ଜାତୀୟ

ନମାଜ ପଢ଼ୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଫିସର ନିଲମ୍ବିତ

ନୂଆଦିଲ୍ଲୀ,୯।୩: ଉତ୍ତର ଦିଲ୍ଲୀର ଇନ୍ଦରଲୋକ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା କେତେକ ଲୋକଙ୍କୁ ଗୋଇଠା ମାରିଥିବା ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ନିଲମ୍ବନ କରିଛି। ଅପରାହ୍ନ ୨ଟା ସମୟରେ ଇନ୍ଦରଲୋକ ମେଟ୍ରୋ ଷ୍ଟେଶନ ନିକଟରେ ଲୋକମାନେ ‘ଜୁମେ କି...

କଂଗ୍ରେସକୁ ଆଇଟି ଟ୍ରିବ୍ୟୁନାଲ ଝଟକା

ନୂଆଦିଲ୍ଲୀ,୯।୩: କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଉପରେ ଆୟକର (ଆଇଟି) ବିଭାଗର କାର୍ଯ୍ୟାନୁଷ୍ଠାନ ବନ୍ଦ ଲାଗି ଦଳ ପକ୍ଷରୁ କରାଯାଇଥିବା ଆବେଦନକୁ ଆୟକର ଆପିଲେଟ୍‌ ଟ୍ରିବ୍ୟୁନାଲ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି।...

ଅମିତାଭ ଘୋଷଙ୍କୁ ଇରାସ୍ମସ୍‌ ପ୍ରାଇଜ୍‌

କୋଟା,୯।୩: ଜଳବାୟୁ ପରିବର୍ତ୍ତନ ଉପରେ ଲେଖୁଥିବା ଖ୍ୟାତନାମା ଲେଖକ ଅମିତାଭ ଘୋଷଙ୍କୁ ଚଳିତ ବର୍ଷ ନିମନ୍ତେ ସମ୍ମାନଜନକ ଇରାସ୍ମସ୍‌ ପୁରସ୍କାର ପ୍ରଦାନ କରାଯାଇଛି। ‘ଇମାଜିନିଂ ଦ ଅନ୍‌ଥିଙ୍କେବଲ୍‌’ ଶୀର୍ଷକ ପ୍ରସଙ୍ଗରେ ତାଙ୍କ ଉତ୍ସର୍ଗୀକୃତ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଥିବା...

ଭାଜପା, ଟିଡିପି, ଜନସେନା ଆସନ ବୁଝାମଣା ଚୂଡ଼ାନ୍ତ

ନୂଆଦିଲ୍ଲୀ,୯ା୩: ଆନ୍ଧ୍ର ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଏବଂ ଅଭିନେତାରୁ ରାଜନେତା ସାଜିଥିବା ପବନ କଲ୍ୟାଣଙ୍କ ଜନସେନା ସହ ଭାଜପା ମେଣ୍ଟ କରିବ। ଏନେଇ ଶୁକ୍ରବାର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା...

ମୋରବିରେ ପୁଣି ଏକ ଦୁର୍ଘଟଣା, ଖସିଲା ନବ ନିର୍ମିତ ମେଡିକାଲ କଲେଜ ସ୍ଲାବ

ମୋରବି,୯।୩: ଗୁଜୁରାଟର ମୋରବିରେର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ନିର୍ମାଣାଧୀନ ମେଡିକାଲ କଲେଜ ବିଲ୍ଡିଂର ଏକ ଅଂଶ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୫ଜଣ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ...

କାହାର କଟିଲା ଟିକେଟ୍‌, କାହାର ବଦଳିଲା ସିଟ୍‌, ଚମକାଇଦେବ କଂଗ୍ରେସର ପ୍ରଥମ ଲିଷ୍ଟ

ନୂଆଦିଲ୍ଲୀ,୮।୩: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ପ୍ରଥମ ତାଲିକାରେ ମୋଟ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରଥମ ତାଲିକାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଶଶି ଥରୁର,...

‘ଲୋକ ସଭା ନିର୍ବାଚନରେ ୩୭୦ରୁ ଅଧିକ ଆସନରେ ଜିତିବ ଭାଜପା’

ନୂଆଦିଲ୍ଲୀ,୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ପଦ୍ମ ବିଭୂଷଣ ତୁଳସୀ ପୀଠାଧୀଶ୍ୱର ସ୍ବାମୀ ରାମଭଦ୍ରାଚାର୍ଯ୍ୟ ମହାରାଜ ବଡ଼ ଭବିଷ୍ୟବାଣୀ କରିଛନ୍ତି। ନିର୍ବାଚନରେ ଭାଜପା ୩୭୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶ ମେହରରେ ମା’...

ଓ୍ବାୟନାଡରେ ରାହୁଲଙ୍କୁ ମୁକାବିଲା କରିବେ ଏହି ପାଓ୍ବରଫୁଲ ମହିଳା

ନୂଆଦିଲ୍ଲୀ,୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକାରେ କଂଗ୍ରେସ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କେରଳର ୱାୟାନାଡରୁ ନିର୍ବାଚନ ଲଢୁଥିବାବେଳେ କଂଗ୍ରେସ ନେତା ଶଶି ଥରୁର କେରଳର...

ରୁଷିଆରେ ଚାକିରି ମିଳିବ କହି ଭାରତୀୟଙ୍କୁ ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ିବାକୁ କରାଯାଉଛି ବାଧ୍ୟ !

ନୂଆଦିଲ୍ଲୀ,୮।୩: ବିଦେଶରେ ଚାକିରି କରାଇବାର ଆଶା ରଖିଥିବା ଭାରତୀୟ ଯୁବକଙ୍କୁ ପ୍ରଲୋଭନ ଦେଖାଇ ଭିନ୍ନ ଧରଣର ଠକେଇ କରାଯାଉଛି। ନିଯୁକ୍ତି ନାମରେ ଯୁବକଙ୍କୁ ରୁଷିଆ ନିଆଯାଇ ସେଠାରେ ୟୁକ୍ରେନ୍‌ ସହ ଯୁଦ୍ଧ ଲଢ଼ିବାକୁ କୁହାଯାଉଛି। ଏଭଳି ଅନେକ ମାମଲା ଆସିବା...

Electoral Bonds ସହ ଜଡିତ ତଥ୍ୟକୁ SBI କଲା ଡିଲିଟ୍‌

ନୂଆଦିଲ୍ଲୀ,୮।୩: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ନିଜ ୱେବସାଇଟରୁ ନିର୍ବାଚନ ବଣ୍ଡ ସହ ଜଡିତ ସୂଚନାଗୁଡ଼ିକୁ ହଟାଇ ଦେଇଛି। ବ୍ୟାଙ୍କ ଏସବୁ ଏପରି ସମୟରେ କରିଛିି ଯେତେବେଳେ ନିର୍ବାଚନ ବଣ୍ଡର ତଥ୍ୟ ଦାଖଲ କରିବାକୁ କୋର୍ଟକୁ ଜୁନ ୩୦...

ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା: ଶିବକୁମାର କିମ୍ବା ରେଭନ୍ଥ ଭଳି ନେତା ଥିଲେ

ଭୁବନେଶ୍ୱର,୮।୩: ଆସନ୍ତା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଓଡ଼ିଶାରେ ରାଜନୀତି ରୋଚକ ସ୍ତରରେ । ଚାରିଆଡ଼େ ଆଲୋଚନା ହେଉଛି ଏଠାରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ। ସେଥିପାଇଁ ଉଭୟ ଦଳର ଆଶାୟୀ ଆଶଙ୍କାରେ। ଦୀର୍ଘବର୍ଷ...

କଂଗ୍ରେସର ପ୍ରଥମ ତାଲିକା ଜାରି: ୧୨ ପ୍ରାର୍ଥୀ ୫୦ ବର୍ଷରୁ କମ୍‌, ତାଲିକାରେ ମୁସଲମାନ ସହିତ ଏହି ସମ୍ପ୍ରଦାୟ

ନୂଆଦିଲ୍ଲୀ,୮।୩: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। କଂଗ୍ରେସର ପ୍ରଥମ ତାଲିକାରେ ୧୨ ଜଣ ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ କମ ହୋଇଥିବାବେଳେ ୨୪ ଜଣ ପ୍ରାର୍ଥୀ ଅନୁସୂଚିତ ଜାତି-ଜନଜାତି, ପଛୁଆ ବର୍ଗ ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri