ଜାତୀୟ

୧୧ ବର୍ଷ ପରେ ପ୍ରତିଶ୍ରୁତି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି

ଶ୍ରୀନଗର,୨୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ଏଠାରେ ସେ ୩୦ ହଜାର କୋଟି ଟଙ୍କା ମୂଲ୍ୟର ବିକାଶ ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ସେପଟେ ପିଏମ ମୋଦିଙ୍କ ଏକ ଭିଡିଓ...

ଧାରଣାରେ ବସିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୦।୨: ପଶ୍ଚିମବଙ୍ଗରେ ଭାଜପା ନେତା ଶୁଭେନ୍ଦୁ ଆଦିକାରୀଙ୍କୁ ଉତ୍ତର ୨୪ପରଗନା ଜିଲାର ସାନ୍ଦେଶଖାଲି ଗ୍ରାମକୁ ଯିବାକୁ ବାରଣ କରାଯାଇଛି। ଏହା ପରେ ସେ ନିଜେ ରାସ୍ତାରେ ଧର୍ମଘଟରେ ବସିଥିଲେ। ସୂଚନାଯୋଗ୍ୟ, ସୋମବାର କୋଲକାତା ହାଇକୋର୍ଟଙ୍କ ଅନୁମତି କ୍ରମେ ସେ ମଙ୍ଗଳବାର...

ରାହୁଲଙ୍କୁ ମିଳିଲା ବେଲ୍‌

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସୁଲତାନପୁରର ଏମପି-ଏମଏଲଏ କୋର୍ଟରେ ହାଜର ହୋଇଥିଲେ। ଏହି ସମୟ ମଧ୍ୟରେ କଂଗ୍ରେସ କର୍ମୀମାନେ ମଧ୍ୟ କୋର୍ଟ ପରିସରରେ ଉପସ୍ଥିତ ଥିଲେ। ରାହୁଲ ଗାନ୍ଧୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ କୋର୍ଟ...

କେବେ ହେବ ଲୋକ ସଭା ନିର୍ବାଚନ ତାରିଖ ସମ୍ପର୍କରେ ସୂଚନା ଦେଲେ ନିର୍ବାଚନ କମିଶନ!

ନୂଆଦିଲ୍ଲୀ,୨୦।୨: ଦେଶର ନିର୍ବାଚନ ଆୟୋଗ (ଇସିଆଇ) ଲୋକ ସଭା ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ବିଶେଷ ସୂତ୍ରରୁ ପ୍ରକାଶ ଯେ ମାର୍ଚ୍ଚ ୯ ପରେ ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ବିଭିନ୍ନ...

ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆମେଠିରେ ପହଞ୍ଚିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କେବଳ ଆମେଠିରେ ଲୋକ ସଭା ଆସନରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛନ୍ତି। ରାହୁଲ...

ସିବିଏସଇ ବୋର୍ଡ ପରୀକ୍ଷାରେ ଗୋଟିଏ ନମ୍ବର କମ ହେଲେ ବି ମିଳିବନି ସଫଳତା

ନୂଆଦିଲ୍ଲୀ,୨୦।୨: ସିବିଏସଇ ବୋର୍ଡ ପରୀକ୍ଷା ଫେବୃଆରୀ ୧୫, ୨୦୨୪ରୁ ଆରମ୍ଭ ହୋଇଥିଲା। କିନ୍ତୁ ସିବିଏସଇ ଶ୍ରେଣୀର ଦଶମ ଏବଂ ଦ୍ୱାଦଶର ମୁଖ୍ୟ ବିଷୟଗୁଡ଼ିକ ପାଇଁ ପରୀକ୍ଷା ଫେବୃଆରୀ ୧୯, ୨୦୨୪ ରୁ ଆରମ୍ଭ ହୋଇଛି । ସିବିଏସଇ ବୋର୍ଡ ପରୀକ୍ଷା...

୧୭ ଆସନ ପ୍ରସ୍ତାବ ଉପରେ ଉପରେ କଂଗ୍ରେସ ମୌନ, ଭାରତ ଯୋଡୋ ନ୍ୟାୟ ଯାତ୍ରାରୁ ଦୂରେଇ ରହିବେ ଅଧିଳେଶ

ଲକ୍ଷ୍ନୌ,୨୦।୨: କଂଗ୍ରେସ ଇଣ୍ଡିଆ ମେଣ୍ଟ ଅଧୀନରେ ଏସ୍‌ପିର ୧୭ ଟି ଆସନରେ ନିର୍ବାଚନ ଲଢିବା ପ୍ରସ୍ତାବ ଉପରେ ସୋମବାର କୌଣସି ଜବାବ ଦେଇନାହିଁ। ଏସ୍‌ପି ସୂତ୍ର ଅନୁଯାୟୀ, ସିଟ ବଣ୍ଟନ ଚୂଡାନ୍ତ ହୋଇ ନ ଥିବାରୁ ଏସ୍‌ପି ମୁଖ୍ୟ ଅଖିଳେଶ...

ସି୨+୫୦% ସୂତ୍ରରେ ଏମ୍‌ଏସ୍‌ପି ଲାଗୁ କରିବାକୁ ଏସ୍‌କେଏମ୍‌ର ଦାବି: କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୦ା୨(ପି.ଟି.):ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ଚାଷୀଙ୍କଠାରୁ ସରକାର ଡାଲି, ମକା ଏବଂ ତୁଳା କିଣିବେ ବୋଲି କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ କୃଷକ ୟୁନିୟନଗୁଡ଼ିକର ସର୍ବୋଚ୍ଚ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପ୍ରତ୍ୟାଖ୍ୟାନ କରିଦେଇଛି। ସରକାରଙ୍କ ପ୍ରସ୍ତାବରେ ସ୍ପଷ୍ଟତା ନାହିଁ।...

ଆମେଠିରେ ‘ରାହୁଲ ଗୋ-ବ୍ୟାକ୍‌’ ନାରା

ନୂଆଦିଲ୍ଲୀ,୨୦।୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସୋମବାର ଉତ୍ତରପ୍ରଦେଶର ଆମେଠିରେ ପହଞ୍ଚିଛି। ଆମେଠିରେ ଗାନ୍ଧୀ ଚୌକରେ ପହଞ୍ଚିବା ପରେ ଭାଜପା କର୍ମୀମାନେ ଏହାକୁ ବିରୋଧ କରି ‘ରାହୁଲ ଗୋ-ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ‘ଜୟ...

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୦।୨: ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ଦ୍ୱାରା ଅନୁପ୍ରାଣିତ ଅମୃତ ଭାରତ ଏକ୍ସପ୍ରେସ ଜନସାଧାରଣଙ୍କଠାରୁ ବହୁତ ଭଲ ପାଇବା ପାଇଛି। ଏହି ଖୁସିରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଅମୃତ ଭାରତ...

ରିଟର୍ନିଂ ଅଫିସରଙ୍କ ବିରୋଧରେ ମକଦ୍ଦମା ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୨(ପି.ଟି.): ଚଣ୍ଡିଗଡ଼ ମେୟର ନିର୍ବାଚନରେ ଘୋଡ଼ାବେପାରକୁ ନେଇ ସୁପ୍ରିମକୋର୍ଟ ରିଟର୍ନିଂ ଅଫିସରଙ୍କୁ ଭର୍ତ୍ସନା କରିବା ସହ ତାଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବାଲଟ ପେପର ଏବଂ ଭୋଟଗଣତି ଦିନର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ ମଙ୍ଗଳବାର ଦାଖଲ...

ପାକିସ୍ତାନ ଜିଡିପିକୁ ଟପିଲା ଟାଟା ଗ୍ରୁପ୍‌ର ବଜାର ପୁଞ୍ଜି

ନୂଆଦିଲ୍ଲୀ,୨୦।୨: ଟାଟା ଗ୍ରୁପ୍‌ର କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ଏବେ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଟପିଯାଇଛି। ସଦ୍ୟତମ ତଥ୍ୟ ଅନୁଯାୟୀ ଟାଟା ଗ୍ରୁପ୍‌ର ମୋଟ ବଜାର ପୁଞ୍ଜି ୩୬୫ ବିଲିୟନ ଡଲାରରୁ ଅଧିକ (୩୦.୩ ଲକ୍ଷ କୋଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri