ଜାତୀୟ

ଉତ୍ତର ପ୍ରଦେଶରେ ଜିତିବ ଭାଜପା, ରାଜ୍ୟ ସଭା ନିର୍ବାଚନକୁ ନେଇ ମତ ରଖିଳେ ରାଜା ଭୈୟା

ନୂଆଦିଲ୍ଲୀ,୨୭।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶର ୧୫ ଟି ରାଜ୍ୟରେ ରାଜ୍ୟ ସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ଏହି ନିର୍ବାଚନରେ ୫୬ ଟି ରାଜ୍ୟ ସଭା ଆସନରେ ନୂତନ ସଦସ୍ୟଙ୍କୁ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୪୧ଜଣ ବିନା...

ହ୍ବିପ୍‌ ଜାରି କଲା ଭାଜପା: ଏନ୍‌ଡିଏକୁ ସମର୍ଥନ ଦେବେ ରାଜା ଭାୟା

ଲକ୍ଷ୍ନୌ,୨୭।୨: ୧୦ଟି ରାଜ୍ୟ ସଭା ଆସନ ପାଇଁ ମଙ୍ଗଳବାର ଭାଜପା ଏବଂ ଏସପିଙ୍କ ମଧ୍ୟରେ ଘନିଷ୍ଠ ପ୍ରତିଯୋଗିତା ହେବାକୁ ଯାଉଛି। ଭାଜପା ନିଜର ଅଷ୍ଟମ ପ୍ରାର୍ଥୀ ଏବଂ ଏସପି ତୃତୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଏଥିରେ...

ଚାଷୀଙ୍କ ପାଇଁ ଖୁସି ଖବର: ବୁଧବାର ଆସିବ ୧୬ ତମ କିସ୍ତି, ଆପଣଙ୍କୁ ମିଳିବ କି ନାହିଁ ଏପରି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ,୨୭।୨: ଯଦି ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଦୀର୍ଘ ଦିନ ଧରି ୧୬ ତମ କିସ୍ତି ପାଇଁ ଅପେକ୍ଷା କରିଥିବା କୃଷକମାନେ ଶୀଘ୍ର ସେମାନଙ୍କ...

ମହିଳାମାନେ ଯାହା ପିନ୍ଧିବାକୁ ଚାହୁଁଛନ୍ତି ସେମାନେ ତାହା ସ୍ଥିର କରନ୍ତୁ, ହିଜାବ ବିବାଦକୁ ନେଇ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୭।୨: ୱାୟାନାଡ ଏମପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରାଯାଇଛି। ଇତି ମଧ୍ୟରେ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶ ଗସ୍ତ ସମୟରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ଭେଟିଥିଲେ। ଏହି ସମୟରେ ରାହୁଲ...

ରାଜ୍ୟ ସଭା ନିର୍ବାଚନ: ୟୁପି, ହିମାଚଳ, କର୍ନାଟକର ୧୫ ଆସନରେ ଭୋଟ ଗ୍ରହଣ ଆଜି

ନୂଆଦିଲ୍ଲୀ,୨୭।୨: ମଙ୍ଗଳବାର ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କର୍ନାଟକର ୧୫ଟି ରାଜ୍ୟ ସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ତିନୋଟି ରାଜ୍ୟରେ ଜଣେ ଅତିରିକ୍ତ ପ୍ରାର୍ଥୀଙ୍କ ପ୍ରବେଶ ହେତୁ ଭୋଟ ଦେବାକୁ ପଡିଲା। ମଙ୍ଗଳବାର ବିଳମ୍ବିତ ରାତିରେ ନିର୍ବାଚନ...

କର୍ନାଟକ ରାଜ୍ୟ ସଭା ନିର୍ବାଚନର ନମ୍ବର ଗେମ! କ୍ରସ ଭୋଟିଂର ଭୟ ମଧ୍ୟରେ ହୋଟେଲରୁ ସିଧା ଭୋଟ ଦେବାକୁ ଯିବେ ବିଧାୟକ

ବେଙ୍ଗାଲୁରୁ,୨୭।୨: ମଙ୍ଗଳବାର କର୍ନାଟକର ୪ ଟି ରାଜ୍ୟ ସଭା ଆସନ ପାଇଁ ଭୋଟ ଅନୁଷ୍ଠିତ ହେବ, ତେଣୁ ସମସ୍ତ ଦଳ ସେମାନଙ୍କ ବିଧାୟକଙ୍କ ପ୍ରତି ସତର୍କ ରହିଛନ୍ତି। କର୍ନାଟକ ପିସିସି ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି ଯେ ତାଙ୍କ ଦଳର...

ତେଜସ୍ବୀ ଯାଦବଙ୍କ ଏସକର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ଯବାନ ଶହୀଦ

ପାଟନା,୨୭।୨: ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଏସକର୍ଟ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସୋମବାର (୨୬ ଫେବୃଆରୀ) ରାତି ପ୍ରାୟ ୧୧ଟା ୩୦ ସମୟରେ ଏହି ଘଟଣା ଘଟିଛି। ମୋଫୁସିଲ ପୋଲିସ ଷ୍ଟେଶନ ଅଞ୍ଚଳରେ ଏନଏଚ...

ତଟରକ୍ଷୀ ବାହିନୀରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୭।୨: ଭାରତୀୟ ତଟରକ୍ଷୀ ବାହିନୀରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନରୁ ବାଦ୍‌ ଦିଆଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼...

ଅନଶନ ଭାଙ୍ଗିଲେ ମରାଠା ସଂରକ୍ଷଣ ଆନ୍ଦୋଳନ ନେତା

ମ୍ବମ୍ବାଇ, ୨୭।୨: ମରାଠା ସମୁଦାୟର ଲୋକଙ୍କୁ ଓବିସି ବର୍ଗରେ ସାମିଲ ଦାବି ନେଇ ଆନ୍ଦୋଳନରେ ବସିଥିବା ମନୋଜ ଜରାଙ୍ଗେ ପାଟିଲ୍‌ ୧୭ ଦିନ ପରେ ଅନଶନରୁ ଓହରି ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। କୁନ୍‌ବୀ ଜାତି ପ୍ରମାଣପତ୍ର ଥିବା...

୩ ଆପରାଧିକ ଆଇନକୁ ଚ୍ୟାଲେଞ୍ଜ ଆବେଦନ ଖାରଜ

ନୂଆଦିଲ୍ଲୀ,୨୭।୨(ପି.ଟି.): ୩ ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଜୁଲାଇ ୧ରୁ ଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଜନସ୍ବାର୍ଥ ମାମଲା...

୩ ରାଜ୍ୟରେ କୃଷକଙ୍କ ଟ୍ରାକ୍ଟର ରାଲି

ଚଣ୍ଡିଗଡ଼/ଲକ୍ଷ୍ନୌ,୨୭।୨(ପି.ଟି.): ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ଚୁକ୍ତିନାମାକୁ ବିରୋଧ କରି ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଚାଷୀମାନେ ସୋମବାର ଟ୍ରାକ୍ଟର ରାଲି କରିଥିଲେ। ଡବ୍ଲ୍ୟୁଟିଓ ଚୁକ୍ତିରୁ କୃଷି ସେକ୍ଟରକୁ ବାଦ୍‌ ଦେବା ପାଇଁ ସେମାନେ ଦାବି କରିଛନ୍ତି।...

ମାର୍ଚ୍ଚ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଏସବୁ ଦିନ କରିହେବନାହିଁ  କୌଣସି ବ୍ୟାଙ୍କ କାମ 

ନୂଆଦିଲ୍ଲୀ,୨୬।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥିବା ବେଳେ ମାର୍ଚ୍ଚ ମାସରେ ଅନେକ ଦିନ ବ୍ୟାଙ୍କ ଛୁଟି ରହିବି। ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା  ଅନେକ ପର୍ବର ଛୁଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri