ଜାତୀୟ

ଯେକୌଣସି ସମୟରେ ଆସିପାରେ ପରବର୍ତ୍ତୀ ମହାମାରୀ, ଚେତାବନୀ ଦେଲେ ବିଶେଷଜ୍ଞ: ରିପୋର୍ଟ

ନୂଆଦିଲ୍ଲୀ,୨୫ା୩ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କୋଭିଡି-୧୯କୁ ମହାମାରୀ ଘୋଷଣା କରିବାର ଚାରି ବର୍ଷ ବିତିଗଲା, ଯାହା ମାର୍ଚ୍ଚ ୧୧, ୨୦୨୦ ରେ କରୋନା ଭାଇରସ୍ ନାମରେ ମଧ୍ୟ ଜଣା। ଏହାର ପ୍ରଭାବ ହ୍ରାସ ହ୍ରାସ ସତ୍ତ୍ୱେ ଯେକୌଣସି ସମୟରେ...

ଦେଶବାସୀଙ୍କୁ ହୋଲିର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୩: ଦେଶରେ ରଙ୍ଗର ପର୍ବ ହୋଲି ପାଳନ କରାଯାଉଛି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ...

ହୋଲିରେ କଂଗ୍ରେସକୁ ଝଟ୍‌କା

ଗୁଆହାଟି,୨୫।୩: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ କ୍ରମାଗତ ଭାବେ ଝଟକା ଲାଗି ଚାଲିଛି। ଏହି ସମୟରେ ଆସାମରେ କଂଗ୍ରେସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। କଂଗ୍ରେସ ବିଧାୟକ ଭରତ ଚନ୍ଦ୍ର ନାରା ମଧ୍ୟ ଦଳ ଛାଡିଛନ୍ତି।...

ମହାକାଳ ମନ୍ଦିରରେ ନିଆଁ, ୫ ପୁରୋହିତଙ୍କ ସମେତ ୧୩ ଆହତ

ଭୋପାଳ,୨୫।୩: ଉଜୈନର ମହାକାଳ ମନ୍ଦିରରେ ସୋମବାର ଆରତି ସମୟରେ ନିଆଁ ଲାଗି ୫ ପୁରୋହିତଙ୍କ ସମେତ ୧୩ ଜଣ  ଆହତ ହୋଇଛନ୍ତି। ଭସ୍ମ ଆରତି ସମୟରେ  ନିଆଁ ଲାଗିଯାଇଥିଲା। ସମସ୍ତ ଆହତଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମୟରେ...

ଲଦାଖକୁ ରାଜ୍ୟ ମାନ୍ୟତା ଦାବି: ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ ୧୯ ଦିନରେ

ନୂଆଦିଲ୍ଲୀ,୨୫।୩: ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ମାଗାସେସେ ପୁରସ୍କାର ବିଜେତା ଶିକ୍ଷାବିତ୍‌ ତଥା ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ ରବିବାର ୧୯ ଦିନରେ ପହଞ୍ଚତ୍ଛି। ଏଥିସହିତ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳର ଅନନ୍ୟ ପରିବେଶର ସୁରକ୍ଷା ପାଇଁ ପଦକ୍ଷେପ ନେବା...

ହୋଲି ସ୍ବତନ୍ତ୍ର ଟ୍ରେନ୍‌ରେ ଠକେଇ ସମ୍ଭାବନା, ଯାତ୍ରୀଙ୍କ ହେଲ୍ପଲାଇନ ନମ୍ବର ୧୩୯ ଜାରି

ଭୁବନେଶ୍ୱର,୨୫।୩(ଅନୁରାଧା ମହାରଣା): ଭାରତୀୟ ରେଳପଥ ଏହାର ଯାତ୍ରୀମାନଙ୍କୁ ଉତ୍ତମ ଅନୁଭୂତି ପ୍ରଦାନ ପାଇଁ ବିଭିନ୍ନ ପଦକ୍ଷେପ ଗହଣ କରୁଥିବାବେଳେ ହୋଲି ଅବସରରେ ସ୍ବତନ୍ତ୍ର ରେଳ ଚଳାଚଳ କରିବ। ତେବେ ଏହି ଯାତ୍ରା ସମୟରେ କୌଣସି ଯାତ୍ରୀ ଯେପରି ଖାଦ୍ୟପାନୀୟ କିଣାରେ...

ବୟସ୍କଙ୍କ ପାଇଁ ଆସିବ ଯକ୍ଷ୍ମା ଟିକା

ହାଇଦ୍ରାବାଦ,୨୪।୩ : ଦୂରେଇବ ଯକ୍ଷ୍ମା। ଦେଶରେ ବୟସ୍କଙ୍କ ପାଇଁ ଖୁବ୍‌ଶୀଘ୍ର ଯକ୍ଷ୍ମା ଟିକା ଉପଲବ୍ଧ ହେବାକୁ ଯାଉଥିବା ଜଣାପଡିଛି। ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାଶନାଲ ଲିଃ ଏହି ଟିକା ଏମ୍‌ଟିବିଭାକ୍‌ର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିବା ରବିବାର ସୂଚନା ଦେଇଛି। ଏହି...

ଚୋରି ହେଲା ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର

ନୂଆଦିଲ୍ଲୀ,୨୪।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ କାର ଚୋରି ହେବାର ଖବର ଆସିଛି। ଡ୍ରାଇଭର ଜୋଗିନ୍ଦରଙ୍କ ଅଭିଯୋଗ ଉପରେ ଏଫଆଇଆର ଦାଖଲ କରାଯାଇଛି। ଡ୍ରାଇଭର ସର୍ଭିସିଂ ପାଇଁ ଦିଲ୍ଲୀର ଗୋବିନ୍ଦପୁରୀକୁ କାର ନେଇ ଯାଇଥିଲେ।...

ଭାଜପାର ୫ମ ତାଲିକାରେ କଙ୍ଗନା ରାନାଓ୍ବତ, ସୀତା ସୋରେନ, ଅରୁଣ ଗୋଭିଲ

ନୂଆଦିଲ୍ଲୀ,୨୪।୩: ଭାଜପା ପକ୍ଷରୁ ରବିବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢିବେ। ସୀତା ସୋରେନଙ୍କୁ...

ଭାଜପାର ୫ମ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୧୮, ଅପେକ୍ଷାରେ କଟକ, ଯାଜପୁର, କନ୍ଧମାଳ

ନୂଆଦିଲ୍ଲୀ,୨୪।୩: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର ୧୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ...

ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୨୪।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଏମପି ନବୀନ ଜିନ୍ଦଲ ରବିବାର କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି (ଭାଜପା) ରେ ଯୋଗ ଦେଇଥିଲେ। ଦଳର ବରିଷ୍ଠ...

ଆସିଲା ଭାଜପାର ୫ମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଓଡ଼ିଶାର କେଉଁ ଆସନରୁ କାହାକୁ ମିଳିଲା ଟିକେଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪।୩: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ଭାଜପା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢିବେ। ସୀତା ସୋରେନଙ୍କୁ ଦୁମକାରୁ ଟିକେଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri