ଜାତୀୟ

ହାଜର ହେଲେନି କେଜ୍‌ରିଓ୍ବାଲ: ମାମଲା ରୁଜୁକଲା ଇଡି

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ଷଷ୍ଠ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ଜେରା ପାଇଁ ହାଜର ହୋଇ ନାହାନ୍ତି। ଇଡିର ସମନ ବେଆଇନ ବୋଲି ଆମ୍‌...

ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର, ଲଦାଖ

ଶ୍ରୀନଗର,୧୯।୨: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର କାର୍ଗିଲ ଜିଲାରେ ସୋମବାର ରାତି ୯.୩୫ରେ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୧୪୮...

ଜମ୍ମୁ-କଶ୍ମୀରରେ ପ୍ରଥମ ଇଲେକ୍ଟ୍ରୋନିକ ଟ୍ରେନର ଉପହାର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୨: ଫେବୃଆରୀ ୨୦ରେ ଜମ୍ମୁ-କଶ୍ମୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ବାନିହାଲ-ଖଡି-ସୁମ୍ବଡ-ସଙ୍ଗଲଦାନ ସେକ୍ସନ (୪୮ କିଲୋମିଟର)ମଧ୍ୟରେ ନୂତନ ରେଳ ଲାଇନ ଏବଂ ବାରାମୁଳା-ଶ୍ରୀନଗର-ବନିହାଲ- ସଙ୍ଗଲଦାନ ସେକ୍ସନର ବିଦ୍ୟୁତିକରଣର ଲୋକାର୍ପଣ କରିବେ।...

ଅନେକ ବର୍ଷ ଧରି ପେଟରେ ହେଉଥିଲା ଯନ୍ତ୍ରଣା, ଅପରେଶନ ପରେ ବାହାରିଲା ୮ କିଲୋର ଟ୍ୟୁମର

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶର ବାନ୍ଦା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଡାକ୍ତର ଜଣେ ରୋଗୀଙ୍କ ପେଟରୁ ୪୫ସେଣ୍ଟିମିଟର ଲମ୍ବା ଏବଂ ୮ କିଲୋର ଟ୍ୟୁମର ବାହାର କରାଯାଇଛି। ଯୁବକଙ୍କ ଏହି ଅସ୍ତ୍ରୋପଚାର ବାନ୍ଦାରେ ଥିବା ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ...

ଲୋକ ସଭା ନିର୍ବାଚନ ପାଇଁ ଶୁବମନ ଗିଲଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଚଣ୍ଡିଗଡ,୧୯।୨: ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ କ୍ରିକେଟର ଶୁବମନ ଗିଲଙ୍କୁ ‘ରାଜ୍ୟ ଆଇକନ’ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ସିବିନ ସି ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ...

ଅଟକିଲା ଭାରତ ଯୋଡୋ ନ୍ୟାୟ ଯାତ୍ରା, କୋର୍ଟରେ ହାଜର ହେବେ ରାହୁଲ ଗାନ୍ଧୀ

ଲକ୍ଷ୍ନୌ,୧୯।୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ମାନହାନି ମାମଲା ସାମ୍ନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କୋର୍ଟରେ ହାଜର ହେବେ। ସୋମବାର (ଫେବୃଆରୀ ୧୯) ରେ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ...

ରାଏବରେଲୀରେ କଂଗ୍ରେସକୁ ଝଟକା

ଲକ୍ଷ୍ନୌ,୧୯।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆମେଠିରେ ପହଞ୍ଚିବା ପୂର୍ବରୁ ଦଳର ପୂର୍ବତନ ବ୍ଲକ ସଭାପତି ଦଳରୁ ଇସ୍ତଫା ଦେଇଛନ୍ତି। ରାହୁଲ ଦେବ ସିଂ ତାଙ୍କ ଶତାଧିକ ସମର୍ଥକଙ୍କ ସହ ଦଳରୁ ଇସ୍ତଫା ଦେଇଛନ୍ତି।...

ୟୁପିର ୧୧ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ଏସ୍‌ପି

ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ୧୧ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ନିଜ ତାଲିକାରେ ଗାଜିପୁରରୁ ବିଏସପି ଏମ୍‌ପି ଆଫଜଲ ଅନସାରୀଙ୍କୁ ପ୍ରାର୍ଥୀ କରିଛି। ଏହା ବ୍ୟତୀତ ମୁଜାଫରନଗରରୁ ହରେନ୍ଦ୍ର ମଲିକ, ଅମ୍ବଲାରୁ ନୀରଜ...

କଳ୍ପନାଜଳ୍ପନା ମଧ୍ୟରେ ଭାଜପାରେ ସାମିଲ ହେବେ କି ନାହିଁ ସ୍ପଷ୍ଟ କଲେ କମଲନାଥ

ଭୋପାଳ,୧୯।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ସୋମବାର ଭାଜପାରେ ଯୋଗଦେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଏକ ନ୍ୟୁଜ୍‌ ଚ୍ୟାନେଲ ମାଧ୍ୟମରେ କହିଛନ୍ତି ଯେ ସେ ଭାଜପାରେ ଯୋଗଦେବେ ନାହିଁ। କମଲନାଥ ଖୁବ୍‌ଶୀଘ୍ର...

କଂଗ୍ରେସକୁ ଅଲ୍ଟିମେଟମ୍‌ ଦେଲେ ଅଖିଳେଶ

ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଯଦି ଆସନ ବଣ୍ଟନ ହୁଏ ତେବେ ସେ ଏହି ଯାତ୍ରାରେ ଭାଗ ନେବେ।...

Video: ‘ଆଜି ଯଦି ସୁଦାମା କୃଷ୍ଣଙ୍କୁ ଚାଉଳ ଦେଇଥାନ୍ତେ ସୁପ୍ରିମକୋର୍ଟ ଏହାକୁ ଦୁର୍ନୀତି ବୋଲି କହିଥାନ୍ତେ’: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ମୋଦି ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରି କହିଛନ୍ତି,ଆଜିର ସମୟରେ ସୁଦାମା ଚାଉଳ ଦେଲେ ମଧ୍ୟ ଭଗବାନ କୃଷ୍ଣଙ୍କୁ ଦୁର୍ନୀତି କରୁଥିବା ଅଭିଯୋଗ ହୋଇପାରେ। ବହିଷ୍କୃତ କଂଗ୍ରେସର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କ ସହ କଥାବାର୍ତ୍ତା ବିଷୟକୁ ପ୍ରସଙ୍ଗ କରି ସେ...

ନୂଆ ଦଳ ଗଠନ କରିବେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟିରେ ଉପେକ୍ଷା ଦର୍ଶାଇ ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏକ ନୂତନ ଦଳ ଗଠନ କରିବେ। ଏଥିପାଇଁ ସେ ନୂଆ ଦଳର ନାମ ଏବଂ ପତାକା ଉନ୍ମୋଚନ କରିଛନ୍ତି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri