ଜାତୀୟ

ପୋଷ୍ୟ ସନ୍ତାନ ଗ୍ରହଣ ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ,୨୧ା୨(ପି.ଟି.): ଜଣେ ଶିଶୁକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବାର ଅଧିକାରକୁ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନକୁ ଆଣି ମୌଳିକ ଅଧିକାର ବୋଲି ଦାବି କରାଯାଇପାରିବ ନାହିଁ। କେଉଁ ପିଲାକୁ ପୋଷ୍ୟ ଭାବେ ଗ୍ରହଣ କରିବେ ତାହା ଚୟନ...

ଲାଞ୍ଚ ନେଇ ଧରା ପଡ଼ିବାରୁ କାନ୍ଦିଲେ

ହାଇଦ୍ରାବାଦ, ୨୧।୨: ତେଲଙ୍ଗାନାର ଜନଜାତି କଲ୍ୟାଣ ବିଭାଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କେ. ଜଗା ଜ୍ୟୋତି ଲାଞ୍ଚ ନେଉଥିବାବେଳେ ଧରା ପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଆଧିକାରିକ ସ୍ତରରେ ଲାଭ ପହଞ୍ଚାଇବା ପାଇଁ ୮୪ ହଜାର ଟଙ୍କା ଲାଞ୍ଚ...

ଚାଷୀଙ୍କ ୧୭୭ ଆକାଉଣ୍ଟ ବ୍ଲକ୍‌

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୧ା୨: ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଦାବିରେ ଚାଲିଥିବା କୃଷକ ଆନ୍ଦୋଳନ ସହ ଜଡ଼ିତ ୧୭୭ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ଓ୍ବେବ୍‌ ଲିଙ୍କ୍‌କୁ କେନ୍ଦ୍ର ସରକାର ସାମୟିକ ଭାବେ ବ୍ଲକ୍‌ କରିଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁରୋଧକ୍ରମେ...

ଅବିବାହିତା ମା‘ ନେଇ ପାରିବେ କି ମାତୃତ୍ୱ ଛୁଟି ? କ‘ଣ କହୁଛି ଆଇନ…

ନୂଆଦିଲ୍ଲୀ,୨୦।୨ : ପ୍ରସବକାଳୀନ ଛୁଟି ହେଉଛି କାର୍ଯ୍ୟରତ ମହିଳାମାନଙ୍କୁ ଦିଆଯାଇଥିବା ଏକ ଅଧିକାର, ଯାହାକୁ କୌଣସି ମହିଳା ବିଶେଷ ପରିସ୍ଥିତିରେ ନେଇପାରିବେ। ବିଶେଷ ପରିସ୍ଥିତିର ଅର୍ଥ ହେଉଛି ଏହି ଛୁଟି ଗର୍ଭାବସ୍ଥାରେ ନିଆଯାଇପାରିବ। ଏଭଳି ପରିସ୍ଥିତିରେ ଅବିବାହିତା ମହିଳାମାନେ ମଧ୍ୟ...

Reverse Mortgage Scheme: ଅବସର ପରେ ମିଳିବ ଟଙ୍କା…

ନୂଆଦିଲ୍ଲୀ,୨୦।୨ : ସମସ୍ତେ ବୃଦ୍ଧାବସ୍ଥା ପାଇଁ ଟଙ୍କା ସଞ୍ଚୟ କରିବାକୁ ଚାହାନ୍ତି କିନ୍ତୁ ଅଧିକ ମୁଦ୍ରାସ୍ଫୀତି ଯୋଗୁ ଏହା କରିବା କଷ୍ଟକର ହୋଇଥାଏ। ପିଲାମାନଙ୍କର ଶିକ୍ଷା ଏବଂ ଘରର ଖର୍ଚ୍ଚ ଏତେ ହୋଇଯାଏ ଯେ ସଞ୍ଚୟ ପାଇଁ କୌଣସି ଟଙ୍କା...

ରାଜ୍ୟବାସୀଙ୍କ ଅଧାର କାର୍ଡ ଡିଆକ୍ଟିଭେଟ କରିଛନ୍ତି କେନ୍ଦ୍ର ସରକାର,ମମତାଙ୍କ ଅଭିଯୋଗର ଉତ୍ତର ଦେଲା UIDAI…

କୋଲକାତା,୨୦।୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗବାସୀଙ୍କ ଆଧାର କାର୍ଡକୁ ସରକାରୀ ଯୋଜନାର ଲାଭ ପାଇବାକୁ ରୋକିବା ପାଇଁ...

ଏଇ ମାସରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀ ଯିବେ

ଭୁବନେଶ୍ୱର,୨୦।୨: ଲୋକସଭା ନିର୍ବାଚନକୁ ଆଉ ମାସ କେଇଟା ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବିଜେଡି, ଭାଜପା ଓ କଂଗ୍ରେସ। କଂଗ୍ରେସର ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ପରେ ଏବେ ଭାଜପାର ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି...

EPFO REPORT: ଡିସେମ୍ବର ୨୦୨୩ରେ ବଢ଼ିଲେ ୧୫.୬୨ ଲକ୍ଷ କର୍ମଚାରୀ, ନିଯୁକ୍ତି ଦେବାରେ ଏସବୁ ୫ ରାଜ୍ୟ ଆଗୁଆ…

ନୂଆଦିଲ୍ଲୀ,୨୦।୨ : ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ଦିନ ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୩ ରେ ୧୫.୬୨ ଲକ୍ଷ ନୂତନ ସଦସ୍ୟ ଅବସର ପାଣ୍ଠି ସଂସ୍ଥା ଇପିଏଫଓରେ ଯୋଗ ଦେଇଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ...

ଘର କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ବ୍ୟାଙ୍କ ଦେଉଛି ଶସ୍ତାରେ Home loan

ନୂଆଦିଲ୍ଲୀ,୨୦।୨: ଘର କିଣିବା ବା କରିବା ପୂର୍ବରୁ ଆପଣ ବ୍ୟାଙ୍କରୁ ହୋମଲୋନ୍‌ ବା ଗୃହଋଣ ନେଇଥା’ନ୍ତି। ଋଣ ନେବା ପୂର୍ବରୁ, ଲୋକମାନେ ବିଭିନ୍ନ ବ୍ୟାଙ୍କର ଗୃହଋଣ ସୁଧ ହାର ସବୁ ବ୍ୟାଙ୍କ ସହ ତୁଳନା କରଥାନ୍ତି। ଅଧିକାଂଶ ବ୍ୟାଙ୍କ ୯-୧୧...

ଏଏପି ପ୍ରାର୍ଥୀ କୁଲଦୀପ କୁମାର କିଏ? ଯିଏ ‘ସୁପ୍ରିମ୍‌’ ନିଷ୍ପତ୍ତି ଯୋଗୁ ହେଲେ ଚଣ୍ଡିଗଡ଼ ମେୟର 

ଚଣ୍ଡିଗଡ଼,୨୦।୨: ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଗିଂ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଏପି ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ସହ ସେ ଚଣ୍ଡିଗଡ଼ରେ ପ୍ରଥମ ଏଏପି ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ଇତିହାସ ରଚିଛନ୍ତି।...

ହାଇକୋର୍ଟଙ୍କ ରାୟ; ହାଇଓ୍ବେରେ ନେଇପାରିବେନି ଟ୍ରାକ୍ଟର-ଟ୍ରଲି

ଚଣ୍ଡୀଗଡ,୨୦।୨: ହାଇଓ୍ବେରେ ଟ୍ରାକ୍ଟର ଏବଂ ଟ୍ରଲି ନେଇ ଯାଇପାରିବେନି, ଏପରି ରାୟ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ଦାବି ନେଇ ଦିଲ୍ଲୀ ବାହାରିଥିବା ଚାଷୀଙ୍କ ଉପରେ ବର୍ଷିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ମଙ୍ଗଳବାର ହାଇକୋର୍ଟ କହିଛନ୍ତି, ଚାଷୀମାନେ ଏଭଳି ହାଇଓ୍ବେରେ...

ଟ୍ରେନ୍‌ ଟିକେଟ୍‌ କନ୍‌ଫର୍ମ ନହେବା ଯାଏ ଆକାଉଣ୍ଟରୁ କଟିବନି ଗୋଟିଏ ବି ଟଙ୍କା,ଏଭଳି ଉପାୟରେ କରନ୍ତୁ ବୁକିଂ…

ନୂଆଦିଲ୍ଲୀ,୨୦।୨: ଆଇଆର୍‌ସିଟିସି ଆଇପେ’ ଅଟୋପେ’(IRCTC iPay Autopay) ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ ନଚେତ ଆପ୍‌ରେ ଉପଲବ୍ଧ ହେଉଥିବା ଏକ ପେମେଣ୍ଟ ଅପ୍‌ଶନ ଯେଉଁଥିରେ ପେମେଣ୍ଟ ନ କରି ବି ଟିକେଟ ବୁକ୍‌ କରିହେବ। ଡିଜିଟାଲ ନେଣଦେଣକୁ ବଢ଼ାଇବା ଲାଗି IRCTC  ଭିନ୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri