା ନିର୍ବାଚନକୁ ନେଇ ଚାତୀୟ ରାଜନୀତି ସରଗରମ ରହିଛି। କିଛିଦିନ ପୂର୍ବରୁ ଭାଜପା-କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ରବିବାର ଅର୍ଥାତ୍‌ ଆଜି ଟିଏମସି ପ୍ରାର୍ଥୀ ତାଲିକା ଜାରି କରିଛି। ଇଣ୍ଡିଆ ମେଣ୍ଟ ସହ...

କେବଳ ଗୁଟଖା ଦାଗ ସଫା କରିବାକୁ ଏତିକି କୋଟି ଟଙ୍କା ଖର୍ଚ୍ଚ କରୁଛି ରେଲଓ୍ବେ, ଚମକାଇ ଦେବ ଡାଟା

ନୂଆଦିଲ୍ଲୀ,୧୦।୩: ଭାରତୀୟ ରେଲଓ୍ବେ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା। ଭାରତୀୟ ରେଲଓ୍ବେରେ ପ୍ରାୟ ୨.୫ କୋଟି ଯାତ୍ରୀ ପ୍ରତିଦିନ ଯାତ୍ରା କରନ୍ତି। ରେଲଓ୍ବେ ବର୍ତ୍ତମାନ ଯାତ୍ରୀମାନଙ୍କୁ ସମସ୍ତ ସୁବିଧା ଯୋଗାଉଛି। ଟ୍ରେନ ଠାରୁ ଷ୍ଟେଶନ ପର୍ଯ୍ୟନ୍ତ ସବୁକିଛି...

ମହିଳାମାନଙ୍କୁ ବଡ଼ ଉପହାର ଦେଲେ ମୋଦି: ପ୍ରତି ମାସରେ ମିଳିବ ଏତିକି ଟଙ୍କା…

ନୂଆଦିଲ୍ଲୀ,୧୦।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର ମହିଳାମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ସେ ମହତାରୀ ବନ୍ଦନ ଯୋଜନା ଆରମ୍ଭ କରିଥିଲେ ଏବଂ ଏହି ଯୋଜନାର ପ୍ରଥମ କିସ୍ତି ଛାଡିଥିଲେ। ଏହି ଯୋଜନା ଅନୁଯାୟୀ ବିବାହିତ ମହିଳାମାନଙ୍କୁ ପ୍ରତି ମାସରେ ୧୦୦୦...

ପଶ୍ଚିମବଙ୍ଗରେ ଏକା ନିର୍ବାଚନ ଲଢ଼ିବ ଟିଏମ୍‌ସି

କୋଲକାତା,୧୦ା୩: ଲୋକ ସଭା ନିର୍ବାଚନକୁ ନେଇ ଏକ ବଡ଼ ଖବର ଆସୁଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସଭାପତି ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ମମତା ଘୋଷଣା କରିଛନ୍ତି ଯେ, ଟିଏମସି କେବଳ ବଙ୍ଗଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

Lok sabha Election: କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ୍‌ ଦେଲେ ମମତା, ଏହି ଠୁ ଲଢିବେ ନିର୍ବାଚନ

କୋଲକତା, ୧୦।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ସମସ୍ତ ୪୨ ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ତୃଣମୂଳ କଂଗ୍ରେସ(ଟିଏମସି) ବହରାମପୁରରୁ କ୍ରିକେଟର ୟୁସୁଫ ପଠାନଙ୍କୁ ଟିିକେଟ୍‌ ଦେଇଛି। ଟିଏମସି ପଶ୍ଚିମବଙ୍ଗରେ ଏକାକୀ...

ରାଜସ୍ଥାନ କଂଗ୍ରେସକୁ ଝଟ୍‌କା, ଦଳ ଛାଡ଼ି ଭାଜପାରେ ସାମିଲ ହେଲେ ୩୨ ତୁଙ୍ଗ ନେତା

ଜୟପୁର,୧୦ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର ଥିବା କଂଗ୍ରେସ ନେତା ଲାଲଚାନ୍ଦ କଟାରିଆଙ୍କ ସମେତ ଦଳର ୩୨...

ଗରିବ ଘରୁ ଆସି ଏମାନେ ଶେୟାର ମାର୍କେଟରୁ ହୋଇଛନ୍ତି କୋଟିପତି, ଆପଣ ବି ହୋଇପାରିବେ ଧନୀ

ନୂଆଦିଲ୍ଲୀ,୧୦।୩: ଅଧିକାଂଶ ଲୋକ ଶେୟାର ବଜାରରେ ଟଙ୍କା ନିବେଶ କରି ବହୁ ପରିମାଣରେ ଟଙ୍କା କମାଉଥିବା ବିଷୟରେ ଆପଣ ନିଶ୍ଚେ ଶୁଣିଥିବେ। ଏହି କିଛିମାସ ମଧ୍ୟ ଶେୟାର ବଜାରରରେ ନିବେଶକଙ୍କ ସଂଖ୍ୟା ଢେର ବଢିଛି। ତେବେ କେତେକ କ୍ଷେତ୍ରରେ ବଜାରର...

ନିର୍ବାଚନ ପୂବରୁ ଭାଜପାକୁ ବଡ ଝଟ୍‌କା: କଂଗ୍ରେସରେ ମିଶିଲେ ଏହି ବଡ ନେତା

ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ ଝଟ୍‌କା । ଦଳର ଜଣେ ବଡ଼ ଏମପି ଦଳ ଛାଡିଛନ୍ତି। ସେ ହେଲେ ହିସାରର ଭାଜପା ଏମପି ବ୍ରିଜେନ୍ଦ୍ର ସିଂହ। ବ୍ରିଜେନ୍ଦ୍ର ଆଜି ଇସ୍ତଫା ଦେଇଛନ୍ତି। ୨୦୧୪ରେ ବିଧାନସଭା ନିର୍ବାଚନ ପୂର୍ବରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri