ଜାତୀୟ

ପଶ୍ଚିମବଙ୍ଗରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖ

କୋଲକାତା,୨୯।୨: ପଶ୍ଚିମବଙ୍ଗ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ୫୫ ଦିନ ପରେ ଗିରଫ ହୋଇଛନ୍ତି ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଟିଏମ୍‌ସି ନେତା ଶାହଜାହାନ ଶେଖ। ତାଙ୍କୁ ବୁଧବାର ରାତି ୩ଟାରେ ମୀନାଖାନର ଏକ ଅଜ୍ଞାତ ସ୍ଥାନରୁ ଗିରଫ...

ଅସ୍ତ୍ର ଛାଡ଼ିଲେ ମଣିପୁର ପୋଲିସ କମାଣ୍ଡୋ

ଇମ୍ଫାଲ, ୨୯।୨: ମଣିପୁରରେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅପହରଣ ସହ ତାଙ୍କ ବାସଭବନକୁ ଆକ୍ରମଣ ବିରୋଧରେ ରାଜ୍ୟର ପୋଲିସ କମାଣ୍ଡୋମାନେ ପ୍ରତୀକାତ୍ମକ ବିରୋଧ କରି ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି। ଇମ୍ଫାଲ ଘାଟି ଅନ୍ତର୍ଗତ ୪ଟି ଜିଲାର ୧୦୦ରୁ ଅଧିକ...

କ୍ୟାନ୍‌ସରରୁ ବଞ୍ଚାଇବ ୧୦୦ ଟଙ୍କାର ସ୍ବଦେଶୀ ଟାବଲେଟ୍‌

ନୂଆଦିଲ୍ଲୀ, ୨୯।୨: ଆମେରିକା ଓ ଚାଇନା ପରେ ବିଶ୍ୱର ତୃତୀୟ ସର୍ବାଧିକ କ୍ୟାନ୍‌ସର ରୋଗୀ ଭାରତରେ ଥିବାବେଳେ ଅଧିକାଂଶ ସ୍ଥାନରେ ଚିକିତ୍ସା ପରେ ମଧ୍ୟ ରୋଗୀଙ୍କ ଶରୀରରେ ପୁନର୍ବାର କ୍ୟାନ୍‌ସରର ଲକ୍ଷଣ ଦେଖାଦେଇଥାଏ। କର୍କଟ ରୋଗର ସର୍ବବୃହତ୍‌ ମେଡିକାଲ ଟାଟା...

ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିପଦମୁକ୍ତ

ଶିମଲା/ନୂଆଦିଲ୍ଲୀ,୨୮ା୨: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଏବେ ବିପଦମୁକ୍ତ ହୋଇଛି। ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ବୁଧବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସନ୍ଧ୍ୟାରେ ଦଳର ନେତା ତଥା ପର୍ଯ୍ୟବେକ୍ଷକଙ୍କ...

ଏହି କାମ ପାଇଁ ତେନ୍ଦୁଲକରଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨୮ା୨: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ଜମ୍ମୁ କଶ୍ମୀରର କ୍ରୀଡା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ। ନିକଟରେ ସଚିନ୍‌ ଏହି କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରିବା ସହ ସ୍ଥାନୀୟ ଯୁବକ ମାନଙ୍କ ସହ କ୍ରିକେଟ ଖେଳିଥିଲେ। ଏହାର ଭିଡିଓ...

ହୃଦୟ ଜିତିଲେ ଅମ୍ବାନୀ ପରିବାରର ଭାବି ବୋହୂ

ଜାମନଗର,୨୮।୨: ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁଜରାଟର ଜାମନଗରରେ ଅନ୍ନ ସେବା କାର୍ଯ୍ୟକ୍ରମରେ ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅଂଶଗ୍ରହଣ କରିଥିଲେ। ଉଭୟ ଖାଦ୍ୟ ପରିବେଷଣ...

ସକାଳେ ମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା, ସନ୍ଧ୍ୟାରେ କଲେ ପ୍ରତ୍ୟାହାର

ଶିମ୍‌ଲା,୨୮।୨: ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ବୁଧବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସନ୍ଧ୍ୟାରେ ଦଳର ନେତା ତଥା ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ସେ ଇସ୍ତଫା ପ୍ରତ୍ୟାହାର...

୨୦୨୮ ରେ ଚନ୍ଦ୍ରାୟନ-୪ ଲଞ୍ଚ କରିବ ଭାରତ, ଚନ୍ଦ୍ରରୁ ପଥର ନେଇ ପୃଥିବୀକୁ ଫେରିବ

ନୁଆଦିଲ୍ଲୀ,୨୮।୨: ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଏହାର ପରବର୍ତ୍ତୀ ଚନ୍ଦ୍ର ଯାତ୍ରା ‘ଚନ୍ଦ୍ରୟାନ-୪’ ପାଇଁ ପ୍ରସ୍ତୁତ ହେଉଛି ଯାହା ପ୍ରାୟ ୨୦୨୮ ମସିହାରେ ଲଞ୍ଚ ହେବ। ଇସ୍ରୋର ସ୍ପେସ୍‌ ଆପ୍ଲିକେସନ ସେଣ୍ଟର...

କ୍ୟାଡବରୀ ଡେରି ମିଲ୍କ ଚକୋଲେଟରୁ ବାହାରିଲା ପୋକ, ଖାଇବା ଅସୁରକ୍ଷିତ ଘୋଷଣା କଲା ଷ୍ଟେଟ୍‌ ଫୁଡ ଲାବୋରେଟାରୀ

ନୁଆଦିଲ୍ଲୀ,୨୮।୨: ହାଇଦ୍ରାବାଦ ସହରର ଏକ ଦୋକାନ ବଜାରରେ ବିକ୍ରି ହେଉଥିବା କ୍ୟାଡବରୀ ଡେରି ମିଲ୍କ ଚକୋଲେଟର ଦୁଇଟିରେ ଧଳା କିଟ ବାହାରିବା ପରେ ଏହା ଖାଇବାକୁ ଅନୁପଯୋଗି ଘୋଷଣା କରାଯାଇଛି । ତଲେଙ୍ଗାନା ଷ୍ଟେଟ୍‌ ଫୁଡ ଲାବୋରେଟାରୀ(SFL) ଘୋଷଣା କରିଛି...

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରେନ୍‌ ଧକ୍କାରେ ୧୨ ମୃତ, ଅନେକ ଆହତ

ରାଞ୍ଚି,୨୮ା୨: ଜାମତରା-କର୍‌ମାତାଣ୍ଡ ରେଳ ବିଭାଗର କଳାଝରିଆ ନିକଟରେ ଟ୍ରେନ୍‌ ଧକ୍କାରେ ବୁଧବାର ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ବେଙ୍ଗାଲୁରୁ-ଯଶବନ୍ତପୁର ଏକ୍ସପ୍ରେସ ଡାଉନ ଲାଇନରେ ଯାଉଥିବା ବେଳେ ଲାଇନ ପାର୍ଶ୍ୱରେ ପକାଯାଇଥିବା ବୋଲ୍‌ଡର ଗୁଣ୍ଡ ଉଡ଼ିଥିଲା।...

ରାଜ୍ୟ ସଭାରେ ବଦଳିଯିବ ଗଣିତ, ଭାଜପାକୁ ମିଳିବ ମ୍ୟାଜିକ୍‌ ନମ୍ବର

ନୂଆଦିଲ୍ଲୀ,୨୮ା୨: ଚଳିତ ବର୍ଷ ଏପ୍ରିଲରେ ଶାସକ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଆଲାଇନ୍ସ (ଏନ୍‌ଡିଏ) ରାଜ୍ୟ ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି। ଯେତେବେଳେ ନାମାଙ୍କିତ ବର୍ଗ ଅନ୍ତର୍ଭୁକ୍ତ ଅବଶିଷ୍ଟ ୬ଟି ସିଟ୍‌ ପୂରଣ ହେବ ଏବଂ ନୂତନ...

ପ୍ରଥମ ଭାରତୀୟ ଭାବେ ସୁନୀଲ ଭାରତୀ ମିତ୍ତଲଙ୍କୁ ସମ୍ମାନଜନକ ନାଇଟହୁଡ୍ ମାନ୍ୟତା ପ୍ରଦାନ କଲେ ବ୍ରିଟେନ ରାଜା

ନୂଆଦିଲ୍ଲୀ,୨୮ା୨: ପ୍ରଥମ ଭାରତୀୟ ନାଗରିକ ଭାବେ ଭାରତୀ ଏଣ୍ଟରପ୍ରାଇଜେସ୍ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କୁ ମିଳିଛି ସମ୍ମାନଜନକ ନାଇଟହୁଡ୍ ମାନ୍ୟତା। ଭାରତ-ବ୍ରିଟେନର ବ୍ୟବସାୟିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି ପୁରସ୍କାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri