ଜାତୀୟ

ରିଲିଫ କ୍ୟାମ୍ପ୍‌ରୁ ଭୋଟ ଦେବେ ୨୪ ହଜାର ବିସ୍ଥାପିତ

ଇମ୍ଫାଲ,୭ା୪: ମଣିପୁର ହିଂସାର ୧୧ ମାସ ପରେ ମଧ୍ୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇ ବିଭିନ୍ନ ରିଲିଫ କ୍ୟାମ୍ପ୍‌ରେ ମୁଣ୍ଡ ଗୁଞ୍ଜିଛନ୍ତି। ମଣିପୁରରେ ଏପ୍ରିଲ ୧୯ ଏବଂ ୨୬ ତାରିଖ ୨ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ...

ନିର୍ବାଚନ ପ୍ରଚାର ବେଳେ ବେହୋସ ହେଲେ କାଜଲ, ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୭।୪: ଦେଶରେ ୨୦୨୪ଲୋକ ସଭା ନିର୍ବାଚନର ବିଗୁଲ ବାଜିବା ସହିତ ସମସ୍ତ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଗୋରଖପୁରରୁ ଯେଉଁଠାରେ ଏମପି ରବିକିଶନଙ୍କୁ ଭାଜପା ପୁଣି ଟିକେଟ ଦେଇଛି। ରବିକିଶନ ମଧ୍ୟ ପ୍ରଚାର ଆରମ୍ଭ କରିଥିବାବେଳେ ମିଳିତ...

ଟିଏମସି ଚାହୁଁଛି ପଶ୍ଚିମ ବଙ୍ଗରେ ଭ୍ରଷ୍ଟାଚାର-ହିଂସାର ଲାଇସେନ୍ସ: ମୋଦି

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଟିଏମସି ପଶ୍ଚିମବଙ୍ଗରେ ଦୁର୍ନୀତି ଏବଂ ହିଂସାକୁ ଖୋଲା ଲାଇସେନ୍ସ ଦେଇଛି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି...

ଆଲେକ୍ସା ବ୍ୟବହାର କରି ଭଉଣୀ ଜୀବନ ବଞ୍ଚାଇଥିବା ଝିଅଙ୍କୁ ଚାକିରି ଅଫର୍‌ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୭।୩: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରାୟତଃ ସକ୍ରିୟ ଥାନ୍ତି। ସେ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟ ଷେୟାର୍‌ କରନ୍ତି ଏବଂ ଲୋକଙ୍କ ସହିତ ମଧ୍ୟ ଯୋଡି ହୋଇ ରୁହନ୍ତି। କେବଳ...

ରାହୁଲଙ୍କୁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ, ବ୍ରେକ ନେଇଯାଆନ୍ତୁ

ନୂଆଦିଲ୍ଲୀ,୭।୪: ଲୋକ ସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟର ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇତିମଧ୍ୟରେ ସେ ଦାବି କରିଛନ୍ତି କି ଭାଜପା ଦକ୍ଷିଣ...

ମୋଦି ନା ଭାଜପା କିଏ ବଡ, ବାଂସୁରୀ ଦେଲେ ଏମିତି ଉତ୍ତର

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ପରସ୍ପର ସହ ସମକକ୍ଷ କାରଣ ଦଳ ପଦ୍ମର ପ୍ରତୀକ ଉପରେ ଲଢୁଛି ଏବଂ ‘ମୋଦି ଜୀ ହେଉଛି ପଦ୍ମର ଫୁଲ’। ନୂଆଦିଲ୍ଲୀ ଆସନରୁ ଦଳର ଲୋକ ସଭା ପ୍ରାର୍ଥୀ ତଥା ପୂର୍ବତନ...

ପ୍ରେମାନନ୍ଦ ମହାରାଜଙ୍କ ଶରଣ ପଶିଲେ ହେମାମାଳିନୀ

ନୂଆଦିଲ୍ଲୀ,୭।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶର ପ୍ରାର୍ଥୀମାନେ ଭୋଟ ଭିକ୍ଷା କରୁଛନ୍ତି। ସେହି କ୍ରମରେ ଭାଜପା ପକ୍ଷରୁ ମଥୁରାରୁ ପ୍ରାର୍ଥୀ ହୋଇଥିବା ହେମାମାଳିନୀ ଆଶୀର୍ବାଦ ପାଇବା ପାଇଁ ବୃନ୍ଦାବନସ୍ଥିତ ପ୍ରେମାନନ୍ଦ ଜୀ ମହାରାଜଙ୍କ ଆଶ୍ରମରେ ପହଞ୍ଚିଥିଲେ। ଏହି...

ଏକ କି ଦୁଇ ନୁହେଁ ୮,୭୭୪ ସିମ କାର୍ଡର ପାହାଡ, ଲୋକ ସଭା ନିର୍ବାଚନ ପୂର୍ବରୁ ହୋଇପାରେ ବଡ ଦୁର୍ନୀତିର ପର୍ଦ୍ଦାଫାସ!

ଗୋପଳଗଞ୍ଜ,୭।୪: ବିହାରର ଗୋପାଳଗଞ୍ଜରେ ଲୋକ ସଭା ନିର୍ବାଚନ ପୂର୍ବରୁ ୮ହଜାର ୭୭୪ ସିମ କାର୍ଡ ଏବଂ ନେପାଳୀ ମୁଦ୍ରା ଉଦ୍ଧାର ମାମଲାରେ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଇକୋନୋମିକ ଅଫେନ୍ସ ୟୁନିଟ (ଇଓୟୁ) ଏବଂ ବିହାର...

ଭାଜପା ଛାଡିବେ କି ବରୁଣ ଗାନ୍ଧୀ: ରାଜ୍‌ ଖୋଲିଲେ ମା’

ନୂଆଦିଲ୍ଲୀ,୭।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଅନେକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଉତ୍ତରପ୍ରଦେଶର ପିଲିବିତ ଲୋକ ସଭା ଆସନରୁ ବରୁଣ ଗାନ୍ଧୀଙ୍କ ଟିକେଟ ପ୍ରତ୍ୟାଖ୍ୟାନ କରିବା ଏଭଳି ନିଷ୍ପତ୍ତି ଥିଲା। ସେବେଠାରୁ ବରୁଣ ଗାନ୍ଧୀ ସମାଜବାଦି ପାର୍ଟି...

ରାହୁଲଙ୍କ ନିକଟରେ ଗୋଟିଏ ପରିବାରର ପୁଅ ହେବା ବ୍ୟତିତ ଅନ୍ୟ କୌଣସି ଯୋଗ୍ୟତା ନାହିଁ: ଶିବରାଜ

ନୂଆଦିଲ୍ଲୀ,୭।୪: ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୨୦୦୫ରୁ ମଧ୍ୟପ୍ରଦେଶ ରାଜନୀତିରେ ରହିଆସିଥିଲେ ମଧ୍ୟ ତାଙ୍କର ପ୍ରଭାବ ତାଙ୍କ ପୁରୁଣା ସଂସଦୀୟ ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳେ। ସେ ଯେଉଁ ଗାଁକୁ ଯାଆନ୍ତି, ସେଠାରେ ପରିବେଶ ଶିବମୟ ହୋଇଯାଏ । ମହିଳାମାନେ...

ଏଥର ନିର୍ବାଚନରେ ଭାଜପାକୁ ମିଳିବ କେତେ ଲାଭ: ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୭।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ବିରୋଧୀମାନେ କେନ୍ଦ୍ରରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ଏହି ନିର୍ବାଚନରେ ୪୦୦ ଟି ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହି ପରିପ୍ରେକ୍ଷୀରେ ଦଳ...

ଯେତେବେଳେ ନିର୍ବାଚନ ଲଢିଥିଲେ ମହାନାୟକ, ବାଲାଟ ପେପରରେ ଲିପଷ୍ଟିକର ଛାପ ଛାଡିଥିଲେ ମହିଳା

ମୁମ୍ବାଇ,୭।୪: ଭାରତର ସ୍ବାଧୀନତା ସହିତ ୧୯୫୧-୫୨ରେ ଦେଶରେ ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ନିର୍ବାଚନ ପ୍ରଚାର, ଭୋଟ ଏବଂ ଭୋଟ ଗଣନା ସହିତ ଜଡିତ ଅନେକ କାହାଣୀ ଅଛି ଯାହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri