ଜାତୀୟ

ରୋଗୀଙ୍କ ବେଡ୍‌ ଉପରେ ରିଲ୍ସ କଲେ ୩୮ ମେଡିକାଲ ଛାତ୍ର, ଘଟିଲା ବଡ ଅଘଟଣ

ବେଙ୍ଗାଲୁରୁ,୧୧।୨: ଭାଇରାଲ ହେବାର ନିଶା ଏବେ ଯୁବପିଢିଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଘାରିଛି। ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। କର୍ନାଟକର ଗଡଗ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସର...

ଲୋକପ୍ରିୟତାରେ ପୁଣି ୧ନଂ ହେଲେ ନବୀନ

ଭୁବନେଶ୍ୱର,୧୧।୨: ଲୋକପ୍ରିୟତାରେ ପୁଣି ୧ନଂ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଲୋକପ୍ରିୟତାରେ ସବୁଠୁ ଆଗରେ । ଇଣ୍ଡିଆ ଟୁଡେ ମୁଡ ଅଫ ଦ ନେଶନ ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ସମସ୍ତଙ୍କୁ...

କେବଳ ପୁସ୍ତକ ଆମ ପରିଚୟକୁ ବ୍ୟାଖ୍ୟା କରିବାରେ ସାହାଯ୍ୟ କରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୨୯ା୧: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନୂଆଦିଲ୍ଲୀ ବିଶ୍ୱ ପୁସ୍ତକମେଳା-୨୦୨୪ ଉଦ୍‌‌ଘାଟନ କରିଛନ୍ତି । ଭାରତର ପ୍ରାଚୀନ ଗ୍ରନ୍ଥ ଏବଂ ପୁସ୍ତକଗୁଡ଼ିକ କେବେ ନିଜ ଚମକ ହରାଇ ନାହିଁ ବୋଲି ପ୍ରଧାନ...

କଂଗ୍ରେସଙ୍କୁ ବଡ଼ ଝଟକା: ହାତ ଛାଡି ଘଣ୍ଟା ଧରିଲେ ଏହି ନେତା..

ମୁମ୍ବାଇ,୧୦।୨ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛି। ଭେଟେରାନ କଂଗ୍ରେସ ନେତା ବାବା ସିଦ୍ଦିକି ଶନିବାର ଏନସିପିରେ ଯୋଗ ଦେଇଛନ୍ତି। ସେ ହାତ ଛାଡି ଘଣ୍ଟା ଧରିଛନ୍ତି। ମହାରାଷ୍ଟ୍ରରେ ବାବା...

ରାଜ୍ୟସଭାରେ କଂଗ୍ରେସ  ସଦସ୍ୟଙ୍କ ଆଚରଣ ନେଇ ଦୁଃଖିତ ହେଲେ ଧନକର,. କହିଲେ ଇସ୍ତଫା ଦେବାକୁ ଚାହୁଁଛି…

ନୂଆଦିଲ୍ଲୀ,୧୦।୨ : ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଶନିବାର କହିଛନ୍ତି ଯେତେବେଳେ ଜୟନ୍ତ ଚୌଧୁରୀ ତାଙ୍କ ଦାଦା ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ଘୋଷଣା କରି ଗୃହକୁ ସମ୍ବୋଧିତ କରିଥିଲେ, ସେତେବେଳେ କଂଗ୍ରେସ ସଦସ୍ୟମାନଙ୍କ...

‘ଭାଲେଣ୍ଟାଇନ ଡେ’ ପୂର୍ବରୁ କ୍ରାନ୍ତିସେନାର ଲାଠି ପୂଜା, ଲଭ୍ ଜିହାଦକୁ ନେଇ ସଂଗଠନ କହିଲା ଏହି କଥା

ନୂଆଦିଲ୍ଲୀ,୧୦।୨: ଶନିବାର ଉତ୍ତରପ୍ରଦେଶର ମୁଜାଫରନଗରରେ କ୍ରାନ୍ତି ସେନା ନିଜ କାର୍ଯ୍ୟାଳୟରେ ସେମାନଙ୍କର ଲାଠିକୁ ତେଲ ଦେଇ ପୂଜା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୁଷ ଏବଂ ମହିଳା ସଦସ୍ୟମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କ୍ରାନ୍ତି ସେନା କହିଛି...

ଜିଲାପାଳଙ୍କୁ ଜୋତାରେ ପିଟିଲେ ବିଡ଼ିଓ: ଏବେ କାହାର ଯିବ ଚାକିରି, କ’ଣ କହୁଛି ଆଇନ…

ଆଗ୍ରା,୧୦।୨ : ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ଜିଲା ମାଜିଷ୍ଟ୍ରେଟ ଏବଂ ବିଡିଓଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ମାମଲା ପରେ ବଢ଼ି ଯାଇଥିଲା । ଜିଲା ମାଜିଷ୍ଟ୍ରେଟ ଭାନୁ ଚନ୍ଦ୍ର ଗୋସ୍ବାମୀ ବ୍ଲକ ଡେଭଲପମେଣ୍ଟ ଅଫିସର (ବିଡିଓ) ଅନିରୁଦ୍ଧ ସିଂ...

CAA କ’ଣ? ଏହା ଲାଗୁ ହେବା ଯୋଗୁ କିଏ ହେବେ ପ୍ରଭାବିତ; ଜାଣନ୍ତୁ ସମସ୍ତ ସୂଚନା…

ନୂଆଦିଲ୍ଲୀ,୧୦।୨: CAAକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ବଡ଼ ଘୋଷଣା କରିଛନ୍ତି। ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଏହାକୁ ଭାରତରେ ଲାଗୁ କରାଯିବ ବୋଲି ସେ କହିଛନ୍ତି। ଏମିତିରେ ଦେଶବାସୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ CAA କିଭଳି...

ଭାଜପାରେ ଯୋଗ ଦେବେ କି କମଲନାଥ ? ବରିଷ୍ଠ ନେତାଙ୍କୁ ଭେଟିଲେ…

ଭୋପାଳ,୧୦।୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା କମଲ ନାଥ ଭାରତୀୟ ଜନତା ପାର୍ଟି ଭାଜପାରେ ତାଙ୍କର ସମ୍ଭାବ୍ୟ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ କଂଗ୍ରେସର ଆଦର୍ଶକୁ ନେଇ ଉଦବେଗ ପ୍ରକାଶ କରିଥିଲେ। କଂଗ୍ରେସର ମୂଳ...

ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌

ବମ୍ବେ: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍‌ ଷ୍ଟୋକ୍‌। ଅସୁସ୍ଥତାକୁ ନେଇ ସେ ଶନିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କର ମେଡିକାଲ ରିପୋର୍ଟ ଆସିଛି। ଏଥିରୁ ତାଙ୍କୁ ଷ୍ଟ୍ରୋକ୍‌ ହୋଇଥିବା...

କମଲନାଥଙ୍କ ପୁଅ ପଦ୍ମ ଧରିବା ନେଇ କଳ୍ପନାଜଳ୍ପନା ଜାରି, ଏହା ଘଟିଲେ ସମସ୍ତେ ଜାଣିବେ ବୋଲି କହିଲା ଭାଜପା…

ଭୋପାଳ,୧୦।୨ : ମଧ୍ୟପ୍ରଦେଶର ଏକମାତ୍ର କଂଗ୍ରେସ ଏମପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲନାଥ ଭାଜପାରେ ଯୋଗ ଦେବା ବିଷୟରେ କଳ୍ପନାଜଳ୍ପନ ଜାରି ରହିଛି। ଏ ସମ୍ପର୍କରେ ଭାଜପା ରାଜ୍ୟ ସଭାପତି ବି.ଡି ଶର୍ମା କହିଛନ୍ତି ଭାରତୀୟ...

ରାହୁଲ ଗାନ୍ଧୀ ମନ୍ଦବୁଦ୍ଧି: ଭାଜପାର ଅଭିଯୋଗ…

ଭୋପାଳ,୧୦।୨ : ଭାଜପାର ମଧ୍ୟପ୍ରଦେଶ ରାଜ୍ୟ ସଭାପତି ବି.ଡି ଶର୍ମା ରାହୁଲ ଗାନ୍ଧୀଙ୍କୁ ମନ୍ଦବୁଦ୍ଧି ବୋଲି କହି ଅକ୍ଷେପ କରିଛନ୍ତି। ଜାତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ ଦେଇଥିବା ରାହୁଊଙ୍କ ବିବୃତ୍ତି ଉପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri