ଜାତୀୟ

କଂଗ୍ରେସ ଛାଡ଼ିବେ କି କମଲନାଥଙ୍କ ପୁଅ? ଟୁଇଟର୍‌ ବାୟୋରୁ ହଟାଇଲେ ଦଳର ନାମ-ଲୋଗୋ

ଭୋପାଳ,୧୭।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ତଥା ଛିନ୍ଦଓ୍ବାଡା ଏମ୍‌ପି ନକୁଳନାଥ କଂଗ୍ରେସ ଛାଡ଼ିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସେ ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରୁ କଂଗ୍ରେସ ଦଳର ନାମ ଏବଂ ଲୋଗୋ ହଟାଇ ଦେଇଛନ୍ତି।...

ଦିଲ୍ଲୀରେ ମାଲବାହୀ ଟ୍ରେନର ୮ବଗି ଲାଇନଚ୍ୟୁତ

ନୂଆଦିଲ୍ଲୀ,୧୭।୨: ଶନିବାର ଦିଲ୍ଲୀରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ନାଗର-ଦୟାବସ୍ତି ସେକ୍ସନର ଏକ ମାଲଗାଡ଼ି ଟ୍ରେନର ଆଠଟି କୋଚ ଲାଇନ ଚ୍ୟୁତ ହୋଇଛି। ଜଖିରା ଫ୍ଲାଏ ଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା...

ଜୀବନ୍ତ ବେଙ୍ଗ ପିଠିରେ କଅଁଳିଲା ଛତୁ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ନୂଆଦିଲ୍ଲୀ,୧୭।୨:ମୃତ ଜୀବଜନ୍ତୁ କିମ୍ବା ପ୍ରାଣୀଙ୍କ ମୃତ ଶରୀର ଦୀର୍ଘଦିନ ପଡି ରହିଲେ ସେଥିରେ ଫଙ୍ଗସ୍‌ ଲାଗିଯାଏ। କିନ୍ତୁ କେବେ ଜୀବନ୍ତ ପ୍ରାଣୀ ଶରୀରରେ ଫଙ୍ଗସ ବଢିବା ଦେଖିଛନ୍ତି କି? ଦେଶର ପଶ୍ଚିମ ଇଲାକାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି।...

ଲୋକ ସଭା ନିର୍ବାଚନ: ଭାଜପା ଚନ୍ଦ୍ରବାବୁଙ୍କ ମଧ୍ୟରେ ଡିଲ ଶେଷ, ପଓ୍ବନ କଲ୍ୟାଣଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଭାରତର ଅଧିକରୁ ଅଧିକ ରାଜ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟି (ଭାଜପା) କୁ ବହୁତ ସଫଳତା ମିଳିଛି। ଆନ୍ଧ୍ରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସହିତ ଭାଜପା ନିର୍ବାଚନ...

ଜେଏଲଏନ ଷ୍ଟାଡିୟମ ଗେଟ ନମ୍ବର ଦୁଇରେ ଭାଙ୍ଗିଲା ପେଣ୍ଡାଲ, ୧୦-୧୨ ଜଣ ଚାପି ହୋଇରହିଥିବା ଆଶଙ୍କା

ନୂଆଦିଲ୍ଲୀ,୧୭।୨: ଜବାହରଲାଲ ନେହେରୁ ଷ୍ଟାଡିୟମର ଦୁଇ ନମ୍ବର ଫାଟକ ନିକଟରେ ଏକ ପେଣ୍ଡାଲ ଭୁଶୁଡି ପଡିଛି ଯେଉଁଥିରେ ୧୦-୧୨ଜଣ ଏହା ତଳେ ଚାପି ହୋଇ ଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାର ପାଇଁ ପୋଲିସ ଏବଂ ତିନୋଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ...

ବଢୁଛି ଚମ୍ପାଇ ସରକାରଙ୍କ ସମସ୍ୟା, ଝାଡ଼ଖଣ୍ଡରେ ଯେ କୌଣସି ସମୟରେ ହୋଇପାରେ ବଡ ଧରଣର ଖେଳ

ରାଞ୍ଚି,୧୭।୨: ଝାଡ଼ଖଣ୍ଡରେ ପୁଣି ଥରେ ଚମ୍ପାଇ ସରକାର ଉପରେ ସଙ୍କଟର କଳା ବାଦଲ ଢାଙ୍କିବାକୁ ଲାଗିଲାଣି। କ୍ୟାବିନେଟ ସମ୍ପ୍ରସାରଣକୁ ନେଇ କ୍ରୋଧିତ କଂଗ୍ରେସ ବିଧାୟକମାନେ ବେଙ୍ଗାଲୁରୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଚମ୍ପାଇ ସୋରେନଙ୍କ କ୍ୟାବିନେଟ ସମ୍ପ୍ରସାରଣରେ ୧୨ଜଣ ବିଧାୟକ ଅସନ୍ତୁଷ୍ଟ।...

ଚିକେନ୍‌ ଖାଉଥିଲେ ସାବଧାନ, ସତର୍କତା ଜାରି କଲେ ସରକାର

ଅମରାବତୀ,୧୭।୨: ଆପଣଙ୍କୁ ଚିକେନ୍‌ ପସନ୍ଦ କି? ଯଦି ଆପଣ ନିୟମିତ ଚିକେନ୍‌ ଖାଉଛନ୍ତି ତେବେ ସର୍ତକ ହୋଇଯାଆନ୍ତୁ। ତୁରନ୍ତ ଚିକେନ୍‌ ଖାଇବା ବନ୍ଦ କରି ଦିଅନ୍ତୁ। ଖୋଦ୍‌ ସରକାର ଏଥିପାଇଁ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାଣନ୍ତୁ କାହିଁକି… ଦୁଇବର୍ଷ...

ଭର୍ଚୁଆଲି ହାଜର ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଅଭିଯୁକ୍ତ କଥିତ ଅବକାରୀ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ତେବେ...

ପ୍ରେମୀଯୁଗଳଙ୍କ ପାଇଁ ବିପଦ ଏହି ମନ୍ଦିର, ଭାଙ୍ଗିଯାଏ ସମ୍ପର୍କ

ସାହାରନପୁର,୧୭।୨: ପ୍ରେମିକ-ପ୍ରେମିକା ତାଙ୍କ ଭଲପାଇବା ସଫଳ ହେବା ପାଇଁ କିମ୍ବା ଭଲ ପାଇବା ଆହୁରି ବଡିବା ପାଇଁ ମନ୍ଦିର ଯାଇଥାନ୍ତି। ଯୁବତୀମାନେ ଏଥିପାଇଁ ଓଷା, ବ୍ରତ ଓ ଉପାସ ମଧ୍ୟ କରନ୍ତି। କିନ୍ତୁ ଦେଶରେ ଏପରି ମନ୍ଦିର ଅଛି ଯେଉଁଠିକୁ...

‘ରାହୁଲ-ପ୍ରିୟଙ୍କାଙ୍କ ସମ୍ପର୍କରେ ଫାଟ…’, କାହିଁକି ସନ୍ଦେହ କଲା ଭାଜପା

ନୂଆଦିଲ୍ଲୀ,୧୭।୨: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ରେ ଅଂଶଗ୍ରହଣ କରିପାରିଲେ ନାହିଁ। ସେ ତାଙ୍କ ଅନୁପସ୍ଥିତିର କାରଣ ବୋଲି ଅସୁସ୍ଥତାକୁ ଦର୍ଶାଇଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବା ମାତ୍ରେ ସେ ଏହି...

LPG Gas Subsidy Check: ଘରେ ବସି ଗୋଟିଏ କ୍ଲିକ୍‌ରେ ଜାଣନ୍ତୁ Gas Subsidy ଟଙ୍କା ଆସିଛି କି ନାହିଁ? ଏମିତି କରନ୍ତୁ…

ନୂଆଦିଲ୍ଲୀ,୧୭।୨: LPG ଗ୍ୟାସ କନେକ୍ସନ କରିଥିବା ସବୁ ଲୋକଙ୍କ ପାଇଁ ଜରୁରୀ ଖବର। ବର୍ତ୍ତମାନ ଆପଣ ଆପଣଙ୍କର ଏଲପିଜି ଗ୍ୟାସ ସବସିଡି ସହଜରେ ଯାଞ୍ଚ କରିପାରିବେ। ଏଥିସହ ଆପଣଙ୍କ ପାଖକୁ ସବସିଡି ଟଙ୍କା ଆସିଛି କି ନାହିଁ ତାହା ବି...

ବନଭୁଲପୁରା ହିଂସା ଘଟଣାକୁ ନେଇ ଆକ୍ସନ ମୁଡରେ ଧାମି, ମାଷ୍ଟରମାଇଣ୍ଡଙ୍କ ସମ୍ପତ୍ତି ଜବତ, ଆକ୍ରମଣକାରୀଙ୍କ ପୋଷ୍ଟର ଜାରି

ହଲଦ୍ୱାନି,୧୭।୨: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାନୀ ହଲଦ୍ୱାନୀର ବନଭୁଲପୁରାରେ ହୋଇଥିବା ହିଂସାକୁ ନେଇ କ୍ରମାଗତ କାର୍ଯ୍ୟାନୁଷ୍ଠାନରେ ଅଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ସେ କହିଛନ୍ତି, ଦେବଭୂମି ଉତ୍ତରାଖଣ୍ଡରେ ଅଶାନ୍ତି ସୃଷ୍ଟିକାରୀଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri