ଜାତୀୟ

ସୋରେନ୍‌ଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା: ପ୍ରମାଣ ଭାବେ ଫ୍ରିଜ୍‌, ଟିଭି ରସିଦ ଉପସ୍ଥାପନ କଲା ଇଡି

ନୂଆଦିଲ୍ଲୀ/ରାଞ୍ଚତ୍,୭ା୪ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ୩୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଜମିକୁ ବେଆଇନ ଭାବେ ୮.୮୬ କୋଟି ଟଙ୍କାରେ କିଣିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିଯୋଗ ଆଣିଥିବାବେଳେ ଏହାର ପ୍ରମାଣ ସ୍ବରୂପ ଫ୍ରିଜ୍‌ ଏବଂ...

ପୁଅଙ୍କ ଟିକେଟ କଟିବା ପରେ ଆଶ୍ଚର୍ଯ୍ୟ ହୋଇ ନ ଥିଲେ ମା’ ମାନେକା

ନୂଆଦିଲ୍ଲୀ,୭।୪: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସେପଟେ ଉତ୍ତରପ୍ରଦେଶର ସୁଲତାନପୁରଏମପି ମାନେକା ଗାନ୍ଧୀ ତାଙ୍କ ପୁଅର ଟିକେଟ ବାତିଲ ଏବଂ ପିଲଭିତରୁ ଏମପି ରହିଥିବା ବରୁଣ ଗାନ୍ଧୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।...

ସୁବିଧା ପୋର୍ଟାଲରେ ପ୍ରଚାର ପାଇଁ ମିଳିଲା ୭୩ ହଜାର ଆବେଦନ

ନୂଆଦିଲ୍ଲୀ,୭।୪: ରବିବାର ନିର୍ବାଚନ କମିଶନ କହିଛନ୍ତି ଯେ ଲୋକ ସଭା ନିର୍ବାଚନ ଘୋଷଣା ହେବା ପରଠାରୁ ବିଭିନ୍ନ ଅଭିଯାନ କାର୍ଯ୍ୟକଳାପ ପାଇଁ ଅନୁମତି ପାଇବାକୁ ଏହାର ସୁବିଧା ପୋର୍ଟାଲରେ ୭୩ ହଜାରରୁ ଅଧିକ ଆବେଦନ ଗ୍ରହଣ କରାଯାଇଥିଲା। ଦଳ ଏବଂ...

ମୋଦିଙ୍କ ପାଦ ଛୁଇଁଲେ ନୀତୀଶ: ଭିଡିଓ ଭାଇରାଲ

ନବାଦା,୭।୪: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ରବିବାର ନବାଦାରେ ଏକ ନିର୍ବାଚନ ରାଲିରେ ଦେଇଥିବା ଭାଷଣ ଅନେକ ଦିଗରୁ ଆଲୋଚନାର ବିଷୟ ପାଲଟିଛି। ୨୫ ମିନିଟର ସମ୍ବୋଧନରେ ସେ ମଜାଳିଆ ଢଙ୍ଗରେ ବି କହିଛନ୍ତି, ଏହାସହ ସେ ମଞ୍ଚରେ ବସିଥିବା...

କେଜ୍‌ରିଓ୍ବାଲଙ୍କ ଗିରଫଦାରିକୁ ନେଇ ବିଦେଶରେ ଉଠିଲା ପ୍ରତିବାଦର ସ୍ବର

ନୂଆଦିଲ୍ଲୀ,୮ା୪:ଦିଲ୍ଲୀ ଅବକାରୀ ନୀତି ସହ ସମ୍ପୃକ୍ତ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫ ପ୍ରତିବାଦରେ ରବିବାର ଦେଶବ୍ୟାପୀ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ଓ କର୍ମୀମାନେ ସାମୂହିକ ଅନଶନ କରିଛନ୍ତି। ଏପରିକି ଦେଶ ବାହାରେ ଥିବା କେଜ୍‌ରିଓ୍ବାଲଙ୍କ...

ଘଡ଼ଘଡ଼ି ସହ କୁଆପଥର ବର୍ଷା

ପାଟଣା,୭ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ରବିବାର ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଛି। ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ଗଛ ଉପୁଡ଼ିବା ସହ ଡୁମୁରିଆ ପଞ୍ଚାୟତ ରୋହଣୀ ଦୁମା ଗ୍ରାମରେ ବ୍ୟାପକ...

ଶାସନ କ୍ଷମତା ହାତକୁ ଆସିଲେ ଶସ୍ତାରେ ମିଳିବ ଭଲ ମଦ, ନେତାଜୀଙ୍କ ନିର୍ବାଚନୀ ଘୋଷଣାପତ୍ର

ଅମରାବତି,୭।୪: ନିର୍ବାଚନରେ ଭୋଟ ବଦଳରେ ମଦ ବଣ୍ଟନ ବିଷୟରେ ଅନେକ ଖବର ଶୁଣିଛେ ଏବଂ ଏହା ମଧ୍ୟ ଦେଖାଯାଇଛି, କିନ୍ତୁ ଯଦି କୌଣସି ଦଳ ମଦକୁ ନିର୍ବାଚନ ପ୍ରସଙ୍ଗ କରନ୍ତି ତେବେ କ’ଣ ହେବ? ଯଦି କୌଣସି ରାଜନୈତିକ ଦଳ...

ଏସପିକୁ ରିଜେକ୍ସନର ଇଞ୍ଜେକସନ ଲଗାଅ, ମେରଠରେ କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି

ମେରଠ,୭।୪: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପ୍ରଚାରରେ ସମ୍ପୂର୍ଣ୍ଣ ସକ୍ରିୟ ଅଛି। ଏହି କ୍ରମରେ ଭାଜପା ଏମପି ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମେରଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ପାଇଁ...

ମୋଦିଙ୍କ ରୋଡ ଶୋ’ରେ ଦଳାଚକଟା

ଜବଲପୁର,୭।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ରବିବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଇ ସେଠାରେ ଏକ ରୋଡ ଶୋ କରିଥିଲେ। ସୋସିଆଲ ମିଡିଆରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ଆଜି ଜବଲପୁରରେ ରୋଡ...

ରିଲିଫ କ୍ୟାମ୍ପ୍‌ରୁ ଭୋଟ ଦେବେ ୨୪ ହଜାର ବିସ୍ଥାପିତ

ଇମ୍ଫାଲ,୭ା୪: ମଣିପୁର ହିଂସାର ୧୧ ମାସ ପରେ ମଧ୍ୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇ ବିଭିନ୍ନ ରିଲିଫ କ୍ୟାମ୍ପ୍‌ରେ ମୁଣ୍ଡ ଗୁଞ୍ଜିଛନ୍ତି। ମଣିପୁରରେ ଏପ୍ରିଲ ୧୯ ଏବଂ ୨୬ ତାରିଖ ୨ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ...

ନିର୍ବାଚନ ପ୍ରଚାର ବେଳେ ବେହୋସ ହେଲେ କାଜଲ, ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୭।୪: ଦେଶରେ ୨୦୨୪ଲୋକ ସଭା ନିର୍ବାଚନର ବିଗୁଲ ବାଜିବା ସହିତ ସମସ୍ତ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଗୋରଖପୁରରୁ ଯେଉଁଠାରେ ଏମପି ରବିକିଶନଙ୍କୁ ଭାଜପା ପୁଣି ଟିକେଟ ଦେଇଛି। ରବିକିଶନ ମଧ୍ୟ ପ୍ରଚାର ଆରମ୍ଭ କରିଥିବାବେଳେ ମିଳିତ...

ଟିଏମସି ଚାହୁଁଛି ପଶ୍ଚିମ ବଙ୍ଗରେ ଭ୍ରଷ୍ଟାଚାର-ହିଂସାର ଲାଇସେନ୍ସ: ମୋଦି

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଟିଏମସି ପଶ୍ଚିମବଙ୍ଗରେ ଦୁର୍ନୀତି ଏବଂ ହିଂସାକୁ ଖୋଲା ଲାଇସେନ୍ସ ଦେଇଛି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri