ଜାତୀୟ

ଏଣିକି ଟୋଲ୍‌ଗେଟ୍‌ରେ ଚାଲିବନି ଆପଣଙ୍କ ପେଟିଏମ୍‌, ଏହି ୩୨ଟି ଅଥୋରାଇଜ ବ୍ୟାଙ୍କର ଚାଲିବ ଫାସଟାଗ

ନୂଆଦିଲ୍ଲୀ,୧୬।୨: ଦିନକୁ ଦିନ ପେଟିଏମର ସମସ୍ୟା ବଢିବାରେ ଲାଗିଛି। ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ, ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ NHAI ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଫାସଟାଗ ବ୍ୟବହାରକାରୀଙ୍କ ପାଇଁ NHAI ଏକ...

ଚମ୍ପାଇ ସୋରେନ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ କଂଗ୍ରେସରେ ଝଡ଼, ରୁମ ନମ୍ବର ୧୦୭ରେ ବନ୍ଦ ହେଲେ ବିଧାୟକ

ରାଞ୍ଚି,୧୬।୨: ଝାଡ଼ଖଣ୍ଡରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ବଡ ଖବର ଆସୁଛି। କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବହୁତ ଅସନ୍ତୋଷ ରହିଛି ଏବଂ ଅନେକ ବିଧାୟକ ସର୍କିଟ ହାଉସର୧୦୭ ନମ୍ବର କୋଠରୀରେ ଏକାଠି ହୋଇଛନ୍ତି। ୧୦ଜଣ କଂଗ୍ରେସ ବିଧାୟକ ଏକାଠି ହୋଇଛନ୍ତି। ହେମନ୍ତ...

ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୬।୨: ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଶେୟାର କରିଛନ୍ତି। ଏହି ଟୁଇଟ୍‌ରେ ପ୍ରିୟଙ୍କା ଲେଖିଛନ୍ତି, ମୁଁ ଭାରତ ଯୋଡୋ ନ୍ୟାୟ...

ବିମାନବନ୍ଦରରେ ମିଳିଲାନି ହ୍ବିଲ୍‌ଚେୟାର: ବିମାନରୁ ଟର୍ମିନାଲ କାଉଣ୍ଟରକୁ ଚାଲିକି ଆସୁଥିବା ବେଳେ ଚାଲିଗଲା ବୃଦ୍ଧଙ୍କ ଜୀବନ

ମୁମ୍ବାଇ,୧୬।୨: ମୁମ୍ବାଇ ବିମାନବନ୍ଦରରେ ଏକ ଦୁଃଖଦ ଘଟଣା ଘଟିଛି। ହ୍ବିଲ୍‌ଚେୟାର ନ ପାଇ ବିମାନରୁ ଟର୍ମିନାଲରେ ଅବସ୍ଥିତ ଇମିଗ୍ରେସନ କାଉଣ୍ଟରକୁ ଚାଲିକି ଆସୁଥିବା ବେଳେ ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ...

ଅନଫ୍ରିଜ ହେଲା କଂଗ୍ରେସ ଦଳର ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଳୀ,୧୬।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଫ୍ରିଜ କରାଯାଇଥିବା କଂଗ୍ରେସର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅନଫ୍ରିଜ କରାଯାଇଛି। ଫଳରେ ଦଳକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟ ଏବେ ଫ୍ରିଜ ହୋଇନାହିଁ। କଂଗ୍ରେସ ପାର୍ଟି ନେତା ବିବେକ...

ପ୍ରେମିକାଙ୍କୁ ଭେଟିବାକୁ ୧୨୫ କିଲୋମିଟର ଗଲେ ୧୯ ବର୍ଷୀୟା ପ୍ରେମିକ, ଏବେ ହସ୍ପିଟାଲରେ ଭର୍ତ୍ତି

ଭୋପାଳ,୧୬।୨: ଭାଲେଣ୍ଟାଇନ୍ସ ଡେ ପ୍ରେମୀଯୁଗଳଙ୍କ ପାଇଁ ଏକ ବିଶେଷ ଦିନ ଭାବରେ ବିବେଚନା କରାଯାଏ, କିନ୍ତୁ ଜଣେ ୧୯ ବର୍ଷ ବୟସ୍କା ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ଭେଟି ମହଙ୍ଗା ପଡିଛି। ଫେବୃଆରୀ ୧୩ରେ ଯୁବକ ଜଣଙ୍କ ୧୨୫ କିଲୋମିଟର ଦୂରରେ...

ରେୱାରି ମୋ ଗ୍ୟାରେଣ୍ଟିର ସର୍ବ ପ୍ରଥମ ସାକ୍ଷୀ: ମୋଦି

ରଓ୍ବୋଡି,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଫେବୃଆରୀ ୧୬, ୨୦୨୪) ହରିୟାଣାର ରେୱାଡିକୁ ଏକ ବଡ ଉପହାର ଦେଇଛନ୍ତି। ସେ କହିଛନ୍ତି- ଏଠାରେ ଆଧୁନିକ ରାସ୍ତା ନିର୍ମାଣ ହେଲେ, ରେଳବାଇର ଏକ ଆଧୁନିକ ନେଟୱାର୍କ ଏବଂ ଏଠାରେ ବଡ଼ ଏବଂ...

ଏସଟିଏଫ ଜବତ କଲା ୪ ଟାଇମ ବମ, ଧରାପଡିଲେ ଜଣେ ଅଭିଯୁକ୍ତ

ମୁଜାଫରପୁର,୧୬।୨: ଉତ୍ତର ପ୍ରଦେଶ ମୁଜାଫରନଗରର ନଗର ପୋଲିସ ଷ୍ଟେଶନ ପରିସରରୁ ଏସଟିଏଫ ଟିମ ୪ଟି ଟଶିମ ବମ ଉଦ୍ଧାର କରିଥିବା ଜଣାଯାଇଛି। ଜଣେ ଅଭିଯୁକ୍ତ ମଧ୍ୟ ଧରାପଡିଛି, ଯଦିଓ ପୋଲିସ ଅଧିକାରୀ ଏପର୍ଯ୍ୟନ୍ତ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି। ଏସଟିଏଫ...

ଦିଲ୍ଲୀ ଆଇଆଇଟି ହଷ୍ଟେଲରେ ଜୀବନ ହାରିଲେ ଏମ୍‌ଟେକ୍‌ ଛାତ୍ର

ନୂଆଦିଲ୍ଲୀ,୧୬।୨: ଦିଲ୍ଲୀସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଆଇଆଇଟି)ର ହଷ୍ଟେଲ ରୁମ୍‌ରୁ ଜଣେ ଏମ୍‌ଟେକ୍‌ ଛାତ୍ରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ମୃତ ଛାତ୍ର ଜଣକ ହେଲେ ସଞ୍ଜୟ ନରକର (୨୪)।...

ନୀତୀଶଙ୍କୁ ଲାଲୁଙ୍କ ଖୋଲା ଅଫର! ଦ୍ୱାର ଖୋଲା ଅଛି ଆସିବେ ତ…

ପାଟନା,୧୬।୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗ୍ରାଣ୍ଡ ଆଲାଇନ୍ସ ଛାଡିବା ପରେ ଏହାକୁ ଅନେକ ଥର ଦୋହରାଇଛନ୍ତି ଯେ ବର୍ତ୍ତମାନ ସେ ସବୁଦିନ ପାଇଁ ଏନଡିଏ ସହ ଆସିଛନ୍ତି। ବର୍ତ୍ତମାନ ଆମେ ସେଠାକୁ କେବେବି ଯିବା ନାହିଁ (ଗ୍ରାଣ୍ଡ ଆଲାଇନ୍ସ)।...

ମୋଦିଙ୍କୁ ଗାଳି ଦେବା ଏମାନଙ୍କ ଏଜେଣ୍ଡା, କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ବିକଶିତ ଭାରତ ବିକଶିତ ରାଜସ୍ଥାନ’ କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ଏକମାତ୍ର ଏଜେଣ୍ଡା ହେଉଛି ‘ମୋଦି ବିରୋଧୀ’ ଏଜେଣ୍ଡା। ଯେତେବେଳେ...

ଶମ୍ଭୁ ସୀମାରେ ଅଘଟଣ: ଆନ୍ଦୋଳନରତ ଚାଷୀଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଳୀ,୧୬।୨: ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଦାବିରେ ବିଭିନ୍ନ ଚାଷୀ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶୁକ୍ରବାର ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। ଏପରିକି ଦିଲ୍ଳୀର ଶମ୍ଭୁ ସୀମାରେ କୃଷକ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଜଣେ ଚାଷୀଙ୍କ ହୃଦ୍‌ଘାତରେ ମୃତ୍ୟୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri