ଜାତୀୟ

ଦିଲ୍ଲୀ ଚଲୋ ଡାକରା: ଚାଷୀ ନେତାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଚଣ୍ଡିଗଡ଼,୮।୨: ଦିଲ୍ଲୀ ଚଲୋ’ ଡାକରା ଦେଇଥିବା କୃଷକ ନେତାମାନଙ୍କ ସହ ୩ ଜଣ କେନ୍ଦ୍ରମନ୍ତ୍ରୀ ଗୁରୁବାର ଆଲୋଚନା କରିଛନ୍ତି। ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଗ୍ୟାରେଣ୍ଟି ସମେତ ଅନ୍ୟାନ୍ୟ ଦାବି ନେଇ ଚାଷୀମାନେ ଆସନ୍ତା ୧୩ ତାରିଖରେ...

ଫେସବୁକ ଲାଇଭ କରି ଉଦ୍ଧବ ଗ୍ରୁପ ନେତାଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୮।୨: ମୁମ୍ବାଇରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଗୁରୁବାର (ଫେବୃଆରୀ ୮) ସାରେ ମୁମ୍ବାଇର ଦହିସର ଅଞ୍ଚଳରେ ଉଦ୍ଧବ ଠାକରେ ଗୋଷ୍ଠୀ ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା। ତାଙ୍କୁ ତିନିଟି ଗୁଳି ବାଜିବାରୁ ସେ ଗୁରୁତର...

୪୦ ହଜାର ଫୁଟ ଉପରେ ରେଳମନ୍ତ୍ରୀଙ୍କୁ ନାପକିନରେ ଲେଖି ଦିଆଗଲା ପ୍ରସ୍ତାବ, ୬ ମିନିଟ ପରେ ମିଳିଲା ସରପ୍ରାଇଜ

ନୂଆଦିଲ୍ଲୀ,୮।୨: ଅକ୍ଷୟ ସତନାଲିୱାଲା କଳ୍ପନା କରି ନଥିବେ ଯେ ବିମାନ ଉଡ଼ାଣ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ କାଗଜ ନାପକିନ ଉପରେ ପ୍ରସ୍ତାବ ଦେବା ପରେ (ଘରୋଇ ବିମାନର ଉଚ୍ଚତା ୩୨ ରୁ ୪୦ହଜାର ଫୁଟ), ରେଳ ପ୍ରଶାସନ...

ଉଦ୍ଧବ ଗ୍ରୁପଙ୍କ ନେତାଙ୍କ ଉପରେ ୪ ରାଉଣ୍ଡ ଗୁଳି! ପ୍ରବକ୍ତା ଆନନ୍ଦ କହିଲେ ଏବେ କେହି ନୁହେଁ ସୁରକ୍ଷିତ

ମୁମ୍ବାଇ,୮।୨: ମୁମ୍ବାଇର ଦହିସର ଅଞ୍ଚଳରେ ଘଟିଥିବା ଗୁଳି ବିନିମୟରେ ଶିବସେନା (ୟୁବିଟି) ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳି କରାଯାଇଥିଲା। ତତକ୍ଷଣାତ୍‌ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୁମ୍ବାଇ ପୋଲିସର ସୂଚନାନୁସାରେ, ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏଜେନ୍ସି ଅନୁଯାୟୀ,...

କଂଗ୍ରେସ ଏମ୍‌ପି ଧୀରଜ ପ୍ରସାଦ ସାହୁଙ୍କ ବିଏମ୍‌ଡବ୍ଲ୍ୟୁ ହେମନ୍ତଙ୍କ ଦିଲ୍ଲୀ ଘରୁ ଜବତ

ରାଞ୍ଚି/ନୂଆଦିଲ୍ଲୀ,୮।୨: ମନିଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଝାଡ଼ଖଣ୍ଡର କଂଗ୍ରେସ ଏମ୍‌ପି ଧୀରଜ ପ୍ରସାଦ ସାହୁଙ୍କୁ ସମନ ଜାରି କରିଛି। ଉକ୍ତ ମାମଲାରେ ଇଡି ନିକଟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା।...

ଦେଖୁ ଦେଖୁ ଦଙ୍ଗାକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ, ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ ଧାମି

ଡେରାଡୁନ,୮।୨: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ହାଲଦୱାନୀର ବନଭୁଲପୁରାରେ ବେଆଇନ ନିର୍ମାଣ ହଟାଇବା ସମୟରେ ଏହି ଅଞ୍ଚଳରେ ଅଶାନ୍ତି ବ୍ୟାପିବା ସମୟରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଗୁରୁତର ସହ ନେଇଛନ୍ତି।...

କେନ୍ଦ୍ରୀୟ ଏଜେନ୍ସି ମୋ ବିରୋଧରେ ଏମିତି ନିୟୋଜିତ ହୋଇଛନ୍ତି, ଯେମିତି ମୁଁ ଜଣେ ବଡ ଆତଙ୍କବାଦୀ: କେଜରିଓ୍ବାଲ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୁରୁବାର ଦ୍ୱାରକାରେ ଏକ ସ୍କୁଲର ନୂଆ ବିଲଡିଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଆମ ଆଦମୀ ପାର୍ଟି(ଏଏପି)ସରକାରଙ୍କ କାର୍ଯ୍ୟ କଥା କହିଥିବା ବେଳେ ଇଡି ଦ୍ୱାରା ଜାରି ରହିଥିବା...

ଏବେ ଭାରତ-ମ୍ୟାନ୍‌ମାର୍‌ ମଧ୍ୟରେ ହେବନି ଅବାଧ ଯିବାଆସିବା, ଟ୍ରାଭେଲ ଡକ୍ୟୁମେଣ୍ଟ ହେବ ଆବଶ୍ୟକ

ନୂଆଦିଲ୍ଲୀ,୮।୨: ଭାରତ ଏବଂ ମ୍ୟାନ୍‌ମାର୍‌ ମଧ୍ୟରେ ଅବାଧ ଯିବାଆସିବା ବ୍ୟବସ୍ଥାକୁ ସରକାର ଗୁରୁବାର ରଦ୍ଦ କରିଛନ୍ତି। ଅବାଧ ଯିବାଆସିବା ବ୍ୟବସ୍ଥା ଅନ୍ତର୍ଜାତୀୟ ସୀମାର ଉଭୟ ପାର୍ଶ୍ୱରେ ରହୁଥିବା ଲୋକଙ୍କୁ ଭିଜା ବିନା ପରସ୍ପରର ୧୬ କିଲୋମିଟର ମଧ୍ୟରେ ଯାତ୍ରା କରିବାକୁ...

ଭାଜପା କହିଛି, ମିଛ କହୁଛନ୍ତି ରାହୁଲ

ନୂଆଦିଲ୍ଲୀ,୮।୨: ଭାରତ ଯୋଡ ନ୍ୟାୟା ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଜାତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଓବିସିରେ ଜନ୍ମ ହୋଇନାହାଁନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା...

ଇଣ୍ଡିଆ ମେଣ୍ଟକୁ ଆଉ ଏକ ଝଟକା, ଆସାମରେ ୩ ଲୋକ ସଭା ପ୍ରାର୍ଥୀ ଘୋଷଣା କଲା ଏଏପି

ନୂଆଦିଲ୍ଲୀ,୮।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ସମସ୍ୟା ଆହୁରି ବଢୁଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଆମ ଆଦମୀ ପାର୍ଟି ଲୋକ ସଭା ର୍ନିବାଚନ ପାଇଁ ଆସାମରେ ନିଜର ପ୍ରାର୍ଥୀ ନାମ ଘୋଷଣା କରିଛି। ପ୍ରକାଶ ଯେ,...

ରାହୁଲଙ୍କ ଅଭିଯୋଗ, ପ୍ରଧାନମନ୍ତ୍ରୀ ମୋଦି ଜନ୍ମରୁ ପଛୁଆ ବର୍ଗର ନୁହେଁ

ନୂଆଦିଲ୍ଲୀ,୮।୨: ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଜନ୍ମରୁ ପଛୁଆ ଜାତିର ନୁହଁନ୍ତି। ସେ ଗୁଜୁରାଟର ତେଲି ଜାତିରେ ଜନ୍ମଗ୍ରହଣ କରିଥିଲେ। ୨୦୦୦ରେ ଓବିସିରେ ସେହି ସମ୍ପ୍ରଦାୟକୁ ଭାଜପା ଅନ୍ତର୍ଭୁକ୍ତ...

‘ଇଣ୍ଡିଆ ମେଣ୍ଟର ଅନ୍ତିମ ସଂସ୍କାର କରିଛନ୍ତି ନୀତୀଶ କୁମାର, ଏବେ ଜୟନ୍ତ ଚୌଧୁରୀ କରିବେ ଶ୍ରାଦ୍ଧ’

ଲକ୍ଷ୍ନୌ,୮।୨: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟର ଅନ୍ତିମ ସଂସ୍କାର କରିଛନ୍ତି ଏବଂ ବର୍ତ୍ତମାନ ରାଷ୍ଟ୍ରୀୟ ଲୋକ ଦଳର ନେତା ଜୟନ୍ତ ଚୌଧୁରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri