ଜାତୀୟ

ମାୟାବତୀଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିର୍ବାଚନ ପୂର୍ବରୁ ଦଳ ଛାଡ଼ିବେ ସମସ୍ତ ଏମ୍‌ପି !

ନୂଆଦିଲ୍ଲୀ,୨୧।୨: ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପି ପ୍ରମୁଖ ମାୟାବତୀଙ୍କୁ ବଡ଼ ଝଟ୍‌କା ଲାଗିପାରେ। ଦଳର ସମସ୍ତ ୧୦ ଏମ୍‌ପି ଦଳ ଛାଡ଼ିବା ନେଇ ଯୋଜନା କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଭାଜପା ତ କିଛି ସମାଜବାଦୀ ପାର୍ଟୀ ଏବଂ...

ରାଜ୍ୟ ସଭା ନିର୍ବାଚନ: ୫୬ରୁ ୪୧ ଆସନରେ ନିର୍ବିରୋଧ ନିର୍ବାଚିତ ହେଲେ ପ୍ରାର୍ଥୀ, ଭାଜପାର ୨୦-ଇଣ୍ଡିଆର ୧୩…

ନୂଆଦିଲ୍ଲୀ,୨୧।୨ : ରାଜ୍ୟ ସଭାର ୫୬ ଟି ଆସନ ମଧ୍ୟରୁ ୪୧ ଟି ଆସନରେ ପ୍ରାର୍ଥୀ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି। ସେଥିମଧ୍ୟରୁ ସର୍ବାଧିକ ୨୦ଜଣ ପ୍ରାର୍ଥୀ ଭାଜପାର ଅଛନ୍ତି। ସେହିପରି ଈଣ୍ଡିଆର ୧୩ ଜଣ ଅଛନ୍ତି। ସେଥିମଧ୍ୟରେ କଂଗ୍ରେସର ୬...

ପୁଣି ଅଟକିଲା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’, ବିଦେଶ ଯିବେ ରାହୁଲ, ଏସ୍‌ପି କହିଲା ଏଭଳି ସମୟରେ ବିଦେଶ ଯାତ୍ରା…

ଲକ୍ଷ୍ନୌ,୨୧।୨: ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରୁ କିଛି ଦିନ ବିରତି ନେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ନେତା ଚଳିତ ମାସ ଶେଷରେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଏକ ବକ୍ତୃତା ପ୍ରଦାନ କରିବେ ଏବଂ ଏହା ସହ...

ମୋଦି ସରକାର ଦେଉଛନ୍ତି ୩ ଲକ୍ଷ ଟଙ୍କାର ଋଣ, କିପରି ନେବେ ଏହାର ଲାଭ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ବ୍ୟକ୍ତିବିଶେଷଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଯାହା ସେମାନଙ୍କ ଉଦ୍ୟୋଗ ଆରମ୍ଭ କରିବାରେ...

ସାବଧାନ! Pay later ହେଉଛି ହ୍ୟାକ୍‌, ଆକାଉଣ୍ଟରୁ ୯୭ହଜାର ଟଙ୍କା ହୋଇଗଲା ଗାଏବ

ନୂଆଦିଲ୍ଲୀ,୨୧।୨: ଦେଶରେ ପ୍ରତିଦିନ ନୂଆ ଉପାୟରେ ସ୍କାମ ହେଉଛି। ଆପଣ ଜାଣିଥିବେ, ସାଧାରଣତ ହ୍ୟାକରମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରି ଟଙ୍କା ନେଇଯାଇଥା’ନ୍ତି। କିନ୍ତୁ ନିକଟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଫୁଡ୍‌ ଡେଲିଭରି ଆକାଉଣ୍ଟକୁ...

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା: ବର୍ଷକୁ ୨ ଥର ହେବ ବୋର୍ଡ ପରୀକ୍ଷା, ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ,୨୧।୨: ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ସିବିଏସଇ ବୋର୍ଡ, ବିହାର ବୋର୍ଡ, ଏମ୍‌ପି ବୋର୍ଡ, ଓଡ଼ିଶା ବୋର୍ଡ, ବେଙ୍ଗଲ ବୋର୍ଡ ସମେତ ଅନେକ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଚାଲିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା...

ଭାଙ୍ଗିଗଲା ଷ୍ଟେଜ୍‌, ବସ୍‌ ଉପରେ ଚଢି ଭାଷଣ ଦେଲେ ତେଜସ୍ବୀ ଯାଦବ, ଭାଇରାଲ ହେଉଛି ଭିଡିଓ

ପାଟନା,୨୧।୨: ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିହାରର ସୀତାମଡିରେ ପହଞ୍ଚିଥିଲେ। ହେଲେ ସେଠାରେ ହଠାତ୍‌ ମଞ୍ଚ ଭାଙ୍ଗି ଯାଇଥିଲା । ଯାହା ପରେ ତେଜସ୍ବୀ ବସ୍‌ରେ ଚଢି ଜନସାଧାରଣଙ୍କୁ ସମ୍ବୋଧିତ...

ନୀରବି ଗଲେ ‘ବିନାକା ଗୀତାମାଲା’ର ଘୋଷକ ଅମିନ ସୟାନୀ…

ମୁମ୍ବାଇ,୨୧।୨ : ‘ରେଡିଓ କିଙ୍ଗ’ ଅମିନ ସୟାନୀଙ୍କ ଦେହାନ୍ତ ହୋଇଛି। ଧ୍ୱନି ଜଗତର ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା ଅମିନ ସୟାନି ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରେଡିଓ ଶ୍ରୋତାମାନଙ୍କ ‘ବିନାକା ଗୀତାମାଲା’ର ଘୋଷକ ନୀରବି ଯାଇଛନ୍ତି।...

ସିଦ୍ଧୁ ହାତ ଛାଡି ପୁଣି ଧରିବେ ପଦ୍ମ !, ଯୁବରାଜ ଲଢ଼ିବେ ଲୋକସଭା ନିର୍ବାଚନ…

ଚଣ୍ଡିଗଡ଼,୨୧।୨ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ନବଜୋତ ସିଦ୍ଧୁ ଏବଂ ଯୁବରାଜ ସିଂଙ୍କ ବିଷୟରେ ସର୍ବଶେଷ ଅପଡେଟ ଆସିଛି। ଉଭୟଙ୍କ ପାଇଁ ଭାଜପା ମାଷ୍ଟରପ୍ଲାନ ମଧ୍ୟ ପ୍ରସ୍ତୁତ କରିଛି। କଳ୍ପନାଜଳ୍ପନା ଚାଲିଛି ଯେ ନବଜୋତ ସିଦ୍ଧୁ...

Land laws across India: ଆପଣଙ୍କ ପାଖରେ ଏତେ ଏକରରୁ ଅଧିକ ଜମି ଥିଲେ ନେଇଯିବେ ସରକାର! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୧।୨: ଲୋକେ ନିବେଶ ପାଇଁ ଜମି କିମ୍ବା ଘର କିଣୁଥିବାର ନିଶ୍ଚୟ ଦେଖିଥିବେ। ସମ୍ପତ୍ତି କିମ୍ବା ଜମିରେ ନିବେଶ କରେ ଏବେ ପ୍ରଚଳିତ ନୁହେଁ ବରଂ ବହୁ ପ୍ରାଚୀନ କାଳରୁ ଏହା ଜାରି ରହିଛି। ଭାରତରେ ଲୋକେ ନିଜର ଅଧିକ...

ବିବାହ ପୂର୍ବରୁ ମାରିଦେଲା ହସ, ଡାକ୍ତରଖାନାରେ…

ହାଇଦ୍ରାବାଦ,୨୧।୨: ହାଇଦ୍ରାବାଦର ଜଣେ ୨୮ ବର୍ଷୀୟ ବ୍ୟକ୍ତି ବିବାହ ପୂର୍ବରୁ ନିଜ ହସକୁ ପ୍ରଭାବୀ କରିବା ପାଇଁ ଏକ ଡେଣ୍ଟାଲ କ୍ଲିନିକ୍‌କୁ ଯାଇଥିଲେ। ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କୁ ଅତ୍ୟଧିକ ନିଶ୍ଚେତକ ଦିଆଯିବାରୁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ...

ସୁପ୍ରିମକୋର୍ଟର ବରିଷ୍ଠ ଓକିଲଙ୍କ ପରଲୋକ, ଇନ୍ଦିରା ସରକାରଙ୍କ ବିରୋଧରେ ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ,୨୧।୨: ବରିଷ୍ଠ ଭାରତୀୟ ଓକିଲ ଫଲି ଏସ ନରିମନଙ୍କ ଦେହାନ୍ତ ହୋଇଛି। ବୁଧବାର ୯୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବରିଷ୍ଠ ଓକିଲ ନରିମନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅତିରିକ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri