ଜାତୀୟ

Video: ଯେବେ ପ୍ରଥମ ଥର ନିର୍ବାଚନ ​​ଜିତିଥିଲେ ପ୍ରଧାନମନ୍ତ୍ରୀ ମୋଦି, ଭିଡ଼ିଓ ସେୟାର କରି ମନେ ପକାଇଲେ ପୁରୁଣା ଦିନ

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସୋସିଆଲ ମିଡିଆ ଏକ୍ସ’ରେ ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାରର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ରାଜକୋଟ ମୋ ହୃଦୟରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନରେ ରହିବ।...

ଲୋକ ସଭା ନିର୍ବାଚନ ପାଇଁ କ’ଣ ହେବ ରଣନୀତି, ଭାଜପା ପ୍ରସ୍ତୁତ କଲା ୧୦୦ ଦିନିଆ ରୋଡ୍‌ମ୍ୟାପ୍‌

ନୂଆଦିଲ୍ଲୀ,୨୪ା୨: ଲୋକ ସଭା ନିର୍ବାଚନକୁ ନେଇ ଭାଜପାର ଅନେକ ବୈଠକ ଚାଲିଛି। ଲୋକ ସଭା ନିର୍ବାଚନରେ ଭାଜପା ନିଜ ପାଇଁ ୩୭୦ଟି ଏବଂ ଏନ୍‌ଡିଏ ପାଇଁ ୪୦୦ଟି ସିଟ୍‌ ଜିତିବାର ଦମ୍ଭ ରଖିଛି। ଏଭଳି ପରିସ୍ଥିତିରେ ଭାଜପା ନିଜର ଲକ୍ଷ୍ୟ...

ଆସନ୍ତା ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ ଭାଜପା! ରହିପାରେ ପ୍ରଧାନମନ୍ତ୍ରୀଙ୍କ ନାଁ: ରିପୋର୍ଟ

ନୂଆଦିଲ୍ଲୀ,୨୪।୨: ଆସନ୍ତା ମାସରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲୋକସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ଭାଜପା ଗୁରୁବାର ୧୦୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବାର ସମ୍ଭାବନା ରହିଛି। ଏହି ତାଲିକାରେ ଦଳର ହେଭିୱେଟ୍ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଭିଡ଼ ହିଂସା ଏବଂ ନାବାଳିକାକୁ ଗଣବଳାତ୍କାର ପାଇଁ ମୃତ୍ୟୁଦଣ୍ଡ, ଜୁଲାଇ ୧ ରୁ ଦେଶରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ,୨୪।୨: ନୂଆଦିଲ୍ଲୀ,୨୪।୨: କେନ୍ଦ୍ର ସରକାର ଜୁଲାଇ ୧, ୨୦୨୪ ରୁ ତିନୋଟି ନୂଆ ଆପରାଧିକ ଆଇନ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଶୁକ୍ରବାର (ଫେବୃଆରୀ ୨୪) ବିଜ୍ଞପ୍ତି ଜାରି କରିଛନ୍ତି। ସମସ୍ତ ତିନୋଟି ଅପରାଧିକ ଆଇନ ଭାରତୀୟ ଦଣ୍ଡ ସଂହିତା,...

‘ଦେଶର ସମସ୍ୟା ବେକାରୀ ନୁହେଁ, ଆମକୁ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ପଡିବ’- ଅରବିନ୍ଦ ପାନାଗରିଆ

ନୂଆଦିଲ୍ଲୀ,୨୪।୨: ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା ୧୬ ତମ ଅର୍ଥ ଆୟୋଗର ଚେୟାରମ୍ୟାନ୍ ଅରବିନ୍ଦ ପାନଗାରିଆ କହିଛନ୍ତି ଯେ ବେକାରୀ ଦେଶର ସମସ୍ୟା ନୁହେଁ। ବର୍ତ୍ତମାନ ଭାରତ ବେକାରି ସମସ୍ୟା ସହ ସଂଘର୍ଷ କରୁଛି। ସେ କହିଛନ୍ତି ଯେ...

ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଆପରାଧିକ ଆଇନ

ନୂଆଦିଲ୍ଲୀ,୨୪ା୨: ଭାରତୀୟ ନ୍ୟାୟ ବ୍ୟବସ୍ଥାର ନୂତନ ଯୁଗ ଜୁଲାଇ ୧ରୁ ଆରମ୍ଭ ହେବ। ଔପନିବେଶିକ ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ବଦଳିବ। ସରକାର ଶନିବାର କହିଛନ୍ତି, ଜୁଲାଇ ୧ରୁ ତିନୋଟି ନୂତନ ଆପରାଧିକ ଆଇନ କାର୍ଯ୍ୟକାରୀ ହେବ ଏବଂ ଔପନିବେଶିକ ଆପରାଧିକ...

ପୋଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ବାତିଲ କଲେ ସରକାର

ଲକ୍ଷ୍ନୌ,୨୪ା୨: ଉତ୍ତରପ୍ରଦେଶ ସରକାର ଶନିବାର ରାଜ୍ୟର ବିଭିନ୍ନ ଜିଲାରେ ଫେବୃଆରୀ ୧୭ ଏବଂ ୧୮ରେ ଅନୁଷ୍ଠିତ ହୋଇଥିବା ପୋଲିସ ନିଯୁକ୍ତି ପରୀକ୍ଷାକୁ ବାତିଲ କରି ୬ମାସ ମଧ୍ୟରେ ପୁନର୍ବାର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ...

ଗୁଜରାଟର ଭରୁଚ ଆସନ ଏଏପିକୁ ଯିବାରୁ ରାଗିଲେ ଅହମଦ ପଟେଲଙ୍କ ଝିଅ

ଗାନ୍ଧିନଗର,୨୪।୨: ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆସନ ବଣ୍ଟନ ସମ୍ପର୍କରେ ଉଭୟ ଦଳ ମଧ୍ୟ ସୂଚନା ଦେଇଛନ୍ତି। ତେବେ ଏହି ବିଷୟରେ ବିଦ୍ରୋହର ସ୍ବର ମଧ୍ୟ ଶୁଣିବାକୁ ମିଳିଛି। କଂଗ୍ରେସ...

ଦିଲ୍ଲୀରେ ଡିଲ ପକ୍କା, ୪ରେ ଏଏପି, ୩ରେ ଲଢିବ କଂଗ୍ରେସ ଅନ୍ୟ ରାଜ୍ୟ ପାଇଁ ବି ହେଲା ମେଣ୍ଟ

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ସିଟ ଶେୟାରିଂ ଘୋଷଣା କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ତଥା ଏମପି ମୁକୁଲ ୱାସନିକ କହିଛନ୍ତି ଯେ ଦିଲ୍ଲୀ ଲୋକ ସଭାରେ...

ପୋଖରୀକୁ ଖସିଲା ଟ୍ରାକ୍ଟର, ୭ ଶିଶୁଙ୍କ ସମେତ ୨୦ରୁ ଅଧିକ ମୃତ

କାସଗଞ୍ଜ,୨୪।୨: ଉତ୍ତରପ୍ରଦେଶର କାସଗଞ୍ଜ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୧୦ଟା ସମୟରେ ଭକ୍ତଙ୍କ ଭର୍ତ୍ତି ଏକ ଟ୍ରାକ୍ଟର ଟ୍ରଲି ନିୟନ୍ତ୍ରଣ ବାହାରକୁ ଯାଇ ପାଟିଆଲି-ଦରିଆଭଗଞ୍ଜ ରାସ୍ତାରେ ଥିବା ପୋଖରୀରେ ଖସିପଡିଥିଲା। ପୋଖରୀ ଭିତରକୁ ଯିବା...

ମୋଦି ଅଷ୍ଟ୍ରେଲିଆର ସବୁଠାରୁ ଭଲ ଭାରତୀୟ ବନ୍ଧୁ: ଟୋନି ଆବୋଟ

ନୂଆଦିଲ୍ଲୀ/କାନଭେରା,୨୪।୨: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହାନ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଟୋନି ଆବୋଟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତକୁ ଏକ...

ବିଶ୍ୱର ସର୍ବ ବୃହତ ଶସ୍ୟ ଭଣ୍ଡାରର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ’ ପାଇଲଟ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସୂଚନାଯୋଗ୍ୟ, ଏହା ୧୧ଟି ରାଜ୍ୟର ୧୧ ଟି ପ୍ରାଥମିକ କୃଷି କ୍ରେଡିଟ ସୋସାଇଟି (ପିଏସିଏସ) ରେ ପରିଚାଳିତ ହେଉଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri