ଜାତୀୟ

ବିମାନରେ ଯାତ୍ରା କରୁଛନ୍ତି କି ଆସିଲା ଖୁସିଖବର: ୧୪ ବନ୍ଦରରେ ଡିଜି ସର୍ଭିସ, ଭୁବନେଶ୍ୱର….

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଡିଜି ଯାତ୍ରା ସର୍ଭିସ ନେଇ ଯୋଜନା ପ୍ରସ୍ତୁତି ହୋଇଛି। ଚଳିତ ବର୍ଷ ଦେଶର ୧୪ ନୂଆ ବିମାନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ। ଏଥିରେ ବିମାନ ଯାତ୍ରୀ ଉପକୃତ...

ଏଥର ବି ସମୟ ଆମର, ଗଗନଯାନ ମିଶନର ମହାକାଶଚାରୀଙ୍କୁ ଭେଟିଲେ କହିଲେ ମୋଦି

ନୂଆଦିଲ୍ଲୀ,୨୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କେରଳରେ ପହଞ୍ଚିଛନ୍ତି ଅର୍ଥାତ ମଙ୍ଗଳବାର ଦିନ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ତିନୋଟି ପ୍ରମୁଖ ବୈଷୟିକ ୟୁନିଟ ଉଦଘାଟନ କରିବା ପାଇଁ ସେ ସେଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଥିରୁଭାନନ୍ତପୁରମରେ ବିକ୍ରମ...

‘ବିଚାରପତିଙ୍କ ବଞ୍ଚିବା କଷ୍ଟସାଧ୍ୟ ହୋଇଯିବ…’ କାହିଁକି ଏମିତି ଚିନ୍ତା ପ୍ରକଟ କଲେ ସିଜେଆଇ ଚନ୍ଦ୍ରଚୁଡ, କେନ୍ଦ୍ରକୁ ମାଗିଲେ ସାହାଯ୍ୟ

ନୂଆଦିଲ୍ଲୀ,୨୭।୨: ଅବସରପ୍ରାପ୍ତ ଜିଲା ଜଜଙ୍କୁ ମିଳିବାକୁ ଯାଉଥିବା ପେନସନ ରାଶିକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି। କୋର୍ଟ ଏହି ମାମଲାରେ ଆଟର୍ନି ଜେନରାଲ ଆର ଭେଙ୍କଟରମଣିଙ୍କୁ ‘ନ୍ୟାୟସଙ୍ଗତ ସମାଧାନ’ ଆଣିବାକୁ ସାହାଯ୍ୟ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି...

ୱାୟନାଡରୁ ନିର୍ବାଚନ ଲଢିବେନି ରାହୁଲ, ଜାଣନ୍ତୁ କାହିଁକି ହେଉଛି ଏଭଳି ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥର ଲୋକ ସଭା ନିର୍ବାଚନରେ କେରଳକୁ ଅଲବିଦା କହିପାରନ୍ତି। କେରଳରେ ଏଲଡିଏଫ ରାହୁଲ ଗାନ୍ଧୀଙ୍କ ୱାୟନାଡ ଆସନ ସହିତ ଶଶି ଥରୁରଙ୍କ ଥିରୁଭାନନ୍ତପୁରମ ଆସନରୁ ପ୍ରାର୍ଥୀ ଘୋଷଣା କରିଛି। ଏଭଳି ପରିସ୍ଥିତିରେ ରାହୁଲ...

ଆଇଏନ୍‌ଏଲ୍‌ଡି ନେତା ହତ୍ୟା ମାମଲା: ୩ଜଣଙ୍କ ନାମରେ ମାମଲା ରୁଜୁ

ଚଣ୍ଡିଗଡ଼,୨୭।୨: ଇଣ୍ଡିଆନ୍‌ ନ୍ୟାଶନାଲ ଲୋକ ଦଳ (ଆଇଏନ୍‌ଏଲ୍‌ଡି)ର ହରିୟାଣା ସଭାପତି ତଥା ପୂର୍ବତନ ବିଧାୟକ ନଫେ ସିଂ ରାଠୀ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ରବିବାର ସନ୍ଧ୍ୟାରେ ଝାଜ୍ଜର ଜିଲାର ବାହାଦୁରଗଡ଼ ସହରରେ କେତେଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିଲେ।...

ଚର୍ଚ୍ଚାରେ ପୀୟୁଷ ଗୋୟଲ, ଲଢିବେ କି ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ,୨୭।୨: କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଲୋକ ସଭା ନିର୍ବାଚନ ଲଢିବେ କି? ଏ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ତୀବ୍ର ହୋଇଛି। ବାସ୍ତବରେ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ମନ୍ତ୍ରୀସ୍ତରୀୟ ବୈଠକର ପ୍ରଥମ ଦୁଇ ଦିନରେ ବାଣିଜ୍ୟ ଓ...

ମାଆ ହେବାକୁ ଯାଉଛନ୍ତି ଲୋକପ୍ରିୟ ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ

ଚଣ୍ଡିଗଡ଼,୨୭।୨: ଖୁବଶୀଘ୍ର ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ଘରକୁ ଖୁସି ଆସିବାକୁ ଯାଉଛି। ମାର୍ଚ୍ଚରେ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣକୌର ସିଂ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ହଁ, ସିଦ୍ଧୁ ମୁସେୱାଲାଙ୍କ ମା’ ଏକ ସ୍ବତନ୍ତ୍ର କୌଶଳ...

ମିଶନ ଗଗନଯାନ: ସସ୍‌ପେନ୍ସ ଶେଷ, ଜାଣନ୍ତୁ କିଏ ସେହି ଭାରତର ୪ ମହାକାଶଚାରୀ ଯିଏ ମହାକାଶକୁ ଯିବେ

ନୂଆଦିଲ୍ଲୀ,୨୭।୨: ଚନ୍ଦ୍ର ଏବଂ ସୂର୍ଯ୍ୟ ପରେ ଭାରତ ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ। ବାସ୍ତବରେ, ଭାରତୀୟ ସ୍ପେସ ଏଜେନ୍ସି ଇସ୍ରୋ ଏହାର ଗଗନଯାନ ମିଶନ ଉପରେ କାମ କରୁଛି। ଚନ୍ଦ୍ରୟାନ ଏବଂ ଆଦିତ୍ୟ ଏଲ୍‌-୧ର ସଫଳତା...

ଦେଶର ବୟୋଜ୍ୟେଷ୍ଠ ଏମପି ଶଫିକୁର ରହମାନଙ୍କ ପରଲୋକ

ସଂଭଲ,୨୭।୨: ଏସପିର ଏମପି ଡା. ଶଫିକୁର ରହେମାନଙ୍କ ପରଲୋକ ହୋଇଛି। ସେ କିଛିଦିନ ହେବ ମୁରାଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏମପିଙ୍କ ନାତି ଜିଆଉର ରହେମାନ ବୁର୍କ କହିଛନ୍ତି ଯେ ତାଙ୍କର ୯୩ ବର୍ଷ ବୟସ୍କା ଦାଦାଙ୍କ...

Paytmର ଫିଲ୍ଡ ମ୍ୟାନେଜର କଲେ ଆତ୍ମହତ୍ୟା, ଚାକିରିକୁ ନେଇ ଥିଲେ ଚିନ୍ତିତ

ଭୋପାଳ,୨୭।୨: ଇନ୍ଦୋରର ଲସୁଡିଆ ପୋଲିସ ଷ୍ଟେଶନ ପରିସରରେ ପେଟିଏମ କମ୍ପାନୀର ଫିଲ୍ଡ ମ୍ୟାନେଜର ନିଜ କୋଠରୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ମୂଳତଃ ଗୱାଲିଅରର ବାସିନ୍ଦା ଥିଲେ । ପୋଲିସର ସୂଚନାନୁସାରେ, ମୃତକଙ୍କ ନାମ ଗୌରବ ଗୁପ୍ତା। ପ୍ରାଥମିକ...

ରାଜ୍ୟ ସଭା ନିର୍ବାଚନ ଚାଲିଥିବାବେଳେ ଅଖିଳେଶଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୨: ରାଜ୍ୟ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଏସପି ବିଧାୟକ ମନୋଜ ପାଣ୍ଡେ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନିକଟକୁ...

୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ହାଇଦ୍ରାବାଦ୍‌,୨୭।୨: ଆନ୍ଧ୍ରପ୍ରଦେଶରେ ବିଧାନସଭା ବାଚସ୍ପତି ତାମିନେନି ସୀତାରାମ ଦଳବଦଳ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ଆଠ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ ଶାସକ ଦଳ – ଯୁବଜନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri