ଜାତୀୟ

ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାର ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏନ୍‌ଆଇଏ, ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା

ବାଙ୍ଗାଲୋର,୬।୩: କର୍ନାଟକ ରାଜଧାନୀର ରାମେଶ୍ୱରମ କାଫେରେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଆକ୍ରମଣକାରୀଙ୍କ ସୂଚନା ଲାଗି ୧୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏପରିକି ସୂଚନା ଦେଉଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ତଦନ୍ତକାରୀ ସଂସ୍ଥା କହିଛନ୍ତି। ମାର୍ଚ୍ଚ...

ଭାରତୀୟ ଚିକିତ୍ସା କ୍ଷେତ୍ରରେ ବିରଳ ସଫଳତା: ୪୫ ବର୍ଷିୟ ଚିତ୍ରକାରଙ୍କ ହାତରେ ଲାଗିଲା ମହିଳାଙ୍କ ହାତ

ନୂଆଦିଲ୍ଲୀ,୬ା୩: ସାର୍ ଗଙ୍ଗା ରାମ ହସ୍ପିଟାଲରେ ଏକ ସଫଳ ଅସ୍ତ୍ରାପଚାର ହୋଇଛି। ଭାରତରେ ପ୍ରଥମ ଥର ପାଇଁ ଜଣେ ପୁରୁଷଙ୍କ ହାତରେ ମହିଳାଙ୍କ ହାତ ପ୍ରତିରୋପଣ ହୋଇଛି। ଫଳରେ ଏକ ଦୁଃଖଦ ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ଜଣେ ଚିତ୍ରକାର...

ଦିଲ୍ଲୀରେ ଆରମ୍ଭ ହେଲା ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୬ା୩: ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କ ଅଧ୍ୟକ୍ଷତାରେ ବୁଧବାର ଦଲ୍ଲୀରେ ଭାଜପାର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଉକ୍ତ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଅଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଭାଜପା ସଭାପତି ମନମୋହନ...

ଲାଲୁଙ୍କୁ ମୋଦିଙ୍କ କଡ଼ା ଟିପ୍ପଣୀ

ନୂଆଦିଲ୍ଲୀ,୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ବେଟିୟାଠାରେ ଏକ ସାଧାରଣ ସଭାରେ ବୁଧବାର ସମ୍ବୋଧିତ କରି କହିଛନ୍ତି, ଜଙ୍ଗଲ ରାଜକୁ ବିହାରକୁ ଆଣିଥିବା ପରିବାର ବିହାରର ଯୁବକମାନଙ୍କର ସବୁଠାରୁ ବଡ଼ ଅପରାଧୀ। ଜଙ୍ଗଲ ରାଜର ଦାୟୀ ପରିବାର ବିହାରର ଲକ୍ଷ...

ପୂର୍ବତନ ବାହୁବଳୀ ଏମ୍‌ପିଙ୍କୁ ୭ ବର୍ଷ ଜେଲ୍‌: ଲଢିପାରିବେନି ନିର୍ବାଚନ

ନୂଆଦିଲ୍ଲୀ,୬।୩: ଚାରି ବର୍ଷ ପୂର୍ବେ ନମାମି ଗଙ୍ଗେ ପ୍ରୋଜେକ୍ଟ ମ୍ୟାନେଜର ଅଭିନାଭ ସିଙ୍ଗଲଙ୍କୁ ଅପହରଣ କରିନେଇଥିବା ଅଭିଯୋଗରେ ପୂର୍ବତନ ବାହୁବଳୀ ଏମ୍‌ପି ଧନଞ୍ଜୟ ସିଂଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ୫୦ ହଜାର ଟଙ୍କା ଜୋରିମନା କରାଯାଇଛି।...

୭ ଜଣ ଭାଜପା ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ହାଇକୋର୍ଟ ୭ ଜଣ ଭାଜପା ବିଧାୟକଙ୍କୁ ଦିଲ୍ଲୀ ବିଧାନସଭାରୁ ନିଲମ୍ବନ ରଦ୍ଦ କରିଛନ୍ତି। ନିଲମ୍ବିତ ବିଧାୟକ ସେମାନଙ୍କ ନିଲମ୍ବନ ରଦ୍ଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଫେବୃଆରୀ ୧୫ରେ ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନରେ ଲେଫ୍ଟନାଣ୍ଟ ଗଭର୍ନର ବିନୟ...

୧୫ବର୍ଷ ପରେ ପୁଣି ମେଣ୍ଟ! ସେତେବେଳେ ଏମିତି ହୋଇଥିଲା ମେଣ୍ଟ ସରକାର

ଭୁବନେଶ୍ୱର,୬।୩: ପୁଣି ହେବ BJD-BJP ମେଣ୍ଟ! ଏକାଠି ନିର୍ବାଚନ ଲଢିବେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି। ଯଦିଓ ୩ଦିନ ତଳେ ଉଭୟ ଭାଜପା ଓ ବିଜେଡି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ। ମାତ୍ର...

ଶେଖ ଶାଜହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ମମତା ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କୋଲକତା,୬।୩: ଟିଏମସି ନେତା ଶାଜହାନ ଶେଖଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇଡି ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଶାଜହାନ ଗିରଫ ହୋଇଛନ୍ତି। ପଶ୍ଚିମବଙ୍ଗ ସିଆଇଡି ଘଟଣାର ତଦନ୍ତ କରୁଛି।...

ବଢିଲା ସୁନା ଦର: ୧୦ ଗ୍ରାମ ପିଛା ରହିଛି…

ନୂଆଦିଲ୍ଲୀ,୬।୩: ବିଶ୍ୱ ବଜାରରେ ସୁନା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇଛି। ଏହା ସହିତ ସୁନା ୧୦ ଗ୍ରାମ ପିଛା ୬୫,୦୦୦ ଟଙ୍କାରେ ପହଞ୍ଚିଛି। ଏହା ସୁନାର ଏକ ନୂତନ ରେକର୍ଡ ସ୍ତର। ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦...

ଭାରତ ଏବେ ଶକ୍ତିଶାଳୀ, ସମଗ୍ର ବିଶ୍ୱ ଏହାକୁ ସ୍ବୀକାର କରୁଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୨: ଭାରତୀୟ ଅର୍ଥନୀତି ଉପରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ସମଗ୍ର ବିଶ୍ୱ ବର୍ତ୍ତମାନ ଭାରତକୁ ଚିହ୍ନୁଛି। ଏକ ଶକ୍ତିଶାଳୀ ଅର୍ଥନୀତିରେ ଭାରତ ଉନ୍ନତି କରୁଛି। । ଆମେ ଏହା...

ଜୟଲଳିତାଙ୍କ ଆଭୂଷଣ ହସ୍ତାନ୍ତର ନେଇ କର୍ନାଟକ ହାଇକୋର୍ଟଙ୍କ ବଡ ରାୟ

କର୍ନାଟକ,୬।୩: କର୍ନାଟକ ହାଇକୋର୍ଟଙ୍କ ଗୁରତ୍ୱପୂର୍ଣ୍ଣ ରାୟ । ତାମିଲନାଡୁର ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଆଭୂଷଣ ହସ୍ତାନ୍ତର ନେଇ ମଙ୍ଗଳବାର କୋର୍ଟ ବଡ ରାୟ ଶୁଣାଇଛନ୍ତି । ଅଳଙ୍କାରକୁ ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର କରିବା ଉପରେ କୋର୍ଟ ଲଗାଇଛନ୍ତି ରୋକ...

ପଶ୍ଚିମବଙ୍ଗରେ ଲାଗିବ କି ରାଷ୍ଟ୍ରପତି ଶାସନ: ରିପୋର୍ଟ ଦାଖଲ

କୋଲକତା,୬।୩: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାର ସନ୍ଦେଶଖାଲିରେ ଘଟିଥିବା ହିଂସା ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରାଯାଇଛି। ଏହି ରିପୋର୍ଟରେ ପଶ୍ଚିମବଙ୍ଗର ଅବସ୍ଥା ସମ୍ପର୍କରେ ଜାତୀୟ ମହିଳା ଆୟୋଗ ରାଷ୍ଟ୍ରପତି ନିୟମ ଲାଗୁ କରିବାକୁ ପରାମର୍ଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri