ଜାତୀୟ

ଖୋଲା ଜିପ୍‌ରେ ବସିଥିବା ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ପ୍ରବଳ ଉତ୍କଣ୍ଠା: କାହାର ଚପଲ ହଜିଲା ତ ଆଉ କାହାର ଚଷମା ଭାଙ୍ଗିଲା

ପ୍ରୟାଗରାଜ,୧୯।୨: ଭରତ ଯୋଡୋ ନ୍ୟାୟ ଯାତ୍ରା ପ୍ରୟାଗରାଜରେ ପହଞ୍ଚିବା ପରେ ଯୁବ, ବେକାର ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ମଧ୍ୟରେ ଏକ ଉତ୍କଣ୍ଠା ଦେଖାଯାଇଛି। ଖୋଲା ଜିପ୍‌ରେ ବସିଥିବା ରାହୁଲଙ୍କୁ ଭେଟିବା ଏବଂ ହାତ ମିଳାଇବା ପାଇଁ ଯୁବବର୍ଗ ପ୍ରାୟ ଏକ...

ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ: ଲୋକେ ଆତଙ୍କିତ…

ଶିବପୁରୀ,୧୯।୨ : ମଧ୍ୟପ୍ରଦେଶର ଏକ ଗ୍ରାମ ନିକଟ ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ ମିଳିଛି। ଏତେ ସଂଖ୍ୟକ ଗାଈ ସେଠାରେ କିପରି ପହଞ୍ଚିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ଗାଈ ମାନଙ୍କୁ ସହରାଞ୍ଚଳରୁ...

ବିବାହ ଭୋଜିରେ ମହୁମାଛି ଆକ୍ରମଣ,୨୫ ଆହତ, ଭିଡିଓ ଭାଇରାଲ…

ଗୁନା,୧୯।୨ : ମଧ୍ୟପ୍ରଦେଶର ଗୁନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ବିବାହ ଭୋଜିରେ ସମ୍ପୃକ୍ତ ପରିବାର ଓ ଅତିଥିମାନଙ୍କ ଉପରେ ମହୁମାଛି ଆକ୍ରମଣ କରିଛନ୍ତି। ଏହା ଯୋଗୁ ଲୋକଙ୍କ ମଧ୍ୟରେ ଦଳଚକଟା ଦେଖିବାକୁ ମିଳିଥିଲା। କନ୍ୟାଙ୍କର...

ପିଓକେ-ଏଲଓସିରେ ଚାଇନା-ପାକିସ୍ତାନର ଷଡ଼ଯନ୍ତ୍ର ! ଗୁପ୍ତଚରୀ ପାଇଁ କରୁଛନ୍ତି ଏଭଳି କାର୍ଯ୍ୟ…

ଶ୍ରୀନଗର,୧୯।୨ : ପାକିସ୍ତାନ ଏହାର କାର୍ଯ୍ୟରୁ ନିବୃତ୍ତ ହେଉ ନାହିଁ। ଏହାର ଏକ ଉଦାହରଣ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ରେ ଦେଖାଯାଉଛି। ଯେଉଁଠାରେ ପାକିସ୍ତାନ ଟେକ୍ନୋଲୋଜିକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ବାସ୍ତବରେ ଭାରତ ପାକିସ୍ତାନରୁ ଆତଙ୍କବାଦୀ କାର୍ଯ୍ୟକଳାପକୁ...

ଭାରତୀୟଙ୍କ ଫୁସଫୁସକୁ ଅଧିକ ଦୁର୍ବଳ କରିଛି କରୋନା ମହାମାରୀ: ପ୍ରକାଶ ପାଇଲା ରିପୋର୍ଟ…

ନୂଆଦିଲ୍ଲୀ,୧୯।୨ : କରୋନା ମହାମାରୀ ଭାରତୀୟଙ୍କ ଫୁସଫୁସକୁ ବହୁତ ଦୁର୍ବଳ କରିଦେଇଛି। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡିଛି। ୟୁରୋପୀୟ ଏବଂ ଚାଇନା ଲୋକଙ୍କ ଅପେକ୍ଷା ଭାରତୀୟ ଲୋକଙ୍କ ଫୁସଫୁସ ଅଧିକ...

ବଳାତ୍କାରୀଙ୍କୁ ମିଳିବ କଠୋର ଦଣ୍ଡ: ୧୫୦ ଜଣିଆ ମହିଳା ପୋଲିସ ଟିମ ଗଠନ…

ରାଞ୍ଚି,୧୯।୨ : ବଳାତ୍କାର ଏବଂ ଯୌନ ଅପରାଧ ମାମଲାରେ, ପ୍ରମାଣ ଅଭାବରୁ ଅପରାଧୀମାନେ କୋର୍ଟ ରେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ବୈଜ୍ଞାନିକ ପ୍ରମାଣର ଅଭାବ, ଯେଉଁଥିପାଇଁ ବର୍ତ୍ତମାନ ଝାଡ଼ଖଣ୍ଡ ପୋଲିସର ସ୍ବତନ୍ତ୍ର ମହିଳା...

ସନ୍ଦେଶଖାଲି ମାମଲା: ମମତାଙ୍କୁ ଆଶ୍ୱସ୍ତି, ଲୋକସଭା ସଚିବାଳୟକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୯।୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସନ୍ଦେଶଖାଲ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ସଂସଦର ବିଶେଷ ଅଧିକାର କମିଟିର ନୋଟିସକୁ କୋର୍ଟ ସ୍ଥଗିତ ରଖିଛନ୍ତି। ପ୍ରକୃତରେ, ଭାଜପା ଏମପିଙ୍କ ସହ ହୋଇଥିବା ଅସଦାଚରଣ ପ୍ରସଙ୍ଗରେ...

ଷଷ୍ଠଥର ଇଡିରେ ହାଜର ହେବାକୁ ମନା କଲେ ଅରବିନ୍ଦ କେଜ୍‌ରିୱାଲ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଇଡିରେ ଷଷ୍ଠଥର ପାଇଁ ହାଜର ହେବାକୁ ମନା କରିଛନ୍ତି। ଦିଲ୍ଲୀର ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା ଇଡି କେଜ୍‌ରିୱାଲଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଏଏପି ଇଡିର ସମନକୁ ବେଆଇନ ବୋଲି କହିଛି।...

ପୋଲିସ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ: ୨୪୪ ଗିରଫ, ୩ ଲକ୍ଷରୁ ଅଧିକ ଆଶାୟୀ ପରୀକ୍ଷା ଦେବାକୁ ଆସିଲେନି…

ଲକ୍ଷ୍ନୌ,୧୯।୨ : ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ନିଯୁକ୍ତି ପାଇଁ ଦୁଇ ଦିନିଆ ଲିଖିତ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୨୪୪ ଜଣଙ୍କୁ ଗିରଫ କରାଯାଇଛି। ପେପର ଲିକ, କପି ଏବଂ ଠକେଇ ମାମଲାରେ ଏହି ଗିରଫଦାରୀ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ...

ଯୋଗୀଙ୍କ ରାଜ୍ୟରେ ଭାଜପାର ମାଷ୍ଟର ପ୍ଲାନ: ବିରୋଧୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ନିର୍ବାଚନ ବିଜୟ…

ଲକ୍ଷ୍ନୌ,୧୯।୨ : ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଜ୍ୟରେ ଭାଜପା ପକ୍ଷରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ବିରୋଧୀ ଦଳ ମଧ୍ୟରେ ଭାଜପା ଫାଟ ସୃଷ୍ଟି କରିବା ଅଭିଯାନ ଜାରି ରହିଥିବା ରାଜନୈତିକ ମହଲରେ...

କଂଗ୍ରେସର ଚିନ୍ତା ବଢ଼ିଲା: ଇଣ୍ଡିଆରୁ ଦୂରେଇଲେ ମେହବୁବା…

ଶ୍ରୀନଗର,୧୯।୨ : ଜମ୍ମୁ-କଶ୍ମୀରରେ ଇଣ୍ଡିଆ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନଫରେନ୍ସ (ଏନସି) ପରେ ବର୍ତ୍ତମାନ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମଧ୍ୟ ଲୋକସଭା ନିର୍ବାଚନରେ ପୃଥକ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଦଳର ସଂସଦୀୟ କମିଟି...

ପିଓକେରେ ଚାଇନା ପ୍ରଯୁକ୍ତି, ପାକିସ୍ତାନୀ ଟାଓ୍ବାର

ନୂଆଦିଲ୍ଲୀ,୧୯ା୨(ପି.ଟି.):ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କୁ କଶ୍ମୀର ଭିତରକୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ପାକ୍‌-ଅଧିକୃତ କଶ୍ମୀର (ପିଓକେ) ସଂଲଗ୍ନ ନିୟନ୍ତ୍ରଣରେଖାରେ ପାକିସ୍ତାନ ଲଗାତର ଭାବେ ଟେଲିକମ୍‌ ଟାଓ୍ବାର ବଢ଼ାଇଚାଲିଛି। ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଚାଇନା ଦ୍ୱାରା ବିକଶିତ ଓ୍ବାଇଏସ୍‌ଏମ୍‌ଏସ୍‌ ସେବା ବ୍ୟବହାର କରିଆସୁଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri