ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୧୫।୨: ବିଗିଡିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡାଙ୍କ ସ୍ବାସ୍ଥ୍ୟାବସ୍ଥା। ତାଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦେବେଗୌଡାଙ୍କର ଗୁରୁବାର ଅସୁସ୍ଥତା ଅନୁଭବ କରୁଥିଲେ, ଯାହା ପରେ ତାଙ୍କୁ ମଣିପାଲ ହସ୍ପିଟାଲକୁ ନିଆଯାଇଛି। ବର୍ତ୍ତମାନ ତାଙ୍କର...

୧୬ ଫେବୃୟାରୀରେ କାହିଁକି ଭାରତ ବନ୍ଦ

ନୂଆଦିଲ୍ଲୀ,୧୫।୨: ୨୦୨୦ ସେପ୍ଟେମ୍ବର ୨୭ରେ କେନ୍ଦ୍ର ସରକାର ୩ଟି କୃଷି ଆଇନ ପ୍ରଣୟନ କରିଥିଲେ। ସେଗୁଡ଼ିକ ହେଲା କୃଷକଙ୍କ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ଆଇନ, କୃଷକ (ସଶକ୍ତୀକରଣ ଓ ପ୍ରୋତ୍ସାହନ) ମୂଲ୍ୟ ଆଶ୍ୱାସନା ଓ...

ନାବାଳିକାଙ୍କୁ ଘରକୁ ଡାକି ସାଙ୍ଗ ମାନଙ୍କ ସହିତ କଲେ ଗଣବଳାତ୍କାର, ୪ ନାବାଳକ ଗିରଫ

ନୂଆଦିଲ୍ଲୀ,୧୫।୨: ରାଜସ୍ଥାନର କୋଚିଂ ହବ୍ କୋଟରେ ଜଣେ ନାବାଳିକାଙ୍କୁ ଚାରି ସହପାଠୀ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୪ ନାବାଳକଙ୍କୁ ଗିରଫ କରିଥିବା ପୋଲିସ କହିଛି। ନାବାଳିକା ଜଣକ କୁନ୍ହାଡି ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିବା...

ପ୍ରଥମ ଥର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୨: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ସେ ଫେବୃଆରୀ ୧୬ରେ ଚନ୍ଦୈଲିରେ ରାହୁଲଙ୍କ ସହ ଯାତ୍ରା କରୁଥିବା ଦେଖିବାକୁ ମିଳିବ। ରାଏବରେଲିରୁ ଲୋକ...

ମହୁଆ ମୈାଇତ୍ରାଙ୍କ ପାଇଁ ମୁଣ୍ଡ ଟେକିଲା ନୂଆ ସମସ୍ୟା, ସମନ କଲା ଇଡି

ନୂଆଦିଲ୍ଲୀ,୧୫।୨: ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ଲୋକସଭା ଏମପି ମହୁଆ ମୈାଇତ୍ରାଙ୍କ ପାଇଁ ନୂଆ ସମସ୍ୟା ମୁଣ୍ଡ ଟେକିଛି। ବୈଦେଶିକ ଟଙ୍କା କାରବାର ଉଲ୍ଲଂଘନ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଡକାଇଛି। ସୋମବାର ଦିଲ୍ଲୀର ଏଜେନ୍ସି...

ଶରଦଙ୍କଠାରୁ ଏନସିପି ଛଡାଇନେଲେ ଅଜିତ

ମୁମ୍ବାଇ,୧୫।୨: ମହାରାଷ୍ଟ୍ରର ଏନସିପି ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ନିଷ୍ପତ୍ତି ଆସିଯାଇଛି। ବାଚସ୍ପତି ରାହୁଲ ନର୍ଭକର କହିଛନ୍ତି ଯେ, ଅଜିତଙ୍କ ଦଳକୁ ୪୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଅଜିତ ପାୱାରଙ୍କୁ ଶରଦ ପାୱାରଙ୍କ ଅପେକ୍ଷା ଅଧିକ ବିଧାୟକଙ୍କ ସମର୍ଥନ ରହିଛି,...

ମରାଠା ସଂରକ୍ଷଣ ଲାଗୁ କରିବା ନେଇ ଚାପ ପକାଇବାକୁ ମୁମ୍ବାଇ ଯିବି: ଜରାଙ୍ଗେ

ମୁମ୍ବାଇ,୧୫।୨: ମରାଠା ସଂରକ୍ଷଣ ଲାଗୁ କରିବା ଦାବି ନେଇ ଲଗାତର ଭାବେ ଅନଶନରେ ବସିଛନ୍ତି ସଂରକ୍ଷଣ କର୍ମକର୍ତ୍ତା ମନୋଜ ଜରାଙ୍ଗେ। ତେବେ ‘କୁନ୍‌ବୀ ମରାଠାଙ୍କ ରକ୍ତ ସମ୍ପର୍କୀୟ’ଙ୍କ ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ଡ୍ରାଫ୍ଟ ବିଜ୍ଞପ୍ତିକୁ ଆଇନରେ ପରିଣତ କରିବା ଲାଗି...

ମୋତେ ବାରମ୍ବାର ଅପମାନିତ କରାଯାଇଛି, ଆଉ ନିର୍ବାଚନ ଲଢ଼ିବି ନାହିଁ: ମିମି ଚକ୍ରବର୍ତ୍ତୀ

କୋଲକାତା,୧୫।୨: ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଯାଦବପୁରର ଟିଏମ୍‌ସି ଏମ୍‌ପି ମିମି ଚକ୍ରବର୍ତ୍ତୀ ଇସ୍ତଫା ଦେଇଛନ୍ତି। ସେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କୁ ବାରମ୍ବାର ଅପମାନିତ କରାଯାଇଥିବା ମିମି କହିବା...

୨୦୨୨ ପର୍ଯ୍ୟନ୍ତ ବିକ୍ରି ହୋଇଛି ୧ ହଜାର ଟଙ୍କାର ନିର୍ବାଚନ ବଣ୍ଡ, ଜାଣନ୍ତୁ କେଉଁ ଦଳ ପାଇଛି କେତେ ଟଙ୍କା

ନୂଆଦିଲ୍ଲୀ,୧୫।୨: ଲୋକସଭା ୨୦୨୪ ନିର୍ବାଚନର କିଛି ମାସ ପୂର୍ବରୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ନିର୍ବାଚନ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ୨୦୧୬ରୁ ୨୦୨୨ ମଧ୍ୟରେ ଏହି ଯୋଜନା ଅଧୀନରେ ଦିଆଯାଇଥିବା...

ଲୋକ ସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ ଝଟକା

କୋଲକାତା,୧୫।୨: ତ୍ରୁଣ ମୂଳ କଂଗ୍ରେସ ଏମପି ମିମି ଚର୍କବର୍ତ୍ତୀ ଇସ୍ତଫା ଦେଇଛନ୍ତି। ତେବେ ଲୋକ ସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଦଳକୁ ଏହା ଏକ ବଡ ଝଟକା ଲାଗିଛି ବୋଲି କୁହାଯାଉଛି। ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ଏମପି...

ଏନଡିଏରେ ଯୋଗ ଦେବାକୁ ସଙ୍କେତ ଦେଲେ ଫାରୁଖ ଅବଦୁଲ୍ଲା, ଏକାକୀ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ,୧୫।୨: ଜମ୍ମୁ କଶ୍ମୀର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁଖ ଅବଦୁଲ୍ଲା ଏନଡିଏ ଗଠବନ୍ଧନରେ ସାମିଲ ହେବ ନେଇ ସଙ୍କେତ ଦେଇଛନ୍ତି। ଗୁରୁବାର ସାମ୍ବାଦିକ ସହିତ ଆଲୋଚନା କରି ଏହା ସୁନିଶ୍ଚିତ କରିଛନ୍ତି ଯେ, ରାଜ୍ୟରେ ତାଙ୍କ...

ଏହି ଆସନରୁ ନିର୍ବାଚନ ଲଢିବେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୧୫।୨: ଏବେ ଉତ୍ତର ପ୍ରଦେଶ-ବିହାରର ଲୋକ ସଭା ଯୁଦ୍ଧରେ ଏକ ନୂଆ ମୋଡ଼ ଆସିଛି। ଯଦି କଂଗ୍ରେସ ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ଉତ୍ତର ପ୍ରଦେଶ-ବିହାରରେ ଅତି କମରେ ୩୦ ରୁ ୪୦ ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri