ଜାତୀୟ

୭ରେ ଯନ୍ତରମନ୍ତରରେ ଅନଶନ କରିବେ ଆପ୍‌ ନେତା

ନୂଆଦିଲ୍ଲୀ,୪ା୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରି ପ୍ରତିବାଦରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତାମାନେ ଏପ୍ରିଲ ୭ରେ ଯନ୍ତରମନ୍ତରରେ ଅନଶନ କରିବେ। ଦିଲ୍ଲୀ ଆପ୍‌ ଆବାହକ ଗୋପାଳ ରାଏ ବୁଧବାର ଏହି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀକୁ ସମ୍ବୋଧିତ...

ସଙ୍କଟରେ ଚିରାଗ ପାଶ୍ୱାନ, ଦଳ ଛାଡ଼ିଲେ ୨୨ ନେତା

ନୂଆଦିଲ୍ଲୀ,୪।୪: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନଙ୍କୁ ଲାଗିଛି ସାଂଘାତିକ ଝଟକା। ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଏକାଥରେ ଦଳର ପ୍ରାୟ...

ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବି ନାହିଁ, ଏମିତି କହି ଦଳରୁ ଇସ୍ତଫା ଦେଲେ ବରିଷ୍ଠ ନେତା

ନୂଆଦିଲ୍ଲୀ,୪।୪: କଂଗ୍ରେସକୁ ଗୁରୁବାର ଏକ ବଡ ଝଟ୍‌କା ଲାଗିଛି। ଗୌରବ ବହ୍ଲବ ଦଳରୁ ଇସ୍ତଫା ଦେଇଛନ୍ତି। ମୁଁ ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବି ନାହିଁ। ଦଳରେ ରହିବା କଷ୍ଟସାଧ୍ୟ କହି ଦଳରୁ ଇସ୍ତଫା ପତ୍ର ହାଇକମାଣ୍ଡକୁ ପଠାଇଦେଇଛନ୍ତି। କଂଗ୍ରେସ ସଭାପତି...

ଝିଅଙ୍କ ପାଠପଢ଼ାରେ କେନ୍ଦ୍ର କଣ୍ଟା

ଭୁବନେଶ୍ୱର,୪ା୪(ଅନିଲ ଦାସ)‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଲୋଗାନ ଦେଉଥିବା କେନ୍ଦ୍ର ସରକାର ଝିଅଙ୍କ ପାଠପଢ଼ାରେ କଣ୍ଟା ସାଜିଛନ୍ତି। ଏକକ କନ୍ୟାସନ୍ତାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟରେ ଆଉ ନାମଲେଖା ପାଇଁ ସ୍ବତନ୍ତ୍ର ସୁବିଧା ମିଳିବ ନାହିଁ। କେନ୍ଦ୍ରୀୟ...

ବିଶ୍ଵବ୍ୟାପୀ ହ୍ୱାଟସ୍ ଆପ୍, ଇନଷ୍ଟାଗ୍ରାମ୍ ଡାଉନ୍

ନୂଆଦିଲ୍ଲୀ,୩।୪: ବିଶ୍ଵବ୍ୟାପୀ ହ୍ୱାଟସ୍ ଆପ୍, ଇନଷ୍ଟାଗ୍ରାମ୍ ଡାଉନ୍। ବୁଧବାର ବିଳମ୍ବିତ ରାତିରେ ବିଶ୍ଵବ୍ୟାପୀ ୟୁଜରମାନେ ହ୍ୱାଟସ୍ ଆପ୍ ମେସେଜ ପଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲା ବେଳେ ଇନଷ୍ଟାଗ୍ରାମରେ ଫିଡ୍ ଅପଡେଟ କରି ପାରୁ ନାହାନ୍ତି। ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଆଉଟେଜ୍...

ଶାନ୍ତିପୂର୍ଣ୍ଣ ଏବଂ ପ୍ରଲୋଭନମୁକ୍ତ ସାଧାରଣ ନିର୍ବାଚନ ୨୦୨୪ ସୁନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩।୪: ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଓ ପ୍ରଲୋଭନମୁକ୍ତ ନିର୍ବାଚନ ପାଇଁ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସୀମାରେ ଆଇନ ଶୃଙ୍ଖଳା ପରିସ୍ଥିତି, ବେଆଇନ କାର୍ଯ୍ୟକଳାପ ରୋକିବା ଏବଂ ଏହା ଉପରେ କଡ଼ା ନଜର ରଖିବା...

ରାହୁଲଙ୍କ ପାଖରେ ଅଛି ନଗଦ ମାତ୍ର ୫୫ ହଜାର ଟଙ୍କା! ଶେୟାର ବଜାରରେ କୋଟି କୋଟି ନିବେଶ; ଜାଣନ୍ତୁ ମୋଟ ସମ୍ପତ୍ତି କେତେ…

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ଓ୍ବାୟନାଡ଼ ଲୋକ ସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ରାହୁଲ ଦେଇଥିବା ଆଫିଡେଭିଟ୍‌ ଅନୁଯାୟୀ ତାଙ୍କ ପାଖରେ ଏବେ ମାତ୍ର ୫୫ହଜାର ଟଙ୍କା ନଗଦ ଟଙ୍କା ରହିଛି।...

ଜେଲ୍‌ରୁ ବାହାରିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୩ା୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲ୍‌ରେ ୬ ମାସ ରହିବା ପରେ ବରିଷ୍ଠ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ବୁଧବାର ଜେଲ୍‌ରୁ ବାହାରିଛନ୍ତି। ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କୁ...

ଆଇଫୋନ୍, ଆଇପ୍ୟାଡ୍, ମ୍ୟାକବୁକ ୟୁଜରଙ୍କ ପାଇଁ ଚେତାବନୀ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ କମ୍ପ୍ୟୁଟର ଏମର୍‌ଜେନ୍ସି ରେସ୍‌ପନ୍ସ ଟିମ୍‌ (CERT-In) ର କେନ୍ଦ୍ର ସୁରକ୍ଷା ପରାମର୍ଶଦାତା ଆପଲ୍‌ର ଆଇଫୋନ, ମ୍ୟାକବୁକ, ଆଇପ୍ୟାଡ ଏବଂ ଭିଜନ ପ୍ରୋ ହେଡସେଟ ବ୍ୟବହାରକାରୀଙ୍କ ପାଇଁ ଏକ ବିପଦପୂର୍ଣ୍ଣ ଚେତାବନୀ ଜାରି କରିଛି। ଏହା ସହିତ ବିଭିନ୍ନ...

କୋର୍ଟରେ ASG ଙ୍କ ବଡ଼ ଘୋଷଣା, ଏଏପିର ସମ୍ପତ୍ତି ଜବତ କରିବ ଇଡ଼ି

ନୂଆଦିଲ୍ଲୀ,୩।୪: ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍‌କା। କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ କରିବା ପରେ ଏବେ ଆମ ଆଦମୀ ପାର୍ଟିର ସମ୍ପତ୍ତିକୁ ଜବତ କରିବାକୁ ଯାଉଛି ଇଡି। ଅବକାରୀ ଦୂର୍ନୀତି ମାମଲାରେ ଦୁଇ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

୨୦୨୪ରେ ୭.୫% ରହିବ ଭାରତର ଜିଡିପି, ନିର୍ବାଚନୀ ବର୍ଷରେ ବଡ଼ ଆକଳନ କଲା ବିଶ୍ବବ୍ୟାଙ୍କ

ନୂଆଦିଲ୍ଲୀ,୩।୪: ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଆକଳନ କରିଛି ବିଶ୍ବବ୍ୟାଙ୍କ। ୨୦୨୪ରେ ଭାରତୀୟ ଅର୍ଥନୀତି ୭.୫% ହାରରେ ଅଭିବୃଦ୍ଧି କରିବ ବୋଲି ବିଶ୍ବବ୍ୟାଙ୍କ କହିଛି। ପୂର୍ବରୁ ଭାରତର ଅଭିବୃଦ୍ଧି ହାର ୬.୩% ଆକଳନ କରିଥିବା ବେଳେ ଏବେ ସଦ୍ୟ...

ହାତ ଛାଡି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ

ନୂଆଦିଲ୍ଲୀ,୩।୪: ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟ୍‌କା। ବକ୍ସର ବିଜେନ୍ଦ୍ର ସିଂହ ହାତ ଛାଡି ପଦ୍ମ ଧରିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ଭାଜପା ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri