ଜାତୀୟ

ୟୁପିକୁ ୪୨୦୦୦ କୋଟି ଟଙ୍କାର ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୧୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଆଜମଗଡ଼ରୁ ଉତ୍ତରପ୍ରଦେଶକୁ ୪୨,୦୦୦ କୋଟିରୁ ଅଧିକ ଟଙ୍କା ଉପହାର ଦେଇଛନ୍ତି। ସେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍‌ଘାଟନ କରଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାଜପାର...

ନିର୍ବାଚନ କମିଶନରଙ୍କ ଇସ୍ତଫା ଦେବା ଘଟଣା: ସାମ୍ନାକୁ ଆସିଲା ସାଂଘାତିକ ସତ

ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ। ରାଷ୍ଟ୍ରପତି ମଧ୍ୟ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ତେବେ ଇସ୍ତଫା ଦେବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଆଗକୁ ନିର୍ବାଚନ ଥିବାବେଳେ ତାଙ୍କର...

ଆସୁଛି ଭାଜପାର ଦ୍ୱିତୀୟ ଲିଷ୍ଟ, ତାଲିକାରେ ରହିଛି ଓଡିଶାରୁ ପ୍ରାର୍ଥୀଙ୍କ ନାମ!

ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାଜପାର କୋର୍‌ କମିଟି ବୈଠକ ଜାରି ରହିଛି। ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ଭାଜପା ଦ୍ୱିତୀୟ ତାଲିକା ଖୁବଶୀଘ୍ର ଆସିବାକୁ ଯାଉଛି। ଦଳ ଖୁବଶୀଘ୍ର ଦ୍ୱିତୀୟ ତାଲିକା ପ୍ରକାଶ କରିବ।...

ଲୋକ ସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ

ନୂଆଦିଲ୍ଲୀ,୯ା୩: ଲୋକ ସଭା ନିର୍ବାଚନର ଘୋଷଣା ହେବାର ସପ୍ତାହେ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ଭାରତର ନିର୍ବାଚନ ଆୟୋଗ...

ନୂଆ ଅବକାରୀ ନୀତିକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର, ବର୍ଷକୁ ୧୦ ହଜାର କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ

ନୂଆଦିଲ୍ଲୀ,୯ା୩: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ନୂତନ ଅବକାରୀ ନୀତିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏହି ନୂଆ ନୀତିର ଉଦେଶ୍ୟ ହେଉଛି ମଦ ବିକ୍ରୟରୁ ୧୦,୦୦୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରିବା। ଶନିବାର ବସିଥିବା କ୍ୟାବିନେଟ ବୈଠକରେ...

ICAIର ବଡ଼ ଘୋଷଣା! ଏବେ ବର୍ଷକୁ ଦୁଇଥର ନୁହେଁ ତିନି ଥର ଦେଇପାରିବେ CA ପରୀକ୍ଷା, ଜାଣନ୍ତୁ ସବିଶେଷ

ନୂଆଦିଲ୍ଲୀ,୯।୩: ଚାଚାର୍ଡ ଆକାଉଣ୍ଟାଣ୍ଟ(ସିଏ) ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ଶୁକ୍ରବାର ସିଏର ଫାଉଣ୍ଡେସନ ଏବଂ ଇଣ୍ଟରମିଡିଏଟ୍‌ ପରୀକ୍ଷାକୁ ନେଇ ଏକ ବଡ଼ ଘୋଷଣା...

କେବଳ ଭାଜପାର ନୁହେଁ, ପୁରା ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦି: ଫାରୁକ୍‌ ଅବଦୁଲ୍ଲା

ନୂଆଦିଲ୍ଲୀ,୯।୩: ୨୦୨୪ ଲୋକ ସଭା ନିର୍ବାଚନ ସହ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ଏହାକୁ ନେଇ ନିର୍ବାଚନ ଆୟୋଗଙ୍କ ଏକ ଟିମ୍‌ ଜମ୍ମୁ କଶ୍ମୀରରେ ପହଞ୍ଚିଥିଲେ। ଏହି ସମୟରେ ଜମ୍ମୁ କଶ୍ମୀରର ପୂର୍ବତନ...

ଏନ୍‌ଡିଏରେ ମିଶିଲା ଟିଡିପି

ନୂଆଦିଲ୍ଲୀ,୯ା୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ନିଜର ପୁରୁଣା ସହଯୋଗୀଙ୍କୁ ଏନ୍‌ଡିଏରେ ଯୋଡ଼ିବାକୁ ଚେଷ୍ଟା ଆରମ୍ଭ କରିଛି। ନୀତୀଶ କୁମାରଙ୍କ ଜେଡିୟୁ ପରେ ଭାଜପା ଓଡ଼ିଶାରେ ବିଜେଡି ସହ ଆଲୋଚନା କରୁଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର...

ଆସାମ ଚା’ ବଗିଚା ବୁଲିଲେ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଗସ୍ତ କରିଛନ୍ତି। ଏହି ସମୟରେ ସେ ଆସାମର ବିଶ୍ୱ ପ୍ରସିଦ୍ଧ ଚା’ ବଗିଚା ପରିଦର୍ଶନ କରି ଚା’ ଶ୍ରମିକମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। Assam is known for its...

ଲାଲୁଙ୍କୁ ଶାହା ଦେଲେ ଏମିତି ଚେତାବନୀ

ପାଟନା,୯ା୩: ବିହାରରେ ନୂଆ ଏନ୍‌ଡିଏ ସରକାର ଗଠନ ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚିଛନ୍ତି। ଶନିବାର ପାଟନା ନିକଟ ପାଲିଗଞ୍ଜରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଶାହା କହିଛନ୍ତି, ମୁଁ...

ନିର୍ବାଚନ ପୂର୍ବରୁ ଝଟ୍‌କା: ଭାଜପାରେ ସାମିଲ ହେଲେ କଂଗ୍ରେସର ବରିଷ୍ଠ ନେତା

ଭୋପାଳ,୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ ଶନିବାର ଭାଜପାରେ ସାମିଲ ହୋଇଛନ୍ତି। ସକାଳ ୯ଟାରେ ସେ ଅନ୍ୟ କଂଗ୍ରେସ ନେତାଙ୍କ...

ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସିଖବର, ଏବେ ହେବ ୫ କାର୍ଯ୍ୟଦିବସ, ବଢ଼ିବ ଏତିକି ଦରମା..

ନୂଆଦିଲ୍ଲୀ,୯।୩: ଲୋକ ସଭା ନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ଲାଗୁଛି ସେତିକି ସମସ୍ତ ସରକାରୀ କର୍ମଚାରୀଙ୍କ ଆଶା ପୂରଣ ହେବା ପରି ମନେ ହେଉଛି। ଏହି କ୍ରମରେ ଏବେ ସରକାରୀ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri