ଜାତୀୟ

ଫେବୃୟାରୀ ୨୩ରେ କଳା ଦିବସ, ମାର୍ଚ୍ଚ ୧୪ରେ ମହାପଞ୍ଚାୟତ: ବଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ

ନୂଆଦିଲ୍ଲୀ,୨୨।୨: ସଂଯୁକ୍ତ କିଶାନ ମୋର୍ଚ୍ଚା(ଏସକେଏମ) ଚାଷୀଙ୍କ ପ୍ରଦର୍ଶନରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏମଏସପି ଉପରେ ଗ୍ୟାରେଣ୍ଟି ଆଇନ ଦାବି କରୁଥିବା ଚାଷୀଙ୍କ ଦ୍ୱାରା ଚାଲିଥିବା ବିରୋଧ ମଧ୍ୟରେ କୃଷକ ନେତା ରାକେଶ ଟିକାୟତ ଗୁରୁବାର ଘୋଷଣା କରିଛନ୍ତି ଯେ...

ସିଂହର ନାମ ଆକବର, ସିଂହୀର ନାମ ସୀତାକୁ ନେଇ ହାଇକୋର୍ଟ ପହଞ୍ଚିଲା ଭିଏଚପି

କୋଲକାତା,୨୨।୨: କଲିକତା ହାଇକୋର୍ଟ ସିଂହକୁ ଆକବର ଏବଂ ସିଂହୀଙ୍କୁ ସୀତା ନାମରେ ନାମିତ କରିବାକୁ ନେଇ ଶୁଣାଣି କରିଛନ୍ତି। ଅଦାଲତର ଜଲପାଇଗୁରି ସର୍କିଟ ବେଞ୍ଚ ମୌଖିକ ଭାବରେ କହିଛି ଯେ ସିଂହୀ ସୀତା ଏବଂ ସିଂହ ଆକବରଙ୍କ ନାମକୁ ଏଡାଇବା...

କୋଟାରେ ୧୦ ବର୍ଷରେ ଆତ୍ମହତ୍ୟା କଲେଣି ୧୨୪ ଛାତ୍ର!

ନୂଆଦିଲ୍ଲୀ,୨୨।୨: ରାଜସ୍ଥାନର କୋଟାକୁ ଭାରତର ‘କୋଚିଂ ରାଜଧାନୀ’ କୁହାଯାଏ। ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଶହ ଶହ ଛାତ୍ର କୋଟାକୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବାର ସ୍ବପ୍ନ ଦେଖି ଆସିଥାଆନ୍ତି, କିନ୍ତୁ କୋଚିଂ ପାଇଁ ଏଠାକୁ ଆସିଥିବା ପିଲାମାନଙ୍କର ଆତ୍ମହତ୍ୟା...

ରାକୁଲ-ଜ୍ୟାକିଙ୍କୁ ବିବାହର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କୁ ସେମାନଙ୍କ ବିବାହ ଅଭିନନ୍ଦନ ଜଣାଇଛନ୍ତି। ସେହି ପୋଷ୍ଟଟି ବହୁତ ଭାଇରାଲ ହେବାରେ ଲାଗିଛି। ଆଇଏଏନଏସ୍‌ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ...

ୟୁଟ୍ୟୁବ ଦେଖି ଘରେ ସ୍ତ୍ରୀଙ୍କ ପ୍ରସବ କରାଉଥିଲେ ସ୍ବାମୀ, ତା’ପରେ ଯାହା ଘଟିଲା…

ଚେନ୍ନାଇ,୨୨।୨: ତାମିଲନାଡୁର ତିରୁପୁରରେ ପ୍ରସବ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ୟୁଟ୍ୟୁବରେ ଏକ ଭିଡିଓ ଦେଖିବା ପରେ ମହିଳାଙ୍କ ସ୍ବାମୀ ଘରେ ପ୍ରସବ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ସ୍ବାମୀ ସଫଳ ହୋଇନଥିଲେ ଏବଂ ଅତ୍ୟଧିକ ରକ୍ତସ୍ରାବ ହେତୁ...

ଶିକ୍ଷା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଏଣିକି ୨୨ଟି ଭାରତୀୟ ଭାଷାରେ ପଢିବେ ସିବିଏସ୍‌ଇ ଛାତ୍ରୀଛାତ୍ର, ଏହି ଦିନଠୁ ହେବ ଲାଗୁ

ନୂଆଦିଲ୍ଲୀ,୨୨।୨: ଶିକ୍ଷା ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ସିବିଏସ୍‌ଇରେ ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଅଧ୍ୟୟନ କେବଳ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ୨୨ ଟି ଭାରତୀୟ ଭାଷାରେ ଅଧ୍ୟୟନ କରାଯାଇପାରେ। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା...

ଅଖିଳେଶଙ୍କ ହାତ ଛାଡିବା ପରେ ନୂଆ ଦଳ ଘୋଷଣା କଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଇଣ୍ଡିଆ ମେଣ୍ଟକୁ କରିବେ ସମର୍ଥନ

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ଶକ୍ତିଶାଳୀ ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରୁ ଅଲଗା ହୋଇ ଗୁରୁବାର ତାଙ୍କର ନୂତନ ରାଜନୈତିକ ଦଳ ଘୋଷଣା କରିଛନ୍ତି। ମୌର୍ଯ୍ୟ ତାଙ୍କ ନୂଆ ଦଳର ନାମ ରଖିଛନ୍ତି ‘ରାଷ୍ଟ୍ରିୟ ଶୋଶିତ ସମାଜ...

ଏହି ରାଜ୍ୟରେ ୧୦୦ଟଙ୍କା କିଲୋ ବିକ୍ରି ହେଲା ଚିକେନ, କିଣିବାକୁ ଆସିଲେ ନାହିଁ ଗ୍ରାହକ!

ବିଶାଖାପାଟନମ,୨୨।୨: ଅଧିକାଂଶ ମାଂସାହାରୀ ଖାଦ୍ୟପ୍ରେମୀ ଅନ୍ୟ ମାଂସ ଅପେକ୍ଷା ଚିକେନ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଦୁଇଟି ତେଲୁଗୁ ରାଜ୍ୟରେ କୁକୁଡ଼ାମାନେ ବାର୍ଡ-ଫ୍ଲୁ ରୋଗରେ ପୀଡିତ ଥିବା ସନ୍ଦେହ କରାଯିବା ପରେ ଲୋକମାନେ ଚିକେନ ଖାଇବାକୁ...

‘କଂଗ୍ରେସ ସହିତ ଏଏପି ମେଣ୍ଟ କଲେ କେଜ୍‌ରିଓ୍ବାଲଙ୍କୁ କରାଯିବ ଗିରଫ’

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ଲୋକ ସଭା ଆସନ ବାଣ୍ଟନକୁ ନେଇ ଦିଲ୍ଲୀରେ ଆଲୋଚନା ଚାଲିଛି। ସେପଟେ ଦିଲ୍ଲୀ ମନ୍ତ୍ରୀ ଆତିଶୀ ଏକ ବଡ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ, ଆମ ଆଦମୀ...

ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏକାଠି ଆସିବେ ରାହୁଲ-ଅଖିଳେଶ, ତାରିଖ ସହ ଭେନ୍ୟୁ ହେଲା ଘୋଷଣା

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ମିଳିତ ସହଯୋଗ ପରେ ବର୍ତ୍ତମାନ ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧୀଙ୍କୁ ଏକାଠି ଦେଖିବାକୁ ମିଳିବ। ୨୫ ଫେବୃଆରୀରେ ଆଗ୍ରାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଖିଳେଶ ଯାଦବ ଅଂଶଗ୍ରହଣ...

ଖାର୍ଗେଙ୍କୁ ଜେଡ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୨୨।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଗୃହ ମନ୍ତ୍ରଣାଳୟର ପାରାମିଲିଟାରୀ ଫୋର୍ସ ଦ୍ୱାରା ଜେଡ ପ୍ଲସ ସୁରକ୍ଷା ଦିଆଯାଇଛି। ଆଇବିର ଥ୍ରେଡ ପରସେପ୍ସନ ରିପୋର୍ଟ ଆଧାରରେ ସିଆରପିଏଫର ଏହି ଜେଡ ପ୍ଲସ ବର୍ଗର ସୁରକ୍ଷା...

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ପୁଣି ଏକ ବିବାଦୀୟ ବୟାନ ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ନୂଆଦିଲ୍ଲୀ,୨୨।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ସ୍ବାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ନୂତନ ଦଳ ‘ରାଷ୍ଟ୍ରିୟ ଶୋଶିତ ସମାଜ ପାର୍ଟି’ ଆରମ୍ଭ କରିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ସମୟରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri