ଜାତୀୟ

ଆଡ୍‌ଭାନୀଙ୍କୁ ଭାରତରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଭେଟେରାନ ରାଜନେତା ଲାଲ୍‌କୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଏଲ୍‌.କେ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ଏହି...

କ’ଣ ଏହି #clickhere ଟ୍ରେଣ୍ଡ? ଏକ୍ସ’ରେ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୧।୩: ବର୍ତ୍ତମାନ ସମୟ ବଦଳିଛି। ଏବେ ସୋସିଆଲ ମିଡିଆର ଯୁଗ। ଏଥିରେ, ଅନେକ ପ୍ରକାରର ଟ୍ରେଣ୍ଡ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି। ସେହିପରି ଗତକାଲି ଠାରୁ ଏକ୍ସ’ରେ ଏକ ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି। ଏକ୍ସ ଖୋଲୁ ଖେଶଲୁ ଆପଣ...

‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଲେ ପାକିସ୍ତାନ ନାଗରିକ

ନୂଆଦିଲ୍ଲୀ,୩୧।୩: ‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଲେ ପାକିସ୍ତାନ ନାଗରିକ। ଆରବ ସାଗରରେ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରୁ। ଭାରତୀୟ ନୌସେନା ପାଇଁ ସେମାନଙ୍କର ଜୀବନ...

ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ବିଶାଳ ରାଲି, କେଜରିଓ୍ବାଲଙ୍କ ବାର୍ତ୍ତା ପଢିବେ ସ୍ତ୍ରୀ ସୁନୀତା

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପ୍ରତିବାଦରେ ଆମ ଆଦମୀ ପାର୍ଟି(ଏଏପି) ସହ ଅନ୍ୟ ବିରୋଧୀ ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବିଶାଳ ରାଲି କରିବାକୁ ଯାଉଉନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ...

ନ୍ୟୁଜ୍‌କ୍ଲିକ୍‌ ମାମଲାରେ ୮,୦୦୦ ପୃଷ୍ଠାର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୧।୩: ନ୍ୟୁଜ୍‌କ୍ଲିକ୍‌ ଓ ଏହାର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ) ମାମଲାରେ ଦିଲ୍ଲୀ ପୋଲିସ ଶନିବାର ୮,୦୦୦ରୁ ଊର୍ଦ୍ଧ୍ୱ ପୃଷ୍ଠାର ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଛି। ଉକ୍ତ ପୋର୍ଟାଲ ଓ ଏହାର ମାଲିକ...

ଦିଲ୍ଲୀ ମନ୍ତ୍ରୀ ଗେହଲଟଙ୍କୁ ଇଡି ଜେରା

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବାର ସପ୍ତାହେ ପରେ ଦିଲ୍ଲୀ ମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା କୈଳାସ ଗେହଲଟଙ୍କୁ ଶନିବାର ୫ ଘଣ୍ଟାରୁ...

ପରଲୋକରେ ଅଭିନେତା ଡାନିଏଲ ବାଲାଜୀ

ଚେନ୍ନାଇ, ୩୧।୩: ଦକ୍ଷିଣ ଭାରତୀୟ ଅଭିନେତା ଡାନିଏଲ ବାଲାଜୀ(୪୮)ଙ୍କ ହୃଦ୍‌ଘାତରେ ଶନିବାର ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ଶୁକ୍ରବାର ଚେନ୍ନାଇର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାନିଏଲଙ୍କ ମୃତ୍ୟୁର ଖବର ଜଣାପଡ଼ିବା ପରେ ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରି...

ଅରୁଣାଚଳରେ ୧୦ ଭାଜପା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ

ଇଟାନଗର, ୩୧।୩: ଅରୁଣାଚଳ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ସଫଳତା ମିଳିଛି। ୬୦ ବିଧାନସଭା ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶର ୧୦ ଆସନରେ ଭାଜପା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ଉପ ମୁଖ୍ୟମନ୍ତ୍ରୀ...

ଭାଜପାରେ ଶିବରାଜ ପାଟିଲଙ୍କ ବୋହୂ

ମୁମ୍ବାଇ,୩୧।୩: ପୂର୍ବତନ ଲୋକ ସଭା ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବୋହୂ ଅର୍ଚ୍ଚନା ପାଟିଲ ଚନ୍ଦୁରକର ଶନିବାର ଭାଜପାରେ ଯୋଗଦେଇଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବଓ୍ବାନକୁଲେଙ୍କ ଉପସ୍ଥିତିରେ...

ସନ୍ନି ଦେଓଲଙ୍କୁ ପ୍ରାର୍ଥୀ କଲାନି ଭାଜପା

ନୂଆଦିଲ୍ଲୀ,୩୧।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଶନିବାର ଅଷ୍ଟମ ପର୍ଯ୍ୟାୟରେ ୧୧ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବାବେଳେ ଅଭିନେତା ତଥା ବର୍ତ୍ତମାନର ଏମ୍‌ପି ସନ୍ନି ଦେଓଲ ଗୁର୍‌ଦାସପୁର ଆସନରୁ ବାଦ୍‌ ପଡ଼ିଛନ୍ତି। ପୂର୍ବତନ କୂଟନୀତିଜ୍ଞ ତରନଜିତ ସାନ୍ଧୁଙ୍କୁ ଦଳ...

କେନ୍ଦ୍ରର ଟିକସ ଆତଙ୍କବାଦରେ ଡରିଯିବୁ ନାହିଁ

ନୂଆଦିଲ୍ଲୀ,୩୧।୩: କଂଗ୍ରେସକୁ ଆୟକର ବିଭାଗର ୧,୮୨୩ କୋଟି ଟଙ୍କାର ନୋଟିସ୍‌କୁ ବିରୋଧ କରି ଶନିବାର ଦଳ ପକ୍ଷରୁ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଟିକସ ଆତଙ୍କବାଦ ଦ୍ୱାରା କଂଗ୍ରେସ ଭୟଭୀତ ହେବ ନାହିଁ ବୋଲି କହିଛି।...

କଳାଧନ କୁଆଡ଼େ ଗଲା

ନୂଆଦିଲ୍ଲୀ,୩୧।୩: ଦେଶରୁ କଳାଧନ ଲୋପ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ। କେନ୍ଦ୍ରର ଏହି ନିଷ୍ପତ୍ତି ଯୋଗୁ ଦେଶରେ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri