ଜାତୀୟ

ସମୁଦ୍ରରେ ବୁଡ଼ି ଯାଇଥିବା ଦ୍ୱାରକା ନଗରୀରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ-‘ଏହା ଈଶ୍ୱରୀୟ ଅନୁଭୂତି’

ନୂଆଦିଲ୍ଲୀ,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦ୍ୱାରକାରେ ଗଭୀର ସମୁଦ୍ରକୁ ଯାଇ ପ୍ରାର୍ଥନା କରିଛନ୍ତି, ଯେଉଁଠି ଦ୍ୱାରକା ନଗରୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି ଗଭୀର ଜଳରେ ଭଗବାନ କୃଷ୍ଣଙ୍କୁ ଅର୍ପଣ କରିବା ପାଇଁ ସେ ସାଙ୍ଗରେ ମୟୂର ପୋଷା ନେଇଥିଲେ।...

‘ମମତା ଆଉ ଦିଦି ନୁହନ୍ତି, ଏଥର ଆଣ୍ଟି’

କୋଲକାତା,୨୫ା୨: ପଶ୍ଚିମବଙ୍ଗ ଭାଜପା ମୁଖ୍ୟ ଶୁଭେନ୍ଦୁ ଅଧିକାରୀ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ୍‌ ଶାହାଜାହାନଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରିଛନ୍ତି। ଶେଖ୍‌ ଶାହାଜାହାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ମମତାଙ୍କୁ ତେର୍ଚ୍ଛାବାଣ...

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୫ ମୃତ, ଏବେ ବି ଅନେକ ଫସି ରହିଛନ୍ତି

ଲକ୍ଷ୍ନୌ,୨୫ା୨: ଉତ୍ତରପ୍ରଦେଶର କୌଶମ୍ବୀ ଜିଲାର ଏକ ବାଣ କାରଖାନାରେ ରବିବାର ବ୍ୟାପକ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସଛି। ପ୍ରାଥମିକ ସୂଚନାନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଗୁରୁତର ହୋଇଛନ୍ତି। ଅଗ୍ନିଶମ ବାହିନୀ...

Video: ବିନା ପାଇଲଟରେ ୮୪ କିଲୋମିଟର ଗଡ଼ିଲା ଟ୍ରେନ୍: ଯାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହେଲା ଆତଙ୍କ, ତଦନ୍ତ ନିର୍ଦେଶ

ନୂଆଦିଲ୍ଲୀ,୨୫ା୨: ଜମ୍ମୁ କଶ୍ମୀରର କାଠୁଆ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ହଠାତ୍ ପଠାନକୋଟ ଆଡକୁ ବିନା ପାଇଲଟରେ ଗଡିଛି। ପଞ୍ଜାବର ମୁକେରିଆନ୍ ଷ୍ଟେସନରେ ଅଟକିବା ପୂର୍ବରୁ ଏହି ଟ୍ରେନ୍ ପ୍ରାୟ ୮୪ କିଲୋମିଟର ପର୍ଯ୍ୟନ୍ତ ବିନା ଡ୍ରାଇଭରରେ ଗଡିଥିଲା।...

‘ନିଶା ସେବନ ସମାଜ ପାଇଁ କ୍ଷତିକାରକ’

ନୂଆଦିଲ୍ଲୀ,୨୫ା୨: ନିଶା ସେବନ ସମାଜ ତଥା ଦେଶ ପାଇଁ କ୍ଷତିକାରକ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ରବିବାର ଯୁବପିଢ଼ିଙ୍କ ମଧ୍ୟରେ ଡ୍ରଗ୍ସ ଆଶଙ୍କା ବଢ଼ିବା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ନିଶା ସେବନ ସମାଜର ବ୍ୟାପକ...

ଭାରତର ଦୀର୍ଘତମ ସିଗନେଚର ବ୍ରିଜ୍ ‘ସୁଦର୍ଶନ ସେତୁ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜୁରାଟର ବିଟ୍ ଦ୍ୱାରକା ଦ୍ୱୀପକୁ ଓଖା ସହିତ ସଂଯୋଗ କରୁଥିବା ଚାରି ଲେନ ବିଶିଷ୍ଟ ସିଗନେଚର ବ୍ରିଜ୍ (ସୁଦର୍ଶନ ସେତୁ) ଉଦଘାଟନ କରିଛନ୍ତି। ଏହି ବ୍ରିଜ୍ ୨.୩୨ କିଲୋମିଟର ଲମ୍ବା ଅଟେ। ୯୭୯...

୩ ମାସ ପର୍ଯ୍ୟନ୍ତ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ କରିବେନି ମୋଦି, ନିଜେ ଦେଲେ ଏହି ସୂଚନା

ନୂଆଦିଲ୍ଲୀ,୨୫ା୨: ଲୋକପ୍ରିୟ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ ରବିବାର କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସେ ଡ୍ରୋନ୍‌ ଦିଦିଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ ଦେଶରେ ନମୋ ଦିଦି...

ଆନ୍ଧ୍ର ବିଧାନସଭାନ ନିର୍ବାଚନ: ୧୧୮ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ, ଜାଣନ୍ତୁ ଟିଡିପି, ଜନସେନାର କେତେ ପଡ଼ିଲା ଭାଗ   

ବିଶାଖାପାଟଣା,୨୫।୨: ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପାର୍ଟି ନେତା ପୱନ କଲ୍ୟାଣ ଆଗାମୀ ଆନ୍ଧ୍ରପ୍ରଦେଶ ବିଧାନସଭାନ ନିର୍ବାଚନ ପାଇଁ ୧୧୮ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନ...

ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ଲୋକେ: ରିପୋର୍ଟ

ନୂଆଦିଲ୍ଲୀ,୨୪।୨: ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମଧ୍ୟରେ ହାରାହାରି ମାସିକ ଉପଭୋକ୍ତା ଖର୍ଚ୍ଚ ୨୦୨୨-୨୩ ରେ ୭୧.୨ ପ୍ରତିଶତକୁ ହ୍ରାସ ପାଇଛି। ଶନିବାର ପରିସଂଖ୍ୟାନ ଏବଂ ଯୋଜନା ନିୟୋଜନ ବିଭାଗ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି।ରାଜ୍ୟଗୁଡିକ ମଧ୍ୟରେ, ମୁଣ୍ଡପିଛା ହାରାହାରି ମାସିକ...

୫ ବର୍ଷରେ ୧୨୨ ମେଡିକାଲ ଛାତ୍ର କରିଛନ୍ତି ଆତ୍ମହତ୍ୟା, ୧,୨୭୦ ଛାତ୍ର ଅଧାରୁ ଛାଡ଼ିଛନ୍ତି ପାଠପଢା

ନୂଆଦିଲ୍ଲୀ,୨୪।୨: ଅଧ୍ୟୟନରେ ଚାପ ବୃଦ୍ଧି କାରଣରୁ ଗତ କିଛି ବର୍ଷ ହେବ ଦେଶରେ ବଢି ଚାଲିଛି ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା। ଗତ ୫ ବର୍ଷରେ ପ୍ରାୟ ୧୨୨ ଡାକ୍ତରୀ ଛାତ୍ର, ଏମବିବିଏସରେ ୬୪ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ୫୮ ଜଣ...

ସ୍କୁଲ୍ ପାଖରେ ଥିବା ମଦ ଦୋକାନ ଉଠାଇବାକୁ ହାଇକୋର୍ଟ ଦ୍ୱାରସ୍ତ ହେଲେ ୫ ବର୍ଷୀୟ ବାଳକ

ନୂଆଦିଲ୍ଲୀ,୨୪।୨: ସ୍କୁଲ ନିକଟରେ ଥିବା ମଦ ଦୋକାନକୁ ଉଠାଇବା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ପାଞ୍ଚ ବର୍ଷର ଛାତ୍ର। ପିଲା ଜଣକ ତାଙ୍କ ପିତାଙ୍କ ମାଧ୍ୟମରେ କୋର୍ଟରେ ଏହି ମାମଲା ଦାଖଲ କରିଛନ୍ତି। ଏଥିରେ ଛାତ୍ର ଜଣକ କହିଛନ୍ତି...

ୟୁଜ୍‌ ଆଣ୍ଡ୍‌ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର: ଭାଜପା

ନୂଆଦିଲ୍ଲୀ,୨୪ା୨: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦ ଶନିବାର ଶେଷ ହୋଇଛି। ଇଣ୍ଡିଆର ଉଭୟ ଦଳ କଂଗ୍ରେସ ଏବଂ ଏଏପି ଆନୁଷ୍ଠାନିକ ଭାବେ ଦିଲ୍ଲୀ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri