ଜାତୀୟ

ଆମେ ଖୁବ୍‌ଶୀଘ୍ର ପୁଣିଥରେ ଭେଟ ହେବା: ମନ୍ତ୍ରୀମାନଙ୍କୁ କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ‘ବିକଶିତ ଭାରତ: ୨୦୪୭’ ପାଇଁ ଭିଜନ ପେପର ଏବଂ ଆସନ୍ତା ପାଞ୍ଚ ବର୍ଷ ପାଇଁ ବିସ୍ତୃତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ସରକାରୀ ସୂତ୍ରରୁ...

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୪।୩: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ହତ୍ୟା ଧକମ ମିଳିଛି। ବୋମା ପକାଇ ତାଙ୍କ ଉଡାଇଦେବାକୁ ଧମକରେ କୁହାଯାଇଛି। ମହାନଗର ନିଗମରେ ଏହି ଘଟଣାରେ ଏଫଆଇଆର୍‌ ରୁଜୁ ହୋଇଛି। ସୁରକ୍ଷା ମୁଖ୍ୟାଳୟରେ ପୋଷ୍ଟ କରାଯାଇଥିବା ପୋଲିସର CUG ନମ୍ବରରେ ଏହି...

କିଏ ସେହି ମାଧବୀ ଲତା, ଯାହାଙ୍କୁ ଓଓ୍ବାଇଇସିଙ୍କ ସାମ୍ନାରେ ନିର୍ବାଚନ ମଇଦାନକୁ ଓହ୍ଲାଇଲା ଭାଜପା

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ସ୍ଥିତିରେ ରାଜନୈତିକ ଦଳଗୁଡିକ ନିର୍ବାଚନ ପାଇଁ ପ୍ରସ୍ତୁତି ରେ ନିଜର ସମସ୍ତ ଶକ୍ତି ଲଗାଇଛନ୍ତି। ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ନେତାମାନେ ସେମାନଙ୍କର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ...

ନିର୍ବାଚନ ପୂର୍ବରୁ ଓଡିଶା ଆସୁଛନ୍ତି ମୋଦି, ୧୯ଶହ କୋଟିରୁ ଉର୍ଦ୍ଧ ଟଙ୍କାର ପ୍ରକଳ୍ପର କରିବେ ଶିଳାନ୍ୟାସ

ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ଓଡ଼ିଶାର ଯାଜପୁର ଚଣ୍ଡିଖୋଲରେ ୧୯,୬୦୦ କୋଟି ଉର୍ଦ୍ଧ ଟଙ୍କାର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଗ୍ରାଉଣ୍ଡରେ ପ୍ରସ୍ତୁତି...

ଭାଜପାରେ ଯୋଗଦେଲେ ଆଇଏଏସ ଟପର୍‌

ଭୁବନେଶ୍ୱର,୩।୩: ପଦ୍ମ ଧରିଛନ୍ତି ଆଇଏଏସ ଟପର୍‌। ରବିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ଆଇଏଏସ ଟପର୍‌ ତଥା ବିଶିଷ୍ଟ ସାହିତି୍ୟକ ଡ. ହୃଷୀକେଶ ପଣ୍ଡା ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଭଦ୍ରକ ଜିଲା ବାସୁଦେବପୁର...

ନିର୍ବାଚନ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି: ରାଜଧାନୀରେ କେନ୍ଦ୍ରୀୟ ଫୋର୍ସର ଫ୍ଲାଗମାର୍ଚ୍ଚ

ଭୁବନେଶ୍ୱର,୩।୩ (ସୂର୍ଯ୍ୟକାନ୍ତ ବେହେରା): ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ନିର୍ବାଚନ ହାୱା ଚାରି ଆଡେ ଦେଖିବାକୁ ମିଳିଲାଣି । ତେବେ ଏହା ପୂର୍ବରୁ କଡା ସୁରକ୍ଷା ପାଇଁ ଆରମ୍ଭ ହୋଇଗଲାଣି...

ବୁଝି ବିଚାରି ଦିଅନ୍ତୁ ବୟାନ, ଲୋକ ସଭା ନିର୍ବାଚନ ପୂର୍ବରୁ ନେତାଙ୍କୁ ମୋଦିଙ୍କ ଉପଦେଶ

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଇଁ ଯୋରଦାର ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ମାର୍ଚ୍ଚ ୩, ୨୦୨୪)ରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ ବୁଝି ବିଚାରି ବିବୃତ୍ତି ଦେବାକୁ କହିଥିଲେ ଏବଂ...

‘ମୋଦି ଆଣ୍ଟି ବଙ୍ଗାଳି’, ପଓ୍ବନ ସିଂଙ୍କ ଟିକେଟକୁ ନେଇ କହିଲେ ଟିଏମସି ନେତା

କୋଲକାତା,୩।୩: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତ୍ରୁଣମୂଳ କଂଗ୍ରେସ (ଟିଏମସି) ପୱନ ସିଂଙ୍କ ଟିକେଟ ଉପରେ ଭାରତୀୟ ଜନତା ପାର୍ଟି (ଭାଜପା) କୁ ଟାର୍ଗେଟ କରିଛି। ପାର୍ଟି ମୁଖପାତ୍ର ତଥା ରାଜ୍ୟ ସଭା ଏମପି ଡେରେକ ଓ’ବ୍ରାଇନ ପୱନ...

୭ ଜଣଙ୍କ ନାଁରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩।୩:ଗତବର୍ଷ ମଣିପୁରରେ ଜାତିଆଣ ହିଂସା ବେଳେ ବିଷ୍ଣୁପୁର ପୋଲିସ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଲୁଟ୍‌ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ଆସାମ ଗୁଆହାଟୀର କାମରୂପ ମୁଖ୍ୟ ବିଚାର ବିଭାଗୀୟ...

ମୋଦିଙ୍କ ମାରାଥନ ଗସ୍ତ: ୩ ଦିନରେ ଯିବେ ୫ ରାଜ୍ୟ

ନୂଆଦିଲ୍ଲୀ,୩।୩:ଲୋକ ସଭା ନିର୍ବାଚନ ଖୁବ୍‌ଶୀଘ୍ର ଘୋଷଣା ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ୧୦ ଦିନରେ ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ମୋଟ ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ...

ଟିକେଟ୍‌ କଟିବା ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ, ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୩।୩: ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାଜପା। ଏଥିରେ ନୂଆ ଚେହେରାଙ୍କୁ ଟିକେଟ୍‌ ମିଳିଥିବାବେଳେ କେତେଜଣ ପୁରୁଖା ନେତାଙ୍କ ଟିକେଟ୍‌ କଟିଛି। ପାର୍ଟିର ବର୍ତ୍ତମାନ ଏମପି ଥିବା ୩୪ ଜଣଙ୍କ ଟିକେଟ...

କିଏ ସେହି ହର୍ଷବର୍ଦ୍ଧନ, ଯାହାଙ୍କୁ ଭାଜପା ଟିକେଟ ନ ଦେବାର ଗୋଟିଏ ଦିନ ପରେ ରାଜନୀତିରୁ ନେଲେ ଅବସର

ନୂଆଦିଲ୍ଲୀ,୩।୩: ଦିଲ୍ଲୀର ଚାନ୍ଦନୀ ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ଡା. ହର୍ଷବର୍ଦ୍ଧନ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଲୋକ ସଭା ନିର୍ବାଚନ ୨୦୧୪ ପାଇଁ ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣାର ପରଦିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri