ଜାତୀୟ

ଲିଭ-ଇନ-ରିଲେସନସିପରେ ରହୁଥିଲେ ହୋଇପାରେ ଜେଲ୍‌: ନୂଆ ନିୟମ ବିଷୟରେ ଜାଣନ୍ତୁ

ଡେରାଡୁନ୍‌,୬।୨: ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ବିଲ୍‌ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି। ଏହି ବିଲ ଆଇନରେ ପରିଣତ ହେଲେ ଆଗାମୀ ଦିନରେ ୟୁସିସି ଅଧୀନରେ ସମସ୍ତ ଧର୍ମର ନାଗରିକ ଗୋଟିଏ ନିୟମ...

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ପାଞ୍ଚରୁ ଛଅ ବର୍ଷ ମଧ୍ୟରେ…

ପାଣାଜୀ,୬।୨: ଆସନ୍ତା ପାଞ୍ଚରୁ ଛଅ ବର୍ଷ ମଧ୍ୟରେ ଭାରତରେ ଶକ୍ତି କ୍ଷେତ୍ରରେ ପ୍ରାୟ ୬୭ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜି ବିନିଯୋଗ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ଗୋଆରେ ଭାରତ ଶକ୍ତି ସପ୍ତାହର ଦ୍ୱିତୀୟ ସଂସ୍କରଣକୁ...

କୁକୁର ପ୍ଲେଟରେ କଂଗ୍ରେସ ନେତାଙ୍କୁ ବିସ୍କୁଟ ଖୁଆଇଲେ ରାହୁଲ, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୬।୨: ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସୋମବାର ବିଳମ୍ବିତ ରାତିରେ ସେ ‘ଭାରତ ଯୋଡ ନ୍ୟାୟ ଯାତ୍ରା’ର...

ବାଣ କାରଖାନାରେ ବିସ୍ଫୋରଣ: ୬ ମୃତ, ୪୦ରୁ ଅଧିକ ଆହତ

ଭୋପାଳ,୬।୨: ମଧ୍ୟପ୍ରଦେଶର ହରଦାଠାରେ ଥିବା ଏକ ବାଣ କାରଖାନାରେ ବଡ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଜଣ ଆହତ ହୋଇଥିବା ଜଣାପଡିଛି। ଏହି ବିସ୍ଫୋରଣରେ ସମଗ୍ର ସହର କମ୍ପିତ ହୋଇଛି।...

ଉତ୍ତରାଖଣ୍ଡ ପାଇଁ ଐତିହାସିକ ଦିନ, ୟୁସିସି ବିଲ ଉପସ୍ଥାପନ କଲେ ପୁଷ୍କର ସିଂ ଧାମି

ଡେରାଡୁନ,୬।୨: ମଙ୍ଗଳବାର ଫେବୃଆରୀ ୬ ହେଉଛି ଉତ୍ତରାଖଣ୍ଡ ପାଇଁ ଏକ ଐତିହାସିକ ଦିନ। ମଙ୍ଗଳବାର ରାଜ୍ୟ ବିଧାନସଭାରେ ୟୁନିଫର୍ମ ସିଭିଲ କୋଡ ବିଲ (ୟୁସିସି) ଆଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗୃହରେ ଏହି ବିଲ ଉପସ୍ଥାପନ କରିଥିଲେ।...

ଆଜି ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୬।୨: ମଙ୍ଗଳବାର ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଏହି ଯାତ୍ରା ଓଡ଼ିଶାର ସୁନ୍ଦରଗଡ ଜିଲାର ଏକ ଛୋଟ ଶିଳ୍ପାଞ୍ଚଳ ବୀରମିତ୍ରପୁର ଦେଇ ଝାଡଖଣ୍ଡରୁ ରାଜ୍ୟକୁ ପ୍ରବେଶ କରିବ ବୋଲି...

ଖୁସି ଖବର: ବିହାରବାସୀଙ୍କୁ ୨-୨ଲକ୍ଷ ଟଙ୍କା ଦେଉଛନ୍ତି ନୀତୀଶ ସରକାର

ପାଟନା,୬।୨: ଜାତି ଭିତ୍ତିକ ଜନଗଣନା କିଛି ମାସ ପୂର୍ବରୁ ବିହାରରେ କରାଯାଇଥିଲା। ଏହି ଜନଗଣନା ସମୟରେ ୯୪ ଲକ୍ଷରୁ ଅଧିକ ଗରିବ ପରିବାର ଦେଖିବାକୁ ମିଳିଥିଲା। ଏବେ ବିହାର କ୍ଷୁଦ୍ର ଉଦ୍ୟୋଗୀ ଯୋଜନା ଅଧୀନରେ ଏଭଳି ଗରିବ ପରିବାରର ହିତାଧିକାରୀଙ୍କୁ...

ଏନଡିଏରେ ଯୋଗ ଦେବେ ଉଦ୍ଧବ!

ମୁମ୍ବାଇ,୬।୨: ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଏଭଳି ସମୟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ...

ଏଏପି ବିରୋଧରେ ଇଡିର ବଡ ଆକ୍ସନ, ମୁଖ୍ୟମନ୍ତ୍ରୀଙ୍କ ସଚିବ, ଏନଡି ଗୁପ୍ତାଙ୍କ ସମେତ ୧୨ ନେତାଙ୍କ ଘରେ ଚଢାଉ

ନୂଆଦିଲ୍ଲୀ,୬।୨: ଦିଲ୍ଲୀର ମନି ଲଣ୍ଡରିଂ ମାମଲାରେ ୧୨ରୁ ଅଧିକ ସ୍ଥାନରେ ମଙ୍ଗଳବାର ସକାଳୁ ଇଡି ଚଢାଉ ଜାରି ରହିଛି। ସୂଚନାନୁସାରେ, ଏଏପି ରାଜ୍ୟ ସଭା ଏମପି ଏନଡି ଗୁପ୍ତାଙ୍କ ଘରେ ଇଡି ଚଢାଉ ଚାଲିଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

କେଉଁ ବୟସରେ ମହିଳାମାନେ ଲଗାଇପାରିବେ ସର୍ଭିକାଲ କ୍ୟାନ୍‌ସର୍‌ ଟିକା: ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୬।୨: ସର୍ଭିକାଲ କ୍ୟାନ୍‌ସର୍‌ ମହିଳାମାନଙ୍କ କ୍ଷେତ୍ରରେ ଏକ ବିପଜ୍ଜନକ ରୋଗ। ଏଥିପାଇଁ ପ୍ରତିବର୍ଷ ବହୁ ସଂଖ୍ୟକ ମହିଳା ପ୍ରାଣ ହରାନ୍ତି। ଏହି କାରଣରୁ ଭାରତ ସରକାର ସର୍ଭିକାଲ କ୍ୟାନ୍‌ସର୍‌ ଟିକା (Cervical Cancer Vaccine) ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ...

କଂଗ୍ରେସର ନେତୃତ୍ୱକୁ ନେଇ ଏମିତି କହିଲେ ଶର୍ମିଷ୍ଠା ମୁଖାର୍ଜୀ

ନୂଆଦିଲ୍ଲୀ,୬।୨:ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଲେଖିକା ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି ଯେ ଯଦି କୌଣସି ଦଳ ନିର୍ଦ୍ଦିଷ୍ଟ ନେତାଙ୍କ ନେତୃତ୍ୱରେ କ୍ରମାଗତ ଭାବରେ ହାରିଯାଉଛି, ତେବେ ଏହା ବିଷୟରେ ଚିନ୍ତା କରିବା ଜରୁରୀ । ତେଣୁ ଦଳର ମୁଖ୍ୟ...

ବିହାର କଂଗ୍ରେସର ୧୬ ବିଧାୟକ ହାଇଦ୍ରାବାଦରେ

ହାଇଦ୍ରାବାଦ୍‌, ୬।୨: ବିହାରରେ ଭାଜପା ସହ ମିଶି ନୀତୀଶ କୁମାର ନୂଆ ସରକାର ଗଠନ କରିଥିବାବେଳେ ଚଳିତ ଫେବୃଆରୀ ୧୨ ତାରିଖରେ ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟରେ ସେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ତେବେ ଏହି ଆସ୍ଥା ଭୋଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri